Excuse Me Odisha

ଯାହା କହିବୁ ସତ କହିବୁ

ବୁଧବାର ଦିନ ୧ ଟଙ୍କାର କଏନ ପୋତି ଦିଅନ୍ତୁ ଏହି ଗଛର ମୂଳରେ,ଆଉ ୨୪ ଘଣ୍ଟାରେ ଦେଖନ୍ତୁ ଚମତ୍କାର !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ବୁଧବାର ଦିନ ୧ ଟଙ୍କାର କଏନ ପୋତି ଦିଅନ୍ତୁ ଏହି ଗଛର ମୂଳରେ ୨୪ ଘଣ୍ଟାରେ ଦେଖନ୍ତୁ ଚମତ୍କାର।

ବୁଧବାର ଦିନ ଖରାପ କାମ ଠିକ ହୋଇଯିବ ଯାହା ଜୀବନରେ ସମସ୍ତ ସମସ୍ୟାକୁ ସମାପ୍ତ କରିଦେବ ତାଙ୍କର ଦିନ ଭଗବାନ ଗଣେଶଙ୍କର। ଯିଏ ପ୍ରଥମ ପୂଜନୀୟ ଏବଂ ଜୀବନର ସମସ୍ତ ସମସ୍ୟାର ସମାଧାନ ତାଙ୍କ ଠାରୁ ହିଁ ମିଳିଥାଏ ଏବଂ ବୁଧ ସହିତ ଜଡ଼ିତ ସମସ୍ୟା ବି ଭଗବାନ ଗଣେଶଙ୍କର ଆରୋଧନାରେ ସମାପ୍ତ ହୋଇଯାଏ ଏବଂ ଘରେ ଖୁସି ଆଣିବା ପାଇଁ ଭଗବାନ ଗଣେଶଙ୍କର ଆରୋଧନା କରିବା ସବୁଠାରୁ ଅଧିକ ଉତ୍ତମ ଅଟେ। ହିନ୍ଦୁ ଧର୍ମଶାସ୍ତ୍ର ମାନ୍ୟତା ଅନୁସାରେ ସପ୍ତାହରେ କୌଣସି ନାଁ କୌଣସି ଦେବୀ ଦେବତାଙ୍କ ପୂଜା ହୋଇଥାଏ କିନ୍ତୁ ଯେତେବେଳେ ବୁଧବାର ଦିନ ଗଣେଶଙ୍କର ପୂଜା ହୋଇଥାଏ ଯିଏ ବୁଦ୍ଧିର ଦେବତା ଅଟନ୍ତି ପ୍ରଥମ ପୂଜନୀୟ ଅଟନ୍ତି

ଶୁଭତ୍ୱର ପ୍ରତୀକ ଅଟନ୍ତି ତାଙ୍କର ପୂଜା କରିଲେ ଜୀବନରେ କେବଳ ସକରାତ୍ମକ ଉର୍ଜା ଆସିଥାଏ ଶୁଭତ୍ୱ ଆସିଥାଏ ଖୁସି ଆସିଥାଏ ପ୍ରେମ ବଢିଥାଏ ଏବଂ କୁଣ୍ଡଳୀରେ ଯଦି ବୁଧ କମଜୋର ଥାଏ ତ ବୁଧବାର ଦିନ ଭଗବାନ ଗଣେଶଙ୍କୁ ଦୁବ ଅର୍ପଣ କରନ୍ତୁ ଏହା ଦ୍ବାରା ବୁଧ ସମ୍ବଦ୍ଧିତ ସମସ୍ୟା ଦୂର ହୋଇଯିବ ଏବଂ ବୁଧ କମଜୋର ହେବାରୁ ବ୍ୟକ୍ତିର ସୁଙ୍ଗିବାର ଶକ୍ତି କମି ଯାଇଥାଏ ବ୍ୟକ୍ତିର ସ୍କିନ ସମ୍ବଦ୍ଧିତ ସମସ୍ୟା ହୋଇଥାଏ ଗୁପ୍ତ ରୋଗ ହୋଇଥାଏ ନିଷ୍ପତ୍ତି ନେବାର କ୍ଷମତା କମଜୋର ହୋଇଯାଇଥାଏ ବ୍ୟବସାୟ ଚାକିରୀ ଭଲରେ ଚାଲିନଥାଏ। ଏଥିପାଇଁ ଭଗବାନ ଗଣେଶଙ୍କୁ ବି ପ୍ରସନ୍ନ କରିବା ପାଇଁ ବହୁତ ଗୁଡାଏ ଉପାୟ ଅଛି। ତେବେ ଆସନ୍ତୁ ଜାଣିବା ସେହି ଖାସ ଉପାୟ ବିଷୟରେ।

ଯାଇଫଳ। ଏହା ଏକ ପ୍ରକାରର ମସଲା ଅଟେ। ଯାଇଫଳରେ ଗୋଟେ ଫୁଲ ଥାଏ ତାହାକୁ କୁହାଯାଏ ଜାବିତ୍ରୀ। ଏହା ଆପଣଙ୍କୁ ବଜାରରେ ମିଳିଯିବ। ଆପଣ ଅଳ୍ପ ଜାବିତ୍ରୀ ଆଣନ୍ତୁ। କମସେକମ ୧୦ ଗ୍ରାମ ଆଣନ୍ତୁ ହୋଇଯିବ। ଏହାକୁ ଆଣି ଛୋଟ ଛୋଟ କରି କୌଣସି ପାତ୍ରରେ କୌଣସି ଡ଼ବାରେ ରଖି ପୂଜା ସ୍ଥାନରେ ରଖିଦିଅନ୍ତୁ।

ପ୍ରତିଦିନ ୧ ଚୁଟକି ଜାବିତ୍ରୀ ଭଗବାନ ଗଣେଶଙ୍କୁ ଅର୍ପଣ କରନ୍ତୁ ଏବଂ ଅଳ୍ପ ଟିକେ ଏହାକୁ ପ୍ରସାଦ ଭାବେ ଖାଇ ଘରୁ ବାହାରକୁ ବହାରନ୍ତୁ। ଏହା ଦ୍ବାରା ଆପଣଙ୍କ ସମସ୍ତ କାର୍ଯ୍ୟ ଶୀଘ୍ର ହୋଇଯିବ ଏବଂ ଜୀବନରେ କେବେବି କୌଣସି ସମସ୍ୟା ଆସିବ ନାହିଁ। ଭାଗ୍ୟ ଉଦୟ ବି ହୋଇଯିବ। ପ୍ରତିଦିନ ସେଥିରୁ ହିଁ ଆପଣଙ୍କୁ ଉଠାଇ ଖାଇବାକୁ ହେବ। ବୁଦ୍ଧଙ୍କ ଅଶୁଭ ସ୍ଥିତିରୁ ରକ୍ଷା ପାଇବା ପାଇଁ କିମ୍ବା ଆପଣ କୌଣସି ପ୍ରକାରର ମନସ୍କାମନା ପୁରା କରିବା ପାଇଁ ଏହି ପ୍ରୟୋଗ କରନ୍ତୁ।

କଏନ। ବୁଧବାର ଦିନ ଆପଣ ଗୋଟେ କଏନ ନିଅନ୍ତୁ ଏବଂ ଗୋଟେ ଲବଙ୍ଗ। ନିଜର ଘରର ତୁଳସୀ ଗଛର ମାଟିରେ ଏହି କଏନକୁ ନିଜ ଉପରେ ୩ ଥର ବୁଲାଇ ମାଟିରେ ପୋତି ଦିଅନ୍ତୁ ଲବଙ୍ଗ ଏବଂ କଏନକୁ ଜୀବନରେ ସମସ୍ତ ସମସ୍ୟାରୁ ସମସ୍ତ କଷ୍ଟରୁ ମୁକ୍ତି ମିଳିଯିବ। ପ୍ରତ୍ୟକ ବୁଧବାର ଦିନ ଏହି କଏନକୁ ବାହାର କରି ଏହି ପ୍ରୟୋଗ କରିପାରିବେ। ଲବଙ୍ଗ ନୂଆ ନେବେ କାରଣ ଲବଙ୍ଗଟି ଖରାପ ହୋଇଯିବ। ଏହା ଦ୍ବାରା ଆପଣଙ୍କ ବୁଦ୍ଧ ଠିକ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *