Excuse Me Odisha

ଯାହା କହିବୁ ସତ କହିବୁ

ଦୁର୍ଗା ଅଷ୍ଟମୀ : ବାସ ଗୋଟିଏ ପାତ୍ର କ୍ଷୀର ଏବଂ ଗୋଟିଏ କଏନ ଜୀବନରେ କେବେବି ହେବ ନାହିଁ ଧନର ଅଭାବ ହେବାକୁ ଦେବ ନାହିଁ ! ଜାଣନ୍ତୁ ସରଳ ଉପାୟ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଦୁର୍ଗା ଅଷ୍ଟମୀ ବାସ ଏକ ପାତ୍ର କ୍ଷୀର ଏବଂ ଏକ କଏନ ଜୀବନରେ କେବେବି ହେବ ନାହିଁ ଧନର ଅଭାବ।

ମା ମହା ଗୌରୀଙ୍କ ଆରୋଧନା ନବରାତ୍ରୀର ୮ ଦିନରେ ଅର୍ଥାତ ଅଷ୍ଟମୀ ତିଥିରେ କରାଯାଏ। ସବୁ ମାସର ଶୁକ୍ଳପକ୍ଷ ଅଷ୍ଟମୀରେ ଆପଣ ମାଙ୍କର ପୂଜା କରନ୍ତି କିନ୍ତୁ ଯେତେବେଳେ ଚୈତ୍ର ମାସର ଶୁକ୍ଳପକ୍ଷରେ ଅଷ୍ଟମୀ ତିଥି ଆସିଥାଏ ତ ଏହାକୁ ମହା ଅଷ୍ଟମୀ କୁହାଯାଏ କାରଣ ଏହି ଦିନ କରାଯାଉଥିବା କାର୍ଯ୍ୟ ସମ୍ପୂର୍ଣ୍ଣତା ଫଳ ଦେଇଥାଏ। ଏଥର ମହାସଂଯୋଗ ଯୋଗ ବନୁଅଛି ତ ଏପରି ସ୍ଥିତିରେ ଏହି ଦିନର ମହତ୍ୱ ଆହୁରି ଅଧିକ ବଢିଯାଉଛି।

ଆପଣ ଯାହାବି କାମ କରିବେ ତାର ପୁରା ଫଳ ଆପଣଙ୍କୁ ମିଳିବ ଆପଣ ଯାହାବି ମନସ୍କାମନା ପୂରଣ ପାଇଁ ପ୍ରାର୍ଥନା କରିବେ ସେହି ମନସ୍କାମନା ଆପଣଙ୍କର ପୁରା ହୋଇଯିବ। ଏମିତିରେ ତ ମା ମହା ଗୌରୀଙ୍କ ପୂଜା ମଧ୍ୟ ରାତ୍ରିରେ କରିବା ସବୁଠାରୁ ଅଧିକ ଶୁଭ ହୋଇଥାଏ। ମଧ୍ୟ ରାତ୍ରି ଅର୍ଥାତ ରାତି ୧୧ ଟା ସମୟରୁ ରାତ୍ରି ୧ ଟା ମଧ୍ୟରେ ତ ଏହି ସମୟରେ ଯଦି ଆପଣ ପୂଜା କରନ୍ତି ତ ଆପଣଙ୍କୁ ନିଜର ପୂଜାର ସମ୍ପୂର୍ଣ୍ଣ ଫଳ ମିଳିଯିବ ଏହି ପୂଜା ଆପଣ ନିଜ ଘରେ ମଧ୍ୟ କରିପାରିବେ। ମାଙ୍କର ମନ୍ତ୍ର ହେଉଛି ଓଁ ହରିଂ ଗୌରେୟ ନମଃ। ଏହି ମନ୍ତ୍ରର ଜପ ଆପଣ ଅଧିକରୁ ଅଧିକ ଥର କରିପାରିବେ।

ମାଙ୍କୁ ଧଳା କିମ୍ବା ହଳିଦିଆ ରଙ୍ଗର ଫୁଲ ଅର୍ପଣ କରନ୍ତୁ ଏବଂ ଏକ ମୁଖା ଦୀପ ମାଙ୍କ ସାମ୍ନାରେ ଜଳାନ୍ତୁ। ଦୀପରେ ଚାଉଳ ହଳଦୀ ମିଶ୍ରିତ ପକେଇ ଦିଅନ୍ତୁ କିମ୍ବା ଏକ ହେଙ୍ଗୁ ଆପଣ ପକେଇଦେବେ। ମଧ୍ୟ ରାତ୍ରିରେ ପୂଜା କରୁଛନ୍ତି ତ ଭଲ ନଚେତ ସକାଳେ ମଧ୍ୟ କରିପାରିବେ। ମାଙ୍କୁ ଧଳା ଫୁଲ ଏବଂ ଧଳା ମିଠା କିମ୍ବା ନଡ଼ିଆ ଅର୍ପଣ କରିପାରିବେ। ମାଙ୍କୁ ଅତର ନିଶ୍ଚୟ ଅର୍ପଣ କରିବେ। ଅତର ଚନ୍ଦନ ହେଉ କିମ୍ବା ଗୁଲାପରେ ହେଉ ଯେକୌଣସି ଅତର ନିଶ୍ଚୟ ଅର୍ପଣ କରିବେ ଏବଂ ବାକି ଅତର ପୁରା ବର୍ଷ ନିଜେ ବ୍ୟବହାର କରିବେ ପୁରା ବର୍ଷ ଭାଗ୍ୟର ଉଦୟ ହେବ କିନ୍ତୁ ଏହିଦିନ ଛୋଟ ପ୍ରୟୋଗ କରାଯାଏ।

ଆପଣ ଏକ ପାତ୍ରରେ ରୁପାର ପାତ୍ର ହେଉ କିମ୍ବା ମାଟିର ପାତ୍ର ହେଉ ସେହି ପାତ୍ରରେ କ୍ଷୀର ନେବାକୁ ହେବ। ଏହି କ୍ଷୀର ଗାଈର ତାଜା କଞ୍ଚା କ୍ଷୀର ହୋଇଥିବା ଦରକାର ଏବଂ ଗୋଟେ ଚାନ୍ଦିର କଏନ ନେବେ। ପୁରୁଣା କଏନ ଥିଲେ ତାକୁ ଗଙ୍ଗା ଜଳରେ ଶୁଦ୍ଧ କରିଦିଅନ୍ତୁ। ସେହି କଏନକୁ କ୍ଷୀର ପାତ୍ରରେ ରଖି ମାଙ୍କୁ ଭୋଗ ଅର୍ପଣ କରିଦିଅନ୍ତୁ ଏବଂ ମାଙ୍କୁ ପ୍ରାର୍ଥନା କରନ୍ତୁ କି ଧନ ଆସୁ ଏବଂ ଧନର କମି କେବେବି ନହେଉ।

କମସେକମ ୧ ଘଣ୍ଟା ପର୍ଯ୍ୟନ୍ତ ମାଙ୍କ ସାମ୍ନାରେ ଏହି ପାତ୍ରରେ ଯେଉଁ କଏନ ପକେଇ ଅର୍ପଣ କରିଥିବେ ତ ତାକୁ ରହିବାକୁ ଦିଅନ୍ତୁ। ୧ ଘଣ୍ଟା ପରେ ଏହାକୁ ସେଠାରୁ ନେଇ ଆସନ୍ତୁ ଏବଂ କଏନକୁ ପୋଛି କରି ଲାଲ କପଡ଼ାରେ ବାନ୍ଧି ନିଜ ପାଖରେ ରଖିଦିଅନ୍ତୁ। ଏମିତି କଲେ ଦରକାର ସମୟରେ ଧନର ସମସ୍ୟା କେବେବି ହେବ ନାହିଁ। ଯେଉଁ କ୍ଷୀର ଅଛି ତାକୁ ୨ ବୁନ୍ଦା କରି ପ୍ରସାଦ ରୂପରେ ଖାଇ ପାରିବେ ନଚେତ ପୁରା ବି ଖାଇପାରିବେ। ପାତ୍ରରେ ଅଳ୍ପ କ୍ଷୀର ନେଇଥିବେ ଯେମିତି କଏନଟି ବୁଡିଯିବ। ଯଦି ଆପଣଙ୍କୁ ଲାଗୁଛି କି କ୍ଷୀର ଖରାପ ହୋଇଯାଛି ତ କୌଣସି ଗଛରେ ଢାଳିଦେବେ ନଚେତ ନିଜେ ମଧ୍ୟ ଖାଇପାରିବେ ପୁରା ପରିବାର ଲୋକଙ୍କ ସହିତ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *