Excuse Me Odisha

ଯାହା କହିବୁ ସତ କହିବୁ

ଏହି ଭୁଲ ପାଇଁ ପିଲା କଳା ହୋଇକି ଜନ୍ମ ହୋଇଥାନ୍ତି ! ବାପା ମାଆମାନେ ନିଶ୍ଚିତ ଥରେ ଏହାକୁ ପଢନ୍ତୁ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ପିଲା କଳା କାହିଁକି ଜନ୍ମ ହୋଇଥାନ୍ତି। ମା ବାପା ନିଶ୍ଚୟ ପଢ଼ନ୍ତୁ।

ବନ୍ଧୁଗଣ ପିଲା କଳା ହେଉନ୍ତି କି ଗୋରା କାହାରି ସହିତ ଭେଦ ଭାବ କରିବା ଉଚିତ ନୁହେଁ। ସନ୍ତାନ ଇଶ୍ୱରଙ୍କ ବରଦାନ ହୋଇଥାନ୍ତି। ଆଉ ଇଶ୍ଵର ଜଣେ ଅଟନ୍ତି। ବନ୍ଧୁଗଣ ଗର୍ଭବତୀ ମହିଳା ଏହି ଗୋଟେ ଭୁଲ କେବେବି କରିବେ ନାହିଁ ନଚେତ ଗର୍ଭରେ ଥିବା ସନ୍ତାନର ରଙ୍ଗ କଳା ହୋଇପାରେ।

ଏହା ସହିତ ଆପଣଙ୍କୁ ଜଣେଇବୁ କି ଘରେ ଥିବା ବାସ୍ତୁଦୋଷ ଆପଣଙ୍କ ସନ୍ତାନ ପାଇଁ ବନିପାରେ ଖତରା। ଯଦି ଆପଣ ବି ଗର୍ଭର ସୁରକ୍ଷା ଚାହାନ୍ତି ତ ଆଉ ଚାହାଁନ୍ତି କି ଆପଣଙ୍କର ଗୋଟେ ସୁସ୍ଥ ସନ୍ତାନ ଜନ୍ମ ହେଉ ଆଉ ଯେଉଁ ମାତା ପିତାଙ୍କୁ ସନ୍ତାନ ସୁଖର ପ୍ରାପ୍ତ ହେଉନାହିଁ ତ ସେ ଘରର ବାସ୍ତୁଦୋଷକୁ ଦୂର କରିନିଅନ୍ତୁ।

ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପିଲାଙ୍କ ରଙ୍ଗ କଳା କେଉଁ କାରଣରୁ ହୋଇଥାଏ ଆଜିର ଏହି ପୋଷ୍ଟରେ ଆମେ ଜାଣିବା। ସେମିତିରେ ତ ପିଲାଙ୍କ ରଙ୍ଗ ପ୍ରେଗନେନ୍ସି ସମୟରେ ମା ବାପାଙ୍କ D N A ଉପରେ ନିର୍ଭର କରିଥାଏ। ଯଦି ମା ବାପା ଦୁଇ ଜଣଙ୍କ ରଙ୍ଗ ଗୋରା ହୋଇଥାଏ ତ ସନ୍ତାନର ରଙ୍ଗ ଗୋରା ହୋଇଥାଏ। ଠିକ ସେମିତି ଯଦି ମା ବାପାଙ୍କର ରଙ୍ଗ କଳା ହୋଇଥାଏ ତ ପିଲାର ରଙ୍ଗ କଳା ହୋଇଥାଏ।

ଯଦି ବାପା ମାଙ୍କ ଭିତରୁ ଜଣଙ୍କ ରଙ୍ଗ ଗୋରା ହୋଇଥାଏ ଆଉ ଜଣଙ୍କ ରଙ୍ଗ କଳା ହୋଇଥାଏ ତ ପିଲାର ରଙ୍ଗ ଗୋରା ବି ହୋଇପାରେ କିମ୍ବା କଳା ବି ହୋଇପାରେ। କିନ୍ତୁ ଜ୍ୟୋତିଷ ଶାସ୍ତ୍ରରେ ଏମିତି କଥା କୁହାଯାଇଛି ଯାହା ଦ୍ୱାରା ହେବାକୁ ଥିବା ଶିଶୁର ରଙ୍ଗ କଳା ହୋଇଥାଏ। ଆପଣ ଏମିତି ଭୁଲ କେବେବି କରିବେ ନାହିଁ ନଚେତ ପିଲାର ରଙ୍ଗ କଳା ହୋଇପାରେ। ତେବେ ଆସନ୍ତୁ ଜାଣିବା।

ପ୍ରଥମ କଥା। ପ୍ରେଗନେନ୍ସି ସମୟରେ ସୂର୍ଯ୍ୟଗ୍ରହଣ ସମୟରେ ପ୍ରାୟ ଏମିତି ଭୁଲ କରିଥାନ୍ତି ଯେଉଁ କାରଣରୁ ହେବାକୁ ଥିବା ସନ୍ତାନ ଉପରେ ଦୋଷ ଲାଗିଥାଏ ଏବଂ ସନ୍ତାନ କଳା ହୋଇଥାଏ। ସୂର୍ଯ୍ୟଗ୍ରହଣ ସମୟରେ ହେବାକୁ ଥିବା ସନ୍ତାନକୁ କଷ୍ଟ ହୋଇଥାଏ। ଏହି ସମୟରେ ସୂର୍ଯ୍ୟର କିରଣରେ ଶିଶୁ ପାଇଁ ବିଷ ସଦୃଶ ହୋଇଥାଏ ଯାହା ଦ୍ୱାରା ଶିଶୁର ରଙ୍ଗ କଳା ହୋଇଥାଏ। ଏଥିପାଇଁ ଗର୍ଭବତୀ ମହିଳାଙ୍କୁ ସୂର୍ଯ୍ୟଗ୍ରହଣ ସମୟରେ ବାହାରକୁ ବାହାରିବା ଉଚିତ ନୁହେଁ।

ମଙ୍ଗଳ ବାର ବୃହସ୍ପତି ବାର ଶନିବାର ଏହି ୩ ଗ୍ରହ ଅତ୍ୟନ୍ତ କ୍ରୋଧି ହୋଇଥାନ୍ତି। ଶାସ୍ତ୍ରରେ କୁହାଯାଉଛି କି ଏହି ଦିନ ଶାରୀରିକ ସମ୍ବଦ୍ଧ ବନେଇଲେ ଆସୁଥିବା ସନ୍ତାନ ସୁସ୍ଥ ନଥାଏ। ମଙ୍ଗଳବାର ବୃହସ୍ପତି ବାର ଶନିଙ୍କ ଦୋଷ କାରଣରୁ ସନ୍ତାନର ରଙ୍ଗ କଳା ପଡ଼ିଯାଏ। ତ ଏମିତି ବି ମାନାଯାଏ ଯେ ଏହିଦିନ ଗର୍ଭରେ ଥିବା ସନ୍ତାନ କିନ୍ନର ରୂପରେ ବି ଜନ୍ମ ହୋଇପାରେ। ଏଥିପାଇଁ ସମ୍ବଦ୍ଧ ବନେଇବା ପାଇଁ ଦିନ ଏବଂ ସମୟର ନିର୍ଧାରିତ କରନ୍ତୁ।

ହିଂସ୍ର ପଶୁଙ୍କ ଫୋଟ ଗର୍ଭବତୀ ମହିଳାଙ୍କୁ ଦେଖିବା ଉଚିତ ନୁହେଁ। ଏହା ଦ୍ୱାରା ବି ସନ୍ତାନ ଉପରେ ଖରାପ ପ୍ରଭାବ ପଡିଥାଏ। ଗର୍ଭବତୀ ମହିଳାଙ୍କୁ ପୁରା ସ୍ପଷ୍ଟ ଭାବରେ ସୂର୍ଯ୍ୟଙ୍କୁ ଦେଖିବା ଉଚିତ ନୁହେଁ। ଏହା ଦ୍ୱାରା ବି ସନ୍ତାନ ଉପରେ ଖରାପ ପ୍ରଭାବ ପଡିଥାଏ। ଆଉ ତାର ରଙ୍ଗ କଳା ପଡ଼ିଯାଏ।

ଗର୍ଭବତୀ ମହିଳାଙ୍କୁ ଖରାରେ ଅଧିକ ସମୟ ପର୍ଯ୍ୟନ୍ତ ବାହାରିବା ଉଚିତ ନୁହେଁ। ନଚେତ ସନ୍ତାନର ରଙ୍ଗ କଳା ପଡ଼ିଯାଏ।

ପ୍ରାଚୀନ ଲୋକଙ୍କ ଅନୁସାରେ ଗର୍ଭବତୀ ମହିଳାଙ୍କୁ କଳା ରଙ୍ଗର ଜିନିଷକୁ କେବେବି ସେବନ କରିବା ଉଚିତ ନୁହେଁ। ଏହା ଦ୍ବାରା ବି ସନ୍ତାନ ଶ୍ୟାମଳ କିମ୍ବା କଳା ହୋଇଥାଏ। ଗର୍ଭବତୀ ମହିଳା ସକାଳ ସମୟରେ କଳା ଜିନିଷ ଦେଖିବା ଉଚିତ ନୁହେଁ। କାରଣ ଏହା ଦ୍ୱାରା ବି ସନ୍ତାନର ରଙ୍ଗ କଳା ପଡିପାରେ। ଆଉ ମାଂସ ମଦ ଖାଉଥିବା ମହିଳା ଧୂମ୍ରପାନ କରୁଥିବା ମହିଳାଙ୍କ ଶିଶୁବି କଳା ହୋଇଥାଏ।

କୌଣସି ଅଶୁଭ ବ୍ୟକ୍ତିଙ୍କୁ ଦେଖିବା ଯୋଗୁ ଲଢେଇ ଝଗଡା ଦେଖିବା ଯୋଗୁ ଶିଶୁକୁ ଦୋଷ ଲାଗିଥାଏ ଆଉ ତାର ରଙ୍ଗ ଶ୍ୟାମଳ ହୋଇଥାଏ। ଏଥିପାଇଁ ସର୍ବଦା ଭଲ ଜିନିଷର ହିଁ ସେବନ କରିବା ଉଚିତ।

ପ୍ରେଗନେନ୍ସି ସମୟରେ ମହିଳା ଅଧିକ ମେଡ଼ିସିନ ଖାଇଲେ ବି ସନ୍ତାନ ଶ୍ୟାମଳ ହୋଇଯାଏ। ମାନ୍ୟତା ଅଛି ଯେ ପ୍ରେଗନେନ୍ସିରେ ମେଡ଼ିସିନ ନେବା ଉଚିତ ନୁହେଁ କିନ୍ତୁ କମ ମାତ୍ରାରେ ନେଇ ପାରିବେ।

ଗର୍ଭବତୀ ମହିଳାଙ୍କୁ ନିଜ ପେଟକୁ ଅନ୍ୟ ସ୍ତ୍ରୀଙ୍କ ଆଗରେ ବାରମ୍ବାର ଦେଖାଇବା ଉଚିତ ନୁହେଁ। ଏହା ଦ୍ବାରା ବି ହେବାକୁ ଥିବା ସନ୍ତାନ କଳା ପଡିଯାଇଥାଏ। ଆଉ ନଜର ଦୋଷର ଶିକାର ବି ହୋଇଥାଏ। ଗର୍ଭବତୀ ମହିଳାଙ୍କୁ ନିଜ ପେଟକୁ ସବୁବେଳେ ଢାଙ୍କି କରି ରଖିବା ଉଚିତ। ଆଉ ଦରକାର ପଡ଼ିଲେ ହିଁ ଡାକ୍ତରଙ୍କୁ ଦେଖାଇବା ଉଚିତ।

ମା ବନିବାର ଅନୁଭବ ସମସ୍ତଙ୍କୁ ଥାଏ। ଗର୍ଭଧାରଣ କରିବା ପରେ ସମସ୍ତ ମାତା ପିତା ନିଜର ହେବାକୁ ଥିବା ସନ୍ତାନ ପାଇଁ ସ୍ୱପ୍ନ ଦେଖିବା ଆରମ୍ଭ କରିଦିଅନ୍ତି। ତାଙ୍କର ଇଛା ଥାଏ କି ତାଙ୍କର ସନ୍ତାନ ସୁସ୍ଥ ସଂସ୍କାରି ଆଉ ଦୀର୍ଘାୟୁ ହେଉ। ନିଜର ଇଚ୍ଛାକୁ ପୂରଣ କରିବା ପାଇଁ ବାସ୍ତୁଶାସ୍ତ୍ରର ନିୟମକୁ ପାଳନ କରିବା ଉଚିତ। ଗର୍ଭକୁ ସୁରକ୍ଷିତ କରିବା ପାଇଁ ଘରର ବାସ୍ତୁକୁ ଠିକ କରିବା ବହୁତ ଜରୁରୀ ଅଟେ। ନଚେତ ଏହା ଆପଣଙ୍କ ସନ୍ତାନଙ୍କ ପାଇଁ ଖରାପ ବି ହୋଇପାରନ୍ତି।

ଅନେକ ଥର ଅନେକ ଲୋକଙ୍କ ସନ୍ତାନର ଇଛା ପୂରଣ ହୋଇନଥାଏ କିମ୍ବା ଅନେକ ଥର ଅନେକ ଲୋକଙ୍କ ଗର୍ଭରେ ବଢୁଥିବା ସନ୍ତାନ ସୁସ୍ଥ ହୋଇନଥାଏ ଏମିତିରେ ଚିକିତ୍ସା ସହିତ ବାସ୍ତୁ ଉପରେ ବି ନଜର ବି ପକେଇବା ଉଚିତ। ବାସ୍ତୁଦୋଷ ଦୂର କରି ଆପଣ ସୁସ୍ଥ ସନ୍ତାନର ପ୍ରାପ୍ତ କରିପାରିବେ। ଯଦି ଘରେ ବାସ୍ତୁ ଠିକ ନରହେ ତ ଏହା ମନୁଷ୍ୟଙ୍କ ଜୀବନରେ ବହୁତ ସମସ୍ୟା ଆସିଥାଏ। ବାସ୍ତୁଦୋଷ କାରଣରୁ ଘରେ ଧନ ହାନି ସ୍ୱାସ୍ଥ୍ୟ ହାନି ମତଭେଦ କିମ୍ବା ଅଶାନ୍ତି ବନି ରହିଥାଏ। ସନ୍ତାନ ପ୍ରାପ୍ତ ନହେଲେ ବି ବାସ୍ତୁଦୋଷ ଲାଗିପାରେ। ତେବେ ଆସନ୍ତୁ ଜାଣିବା ସେହି ବାସ୍ତୁଦୋଷ ବିଷୟରେ।

ଗର୍ଭବତୀ ମହିଳାଙ୍କ ରୁମରେ କେବେବି ମହାଭାରତ ଚାକୁ ଛୁରୀ କାନ୍ଦିବା ଭଳି ଫୋଟ ରଖିବା ଉଚିତ ନୁହେଁ। ଏହା ସହିତ ତାଙ୍କ ଆଖପାଖରେ ବି ଏହିସବୁ ଜିନିଷ ନରହୁ।

ଗର୍ଭବତୀ ମହିଳାମାନଙ୍କୁ ସିଲେଇ କରିବା କାମ କରିବା ଉଚିତ ନୁହେଁ। ଏହା ଦ୍ବାରା ସନ୍ତାନ ଉପରେ ବିପରୀତ ପ୍ରଭାବ ପଡିଥାଏ।

ଗର୍ଭବତୀ ମହିଳାଙ୍କ ରୁମରେ ଭଗବାନ ଶ୍ରୀକୃଷ୍ଣଙ୍କ ବଂଶୀ ଏବଂ ଶଙ୍ଖ ରଖିପାରିବେ। ଏହା ଦ୍ବାରା ସନ୍ତାନ ଶାନ୍ତ ଏବଂ ହସ ମୁହାଁ ସ୍ୱାଭବର ହୋଇଥାଏ। ଏହା ସହିତ ତମ୍ବାର ଧାତୁରେ ବନା ହୋଇଥିବା କୌଣସି ବି ବସ୍ତୁ ବି ରୁମରେ ରଖିପାରିବେ। ଏହା ଦ୍ବାରା ଗର୍ଭବତୀ ମହିଳା ଏବଂ ସନ୍ତାନ ଉପରେ ଖରାପ ପ୍ରଭାବ ଏବଂ ନକରାତ୍ମକ ପ୍ରଭାବ ପଡିନଥାଏ।

ଯଦି ସ୍ୱାମୀ ସ୍ତ୍ରୀଙ୍କ ଶୋଇବାର ଦିଗ ଠିକ ନହୋଇଥିବ ତ ତେବେ ମଧ୍ୟ ସନ୍ତାନ ସୁଖ ମିଳିନଥାଏ ଆଉ ଗର୍ଭ ବି ଶୂନ୍ୟ ହୋଇଯାଇଥାଏ। ଏଥିପାଇଁ ସ୍ତ୍ରୀଙ୍କୁ ସ୍ୱାମୀଙ୍କର ବାମ ପଟରେ ହିଁ ଶୋଇବା ଉଚିତ।

ଯଦି ଦମ୍ଫତ୍ତି ଯେଉଁଠି ଶୋଉଛନ୍ତି ସେଠାରେ ଯଦି ବିମ ଥିବ ତ ବାହାର କରିଦିଅନ୍ତୁ। ଏହା ଦ୍ୱାରା ସନ୍ତାନ ସୁଖର ବାଧା ଆସିଥାଏ।

ଗର୍ଭବତୀ ମହିଳାଙ୍କ ରୁମରେ ବାଳକୃଷ୍ଣଙ୍କର ଫୋଟ କିମ୍ବା ମୂର୍ତି ରଖିବା ବହୁତ ଶୁଭ ହୋଇଥାଏ। ଫୋଟକୁ ଏମିତି ଲଗେଇବେ ଯେମିତି ଗର୍ଭବତୀ ମହିଳା ସକାଳୁ ଉଠି ସେହି ଫୋଟକୁ ଦେଖିପାରିବ। ଏମିତି କରିଲେ ଭଗବାନଙ୍କ ଛବି ସନ୍ତାନ ଉପରେ ପଡିବ ଆଉ ସେ ତାଙ୍କ ଭଳି ଆଜ୍ଞାକାରୀ ହୋଇଥାଏ। ଏହା ସହିତ ଆପଣ ମୟୁରପଙ୍ଖବି ରଖିପାରିବେ।

ସୁସ୍ଥ ଏବଂ ହସମୁହାଁ ଫୋଟ ଗର୍ଭବତୀ ମହିଳାମାନଙ୍କ ରୁମରେ ଲଗେଇବା ଭଲ ହୋଇଥାଏ। ଫୋଟ ଏମିତି ଜାଗାରେ ଲଗେଇବେ ଯେମିତି ସେ ଫୋଟକୁ ସେ ବାରମ୍ବାର ଦେଖିବ। ମାନାଯାଏ ଏହା ଦ୍ୱାରା ବି ପିଲା ସୁସ୍ଥ ଏବଂ ହସମୁହାଁ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *