Excuse Me Odisha

ଯାହା କହିବୁ ସତ କହିବୁ

ଆଜି ଗାଈକୁ ଖୁଆଇ ଦିଅନ୍ତୁ ଏହି ଗୋଟିଏ ଛୋଟ ଜିନିଷ,ରୋଡ଼ପତି ରୁ କୋରଡ଼ପତି ହେବା ପାଇଁ କେହି ବି ଅଟକାଇ ପାରିବେନି !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ୫୦୦ ବର୍ଷ ପରେ ବନୁଅଛି ଦୁର୍ଲଭ ସଂଯୋଗ। ୬ ଏପ୍ରିଲ ଚୈତ୍ର ନବରାତ୍ରୀ। ଗାଈକୁ ଖୁଆଇଦିଅନ୍ତୁ ଏହି ଛୋଟ ୧ ଟି ଜିନିଷ। ରୋଡ଼ପତିରୋ କୋରଡ଼ପତି ହେବାରେ କେହି ଅଟକାଇ ପାରିବେ ନାହିଁ।

ଆମର ହିନ୍ଦୁ ଧର୍ମରେ ଗଛଳତା ନଦୀ ଠୁ ନେଇ ପଶୁପକ୍ଷୀ ପର୍ଯ୍ୟନ୍ତ ସମସ୍ତ ଜିନିଷରେ ଭଗବାନଙ୍କ ବାସ ମାନାଯାଏ କିମ୍ବା ଭଗବାନଙ୍କ ସ୍ୱରୂପ ମାନି ପୂଜା କରାଯାଏ। ଗାଈ ମାଙ୍କ ସମାନ ଅଟେ। ଆମ ହିନ୍ଦୁ ଧର୍ମ ଅନୁସାରେ ଗାଈ ଦେହରେ ୩୩ କୋଟି ଦେବୀ ଦେବତାଙ୍କର ବାସ ହୋଇଥାଏ ଏବଂ କୁହାଯାଏ ଯଦି କୌଣସି ବ୍ୟକ୍ତି ନିୟମିତ ରୂପରେ କିମ୍ବା କମସେକମ ମାସରେ ୪୦ ଦିନ ପର୍ଯ୍ୟନ୍ତ କିମ୍ବା ୧୧ ଦିନ ପର୍ଯ୍ୟନ୍ତ ଗାଈର ଶରୀରରେ ସକାଳ ସନ୍ଧ୍ୟାରେ ହାତ ବୁଲାଇ ୭ ପରିକ୍ରମା କରନ୍ତି ତ ତାର ସମସ୍ତ ମନସ୍କାମନା ପୂରଣ ହୋଇଯାଏ।

ଭଗବାନ ଶିବଙ୍କର ଅଧିକ ପ୍ରିୟ ଯେଉଁ ବେଲ ତାର ଉତ୍ପତ୍ତି ଗାଈର ଗୋବରେ ହୋଇଛି। ଆଉ ସ୍କଂଦ୍ଧ ପୁରାଣରେ ଉଲ୍ଲେଖ ଅଛି ଯେ ଗୋ ସର୍ବଦେବ ମୟୀ ଅରତେ ସର୍ବ ଗୋମୟ ଅଟେ। ଗୋ ଧର୍ମ ଅର୍ଥ କାମ ଏବଂ ମୋକ୍ଷର ଧାତ୍ରୀ ହେବା କାରଣରୁ କମଧେନୁ ଅଟେ ଏବଂ ଅନୁଷ୍ଟ ଚିନ୍ତା ହିଁ ପରଭାବର କାରଣ ହୋଇଥାଏ। ତ ଭାଗ୍ୟର କବାଟ ଖୋଲିବା ପାଇଁ ଏହି ନବରାତ୍ରୀରେ କଣ ଖୁଆଇବେ ଯାହା ଦ୍ୱାରା ମାଙ୍କ କୃପା ବି ବର୍ଷା ହେବ ଏବଂ ଦେବୀ ଦେବତା ମାନଙ୍କର ଆଶୀର୍ବାଦ ବି ପ୍ରାପ୍ତ ହେବ ତେବେ ଆସନ୍ତୁ ଜାଣିବା।

କନ୍ୟା ପୂଜା ପାଇଁ ଆପଣଙ୍କୁ କନ୍ୟା ମିଳୁନାହାନ୍ତି ତ ଏପରି ସ୍ଥିତିରେ ଆପଣ ଗାଈକୁ ଭୋଜନ ଖୁଆଇ ପାରିବେ। ଆପଣଙ୍କୁ କନ୍ୟା ପୂଜାରେ ସେତିକି ହିଁ ଫଳ ମିଳିବ। ତ ଦୁର୍ଗା ଅଷ୍ଟମୀରେ ପୁରା ନବରାତ୍ରୀରେ ଯେବେବି ଆପଣଙ୍କୁ ସୁଯୋଗ ମିଳିବ ତ ଆପଣ ଗାଈକୁ ନିଶ୍ଚୟ କିଛି ଖୁଆନ୍ତୁ।

ଧର୍ମଶାସ୍ତ୍ର ଅନୁସାରେ ଗୋମାତାକୁ ଭଜନ କରାଇଲେ କନ୍ୟାଙ୍କୁ ଦାନ ଦେବା ଲାଗି ଯେଉଁ ପଇସା ଅଛି ତାକୁ ଆପଣ କେଉଁଠି ଦାନରେ ଦେଇଦିଅନ୍ତୁ କାହାର ସହାୟତା କରିଦିଅନ୍ତୁ। ଏହା ଦ୍ୱାରା ଭଲ ଫଳ ମିଳିଥାଏ।

ମାଙ୍କର ଯେତେବେଳେ ୯ ଟି ସ୍ୱରୂପକୁ ପୂଜା କରିବେ ତ ୯ ଦିନରେ ଅଲଗା ଅଲଗା ବସ୍ତୁର ଭୋଗ ଲାଗିଥାଏ।

ପ୍ରଥମ ଦିନରେ ମା ଶୈଳ ପୁତ୍ରୀଙ୍କର ପୂଜା କରିବେ। ଏହା ଦ୍ବାରା ଆପଣଙ୍କର ସବୁ ପ୍ରକାରର ସିଦ୍ଧି ପୁରଣ ହୋଇଥାଏ। ମାଙ୍କର ବାହନ ବୃଷବ ଅଟନ୍ତି ତାଙ୍କୁ ଗାଈର ଘିଅର କିମ୍ବା ଘିଅର ପ୍ରସ୍ତୁତ ଜିନିଷର ଭୋଗ ଲଗାଯାଏ।

ଦ୍ୱିତୀୟ ନବରାତ୍ରୀ ମା ସିଦ୍ଧିଦାତ୍ରୀଙ୍କର ଦିନ ଅଟେ ତ ଏହି ଦିନ ମା ବ୍ରହ୍ମଚାରୀଣିଙ୍କର ରୂପକୁ ପୂଜା କରିବେ। ଏହା ଦ୍ବାରା ଆପଣ ଯେଉଁ ସଂକଳ୍ପ ନେଇଥିବେ ତ ତାହା ପୂରଣ ହୋଇଥାଏ। ମାଙ୍କୁ ଚିନିର ଭୋଗ ଲଗାଯାଏ।

ତୃତୀୟ ଦିନରେ ମା ଚନ୍ଦ୍ରଘଣ୍ଟାଙ୍କୁ ସମର୍ପଣ ଅଟେ। ତାଙ୍କର ପୂଜା କଲେ ସବୁ କଷ୍ଟ ଦୂର ହୋଇଥାଏ। ଏହି ଦିନ ମାଙ୍କୁ କ୍ଷୀର କିମ୍ବା କ୍ଷୀରରେ ପ୍ରସ୍ତୁତ ଜିନିଷ ଅର୍ପଣ କରିବେ ମାନଙ୍କୁ।

ଚତୁର୍ଥ ଦିନ ମା କୁଷ୍ମାକାଣ୍ଡାଙ୍କର ଦିନ ଅଟେ। ଗମ୍ଭୀରରୁ ଗମ୍ଭୀର ରୋଗରୁ ମୁକ୍ତି ଦିଅନ୍ତି ସବୁ କଷ୍ଟ ଦୂର ହୋଇଯାଏ। ଆୟୁର ବୃଦ୍ଧି ହୋଇଥାଏ। ଆପଣ ମାଙ୍କୁ ମାଲପାର ଭୋଗ ଲଗାଇବେ। ଯଦି ମାଲପା ନଥିବ ତ ଗୁଡ଼ର ଭୋଗ ମଧ୍ୟ ଲଗାଇ ପାରିବେ।

ପଞ୍ଚମ ଦିନ ମା ସ୍କଂଦ୍ଧମାଙ୍କ ପୂଜା କରାଯାଇଥାଏ ଏବଂ ତାଙ୍କର ପୂଜା କଲେ ଭକ୍ତଙ୍କର ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ଜୀବନରେ ମୋକ୍ଷକୁ ପ୍ରାପ୍ତ କରିଥାନ୍ତି। ତାଙ୍କର ପୂଜା କଲେ କୌଣସି ପ୍ରକାରର ସମସ୍ୟା ଆସେନାହିଁ। ଏହି ଦିନ ମାଙ୍କୁ କଦଳୀ ଭୋଗ ଲଗାନ୍ତୁ। ଏହା ଦ୍ବାରା ସ୍ୱାସ୍ଥ୍ୟ ଭଲ ରହିଥାଏ। ଯଦି ଆପଣଙ୍କ ଗୁରୁ କମଜୋର ଥିବ ତ କଦଳୀ ଦାନ ମଧ୍ୟ କରିପାରିବେ।

ଷଷ୍ଠ ଦିନ ମା କାର୍ତ୍ତିକାୟିନୀ ଯିଏ ଧର୍ମ କାମ ମୋକ୍ଷ ଚାରି ଫଳର ପ୍ରାପ୍ତି କରାଇବା ଦେବୀ ଅଟନ୍ତି। ତାଙ୍କୁ ମହୁ ଏବଂ ମିଠା ବସ୍ତୁର ଭୋଗ ଲଗାନ୍ତୁ।

ସପ୍ତମ ଦିନ ମା କାଳରାତ୍ରୀଙ୍କ ପୂଜା ହୋଇଥାଏ। ଭୂତ ପ୍ରେତ ତନ୍ତ୍ର ମନ୍ତ୍ର କ୍ରିୟାରୁ ମୁକ୍ତି ଦେଇଥାନ୍ତି। ସବୁ ଦୁଃଖ ଦୂର କରିଥାନ୍ତି। ତାଙ୍କୁ ଗୁଡ଼ କିମ୍ବା ଲଡୁର ଭୋଗ ଲଗାଇବା ଉଚିତ। ଯେଉଁ ଗୁଡ଼ର ଭୋଗ ଲଗାଇବେ ଅଧା ନିଜର ପରିବାର ସହିତ ମିଶି ଖାଇବେ ଆଉ ଅଧା ଦାନ କରିଦେବେ। ପୁରା ଭୋଗ ଖାଇବେ ନାହିଁ।

ଅଷ୍ଟମ ଦିନରେ ମା ମହା ଗୌରୀଙ୍କ ପୂଜା କରାଯାଏ। ଏହି ଦିନ ମାଙ୍କୁ ହାଲୁଆର ଭୋଗ ଲଗାଇବେ କିମ୍ବା ନଡ଼ିଆର ଭୋଗ ବି ଲଗାଇବା ପାରିବେ। ଏହା ଦ୍ବାରା ଘରେ ସୁଖ ସମୃଦ୍ଧି ଏବଂ ଧନର ବୃଦ୍ଧି ହୋଇଥାଏ। ନଡିଆ ଭୋଗ ଲଗାଇବା ଦ୍ୱାରା ସନ୍ତାନ ସହିତ ଜଡ଼ିତ ସମସ୍ତ ସମସ୍ୟା ଦୂର ହୋଇଯାଇଥାଏ।

ନବମ ଦିନରେ ମା ସିଦ୍ଧିଦାତ୍ରୀଙ୍କର ପୂଜା କରାଯାଏ। ମା ସିଦ୍ଧିଦାତ୍ରୀ ଯିଏ ପୁରା ସଂସାରକୁ ସଂଚାଳନ କରିଥାନ୍ତି। ମାଙ୍କୁ ତିଳର ଭୋଗ ଲଗାଇବା ଉଚିତ ନଚେତ କ୍ଷୀରି ପ୍ରସ୍ତୁତ କରି ଭୋଗ ଅର୍ପଣ ମଧ୍ୟ କରିପାରିବେ। ଏହି ମା କୌଣସି ବି ପ୍ରକାରର ବିପଦରୁ ମା ରକ୍ଷା କରିଥାନ୍ତି। ଜୀବନରେ କୌଣସି ବି ପ୍ରକାରର ସମସ୍ୟା ଆସିନଥାଏ।

ନବରାତ୍ରୀରେ କୌଣସି ବି ଦିନରେ ସପ୍ତମ ଦିନରେ ବି ହେଉ ଗାଈକୁ ନିଜ ହାତରେ ଗୁଡ଼ ଖୁଆନ୍ତୁ। ପଞ୍ଚମ ଦିନରେ ଯେତେବେଳେ କଦଳୀ ଭୋଗ ଲଗାଇବେ ମାଙ୍କୁ ତ ଗୋଟେ କଦଳୀ ଗାଈକୁ ଖୁଆଇ ଦିଅନ୍ତୁ। ଏହା ଦ୍ବାରା ସମସ୍ତ ଦେବୀ ଦେବତାଙ୍କ ଯାହା ଆପଣ ଅର୍ପଣ କରିଛନ୍ତି ତ ତାହା ତାଙ୍କୁ ପ୍ରସାଦ ରୂପରେ ତାଙ୍କୁ ମିଳିବ ଏବଂ ତାଙ୍କୁ ପୁଣ୍ୟ ପ୍ରାପ୍ତ ହେବ। ଗାଈକୁ ଆପଣ ଗୁଡ଼ ଏବଂ କଦଳୀ ଖୁଆଇ ନପାରିବେ ତ ଗାଈକୁ ରୋଟି ଉପରେ ଅଳ୍ପ ଗୁଡ଼ ରଖିବି ଖୁଆଇ ପାରିବେ କିନ୍ତୁ ଯାହାବି ଜିନିଷ ଖୁଆଇବେ ନିଜ ଉପରେ ୩ ଥର ଓଲଟା ବୁଲାଇ ହିଁ ଖୁଆଇବେ ଯାହା ଦ୍ୱାରା ଆପଣଙ୍କ ସମସ୍ୟା ସମାପ୍ତ ହୋଇଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *