Excuse Me Odisha

ଯାହା କହିବୁ ସତ କହିବୁ

ସୂର୍ଯ୍ୟ ପରାଗ ସମୟରେ ଏହି ରାଶିର ଲୋକଙ୍କର ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି। ଏମାନଙ୍କ ଜୀବନରେ ଖୁସିର ଲହରୀ ଖେଳିଯିବ !

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ। ତେବେ ଏହିବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଏପ୍ରିଲ ମାସ ୩୦ ତାରିଖରେ ହେବାକୁ ଯାଉଛି।ଯାହାଫଳରେ ଏହାର ପ୍ରଭାବ ଅନେକ ରାଶିର ଲୋକଙ୍କ ଉପରେ ପଡ଼ିବାକୁ ଯାଉଛି।ଏହାସହିତ କିଛି ବିଶେଷ ରାଶିର ଲୋକଙ୍କୁ ଶୁଭ ଫଳ ପ୍ରାପ୍ତି ହେବ। ଆଉକିଛି ରାଶିର ଲୋକେ ଆଗାମୀ ସମୟରେ କୋଟିପତି ହେବାକୁ ଯାଉଛନ୍ତି।ତେବେ ଆସନ୍ତୁ ସେହି ଭାଗ୍ୟଶାଳୀ ରାଶି ଗୁଡ଼ିକ ବିଷୟରେ ବିସ୍ତାର ରୂପରେ ଜାଣିବା।

ବୃଷ ରାଶି:-

ସୂର୍ଯ୍ୟ ପରାଗ ଠାରୁ ଏହି ରାଶିର ଲୋକମାନଙ୍କ ଜୀବନରେ ଥିବା ସମସ୍ତ ପ୍ରକାରର ଆର୍ଥିକ ସମସ୍ୟା ସମ୍ପୂର୍ଣ୍ଣ ଭାବରେ ଦୂର ହୋଇଯିବ।ଏହାସହିତ ଦେବୀ ଲକ୍ଷ୍ମୀ ଆପଣଙ୍କ ଉପରେ ଅଧିକ ପ୍ରସନ୍ନ ରହିବେ। ଯାହାଫଳରେ ଆପଣଙ୍କ ଜୀବନରେ ଥିବା ସମସ୍ତ ସମସ୍ୟାର ସମାଧାନ ହୋଇଯିବ। ଏହାସହିତ ଆପଣଙ୍କୁ ଅଚାନକ ଧନ ପ୍ରାପ୍ତି ହେବାର ମଧ୍ୟ ଯୋଗ ରହିଛି।

ତୁଳା ରାଶି:-

ଏହି ରାଶିର ଲୋକମାନେ ଆଗାମୀ ସମୟରେ ସବୁ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ସୂର୍ଯ୍ୟ ପରାଗ ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଏହାସହିତ ଦେବୀ ଲକ୍ଷ୍ମୀଙ୍କର ବିଶେଷ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିବ। ଆପଣଙ୍କ ଜୀବନରେ ଥିବା ସମସ୍ତ ସମସ୍ୟାର ସମାଧାନ ହୋଇଯିବ।କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ପଦୋନ୍ନତୀ ମିଳିବା ସହିତ ପ୍ରଶଂସିତ ହେବେ। ଘରର ଆର୍ଥିକ ପରିସ୍ଥିତି ସୁଦୃଢ ରହିବ। ଅଚାନକ ଆପଣଙ୍କୁ ଧନ ପ୍ରାପ୍ତି ହୋଇପାରେ।

କର୍କଟ ରାଶି:-

ଏହି ରାଶିର ଲୋକମାନେ ଯେଉଁ କାର୍ଯ୍ୟରେ ହାତ ଦେବେ, ସେଥିରେ ସଫଳତା ହାସଲ କରିବେ। ଦେବୀ ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କୁ କେବେବି ଆର୍ଥିକ ଅଭାବର ସମ୍ମୁଖୀନ ହେବାକୁ ପଡିବ ନାହିଁ।ଆପଣଙ୍କୁ ଶାରୀରିକ ଓ ମାନସିକ ରୂପରେ ସୁଦୃଢ ରହିବା ଉଚିତ। ଆପଣ କୌଣସି ଜରୁରୀ କାର୍ଯ୍ୟରେ ବିଦେଶ ଯାତ୍ରା କରି ପାରନ୍ତି। ବିଦ୍ୟାର୍ଥୀ ମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପିତାମାତାଙ୍କ ପାଇଁ ଗୌରବ ଅର୍ଜନ କରିବେ।

ଧନୁ ରାଶି:-

ଏହି ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟ ପରାଗ ଅତ୍ୟନ୍ତ ସୁଖମୟ ରହିବ। ଏହାସହିତ ଆପଣଙ୍କ ପାଖରେ କେବେବି ଧନର ଅଭାବ ରହିବ ନାହିଁ। ଏହାସହିତ ଆପଣଙ୍କ ଜୀବନରେ ଥିବା ସମସ୍ତ ସମସ୍ୟାର ମଧ୍ୟ ସମାଧାନ ହୋଇଯିବ। ଆଗାମୀ ସମୟରେ ଆପଣଙ୍କୁ ଅନେକ ସୁଯୋଗ ମିଳିବାକୁ ଯାଉଛି।ଏହାଦ୍ଵାରା ଆପଣ ସବୁ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ଭଗବାନ ଶନି ଆପଣଙ୍କ ଉପରେ ତାଙ୍କର ବିଶେଷ କୃପା ଦୃଷ୍ଟି ରଖିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *