Excuse Me Odisha

ଯାହା କହିବୁ ସତ କହିବୁ

ନବରାତ୍ରୀରେ କୌଣସି ବି ଦିନ ଏହି ସ୍ଥାନରେ ରଖି ଦିଅନ୍ତୁ ଟିକିଏ ହଳଦୀ,ଦେଖିବେ ତା ପରେ ଏତେ ଟଙ୍କା ଆସିବ ଯେ ଆପଣଙ୍କ ସାତ ପୁରୁଷ ପର୍ଯ୍ୟନ୍ତ ରାଜ କରିବେ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ନବରାତ୍ରୀରେ ରୋଡ଼ପତି ବି ହେବ କୋରଡପତି। ୪୯୯ ବର୍ଷ ପରେ ବନିଲା ଦୁର୍ଲଭ ସଂଯୋଗ। ବାସ ଏକ ଚୁଟକି ହଳଦୀ। ହଳଦୀର ୫ ଟି ଚମତ୍କାର ମହା ଉପାୟ।

ନବରାତ୍ରୀ ଦିନରେ ମା ଦୁର୍ଗାଙ୍କୁ ସନ୍ତୁଷ୍ଟ କରିବା ପାଇଁ ବହୁତ ସାରା ପ୍ରୟୋଗ କରାଯାଏ କିନ୍ତୁ ମା ଦୁର୍ଗାଙ୍କୁ କିଛି ଏମିତି ଵସ୍ତୁ ଅଛି ଯାହା ବହୁତ ପସନ୍ଦ ଅଟେ। ସେଥି ମଧ୍ୟରୁ ସବୁଜ ଗୁଜୁରାତି ପଦ୍ମ ଫୁଲର ମଞ୍ଜି ଏବଂ ହଳଦୀର ଖଣ୍ଡ। ଏହି ୩ ଟି ବସ୍ତୁ ଯାହା ସମସ୍ତ ମନସ୍କାମନାକୁ ପୂରଣ କରିଥାଏ। କେମିତି ମାଙ୍କୁ ଅର୍ପଣ କରିବେ କେତେବେଳେ ଅର୍ପଣ କରିବେ ଆସନ୍ତୁ ଜାଣିବା।

ନବରାତ୍ରୀରେ ୯ ଦିନରେ ମାଙ୍କର ୯ ଟି ସ୍ୱରୂପକୁ ଅଲଗା ଅଲଗା ପୂଜା କରାଯାଏ।

ଯଦି ଆପଣ ବିଦ୍ୟାର୍ଥୀ ଅଟନ୍ତି କିମ୍ବା କୌଣସି ବ୍ୟକ୍ତି ଚାକିରୀ ଖୋଜୁଛନ୍ତି କ୍ୟାରିୟରକୁ ବନେଇବା ପାଇଁ ଚେଷ୍ଟା କରୁଛନ୍ତି ସଫଳତା ମିଳୁନାହିଁ ତ ଏପରି ସ୍ଥିତିରେ ଗୋଟେ ଛୋଟ ଉପାୟ କରନ୍ତୁ ତ ଆପଣଙ୍କ ଜୀବନରେ ମା ଭଗବତୀଙ୍କ ଆଶୀର୍ବାଦରୁ ଆପଣଙ୍କ କ୍ୟାରୀୟର ସମ୍ବଦ୍ଧିତ ଯାହାବି ମନସ୍କାମନା ଥିବ ତାହା ନିଶ୍ଚୟ ପୂରଣ ହୋଇଯିବ। ସମସ୍ତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏହି ଉପାୟ କରନ୍ତୁ। ମାଙ୍କର ଅଲଗା ଅଲଗା ରୂପର ପୂଜାର ବିଧି ଅଛି। ଅଲଗା ଅଲଗା ରୂପକୁ ଅଲଗା ଅଲଗା ଜିନିଷ ଅର୍ପଣ କରାଯାଏ। କିନ୍ତୁ ଏହି ହଳଦୀର ପ୍ରୟୋଗ ଆପଣ ନବରାତ୍ରୀରେ କୌଣସି ବି ଦିନରେ କରିପାରିବେ।

ହଳଦୀ ଭାଗ୍ୟକୁ ଉନ୍ନତି କରିଥାଏ ଏବଂ ଜୀବନରେ ଖୁସି ମଧ୍ୟ ଫେରାଇ ଦେଇଥାଏ। ଏହି ସହଜ ଉପାୟ ଆପଣଙ୍କ ସମସ୍ତ ମନସ୍କାମନାକୁ ପୂରଣ କରିବ।

ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ଚାକିରୀ ବ୍ୟବସାୟରେ ଉନ୍ନତି ହେଉ ବିଦ୍ୟାର୍ଥୀ ମାନଙ୍କୁ ଭଲ ରେଜଲ୍ଟ ମିଳୁ ତ ଛୋଟ ଉପାୟ କରନ୍ତୁ ଆପଣ ଗୋଟେ ପାତ୍ର ନିଅନ୍ତୁ ୫ ଟି ସବୁଜ ଗୁଜୁରାତି ୫ ଟି ପଦ୍ମ ଫୁଲର ମଞ୍ଜି ଆଉ ୫ ଟି ହଳଦୀ ଖଣ୍ଡ ନେଇ ସେହି ପାତ୍ରରେ ରଖନ୍ତୁ ଏବଂ ମା ଦୁର୍ଗାଙ୍କ ସାମ୍ନାରେ ରଖିଦିଅନ୍ତୁ ଏବଂ ମା ସ୍ୱରସ୍ୱତୀଙ୍କର ଧ୍ୟାନ ରଖି। ନବରାତ୍ରୀରେ ମା ସ୍ୱରସ୍ୱତୀ ମା ଲକ୍ଷ୍ମୀ ଏବଂ ଭଗବାନ ଗଣେଶ ଭଗବାନ କାର୍ତ୍ତିକ ଏବଂ ମା ଦୁର୍ଗାଙ୍କର ଏକା ସହିତ ପୂଜା କରାଯାଏ।

ତ ଆପଣ ସେହିଠାରେ ରଖିଦିଅନ୍ତୁ ଏବଂ ତାହାକୁ ସେତେ ପର୍ଯ୍ୟନ୍ତ ରଖିବେ। ନବରାତ୍ରୀ ପରେ ପୂଜା ସ୍ଥାନରେ ସମ୍ଭାଳି କରି ରଖିବେ ସେତେ ପର୍ଯ୍ୟନ୍ତ ଯେତେ ପର୍ଯ୍ୟନ୍ତ ମନସ୍କାମନା ପୂରଣ ହୋଇନଥିବ। ନିଜର ମନସ୍କାମନା କହିବେ ଏବଂ ଭଗବତୀ ମା ଦୁର୍ଗା ସେ ଆପଣଙ୍କର ସମସ୍ତ ଇଛା ପୂରଣ କରିବେ ଏବଂ ଯେତେବେଳେ ମନସ୍କାମନା ପୂରଣ ହୋଇଯିବ ସେତେବେଳେ ଏହି ସମସ୍ତ ଜିନିଷକୁ ମାଟିରେ ପୋତିଦେବେ। ଆପଣ ଓଁମ ଏଇଂ ଓଁମ ଏଇଂ ମନ୍ତ୍ରର ଜପ ମଧ୍ୟ କରିପାରିବେ।

ଯଦି ଆପଣଙ୍କ ଘରେ ଝିଅ କିମ୍ବା ପୁଅ ଅଛନ୍ତି ତାଙ୍କର ବିବାହ ହୋଇପାରୁନାହିଁ। ଯେଉଁ ଝିଅ ଥିବେ ତାଙ୍କର ଗଳାରେ ହଳଦୀର ଖଣ୍ଡ ଧାରଣ କରିବେ କିମ୍ବା ନିଜ ପର୍ସରେ ବି ରଖିପାରିବେ। ଯଦି ସମ୍ଭବ ହେବ ତ ଭଗବାନ ସୂର୍ଯ୍ୟଦେବଙ୍କୁ ଏକ ଚୁଟକି ହଳଦୀ ପକେଇ ଜଳ ଅର୍ପଣ କରନ୍ତୁ। ଏହା ଦ୍ବାରା ବିବାହ ସମ୍ବଦ୍ଧିତ ସମସ୍ୟା ଦୂର ହୋଇଯିବ।

ଯଦି ଜୀବନରେ କୌଣସି ପ୍ରକାରର ସମସ୍ୟା ଥିବ ତ ମା ଦୁର୍ଗାଙ୍କୁ ୨ ଟି ହଳଦୀ ଗଣ୍ଠି ଅର୍ପଣ କରିଦିଅନ୍ତୁ। ଅର୍ପଣ କରିବା ପରେ ହଳଦିଆ କପଡା କିମ୍ବା ଲାଲ କପଡ଼ାରେ ବାନ୍ଧି ଏହାକୁ ଧନ ରଖୁଥିବା ସ୍ଥାନରେ ରଖିଦିଅନ୍ତୁ। ଧନର କମି ହେବ ନାହିଁ।

ନବରାତ୍ରୀ ବ୍ରତ ରଖୁଥିଲେ ହଳଦୀ ସେହିଦିନ ଖାଇବେ ନାହିଁ।

ଗୁଣ୍ଡ ହଳଦୀକୁ ନିଜ ପୂଜା ଘରେ ରଖନ୍ତୁ ଏବଂ ଏଥିରେ ୨ ରୁ ୪ ଟି କିମ୍ବା ୫ ଟି ହଳଦୀ ଖଣ୍ଡବି ରଖନ୍ତୁ। ହଳଦୀ ଯାହା ଗୁରୁ ସହିତ ସମ୍ବଦ୍ଧ ରଖିଥାଏ। ଏହାର ପ୍ରୟୋଗ ପୂଜାପାଠରେ ବି କରାଯାଏ। ଆମର ରୋଷେଇ ଘରେ ତ ଥାଏ। କାହିଁକିନା ହଳଦୀ ବିନା ଖାଦ୍ୟ ପ୍ରସ୍ତୁତ ହୋଇପାରିନଥାଏ।

ଯଦି ପେଟ ସମସ୍ୟା ଅଛି ତ ହଳଦୀ ଦାନ କରନ୍ତୁ। ଏହା ଦ୍ବାରା ସମସ୍ୟା ଦୂର ହୋଇଥାଏ। ମା ପାର୍ବତୀଙ୍କ ମନ୍ଦିରରେ ଦାନ କରିବେ।

ଯେଉଁ ମାନଙ୍କର ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଛୋଟ ଛୋଟ କଥାରେ ମତଭେଦ ହୋଇଥାଏ। ସ୍ତ୍ରୀ କହିଥାଏ କି ତାକୁ ସ୍ୱାମୀର ସୁଖ ମିଳୁନାହିଁ। ଛୋଟ ଛୋଟ କଥାରେ ସ୍ୱାମୀ ରାଗି ଯାଉଛି ତ ଏମିତି କ୍ଷେତ୍ରରେ କୌଣସି ଗୁରୁବାର ଦିନ ଆପଣ ଗୋଟେ ହଳଦୀ ଖଣ୍ଡ ହାତରେ ନିଅନ୍ତୁ। ଓଁ ରତୟେ କାମଦେବାୟ ନମଃ ଏହି ମନ୍ତ୍ରର ଜପ ୧୦୮ ଥର କରନ୍ତୁ। ଆଉ ଏହି ହଳଦୀ ଖଣ୍ଡକୁ ସ୍ୱାମୀଙ୍କ ଶୋଇବା ବିଛଣାରେ ମୁଣ୍ଡ ପାଖରେ ରଖିଦିଅନ୍ତୁ। ଏହା ପରେ ଦେଖିବେ ଏହାର ପ୍ରଭାବ କେମିତି ପଡୁଛି।

କେବେ କେବେ କଣ ହୋଇଥାଏ ନାଁ ଆପଣଙ୍କ ଘରେ ବହୁତ ସାରା ସମସ୍ୟା ଗୋଟେ ପରେ ଗୋଟେ ଆସିଥାଏ ତ ଏହି ସମସ୍ୟାରୁ ବାହାରିବା ପାଇଁ ଏହି ଛୋଟ ପ୍ରୟୋଗ କରନ୍ତୁ। ନିଜର ଘରର ବାଉଣ୍ଡର ଭିତରେ ହଳଦୀର ରେଖା ପକେଇ ଦିଅନ୍ତୁ ଘରକୁ ନକରାତ୍ମକ ଉର୍ଜା ପ୍ରବେଶ କରିବ ନାହିଁ।

ଆପଣ ଫ୍ଲାଟରେ ରହୁଛନ୍ତି ବଡ଼ ବିଲଣ୍ଡିଙ୍ଗରେ ରହୁଛନ୍ତି ତ କଣ କରିବେ ନାଁ ନିଜ ଘରର ମୁଖ୍ୟ ଦ୍ୱାର ଉପରେ ଚାରି କୋଣିଆ ଘେରା ବନେଇ ଦିଅନ୍ତୁ ହଳଦୀ ଖଣ୍ଡରେ। ଏଥିରେ ବି ଆପଣଙ୍କର ରକ୍ଷା ହୋଇଯିବ।

ଅନେକ ଥର ଲୋକ କହିଥାନ୍ତି ଶଶୁର ଘର ଲୋକ ଭଲ ପାଇନଥାନ୍ତି ଏହା ସର୍ବଦା ମହିଳାଙ୍କ ସହିତ ହୋଇଥାଏ। ତ ଏଥିପାଇଁ ଛୋଟ ପ୍ରୟୋଗ ଟିଏ କରିନିଅନ୍ତୁ। ଯେବେ ଆପଣଙ୍କ ଝିଅ ଘରକୁ ଆସେ ଆଉ ଶଶୁର ଘରକୁ ଯାଇଥାଏ ତ ତାକୁ ତାର ହାତରେ ୭ ଟି ହଳଦୀ ଖଣ୍ଡ ଗୋଟେ ପିତଳର ଖଣ୍ଡ ଆଉ ଅଳ୍ପ ଗୁଡ଼ ଦିଅନ୍ତୁ। ଆଉ ଝିଅକୁ କହିବେ ନିଜର ଶଶୁର ଘର ଦିଗରେ ପକେଇ ଦେବ। ଆଉ ଶଶୁର ଘରକୁ ଚାଲିଯିବ। ଏହାପରେ ଦେଖିବେ କେମିତି ପ୍ରେମ ମିଳିବ। କାରଣ ଏହା ଟୂଟକା ଅଟେ।

ଅନେକ ଥର ଏମିତି ହୋଇଥାଏ ଜୀବନରେ ଏମିତି ସମସ୍ୟା ଆସିଥାଏ ଯାହା ବାହାରକୁ ବାହାରିବା କଷ୍ଟକର ହୋଇଥାଏ। ଏହି ଛୋଟ ପ୍ରୟୋଗ କରନ୍ତୁ। ଅନେକ ଥର ଆପଣଙ୍କ ସ୍ୱାମୀ ଅନେକ ଭୁଲ କଥାରେ ଶିକାର ହୋଇଯାନ୍ତି। ମଦ୍ୟପାନ କରନ୍ତି ସିଗାରେଟ ପିଅନ୍ତି କିମ୍ବା ଅନ୍ୟ ମହିଳାଙ୍କ ଚକରରେ ଅଛନ୍ତି ତ ଏଥିପାଇଁ ୧୧ ଟି ହଳଦୀ ଖଣ୍ଡକୁ ଗୋଟେ ଲାଲି କପଡ଼ାରେ ବାନ୍ଧି ଦିଅନ୍ତୁ। ଆଉ ସ୍ୱାମୀ ଉପରେ ୭ ଥର ବୁଲାଇ ବହି ଯାଉଥିବା ପାଣିରେ ପ୍ରବାହିତ କରିଦିଅନ୍ତୁ। ଏହି ପ୍ରୟୋଗ ଆପଣ ଶନିବାର ଦିନ କରିବେ। ୮ ଟି ଶନିବାର କରନ୍ତୁ। ଯଦି ବହି ଯାଉଥିବା ପାଣି ନଥିବ ତେବେ କୌଣସି ବି ମନ୍ଦିରର ସିଡ଼ି ପାଖରେ ରଖିଦିଅନ୍ତୁ। ସ୍ୱାମୀ ସ୍ତ୍ରୀଙ୍କ ମତଭେଦ ଦୂର ହୋଇଯିବ।

କ୍ଷୀରରେ ଏକ ଚୁଟକିରୁ କମ ହଳଦୀ ପକେଇ ଦିଅନ୍ତୁ ତ ଖୁସି ବଢିଯାଏ ଘରେ। ଅଳ୍ପ କ୍ଷୀରରେ ପକେଇ ନିଜେ ବି ପିଇ ପାରିବେ ପିଲାଙ୍କୁ ବି ପିଇବାକୁ ଦେଇପାରିବେ। ଏଥିରେ ଅଳ୍ପ ଦେବେ ଅଧିକ ହଳଦୀ ବିଷ ହୋଇପାରେ।

ହଳଦୀକୁ ରୋଷେଇ ଘରେ ଯେଉଁ ରଖୁଛନ୍ତି କାଚ ପାତ୍ରରେ ରଖନ୍ତୁ। ହଳଦୀ ଗୁରୁଙ୍କ କାରକ ଅଟେ ଏବଂ କାଚ ଚନ୍ଦ୍ରମାଙ୍କ କାରକ ଅଟେ। ତ ଯେବେ ଚନ୍ଦ୍ର ଏବଂ ଗୁରୁ ମିଶିବେ ତ ରାଜଯୋଗ ବନିଯିବ। ଆପଣଙ୍କ ଘରେ ଉନ୍ନତି ହେବା ଆରମ୍ଭ ହୋଇଯିବ।

ପ୍ରତିଦିନ ଏକ ପାତ୍ରରେ ପାଣି ନେଇ ସେଥିରେ ଏକ ଚୁଟକି ହଳଦୀ ପକେଇ ପୁରା ଘରର ସାରା ଛିଞ୍ଚନ କରିବେ ଆଉ ଅବଶିଷ୍ଟ ପାଣି ଗଛ ମୂଳରେ ଢାଳି ଦେବେ। ଏମିତି କରିଲେ ଆପଣଙ୍କ ଜୀବନରେ ନକରାତ୍ମକ ଶକ୍ତି ଦୂର ହୋଇଯାଇଥାଏ। ଆପଣଙ୍କ ଘରକୁ ଖୁସି ଆସିବାକୁ ଲାଗିଥାଏ।

ଯଦି ଆପଣଙ୍କର ଗୁରୁ କମଜୋର ଅଟେ ତ ହଳଦୀଗୁଣ୍ଡକୁ ହଳଦିଆ କପଡ଼ାରେ ବାନ୍ଧି କରି ଶୁକ୍ଳପକ୍ଷରେ ବାହୁରେ କିମ୍ବା ଗୋଳାରେ ବାନ୍ଧି ଦିଅନ୍ତୁ। କୌଣସି ମାସର ଶୁକ୍ଳପକ୍ଷର ଗୁରୁବାର ଦିନ ସକାଳେ ଧାରଣ କରିନେବେ। ଆଉ ୬ ମାସ ପରେ ଆପଣ ଏହାକୁ କାଢ଼ି ମାଟିରେ ପୋତି ଦେବେ ଆଉ ଥରେ ସେହି ନିୟମ ଅନୁସାରେ କରି ବନେଇ ପିନ୍ଧି ନିଅନ୍ତୁ। ଏହା ଗୁରୁଙ୍କୁ ମଜବୁତ କରିଥାଏ।

ଯଦି ପେଟ ସମସ୍ୟା ଅଛି ତ ହଳଦୀ ଦାନ କରନ୍ତୁ। ଏହା ଦ୍ବାରା ସମସ୍ୟା ଦୂର ହୋଇଥାଏ। ମା ପାର୍ବତୀଙ୍କ ମନ୍ଦିରରେ ଦାନ କରିବେ।

ହଳଦୀ ଡ଼ବାରେ ଏକ ଖଣ୍ଡ ସୁନା ପକେଇ ନିଜ ଆଲମାରୀରେ ଲୁଚେଇ ରଖନ୍ତୁ ଦେଖିବେ କେମିତି ଧନ ବୃଦ୍ଧି ହେବ।

ଯଦି ଆପଣ ହଳଦୀ ଡ଼ବାରେ ଛୋଟ ଛୋଟ ୫ ଟି କିମ୍ବା ୭ ଟି ଶୁଖିଲା ଲାଲି ଲଙ୍କା ନେଇ ନିଜର ମନର ଇଚ୍ଛାକୁ କହି ସେଥିରେ ରଖିଦିଅନ୍ତୁ ଯେବେ ଇଛା ପୂରଣ ହୋଇଯିବ ତେବେ ସେହି ଲଙ୍କାକୁ କାଢି ନିଅନ୍ତୁ ଏହା ପରେ ଆପଣ ଚାହିଁଲେ ତରକାରୀରେ ପକେଇ ପାରିବେ କିମ୍ବା ମାଟିରେ ବି ପୋତି ଦେଇପାରିବେ। ଏହା ଦ୍ବାରା ନକରାତ୍ମକ ଉର୍ଜାରୁ ବି ବଞ୍ଚି ପାରିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *