Excuse Me Odisha

ଯାହା କହିବୁ ସତ କହିବୁ

ଲାଜ ନକରି କେବଳ ଗୋଟିଏ ଥର କରି ନିଅନ୍ତୁ ଏହି କାମ ! ହୋଇଯିବେ କୋଟିପତି !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ କେବଳ ୧ ଥର ଲାଜ ନକରି ଏହି ୧ କାମ କରିନିଅନ୍ତୁ। କୋରଡପତି ବନିଯିବେ

ବନ୍ଧୁଗଣ ସ୍ତ୍ରୀଙ୍କର ଗୋଟିଏ ଜିନିଷ ପୁରୁଷ ମାନଙ୍କୁ ଲାଜ ନକରି ନେବା ଉଚିତ। ଖୋଲିଯିବ ଆପଣଙ୍କ ଭାଗ୍ୟ।

ବନ୍ଧୁଗଣ ଚାଣକ୍ୟ ନୀତି ଅନୁସାରେ ଆମେ ଆପଣଙ୍କୁ ଜଣେଇବୁ ଯେ ଏପରି ୧ ଟି କାମ ରହିଛି ଯାହାକୁ ମନୁଷ୍ୟ କରିବା ସମୟରେ କେବେବି ଲଜ୍ୟା କରିବା ଉଚିତ ହୋଇନଥାଏ। ଯାହାକୁ କରିଲେ ଆପଣଙ୍କ ଜୀବନ ବନିଯିବ ସ୍ୱର୍ଗ ଭଳି ସଫଳତା ଆପଣଙ୍କ ପାଦକୁ ଚୁମ୍ବନ କରିବ। ତେବେ ଆସନ୍ତୁ ଜାଣିବା।

ବନ୍ଧୁଗଣ ଚାଣକ୍ୟ ନୀତି ଅନୁସାରେ କେବେବି ଶିକ୍ଷା ପ୍ରାପ୍ତି କରିବାରେ ଲଜ୍ୟା କରିବା ଉଚିତ ନୁହେଁ। ଯେଉଁ ବିଦ୍ୟାର୍ଥୀ ଶିକ୍ଷକଙ୍କ ଠାରୁ ବିଦ୍ୟା ଗ୍ରହଣ କରିବାରେ କୁଣ୍ଠାବୋଧ କରିଥାନ୍ତି ସେମାନେ ନିଜର କ୍ଷତି ନିଜେ କରି ବସନ୍ତି। ଲାଜ କରିବା ଦ୍ୱାରା ଜ୍ଞାନର ପ୍ରାପ୍ତିରେ ବାଧା ଉତ୍ପନ ହୋଇଥାଏ ଏବଂ ଅଧୁରା ଜ୍ଞାନ ବ୍ୟକ୍ତିକୁ ସଫଳତା କରିନଥାଏ ବରଂ ବ୍ୟକ୍ତିକୁ ବର୍ବାଦ କରିଦେଇଥାଏ।

ଭୋଜନ କରିବା ସମୟରେ କେବେବି ଲଜ୍ୟା କରିବା ଉଚିତ ନୁହେଁ। ପ୍ରାୟ ସମୟରେ ପୁରୁଷ ହୁଅନ୍ତୁ କିମ୍ବା ମହିଳା ସେମାନେ କେବେ କୌଣସି ସମ୍ପର୍କୀୟ ଘରକୁ ଯାଇଥାନ୍ତି ପ୍ରାୟତଃ ଭୋଜନ କରିବାରେ ଲଜ୍ୟା କିମ୍ବା ସଂକଚ କରିଥାନ୍ତି କିନ୍ତୁ ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅନୁସାରେ କୌଣସି ବି ବ୍ୟକ୍ତିଙ୍କୁ ଭୋଜନ କରିବା ସମୟରେ ଲଜ୍ୟା କରିବା ଉଚିତ ନୁହେଁ।

ବନ୍ଧୁଗଣ ଯେଉଁ ବ୍ୟକ୍ତି ଭୋଜନ କରିବା ସମୟରେ ଲଜ୍ୟା କରିଥାଏ ସେହି ବ୍ୟକ୍ତି ଭୋକରେ ହିଁ ରହି ନିଜର କ୍ଷତି କରିଥାଏ ଏବଂ ଖାଲି ପେଟ ସାଇତାନର ଘର ହୋଇଥାଏ ଏବଂ ସ୍ବାସ୍ଥ୍ୟରେ ଅବନତି ହୋଇଥାଏ। ଏଥିପାଇଁ ଭୋଜନ କରିବା ସମୟରେ ଲଜ୍ୟା କରିବା ମଧ୍ୟ ଭୋଜନର ଅବମାନନା ହୋଇଥାଏ। ଏଣୁ କେବେବି ଭଜନ କରିବା ସମୟରେ ଲଜ୍ୟା କରିବା ଉଚିତ ନୁହେଁ।

ନିଜର ଟଙ୍କା ମାଗିବାରେ କେବେବି ଲାଜ କରିବା ଉଚିତ ନୁହେଁ। ଅନେକ ଲୋକ ଅଛନ୍ତି ଅନ୍ୟକୁ ଟଙ୍କା ଉଧାରରେ ଦେବା ପରେ ନିଜ ଟଙ୍କାକୁ ମାଗିବାରେ ଲାଜ କରିଥାନ୍ତି ଏମିତି ବ୍ୟକ୍ତିଙ୍କର ସମସ୍ତେ ଫାଇଦା ଉଠାଇଥାନ୍ତି। ଏଥିପାଇଁ ନିଜର ଟଙ୍କା ମାଗିବାରେ କୌଣସି ପ୍ରକାରର ଲାଜ କରିବା ଉଚିତ ନୁହେଁ।

ଗୋଟିଏ ସ୍ୱାମୀ ରାତିରେ ଶୋଇବା ସମୟରେ ପ୍ରେମ ମାଗିବାରେ ଲାଜ କରିବା ଉଚିତ ନୁହେଁ। ଶାସ୍ତ୍ର ଅନୁଯାୟୀ ମହିଳାଙ୍କର ସବୁଠାରୁ ବଡ଼ ଗହଣା ଲାଜ ହୋଇଥାଏ। ସେଥିପାଇଁ ଆପଣଙ୍କୁ ପ୍ରେମ ମାଗିବେ ନାହିଁ। ଆପଣ ତାଙ୍କୁ ନିଜେ ପ୍ରେମ ଦେବା ଉଚିତ ହୋଇଥାଏ। ଯେଉଁ ସ୍ୱାମୀ ନିଜ ସ୍ତ୍ରୀ ସହିତ ରାତିରେ ପ୍ରେମ ସମ୍ବଦ୍ଧ ରଖେ ତାଙ୍କ ଜୀବନରେ କେବେବି ଅଶାନ୍ତି ଆସିନଥାଏ। ସେହି ବ୍ୟକ୍ତି ଜୀବନରେ ବହୁତ ସୁଖରେ ରହିଥାନ୍ତି। ତେବେ ଜୀବନରେ କେବେବି ନିଜ ସ୍ତ୍ରୀକୁ ପ୍ରେମରୁ ବଞ୍ଚିତ ରଖନ୍ତୁ ନାହିଁ। କାହିଁକିନା ଘରର ଲକ୍ଷ୍ମୀ ଘରେ ରହିଲେ ଅପଣଙ୍କ ମନ ବାହାର କାମରେ ଲାଗିବ। ଜାଣିଲେ ଲାଜ ନକରି ମହିଳାଙ୍କ ଠାରୁ ନିଅନ୍ତୁ ଏହି ଗୋଟିଏ ଜିନିଷ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *