Excuse Me Odisha

ଯାହା କହିବୁ ସତ କହିବୁ

ବିବାହ ପୂର୍ବରୁ ପୁରୁଷମାନେ ମହିଳାଙ୍କ ଠାରୁ ଏହି ଗୋଟିଏ ଜିନିଷ କେବେବି ନିଅନ୍ତୁ ନାହିଁ,ନହେଲେ… ! ପୁରୁଷମାନେ ଏହାକୁ ନିଶ୍ଚିତ ଥରେ ପଢନ୍ତୁ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ବିବାହ ପୂର୍ବରୁ ମହିଳାଙ୍କ ଠାରୁ ଏହି ଗୋଟିଏ ଜିନିଷ କେବେବି ନିଅନ୍ତୁ ନାହିଁ। ପୁରୁଷ ମାନେ ଏହି ପୋଷ୍ଟଟିକୁ ନିଶ୍ଚୟ ପଢ଼ନ୍ତୁ।

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ବିବାହ ପୂର୍ବରୁ ମହିଳାଙ୍କ ଗୋଟେ ଜିନିଷ କୌଣସି ବି ପୁରୁଷଙ୍କୁ ନେବା ଉଚିତ ନୁହେଁ। ପୁରାଣରେ ଏହାକୁ ଘୋର ପାପ ସହିତ ସମାନ ମାନାଯାଏ। ଯଦି ଆପଣ ଅବିବାହିତ ତେବେ ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ।

ଯାହାକୁ କୁହାଯାଏ ବିବାହର ଲଡୁ ଯାହା କୌଣସି ବି ସ୍ଥିତିରେ ଖାଇବାକୁ ପଡିଥାଏ। ବିବାହ କୌଣସି ବି ସ୍ଥିତିରେ କୌଣସି ବି ମନୁଷ୍ୟଙ୍କୁ କରିବାକୁ ପଡିଥାଏ କିନ୍ତୁ କଣ ଆପଣ ଜାଣିଛନ୍ତି ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ବିବାହ ପୂର୍ବରୁ ମହିଳାଙ୍କ ଗୋଟିଏ ଜିନିଷ କୌଣସି ବି ମନୁଷ୍ୟଙ୍କୁ ନେବା ଉଚିତ ନୁହେଁ। ନଚେତ ତାଙ୍କୁ ଜନ୍ମ ଜନ୍ମ ପର୍ଯ୍ୟନ୍ତ ନର୍କରେ କଷ୍ଟ ଭୋଗିବାକୁ ପଡିଥାଏ। ବିବାହ ପୂର୍ବରୁ ମହିଳାଙ୍କର ଏହି ଗୋଟିଏ ଜନିଷ ବିଷୟରେ ଚିନ୍ତା କରିବା ବି ପାପ ମାନାଯାଏ। ତେବେ ଆସନ୍ତୁ ଜାଣିବା ବିବାହ ପୂର୍ବରୁ ଏମିତି କଣ ସେହି ଜିନିଷ ଅଟେ ଯାହା କେବେବି ନେବା ଉଚିତ ନୁହେଁ।

ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି କି ବିବାହ ପୂର୍ବରୁ କୌଣସି ବି ପୁରୁଷଙ୍କୁ କୁଆଁରୀ ଝିଅଙ୍କ ସହିତ ସମ୍ଭୋଗ କରିବା ଉଚିତ ନୁହେଁ। ଯଦି ଆପଣ ଏମିତି ଭୁଲ କରୁଛନ୍ତି ତ ଏହା ଭୁଲ ଅଟେ। ଧର୍ମ ଶାସ୍ତ୍ରରେ ବି ମଧ୍ୟ ସମ୍ଭୋଗ କରିବାର କିଛି ନିୟମ ଅଛି। ସେଥି ମଧ୍ୟରୁ ସବୁଠାରୁ ବଡ଼ ନିୟମ ହେଉଛି ବିବାହ। ଶାସ୍ତ୍ର ଅନୁସାରେ ସ୍ତ୍ରୀ ପୁରୁଷ କେବଳ ବିବାହ ପରେ ହିଁ ସମ୍ଭୋଗ କରିପାରିବେ ତା ପୂର୍ବରୁ କେବେବି ନୁହେଁ କାରଣ ବିନା ବିବାହରେ ସମ୍ଭୋଗ କରିବା ପାପ ବୋଲି ମାନାଯାଏ। ଏହି କଥା ଦୁନିଆର ସମସ୍ତ ପ୍ରମୁଖ ଗ୍ରନ୍ଥରେ ମଧ୍ୟ ଉଲ୍ଲେଖ ଅଛି।

ବାଇବେଲରେ ଲେଖା ଅଛି କେହି ଅବିବାହିତ ରହେ ତ ଯଦି ନିଜ କାମ ଇନ୍ଦ୍ରିୟ ଉପରେ ନିୟନ୍ତ୍ରଣ ରଖି ପାରିବ ନାହିଁ ତ ସେ ବିବାହ କରିନିଅନ୍ତୁ। ଯଦି କେହି ଅନୈତିକ ସମ୍ବଦ୍ଧ ବନେଇ ଧର୍ମର ନିୟମକୁ ଉଲଘଂନ କରେ ତ ନିଶ୍ଚୟ ହିଁ ଭଗବାନ ତାକୁ ଦଣ୍ଡ ଦେବେ।

ପୁରାଣରେ ବି ଉଲ୍ଲେଖ ଅଛି ଭଗବାନ ସମ୍ଭୋଗ ପାଇଁ ସ୍ୱାମୀ ସ୍ତ୍ରୀ ସୃଷ୍ଟି କରିଛନ୍ତି ଯାହା ଦ୍ୱାରା ନୈତିକ ଏବଂ ଅନୈତିକ ସମ୍ଭୋଗର ଫରକ କରି ପାରିବେ। ସେମିତି ହିଁ ମୁସଲିମ ଧର୍ମରେ ମଧ୍ୟ ବିବାହ ପୂର୍ବରୁ ଶାରୀରିକ ସମ୍ବଦ୍ଧ ବନେଇବାକୁ ହାରାମ କୁହାଯାଏ।

ଯଦି ଆମେ ବିଶେଷଜ୍ଞଙ୍କ ମତ ମାନିବା ତ ଅନେକ ମାମଲାରେ ବିବାହ ପୂର୍ବରୁ ଶାରୀରିକ ସମ୍ବଦ୍ଧ ବନେଇବା କ୍ଷତିକାରକ ହୋଇପାରେ। ବିବାହ ପୂର୍ବରୁ ପୂର୍ବ ସମ୍ବଦ୍ଧ ବନେଇବା ଦ୍ୱାରା ଏମିତି କିଛି କଥା ହୋଇପାରେ ଯାହା ଆପଣଙ୍କ ସମ୍ପର୍କକୁ ଗୋଟେ କଷ୍ଟଦାୟକ ସ୍ଥିତିରେ ଠିଆ କରିଦେବ। ଯଦି ଆପଣଙ୍କ ସମ୍ପର୍କ ଭାଙ୍ଗିଯାଏ ତ ଭାବନା ବ୍ୟତୀତ କିଛି ରହିବ ନାହିଁ। ଏହା ବ୍ୟତୀତ ଆପଣଙ୍କ ମାନ ସମ୍ମାନ ହରେଇବା ସହିତ ସମାଜରେ ଆପଣଙ୍କୁ ଲୋକଙ୍କ କଥା ଶୁଣିବାକୁ ପଡିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *