Excuse Me Odisha

ଯାହା କହିବୁ ସତ କହିବୁ

ସପ୍ତାହରେ ଏହି ଦିନ ମହିଳାମାନେ ଭୁଲରେ ବି କେଶ ଧୁଅନ୍ତୁ ନାହିଁ,ନହେଲେ ସନ୍ତାନଙ୍କର ହୋଇଥାଏ …..

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ସପ୍ତାହରେ ଏହି ଦିନ ମହିଳାମାନେ କେଶ ଧୁଅନ୍ତୁ ନାହିଁ। ଏମିତି ଘର କାଙ୍ଗାଳ ହୋଇଯିବ।

ଜ୍ୟୋତିଷଙ୍କ ଅନୁସାରେ ଏକ ମାନ୍ୟତା ଅଛି କି ଗୁରୁବାର ଦିନ ସମସ୍ତେ ଆଖି ବୁଜି ମାନିଥାନ୍ତି ଯେ ଏହି ଦିନ ନାଁ ଚୁଟି କାଟନ୍ତି ନା ନଖ କାଟନ୍ତି ନା ଶେଭିଂ ହୁଅନ୍ତି ଏହି ସବୁ କରିବାକୁ ବର୍ଜିତ କରାଯାଇଛି ନଚେତ ପୁତ୍ର ଉପରେ ସଙ୍କଟ ଆସିପାରେ। ଏହାର ଅଲଗା ଅଲଗା ଧାରଣା ଅଛି କି ଶନିବାର ମଙ୍ଗଳବାର ଏବଂ ଗୁରୁବାର ଦିନ ଗ୍ରହ ନକ୍ଷତ୍ରଙ୍କ ଦିଗ ଏବଂ ଅନନ୍ତ ବ୍ରହ୍ମାଣ୍ଡରେ ଆସୁଥିବା ଅନେକ ଉର୍ଜା ଆମ ମନ ମସ୍ତିଷ୍କ ଉପରେ ଅଲଗା ଅଲଗା ପ୍ରଭାବ ପକାଇଥାଏ। କାହିଁକିନା ଏହି ସମୟରେ ଆମର ମସ୍ତିଷ୍କ ବହୁତ ହିଁ ଶୀଘ୍ର ସେନ୍ସଟିଭ ହୋଇଯାଇଥାଏ କିମ୍ଵା ସମ୍ବେଦନଶୀଳ ପ୍ରଭାବ ପକାଇଥାଏ।

ଅର୍ଥାତ ମନୁଷ୍ୟ ଶରୀରରେ ଯେଉଁ ଆଙ୍ଗୁଳିର ଅଗ୍ରଭାଗ ଥାଏ ମାନେ ନଖ ପାଖରେ ଥିବା ଅଂଶ ଏହା ଅତ୍ୟନ୍ତ ହିଁ ସେନ୍ସଟିଭ ହୋଇଥାଏ ଏବଂ କୋଠର ନଖ ଏବଂ କେଶ ଏହାର ସୁରକ୍ଷିତ କରିଥାଏ। ଏଥିପାଇଁ ଏହି ପ୍ରତିକୂଳ ସମୟରେ ଏହାସବୁ କାଟିବା ଶାସ୍ତ୍ରରେ ବର୍ଜିତ ଅଛି ଏବଂ ଅଧର୍ମ ଅଟେ। ଆଜି ଆମେ ଆପଣଙ୍କୁ ଜଣେଇବୁ କି ମହିଳା କେବେ କେଶ ଧୋଇବା ଉଚିତ ନୁହେଁ। ମହିଳା ମାନଙ୍କୁ କେଶ ସୋମବାର ବୁଧ ବାର ଏବଂ ଗୁରୁବାର ଦିନ ଧୋଇବା ଉଚିତ ନୁହେଁ। ମାନାଯାଏ କି ସୋମବାର ଦିନ କେଶ ଧୋଇବା ଦ୍ୱାରା ଯଦି ଆପଣଙ୍କର ଝିଅ ଅଛନ୍ତି ତ ଝିଅ ଉପରେ ଖରାପ ପ୍ରଭାବ ପଡିଥାଏ।

ଯଦି ଆପଣଙ୍କର ଝିଅ ନାହାନ୍ତି ତ ଆପଣ କେଶ ଧୋଇ ପାରିବେ। ବୁଧବାର ଦିନ କେଶ ଧୋଇଲେ ଭାଇ ଉପରେ ଖରାପ ପ୍ରଭାବ ପଡିଥାଏ। ଯଦି ଭାଇ ନାହାନ୍ତି ତେବେ ଧୋଇ ପାରିବେ। ଗୁରୁବାର ଦିନ କେଶ ଧୋଇବା ଉଚିତ ନୁହେଁ କି କେଶରେ ତେଲ ଦେବା ମଧ୍ୟ ଉଚିତ ନୁହେଁ ନଖ କଟିବା ଉଚିତ ନୁହେଁ ଶେଭିଂ ହେବା ମଧ୍ୟ ଉଚିତ ନୁହେଁ ଏହା ସହିତ ଘରେ ପୋଛା ମଧ୍ୟ ମାରିବା ଉଚିତ ନୁହେଁ ଏବଂ ବୁଢ଼ିଆଣି ଜାଲ ସଫା କରିବା ଉଚିତ ନୁହେଁ। ଏମିତି କଲେ ଘରେ ସୁଖ ସମୃଦ୍ଧି ଚାଲି ଯାଇଥାଏ ଆଉ ଆର୍ଥିକ ଅବସ୍ଥା ଖରାପ ହୋଇଯାଇଥାଏ।

ଏହି ୩ ଟି ବାରରେ କେବେବି ମହିଳା ମାନେ କେଶ ଧୋଇବେ ନାହିଁ। ଏହି ୩ ଟି ବାରକୁ ଛାଡି ଆପଣ ଯେକୌଣସି ବାରରେ କେଶ ଧୋଇ ପାରିବେ। କିନ୍ତୁ ଅନେକ ଥର ଶନିବାର ଦିନକୁ ମଧ୍ୟ କେଶ ଧୋଇବାକୁ ବର୍ଜିତ କରାଯାଇଛି କାରଣ ଶନିବାର ଏବଂ ମଙ୍ଗଳ ବାର ଦିନ କେଶ ଧୋଇଲେ ଏବଂ ନଖ କାଟିଲେ ଆୟୁଷ କମ ହୋଇଯାଇଥାଏ। ମଙ୍ଗଳ ବାର ଦିନ ହେଉଛି ମଙ୍ଗଳ ଗ୍ରହଙ୍କ ଦିନ। ଆମର ଶରୀରରେ ମଙ୍ଗଳଙ୍କ ନିବାସ ଆମର ରକ୍ତ ହୋଇଥାଏ।

ରକ୍ତରେ ଆମର କେଶର ଉତ୍ପତ୍ତି ହୋଇଥାଏ। ଏଥିପାଇଁ ଏହି ଦିନ କେଶ କାଟିବା ଉଚିତ ନୁହେଁ। କେଶକୁ ଆପଣ ଶୁକ୍ରବାର ଦିନ ଆଖି ବୁଜି ଧୋଇପାରିବେ ରବିବାର ଦିନ ମଧ୍ୟ ଧୋଇପାରିବେ। ଯଦି ଆପଣଙ୍କର ଗୋଟେ ଭାଇ ଥିବ ତେବେ ଆପଣ ରବିବାର ଦିନ କେଶ ଧୋଇବେ ନାହିଁ। ଶୁକ୍ରବାର ଦିନ ହିଁ ଧୋଇବେ। ଭୁଲରେ ବି ମଧ୍ୟ ଗୁରୁବାର ଦିନ କେଶ ଧୋଇବେ ନାହିଁ କାରଣ ସୁହାଗ ଉପରେ ଖରାପ ପ୍ରଭାବ ପଡିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *