Excuse Me Odisha

ଯାହା କହିବୁ ସତ କହିବୁ

୧୮ ବର୍ଷ ପରେ ରାହୁ ବଦଳାଇବ ୫ ଟି ରାଶିର ଭାଗ୍ୟ। ୨ ଟି ରାଶି ହେବେ କୋଟିପତି !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ୧୮ ବର୍ଷ ପରେ ରାହୁ ବଦଳାଇବ ୫ ଟି ରାଶିର ଭାଗ୍ୟ। ୨ ଟି ରାଶି ହେବେ କୋଟିପତି।

ରାହୁ କେତୁ ପାପ ଗ୍ରହ ଅଟନ୍ତି। ଏଥିପାଇଁ ଏମାନଙ୍କୁ ମନୁଷ୍ୟଙ୍କ ଦୁର୍ଘଟଣା ସଙ୍କଟ ବର୍ବାଦି ସହିତ ଜଡ଼ି କରି ଦେଖାଯାଏ କିନ୍ତୁ ଜ୍ୟୋତିଷଙ୍କ ଅନୁସାରେ ରାହୁ କେତୁ ସର୍ବଦା ମନୁଷ୍ୟଙ୍କର କ୍ଷତି କରିନଥାନ୍ତି ବରଂ ରାହୁଙ୍କ ଚଳନ ଏହି ଥର ୬ ଟି ରାଶିଙ୍କ ପାଇଁ ଶୁଭ ମାନାଯାଏ ଆଉ ୧ ରାଶିଙ୍କୁ ଧନ ମିଳିବ ଖୁସି ମିଳିବ ତ ରାହୁ କେତୁ ରାଶି ପରିବର୍ତ୍ତନ କରି ସାରିଛନ୍ତି। ରାହୁ ମେଷ ରାଶିରେ ଅଛନ୍ତି ଏବଂ କେତୁ ତୁଳା ରାଶିରେ ଅଛନ୍ତି। ଏହି ୨ ଟି ଗ୍ରହ ୧୮ ବର୍ଷ ପରେ ମେଷ ଏବଂ ତୁଳାରେ ଆସିଛନ୍ତି।

ରାହୁ କେତୁ ପାପ ଗ୍ରହ ଅଟନ୍ତି କିନ୍ତୁ ଆମେ ଜ୍ୟୋତିଷଙ୍କ ଅନୁସାରେ ଦେଖିବା ତ ରାହୁଙ୍କ ଚଳନ ବହୁତ ଶୁଭ ଅଟେ କିନ୍ତୁ ଆପଣଙ୍କ ଉପରେ ଟିକେ ବି ଖରାପ ଥିବ ତ ରାହୁଙ୍କ ଚଳନ ତ କୌଣସି ବି ବୁଧବାର ଦିନ ସନ୍ଧ୍ୟାରେ ପାଣି ଥିବା ନଡ଼ିଆ ନିଜ ଉପରେ ୭ ଥର ଓଲଟା ବୁଲାଇ ପ୍ରବାହିତ ଜଳରେ ଭସାଇ ଦିଅନ୍ତୁ ଏବଂ ପଛକୁ ନଚାହିଁ ଘରକୁ ଫେରି ଆସନ୍ତୁ ତ ମୁକ୍ତି ପାଇବେ ଏବଂ କେତୁଙ୍କ ପାଇଁ ହଳଦୀର ତିଳକ ମଥାରେ ଲଗାନ୍ତୁ।

ମେଷ ରାଶି। ରାହୁ ଆପଣଙ୍କ ଶରୀର ଏବଂ ଆତ୍ମାକୁ ଆସୁଛି। ଆପଣଙ୍କ ପାରିବାରିକ ଜୀବନ ଏବଂ ଆପଣଙ୍କର ଯେଉଁ ବ୍ୟକ୍ତିଗତ ଜୀବନ ଅଛି ଅଳ୍ପ ଉଥାନ-ପତନ ଖେଳେଇବ। ଏଥିରେ ଅଳ୍ପ ବି ଅସୁରକ୍ଷା ଭାବନା ଆପଣଙ୍କ ମନକୁ ଆସିଯିବ। ଯାହା ଆରମ୍ଭରୁ ୩ ମାସ ଅଟେ ନିଜର ଯେଉଁ ସମ୍ପତି ଅଛି କୌଣସି ପ୍ରକାରର ଏଥିରେ ଆପଣ ନିବେଶ କରନ୍ତୁ ନାହିଁ କାରଣ ଏଥିରେ ଆପଣ କୌଣସି ବି ସୌଦା ବି ଆପଣଙ୍କ ପାଇଁ ଭଲ ନୁହେଁ। ବାଣୀ ଉପରେ ଅଳ୍ପ ମଧୁରତା ରଖନ୍ତୁ କାରଣ ରାହୁ ଆପଣଙ୍କ ବାଣୀକୁ ପ୍ରଭାବିତ କରିବ। ମାଟିର ପାତ୍ରରେ ଯଉ ରଖି ପିବାହିତ ଜଳରେ ପିବାହିତ କରିଦିଅନ୍ତୁ ଆପଣଙ୍କୁ ଲାଭ ମିଳିବ।

ବୃଷ ରାଶି। ଆପଣଙ୍କ ରାଶିରେ ରାହୁ ଏବେ କିଛି ସମସ୍ୟା କରିବ। ଆପଣଙ୍କ ମନ କିଛି ଅଲଗା କରିବାରେ ଲାଗିବ କିନ୍ତୁ ଆପଣ ନିଜ ପାଇଁ କିଛି ଖର୍ଚ୍ଚ ମଧ୍ୟ କରିବେ। ବ୍ୟକ୍ତିତ୍ୱ ଏହି ସମୟରେ ଭଲ ରହିବ। ଲୋକଙ୍କ ମଧ୍ୟରେ ଆକର୍ଷଣ ବ୍ୟକ୍ତିତ୍ୱର ଆଲୋଚନା ହେବ। ଆପଣଙ୍କର ଅଳ୍ପ ଖର୍ଚ୍ଚ ହେବ କିନ୍ତୁ ବିଦେଶୀ ବ୍ୟବସାୟ ବିଦେଶୀ ସମ୍ପତିରୁ ଲାଭ ମିଳିବ। ବିଦେଶୀ ଯାତ୍ରା ଆପଣଙ୍କ ପାଇଁ ଭଲ ରହିବ ଏବଂ ବିଦେଶୀ ଚାକିରୀ କରିବାର ବି ଅଧିକ ସମ୍ଭାବନା ରହିଛି। ମଥାରେ ପ୍ରତିଦିନ ଚନ୍ଦନର ତିଳକ ଲଗାନ୍ତୁ ଏବଂ ଚନ୍ଦନର ସୁଗନ୍ଧ ବି ବ୍ୟବହାର କରନ୍ତୁ।

ମିଥୁନ ରାଶି। ରାହୁ ଆପଣଙ୍କର ଏକାଦଶ ଭାଗରେ ଚଳନ କରିବେ। ଏହା ଦ୍ବାରା ଆପଣଙ୍କର ଆକସ୍ମିକ ଭାବରେ ଧନ ଲାଭ ହେବ। ଯଦି ଆପଣ ଚାକିରୀ କରୁଛନ୍ତି ତ ଏହି ସମୟରେ ଆପଣଙ୍କର ଦରମା ବୃଦ୍ଧି ହେବ। ଆପଣଙ୍କୁ ବଡ଼ ଧନ ଲାଭ ହେବ ଯଦି ଆପଣ ବ୍ୟବସାୟୀ ତେବେ ଆପଣଙ୍କର ବହୁତ ଲାଭ ହେବ। ରୋଜଗାରର ସ୍ରୋତ ବଢିବ। ଏକରୁ ଅଧିକ ଜାଗାରୁ ଧନ ଆସିବ। ବଡ଼ ଭାଇ ଭଉଣୀ ସମ୍ପର୍କୀୟଙ୍କୁ ନେଇ ଅଳ୍ପ ସମସ୍ୟା ଅଛି କିନ୍ତୁ ଛୋଟ ଛୋଟ କଥା ଉପରେ ବି ବିଶ୍ୱାସ କରିବା ପାଇଁ ବି ଅଳ୍ପ ସମସ୍ୟା ଅଛି କିନ୍ତୁ ତଥାପି ଧନ ସହିତ ଜଡ଼ିତ ମାମଲାରେ ବି ଆପଣଙ୍କୁ ଧନ ମାମଲାରେ ସଫଳତା ଦେବ। ରାତିରେ ଶୋଇବା ସମୟରେ ନିଜର ହାତର ଆଙ୍ଗୁଳିରେ ସୋରିଷ ତେଲ ଲଗେଇବେ।

କର୍କଟ ରାଶି। ଆପଣଙ୍କ ରାଶିରେ ରାହୁର ଦଶମ ଭାଗରେ ଚଳନ ଆପଣଙ୍କୁ ଟିକେ ସାବଧାନତାର ସହିତ ସମୟକୁ ବ୍ୟତୀତ କରିବାର ସମ୍ଭାବନା ରହିଛି। ଏହି ଭାଗ କର୍ମର ଭାଗ ଅଟେ। ଯଦି ଆପଣ ଚାକିରୀ କରୁଛନ୍ତି ତେବେ ସାବଧାନ ରୁହନ୍ତୁ କାରଣ କାର୍ଯ୍ୟ କ୍ଷେତ୍ରରେ ରାନନୀତିର ଅଧିକ ପ୍ରାଧାନ୍ୟ ବିସ୍ତାର କରିବ। ଏହି ସମୟରେ ଚାକିରୀ ବ୍ୟବସାୟ ଚେଞ୍ଜ କରିବାର ସୁଯୋଗ ମିଳିବ ନାହିଁ। ସରକାରୀ କର୍ମଚାରୀଙ୍କୁ ସ୍ଥାନାନ୍ତରର ଯୋଗ ରହିଛ। ଯୋଗ୍ୟତା ସାବ୍ୟସ୍ତ କରିବା ପାଇଁ ଭଲ ସମୟ ମିଳିବ। ଆପଣ କୁକୁରଙ୍କୁ ଶନିବାର ଦି କ୍ଷୀର ରୁଟି ଖାବାକୁ ଦିଅନ୍ତୁ।

ସିଂହ ରାଶି। ରାହୁ ଆପଣଙ୍କ ରାଶିରେ ନବମ ଭାଗରେ ଚଳନ କରିବେ। ଏଥିରେ କର୍ମ ଭାଗରେ ଆସୁଛନ୍ତି ତ ରାହୁଙ୍କର ନବମ ଭାଗରେ ଚକନ କରିବା ଦ୍ବାରା ଆପଣଙ୍କ ପିତା କିମ୍ବା ପିତା ତୁଲ୍ୟ ଲୋକଙ୍କ ସହିତ ଆପଣଙ୍କର ସମ୍ବଦ୍ଧରେ ଟିକେ ସମସ୍ୟା ଆସିବ। ଅଳ୍ପ କିଛି ଖର୍ଚ୍ଚ କରିବେ ଅନାବଶ୍ୟକ ଯାତ୍ରା ହେବ। ଭାଗ୍ୟ ଅସ୍ଥିର ରହିବାର ସମ୍ଭାବନା ଦେଖାଯାଉଛି। ପରିଶ୍ରମ କରିବେ। ଆପଣ ଆଶାବାଦୀ ରହିବେ। ଧର୍ମ କାର୍ଯ୍ୟରେ ମନ ଦିଅନ୍ତୁ। ଚାକିରୀ ଖୋଜୁଥିଲେ କିଛି ଚ୍ୟାଲେଞ୍ଜ ଦେଖିବାକୁ ମିଳିବ। ଆପଣ ଭଗବାନ ଶିବଙ୍କୁ ପ୍ରତିଦିନ ଜଳ ଅର୍ପଣ କରନ୍ତୁ

କନ୍ୟା ରାଶି। ଆପଣଙ୍କ ଅଷ୍ଟମ ଭାଗ ଜାହାକୁ ଆୟୁର ଭାଗ କୁହାଯାଏ ଏଥିରେ ଆସୁଛି ରାହୁ ତ ନିଜର ସ୍ୱାସ୍ଥ୍ୟ ପ୍ରତି ସାବଧାନ ରୁହନ୍ତୁ। ଚୋର ନହେଉ କେଉଁଠି ପଡିନଯିବେ ଏହା ପ୍ରତି ଧ୍ୟାନ ଦିଅନ୍ତୁ। ଆପଣଙ୍କ ବ୍ୟକ୍ତିଗତ ଲାଇଫ ଏବଂ ପ୍ରଫେସନାଲ ଲାଇଫ ଦୁଇଟି ଯାକ ଜାଗାରେ ମିଜକୁ ସାବ୍ୟସ୍ତ କରିବାରେ ପରିଶ୍ରମ କରିବାକୁ ହେବ। ଯଦି ଆପଣ ଅଧ୍ୟୟନ ସହିତ ଜଡ଼ିତ ତେବେ ସମୟ ଅନୁକୂଳ ଅଟେ। ଆର୍ଥିକ କାରବାର କାହା ସହିତ କରିବା ସମୟରେ ବହୁତ ସତର୍କତାର ସହିତ କରନ୍ତୁ। କାହାରିକୁ ଉଧାର ଦିଅନ୍ତୁ ନାହିଁ ନଚେତ କ୍ଷତି ହେବ ଏବଂ ଲଟେରୀ ଜୁଆରେ ଧୋକା ହେବାର ଯୋଗ ରହିଛି। ପ୍ରତିଦିନ ହଳଦୀର ତିଳକ ନିଜ ମଥାରେ ଲଗେଇ ପାରିବେ।

ତୁଳା ରାଶି। ଆପଣଙ୍କ ଲଗ୍ନରେ ଅଛନ୍ତି କେତୁ ଏବଂ ରାହୁ ଆସୁଛନ୍ତି ଆପଣଙ୍କ ବିବାହ ଭାଗରେ। ଯଦି ଆପଣ ପାର୍ଟନରସିପରେ କୌଣସି କାମ କରିବେ ତ ମତଭେଦ ହୋଇପାରେ ଛୋଟ ମୋଟ ଝଗଡା ହୋଇପାରେ। ବ୍ୟବସାୟରେ ନକରାତ୍ମକ ପ୍ରଭାବ ପଡିବ। ଏଥିପାଇଁ ଆପଣ ଯଦି ବିବାହିତ ତେବେ ଆପଣଙ୍କ ସମ୍ପର୍କରେ ଅନ୍ୟ କୌଣସି ଲୋକଙ୍କୁ ଆସିବାକୁ ଦିଅନ୍ତୁ ନାହିଁ ନଚେତ ସମ୍ପର୍କରେ ମତଭେଦ ହୋଇପାରେ ସମ୍ପର୍କ ଭାଙ୍ଗି ଯାଇପାରେ। ଅବିବାହିତ ଜାତକଙ୍କ ପାଇଁ ବିବାହର ପ୍ରସ୍ତାବ ଆସିବ। ଅସ୍ତ ଗଛରେ ଯଦି ଆପଣ ପ୍ରତିଦିନ ଜଳ ଅର୍ପଣ କରିବେ ତ ରାହୁଙ୍କ ନେଗେଟିଭ ପ୍ରଭାବରୁ ବଞ୍ଚିତ ହୋଇପାରିବେ।

ବିଛା ରାଶି। ରାହୁ ଆପଣଙ୍କ ଷଷ୍ଠ ଭାଗରେ ଚଳନ କରିବେ ଏବଂ ଯେଉଁ ଷଷ୍ଠ ଭାଗ ଅଟେ ତ ରୋଗ ଶୋକର ଭାଗ ଅଟେ ଆଉ ଯେତେବେଳେ ରାହୁ ଏଠାକୁ ଆସିବେ ତ ଚାକିରୀ ଖୋଜୁଥିବା ଲୋକଙ୍କ ପାଇଁ ଭଲ ସମୟ ଅଟେ। ଭଲ ଚାକିରୀ ମିଳିବାର ସମ୍ଭାବନା ରହିଛି। ଯଦି ଆପଣ ଚାକିରୀ କରୁଛନ୍ତି ତ ନିଜର ସର୍ତ୍ତ ଉପରେ କାମ କରନ୍ତୁ। ଆପଣଙ୍କର ଦରମା ବୃଦ୍ଧି ହେବ ପଦ ଉନ୍ନତି ହେବ। ଟିକେ ସ୍ୱାସ୍ଥ୍ୟ ପ୍ରତ ଧ୍ୟାନ ଦେବେ। ଗାଡି ସତର୍କତାର ସହିତ ଚଲାନ୍ତୁ। ଶତ୍ରୁ ବିରୋଧୀ ଆପଣଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରିବେ ଏଥିପାଇଁ ଧ୍ୟାନ ରଖନ୍ତୁ। ହଳଦୀର ତିଳକ ନିଜ ମଥାରେ ଲଗାନ୍ତୁ।

ଧନୁ ରାଶି। ଆପଣଙ୍କ ରାଶିରେ ରାହୁ ପଞ୍ଚମ ଭାଗରେ ଆସିବେ। ପଞ୍ଚମ ଭାଗରେ ରାହୁ ଯାହା ସନ୍ତାନର ଭାଗ ବିଦ୍ୟାର୍ଥିର ଭାଗ ଅଟେ ପ୍ରେମର ଭାଗ ଅଟେ ମାନସିକ ଭାଗ ଅଟେ। ପାଠ ପଢାରେ ଆପଣ ପଛ ଘୁଞ୍ଚା ଦେଉଛନ୍ତି। ବହୁତ ଭଲ ରହିବ ନାହିଁ ଏଥିପାଇଁ ଏକାଗ୍ରତା ଭାଙ୍ଗି ନଯାଉ ତ ଏଥିପାଇଁ ଭଗବାନ ସୂର୍ଯ୍ୟଦେବଙ୍କୁ ପ୍ରଣାମ କରି ୨୭ ଥର ଗାୟତ୍ରୀ ମନ୍ତ୍ର ପ୍ରତିଦିନ ପଢ଼ନ୍ତୁ। ରାହୁ ବିଲକୁଲ ଆପଣଙ୍କ ପକ୍ଷରେ ଆସିଯିବ କୌଣସି ସମସ୍ୟା ଆସିବ ନାହିଁ। ପ୍ରେମ ସମ୍ବଦ୍ଧରେ ଥିବା ଲୋକଙ୍କ ପାଇଁ ଏହି ସମୟ ଭଲ ଅଟେ ଯଦି ଆପଣ ତାଙ୍କୁ ବିବାହ କରିବାକୁ ଚାହୁଁଥିବେ ତ କରିପାରିବେ। ଆର୍ଥିକ ଲାଭ ମିଳିବାର ଦେଖାଯାଉଛି। ପ୍ରତିଦିନ ପକ୍ଷୀ ମାନଙ୍କୁ ଦାନା ଖାଇବାକୁ ଦିଅନ୍ତୁ।

ମକର ରାଶି। ରାହୁ ଆପଣଙ୍କ ରାଶିରେ ଚତୁର୍ଥ ଭାଗରେ ଆସିବେ। ତ ଚତୁର୍ଥ ଭାଗରେ ଆସିବା ଯୋଗୁ ମାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଯଦି ମା ପୂର୍ବରୁ ରୋଗରେ ଅଛନ୍ତି ହାର୍ଟ ପ୍ରବ୍ଲେମ ଅଛି ତେବେ ଆପଣଙ୍କୁ ତାଙ୍କର ଅଧିକ ଧ୍ୟାନ ରଖିବାକୁ ପଡିବ। ଘର ପରିବାରରେ ଆପଣ କିଛି ଭୌତିକ ସୁଖ ସୁବିଧାର ବସ୍ତୁ ଉପରେ ଦେଖି କରି ଖର୍ଚ୍ଚ କରନ୍ତୁ। ଘରର ମହଲ ସେମିତିରେ ତ ଠିକ ଅଛି କିନ୍ତୁ ଛୋଟ ମୋଟ କଥାକୁ ନେଇ ମତଭେଦ ରହିବ। ଭୂମି ସମ୍ପତିରେ ଏହି ସମୟରେ ଆପଣ ନିବେଶ କରନ୍ତୁ ନାହିଁ। ଆପଣ ଧ୍ୟାନ ଦିଅନ୍ତୁ କି ଆପଣଙ୍କର ଟଙ୍କା କେଉଁଠି ଅଟକି ନଯାଉ। ନଡ଼ିଆର ଉପାୟ ଆପଣ ସନ୍ଧ୍ୟା ସମୟରେ କରିବେ।

କୁମ୍ଭ ରାଶି। ଆପଣଙ୍କ ରାଶିରେ ରାହୁ ତୃତୀୟ ଭାଗରେ ଆସିବେ। ଯେତେବେଳେ ତୃତୀୟ ଭାଗରେ ଆସିବେ ତ ଚାକିରୀ ଖୋଜୁଥିଲେ ଭଲ ଚାକିରୀର ଅଫର ଆସିବ। ଇଛା ଶକ୍ତି ବଢିବ। ଏକଦମ ପଜିଟିଭ ଏନର୍ଜୀ ବଢିଯିବ। ବହୁତ ଆନନ୍ଦ ଉଠାଇବେ ନିଜର ଜୀବନରେ। ନୂଆ ନୂଆ ଆଇଡ଼ିଆ ରଣନୀତି ଆପଣଙ୍କ ବ୍ୟବସାୟ ଜବରେ ସାମିଲ କରନ୍ତୁ। ଦେଖିବେ ଆପଣଙ୍କ ପାଇଁ ଭଲ ରହିବ। ସରକାରୀ ଚାକିରୀ କରୁଥିଲେ ପଦନ୍ନତି ହୋଇପାରେ। ଭାଇ ଭଉଣୀ ବନ୍ଧୁଙ୍କ ସହିତ କଥାବାର୍ତା କରିବା ସମୟରେ ସାବଧାନ ରୁହନ୍ତୁ। କଠୋର ଶବ୍ଦର ପ୍ରୟୋଗ ବିଲକୁଲ ବି କରନ୍ତୁ ନାହିଁ। ରୁପାର ଜିନିଷ ନିଜ ପାଖରେ ରଖନ୍ତୁ।

ମୀନ ରାଶି। ରାହୁ ଆପଣଙ୍କ ରାଶିରେ ଧନ ଭାଗରେ ଆସିବେ। ଯେତେବେଳେ ରାହୁ ଆପଣଙ୍କ ଧନ ଭାଗରେ ଆସିବେ ତ ଆର୍ଥିକ ଅବସ୍ଥାରେ ଅନିଶ୍ଚିତତା ଆସିବ କାରଣ ରାହୁ ଖର୍ଚ୍ଚ ବଢ଼ାଇବ। ବାଣୀରେ କୋଠରତା ଦେବ ତ ଅପଶବ୍ଦ ବିଲକୁଲ ବି କରନ୍ତୁ ନାହିଁ। ମାଙ୍କ ସହିତ ସମ୍ପର୍କ ଖରାପ କରନ୍ତୁ ନାହିଁ। କୋର୍ଟ କଚେରୀ ମାମଲାରେ ପଡି ପାରନ୍ତି। ଦରକାର ପଡ଼ିଲେ ସତ୍ୟକୁ ଲୁଚାଇ ପାରନ୍ତି। ଗଳା ପ୍ରତି ଧ୍ୟାନ ଦିଅନ୍ତୁ। ରାହୁର ଅଶୁଭ ପ୍ରଭାବରୁ ବଞ୍ଚିବା ପାଇଁ ରୁପାର ପାତ୍ରରେ ଭଜନ କରନ୍ତୁ କିମ୍ବା ରୁପାର ଗ୍ଲାସରେ ପାଣି ପିଇବେ ତ ଉତ୍ତମ ରହିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *