Excuse Me Odisha

ଯାହା କହିବୁ ସତ କହିବୁ

ନବରାତ୍ରୀ ଦୁର୍ଗାଅଷ୍ଟମୀରେ ଏହି ଗୋଟିଏ ଜିନିଷ ନିଶ୍ଚୟ ଖାଇ ନିଅନ୍ତୁ । ପୁରା ବର୍ଷସାରା ଜମେଇ କରି ଆସିବ ଟଙ୍କା ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ନବରାତ୍ରୀ ଦୁର୍ଗାଅଷ୍ଟମୀ ୧ ଜିନିଷ ନିଶ୍ଚୟ ଖାଇ ନିଅନ୍ତୁ। ପୁରା ବର୍ଷ ଜମେଇ କରି ଆସିବ ଟଙ୍କା।

ମହା ଅଷ୍ଟମୀ ଦିନ ମା ମହା ଗୌରୀଙ୍କ ପୂଜା କରାଯାଏ। ଏହି ଦିନ ସନ୍ତାନ ପ୍ରାପ୍ତି ପାଇଁ ଉତ୍ତମ ଜୀବନସାଥୀ ପ୍ରାପ୍ତି ପାଇଁ ଘରେ ସୁଖ ଶାନ୍ତି ପାଇଁ ମା ମହା ଗୌରୀଙ୍କ ବିଶେଷ ପୂଜାଅର୍ଚ୍ଚନା କରାଯାଏ। ଯଦି ସମ୍ଭବ ହେବ ତ ଆପଣ ଅଧା ରାତିରେ ପୂଜା କରିବେ ତ ଏହାର ଫଳ ଆପଣଙ୍କୁ ଅଧିକ ମିଳିବ। କାରଣ ମହା ଗୌରୀଙ୍କ ପୂଜା ଅଧା ରାତିରେ କରିବାର ବିଧି ଅଛି। ଯଦି ଆପଣ ଅଧା ରାତିରେ ପୂଜା କରିବାକୁ ଚାହୁଁଛନ୍ତି ତ ବହୁତ ଭଲ ରହିବ।

ମା ମହା ଗୌରୀଙ୍କୁ କ୍ଷୀର ଏକ ପାତ୍ରରେ ରଖି ସେଥିରେ ଏକ ରୂପାର କଏନ ପକେଇ ଦିଅନ୍ତୁ ଏବଂ ମାଙ୍କୁ ଅର୍ପଣ କରନ୍ତୁ। ପୁରୁଣା ରୁପାର କଏନ ଥିଲେ ତାକୁ ଗଙ୍ଗା ଜଳରେ ଧୋଇ ଶୁଦ୍ଧ କରି ସେହି କ୍ଷୀରରେ ପକେଇ ଦିଅନ୍ତୁ। ଯଦି ଆପଣ ରାତିରେ ଅର୍ପଣ କରନ୍ତି ତ ଆପଣଙ୍କୁ ପର ଦିନ ଏହି ପାତ୍ରକୁ ଉଠାଇ କ୍ଷୀରକୁ କୌଣସି ଗଛରେ ଢାଳି ଦିଅନ୍ତୁ। ଯେଉଁ କଏନ ଅଛି ତାକୁ ଭଲ ଭାବରେ ପୋଛି ଦେବେ ଧୋଇବେ ନାହିଁ କେବଳ ପୋଛି ଦେଇ ଏକ ଲାଲ କପଡ଼ାରେ ବାନ୍ଧି ସମ୍ଭାଳି କରି ରଖିଦିଅନ୍ତୁ। ଜୀବନରେ ଧନର ଅଭାବ ରହିବ ନାହିଁ ଏବଂ ଯେବେବି ଧନର ଆବଶ୍ୟକତା ପଡିବ ତେବେ ଠିକ ସମୟ ଟଙ୍କା ଆପଣଙ୍କୁ ମିଳିଯିବ।

ଆସନ୍ତୁ ଜାଣିବା ମହା ଅଷ୍ଟମୀ ଦିନ କଣ ଖାଇବେ।

ମା ମହା ଗୌରୀଙ୍କୁ ନଡ଼ିଆ ଭୋଗ ଅର୍ପଣ କରନ୍ତୁ ଏବଂ ଧଳା ମିଠା ଅର୍ପଣ କରନ୍ତୁ। ନଡିଆ ଭୋଗ ଲଗେଇବେ କିନ୍ତୁ ନଡ଼ିଆକୁ ମହା ଅଷ୍ଟମୀ ଦିନ ଭାଙ୍ଗିବେ ନାହିଁ। ଆପଣ ଧଳା ମିଠାର ଭୋଗ ଲଗାନ୍ତୁ ଆଉ ତାକୁ ହିଁ ପ୍ରସାଦ ରୂପରେ ପୁରା ପରିବାର ସହିତ ଖାଆନ୍ତୁ। ଏହି ଯେଉଁ ଧଳା ମିଠା ତାହା ଜୀବନରେ ଶୁକ୍ରକୁ ମଜବୁତ କରିଥାଏ ଏବଂ ଯେତେବେଳେ ଶୁକ୍ର ମଜବୁତ ହୋଇଥାଏ ତ ଜୀବନରେ ସୁଖ ସାଧନ ସହଜରେ ପ୍ରାପ୍ତ ହୋଇଥାଏ ଭୌତିକ ସୁଖର ପ୍ରାପ୍ତ ହୋଇଥାଏ। ଯଦି ସ୍ୱାମୀ ସ୍ତ୍ରୀଙ୍କ ଭିତରେ ମଧୁର ପ୍ରେମ ଚାହୁଁଛନ୍ତି ତ ପରସ୍ପରକୁ ଏହି ଧଳା ମିଠାର ଭୋଗ ଖୁଆନ୍ତୁ। ଏହା ଦ୍ବାରା ବହୁତ ପ୍ରେମ ବଢିବ। ଏମିତି କଲେ ଭଗବାନ ଶିବ ଏବଂ ମା ପାର୍ବତୀଙ୍କ ଭଳି ସୁଖରେ ଜୀବନ ବ୍ୟତୀତ ହେବ।

ଏହି ଦିନ ନୂତନ ବସ୍ତ୍ର ପିନ୍ଧିବାର ବିଧି ଅଛି ଏବଂ ମା ଦୁର୍ଗାଙ୍କୁ ବି ନୂତନ ବସ୍ତ୍ର ଅର୍ପଣ କରିବାର ବି ବିଧି ଅଛି। ଖାସ କରି ମହିଳା ମାନେ ବସ୍ତ୍ର ଅର୍ପଣ କରି ତାଙ୍କୁ ସମ୍ପୂର୍ଣ୍ଣ ସିଙ୍ଗାରର ବସ୍ତୁ ମାଙ୍କୁ ଅର୍ପଣ କରନ୍ତୁ। ଆପଣ ଚାହିଁଲେ ଏହିସବୁକୁ ପ୍ରସାଦ ରୂପରେ ନିଜେ ପିନ୍ଧି ପାରିବେ ଆଉ ଅଳ୍ପ ମଧ୍ୟ ମନ୍ଦିରରେ ରଖିପାରିବେ। ଅଳ୍ପ କିଛି ଘରକୁ ବି ଆଣିବେ ମାଙ୍କ ଆଶୀର୍ବାବ ରୂପରେ।

ନବରାତ୍ରୀର କୌଣସି ବି ଦିନରେ ମହା ଅଷ୍ଟମୀ ଦିନରେ ଏହି ପ୍ରୟୋଗ କଲେ ବହୁତ ଭଲ ହୋଇଥାଏ କାରଣ ଏହିଦିନ ମା ମହା ଗୌରୀଙ୍କ ଦିନ ହୋଇଥାଏ ତ ସେଥିପାଇଁ ମାଙ୍କୁ ସମ୍ପୂର୍ଣ୍ଣ ସିଙ୍ଗରର ବସ୍ତୁ ଅର୍ପଣ କରନ୍ତୁ। ଅଖଣ୍ଡ ସୌଭାଗ୍ୟର ପ୍ରାପ୍ତି ପାଇଁ ବହୁତ ଶୁଭ ହୋଇଥାଏ। ନଡ଼ିଆ ବି ମାଙ୍କୁ ଅର୍ପଣ କରିଦିଅନ୍ତୁ। ଜୀବନରେ କେବେବି କୌଣସି ପ୍ରକାରର ଧନର ସମସ୍ୟା ଆସିବ ନାହିଁ କି ଦୁର୍ଘଟଣା ହେବ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *