Excuse Me Odisha

ଯାହା କହିବୁ ସତ କହିବୁ

ରାମ ନବମୀ ଦିନ ଏହି ଗୋଟିଏ ଜିନିଷ ନିଶ୍ଚୟ ଖାଆନ୍ତୁ,ବର୍ଷ ସାରା ଜମେଇକି ଆସିବ ଟଙ୍କା !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ରାମ ନବମୀ ଦିନ ଗୋଟିଏ ଜିନିଷ ନିଶ୍ଚୟ ଖାଇନେବେ। ପୁରା ବର୍ଷ ଜମେଇ କରି ଆସିବ ଟଙ୍କା।

ନବରାତ୍ରୀରେରେ ନବମ ଦିନରେ ଭଗବାନ ଶ୍ରୀରାମଙ୍କ ଜନ୍ମ ଦିନ ଉତ୍ସ୍ୟବ ରୂପରେ ପାଳନ କରାଯାଏ। ରାମନବମୀ ଦିନ ଘରେ କେମିତି କରିବେ ପୂଜାପାଠ ଭଗବାନ ଶ୍ରୀରାମଚନ୍ଦ୍ରଙ୍କୁ କେଉଁ ଜିନିଷ ସବୁଠାରୁ ଅଧିକ ପସନ୍ଦ ଏବଂ କଣ ଖାଇ ଦିନର ଆରମ୍ଭ କରିବେ କଣ ଖାଇବା ଦ୍ୱାରା ଜୀବନରେ କଷ୍ଟ ଦୂର ହୋଇଯିବ ଆସନ୍ତୁ ଜାଣିବା।

ଚୈତ୍ର ଶୁକ୍ଳପକ୍ଷର ଯେଉଁ ନବରାତ୍ରୀ ଅଟେ ଏଥିରେ ନବମ ତିଥିକୁ ରାମ ନବମୀ ପର୍ବର ପାଳନ କରାଯାଏ। ଏହି ଦିନ ହନୁମାନଙ୍କ ମନ୍ଦିରରେ ବି ଝଣ୍ଡା ଦିଆଯାଏ। ଯେତେବେଳେ ଭଗବାନ ହନୁମାନଙ୍କ ମନ୍ଦିରରେ ଝଣ୍ଡା ଦିଆଯାଏ ସେତେବେଳେ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରାଯାଏ ଏହାକୁ ରୋଟ କୁହାଯାଏ ଏଥିରେ ଅଟା ଏବଂ ଘିଅ ଦ୍ୱାରା ଏହାକୁ ପ୍ରସ୍ତୁତ କରାଯାଏ ଏବଂ ଏହାକୁ ହିଁ ଭୋଗ ଲଗାଯାଏ। ଯେତେବେଳେ ଆପଣ ଝଣ୍ଡା ବଦଳ କରିବେ ତ ଏହି ଦିନ ସକାଳୁ ବ୍ରହ୍ମ ମୁହୂର୍ତ୍ତରେ ଉଠି ସକାଳୁ ସ୍ନାନ ସାରି ସ୍ୱଚ୍ଛ ବସ୍ତ୍ର ପରିଧାନ କରି ସ୍ୱାମୀ ସ୍ତ୍ରୀ ଏକା ସହିତ ବ୍ରତ କରିବେ ତ ଭଲ ରହିବ।

ସ୍ୱାମୀ ସ୍ତ୍ରୀ ଏକା ସହିତ ବ୍ରତ କଲେ ଜୀବନରେ ସମସ୍ତ କଷ୍ଟ ଦୂର ହୋଇଥାଏ ଏବଂ ସାତ ଜନ୍ମ ପାଇଁ ଶୁଭ ଫଳ ଦେଇଥାଏ। ଜୀବନରେ ଖୁସି ଆସିଥାଏ। ଏହିଦିନ ଭଗବାନ ଶ୍ରୀରାମଙ୍କ ପୂଜା ହେବ। ଏହି ଦିନ ଭଗବାନ ଶ୍ରୀରାମଙ୍କ ମନ ପସନ୍ଦର ଖାଦ୍ୟ ଭୋଗ ଲଗେଇବେ ଏବଂ ଭଗବାନଙ୍କୁ ସବୁଠାରୁ ଅଧିକ ପସନ୍ଦ ଭୋଗ ଅଟେ କ୍ଷୀରି। ଏହାକୁ ଭଗବାନଙ୍କୁ ଭୋଗରେ ଅର୍ପଣ କରିବେ। ରାମଙ୍କ ନାମ ନେଲେ ସବୁ ସମସ୍ୟା ଦୂର ହେବ। ପ୍ରତିଦିନ ଯଦି ରାମଙ୍କ ସ୍ତୋତ୍ର ପାଠ କରିବେ ତ ଆପଣଙ୍କର କେବେବି ସ୍ୱାସ୍ଥ୍ୟ ଜନିତ ସମସ୍ୟା ହେବ ନାହିଁ।

ସମସ୍ତଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ ଏବଂ ସମସ୍ତେ ଖୁସିରେ ରହିଥାନ୍ତି ଘରେ ଉନ୍ନତି କରିଥାନ୍ତି। ମାନ୍ୟତା ଅନୁସାରେ ଯେଉଁ ବ୍ୟକ୍ତି ପ୍ରତିଦିନ ରାମ ସ୍ତୋତ୍ରର ପାଠ କରିବ ତ ତାକୁ ମୃତ୍ୟୁ ତୁଲ୍ୟ କଷ୍ଟରୁ ମୁକ୍ତି ମିଳିଥାଏ। ରାଶି ଅନୁସାରେ ବି ଭୋଗ ଲଗେଇ ପାରିବେ

ମେଷ ରାଶି। ଭଗବାନ ରାମଙ୍କୁ ଲଡୁ ଏବଂ ଡାଲିମ୍ବର ଭୋଗ ଲଗାନ୍ତୁ।

ବୃଷ ରାଶି। ଭଗବାନଙ୍କୁ ରସଗୋଲାର ଭୋଗ ଅର୍ପଣ କରନ୍ତୁ। ଏହା ଦ୍ବାରା ଗ୍ରହଦୋଷ ଦୂର ହୋଇଥାଏ।

ମିଥୁନ ରାଶି। ଭଗବାନଙ୍କୁ କାଜୁର ମିଠା କାଜୁର ବରଫି ଭୋଗ ଲଗାନ୍ତୁ।

କର୍କଟ ରାଶି ଭଗବାନଙ୍କୁ ନଡ଼ିଆର ଭୋଗ ଲଗାନ୍ତୁ।

ସିଂହ ରାଶି। ଭଗବାନଙ୍କୁ ଗୁଡ଼ ଏବଂ ବେଲର ଭୋଗ ଅର୍ପଣ କରନ୍ତୁ।

କନ୍ୟା ରାଶି। ଭଗବାନଙ୍କୁ ତୁଳସୀ ପତ୍ର ଏବଂ ନାଶପାତିର ଭୋଗ ଲଗାନ୍ତୁ।

ତୁଳା ରାଶି। ଭଗବାନଙ୍କୁ କଳା କନ୍ଦର ଭୋଗ ଲଗାନ୍ତୁ ଏବଂ ସେଓର ଭୋଗ ଲଗାନ୍ତୁ।

ବିଛା ରାଶି। ଭଗବାନଙ୍କୁ ଗୁଡ଼ର ରାବିଡିର ଭୋଗ ଅର୍ପଣ କରନ୍ତୁ।

ଧନୁ ରାଶି। ଭଗବାନଙ୍କୁ ବେଶନର ଭୋଗ ଲଗାନ୍ତୁ।

ମକର ରାଶି। ଭଗବାନଙ୍କୁ ହଳଦିଆ ରଙ୍ଗର ପେଡା ଅର୍ପଣ କରନ୍ତୁ।

କୁମ୍ଭ ରାଶି। ଭଗବାନଙ୍କୁ ବରଫି ଭୋଗ ଅର୍ପଣ କରନ୍ତୁ।

ମୀନ ରାଶି। ଭଗବାନଙ୍କୁ କଦଳୀର ଭୋଗ ଅର୍ପଣ କରନ୍ତୁ। ନଚେତ ଜିଲାପିର ଭୋଗ ବି ଅର୍ପଣ କରି ପାରିବେ।

ଏହିସବୁ ଭୋଗ ଲଗେଇ ନିଜେ ପ୍ରସାଦ ରୂପରେ ଗ୍ରହଣ କରିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *