Excuse Me Odisha

ଯାହା କହିବୁ ସତ କହିବୁ

ପଣା ସଂକ୍ରାନ୍ତି ଠାରୁ ଆରମ୍ଭ ହେବାକୁ ଯାଉଚି ଶୁଭ ଦିନ। ଏହି ଦୁଇଟି ରାଶିର ଲୋକଙ୍କ ଉପରେ ଭଗବାନ ଶିବଙ୍କ କୃପା ଦୃଷ୍ଟି ପଡ଼ିବାକୁ ଯାଉଛି।

ସେୟାର୍ କରନ୍ତୁ

ବନ୍ଧୁଗଣ, ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ୱାଗତ ଜଣାଉଛୁ। ପଣା ସଂକ୍ରାନ୍ତି ବା ବିଷୁବ ସଂକ୍ରାନ୍ତିକୁ ଓଡ଼ିଆ ନବବର୍ଷ ରୂପରେ ପାଳନ କରାଯାଇଥାଏ।ଦୀର୍ଘ ପାଞ୍ଚ ଶହ ବର୍ଷ ପରେ ଏହି ପଣା ସଂକ୍ରାନ୍ତି ଦିନ ଦୁଇଟି ରାଶିର ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି। ଏହାସହିତ ଏମାନଙ୍କ ଉପରେ ଭଗବାନ ଶିବଙ୍କର ଅପାର କୃପା ଦୃଷ୍ଟି ରହିବ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ପଣା ସଂକ୍ରାନ୍ତି ଦିନ ଦୁଇଟି ରାଶିର ଲୋକଙ୍କ ଭାଗ୍ୟ ବଦଳିବାକୁ ଯାଉଛି। ରାଜଯୋଗ ବନୁଥିବା କାରଣରୁ ଏହି ରାଶିର ଲୋକଙ୍କୁ ଖୁବ୍ ଶୀଘ୍ର ଶୁଭ ଫଳ ମିଳିବାକୁ ଯାଉଛି। ବର୍ତମାନ ଆପଣ ନିଜ ଜୀବନସାଥୀଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ଏହାସହିତ ପ୍ରେମ କରୁଥିବା ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। ନୂଆ ବିବାହ କରିଥିବା ଲୋକେ କୌଣସି ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି।ଯଦି ଆପଣ କାହାକୁ ପ୍ରେମ କରୁଛନ୍ତି, ତାହେଲେ ଆପଣ ନିଜ ପ୍ରେମିକ ବା ପ୍ରେମିକାଙ୍କ ଆଗରେ ଖୁବ୍ ଶୀଘ୍ର ପ୍ରେମ ସ୍ବୀକାର କରିବା ଉଚିତ। ଅବିବାହିତ ଲୋକଙ୍କ ପାଇଁ ବିବାହର ପ୍ରସ୍ତାବ ଆସିପାରେ।

ଚାକିରି କରିଥିବା ଲୋକଙ୍କୁ ଏହି ସମୟରେ ଉତ୍ତମ ଅବସର ପ୍ରାପ୍ତ ହେବ। କାର୍ଯ୍ୟକ୍ଷେତ୍ରରେ ଆପଣ ନିଜର ସମସ୍ତ ଦାୟିତ୍ବ ସମ୍ପାଦନ କରିବେ। କ୍ୟାରିୟରରେ ଆପଣ ପ୍ରଗତି ହାସଲ କରିବେ। ସମାଜରେ ଆପଣଙ୍କର ମାନସମ୍ମାନ ବଢିବା ସହିତ ପ୍ରତିଷ୍ଠା ବୃଦ୍ଧି ହେବ। ଆପଣ ଶାରୀରିକ ଓ ମାନସିକ ରୂପରେ ସୁସ୍ଥ ରହିବେ। ଘରର ଆର୍ଥିକ ସ୍ଥିତି ସୁଦୃଢ ରହିବ। ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହେବା ସହିତ ଅଟକି ରହିଥିବା ସବୁ କାର୍ଯ୍ୟ ସମ୍ପନ୍ନ ହେବ। କଳା ଓ ସଙ୍ଗୀତ ପ୍ରତି ଆପଣଙ୍କର ରୁଚି ବଢିବ।ଯଦି ଆପଣ ଚାକିରି ଖୋଜୁଛନ୍ତି, ତାହେଲେ ନିଶ୍ଚିତ ଭାବରେ ଆପଣଙ୍କୁ ଆଶାନୁରୂପ ଚାକିରି ମିଳିବ।

ଆପଣଙ୍କ କୁଣ୍ଡଳୀରେ ଧନଲାଭ ହେବାର ଯୋଗ ରହିଛି। ପ୍ରେମୀ ଯୁଗଳଙ୍କ ପାଇଁ ଏହି ସମୟ ଅନୁକୂଳ ରହିଛି।କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟ ଶୈଳୀ ଦେଖି ଆପଣଙ୍କୁ ପ୍ରଶଂସା କରିବେ। ଏହି ପଣା ସଂକ୍ରାନ୍ତି ସମୟରେ ବ୍ୟବସାୟୀ ମାନଙ୍କୁ ଅନେକ ଲାଭ ମିଳିବାର ସମ୍ଭାବନା ରହିଛି। ଚାକିରି କ୍ଷେତ୍ରରେ ଉଚ୍ଚ ପଦବୀ ମିଳିପାରେ। ତେବେ ବନ୍ଧୁଗଣ ଆମେ ଆପଣଙ୍କୁ ଯେଉଁ ଦୁଇଟି ଭାଗ୍ୟଶାଳୀ ରାଶିର ଲୋକଙ୍କ ବିଷୟରେ କହିବାକୁ ଯାଉଛୁ, ସେହି ରାଶି ଗୁଡ଼ିକ ହେଉଛି କୁମ୍ଭ ରାଶି ଓ ସିଂହ ରାଶି।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀଟି କିପରି ଲାଗିଲା, ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ, ତେବେ ଏହାକୁ ସମସ୍ତଙ୍କୁ ନିଶ୍ଚିତ ଭାବରେ ସେୟାର କରନ୍ତୁ। ଏଭଳି ଅଧିକ ପୋଷ୍ଟ ପଢ଼ିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *