Excuse Me Odisha

ଯାହା କହିବୁ ସତ କହିବୁ

ନବରାତ୍ରୀରେ ପ୍ରତ୍ୟେକ ଦିନ ଦୀପରେ ପକେଇ ଦିଅନ୍ତୁ ଏହି ଗୋଟିଏ ଜିନିଷ,ହେବ ଖାଲି ଟଙ୍କାର ବର୍ଷା !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଚୈତ୍ର ନବରାତ୍ରୀରେ ୧୧ ଏପ୍ରିଲ ପର୍ଯ୍ୟନ୍ତ ନବରାତ୍ରୀରେ ୯ ଦିନରେ ଦୀପରେ ପକେଇ ଦିଅନ୍ତୁ ଏହି ୧ ଜିନିଷ ଟଙ୍କାର ବର୍ଷା ହେବ।

ନବରାତ୍ରୀରେ ୯ ଦିନ ପର୍ଯ୍ୟନ୍ତ ଆପଣ ମାନେ ଦୀପ ତ ଜାଳୁଥିବେ କିମ୍ବା ଅଖଣ୍ଡ ଦୀପ ମଧ୍ୟ ଜାଳୁଥିବେ। ଏହି ଅଖଣ୍ଡ ଦୀପରେ କଣ ପକେଇବେ କିମ୍ବା ମାଙ୍କ ସାମ୍ନାରେ ସକାଳେ ଏବଂ ସନ୍ଧ୍ୟାରେ ଯେଉଁ ଦୀପ ଜାଳୁଥିବେ ସେଥିରେ କଣ ପକେଇବା ଉଚିତ ଯାହା ଦ୍ୱାରା ଜୀବନରେ ସମସ୍ୟା ଦୂର ହୋଇଯିବ। ଜୀବନରେ ଚିନ୍ତା କମ ହୋଇଯିବ।

ଏହି ନବରାତ୍ରୀରେ ୯ ଦିନ ପର୍ଯ୍ୟନ୍ତ ମାଙ୍କର ଆରୋଧନା କରିଲେ ବିଶେଷ ପୁଣ୍ୟ ଲାଭ ତ ମିଳିଥାଏ ଏହା ସହିତ କିଛି ବିଶେଷ ଉପାୟ କରିଲେ ମା ଦୁର୍ଗା ସମସ୍ତ ପ୍ରକାରର ଅଧୁରା ଇଚ୍ଛାକୁ ବି ପୂର୍ଣ୍ଣ କରିଥାନ୍ତି। ଜ୍ୟୋତିଷ ଅନୁସାରେ ନବରାତ୍ରୀରେ ମା ଦୁର୍ଗାଙ୍କୁ ତାଙ୍କର ମନ ପସନ୍ଦର ଭୋଗ ଲଗାନ୍ତି ତାଙ୍କର ମନ୍ତ୍ର ନପ କରନ୍ତି ତାଙ୍କର ପ୍ରିୟ ଫୁଲ ଅର୍ପଣ କରନ୍ତି ତ ଆପଣଙ୍କ ଜୀବନରେ ଧନର କମି କେବେବି ହୋଇନଥାଏ। ମାଙ୍କ ସାମ୍ନାରେ ସଂକଳ୍ପ ନେଲେ ଏବଂ ପବିତ୍ର ମନରେ ପୂଜା କରିଲେ ବ୍ୟକ୍ତିର ଅଧୁରା ଇଛା ପୂରଣ ହୋଇଥାଏ।

ଆପଣ ବ୍ରତ ରଖନ୍ତୁ କି ନରଖନ୍ତୁ କିନ୍ତୁ ଆମର ସମସ୍ତ ହିନ୍ଦୁ ଘରେ ମାଙ୍କର ପୂଜା ହୋଇଥାଏ ଏବଂ ଅଖଣ୍ଡ ଦୀପ ତାଙ୍କ ସାମ୍ନାରେ ଜଳାଯାଇଥାଏ। ଯଦି ମାଙ୍କୁ ପ୍ରସନ୍ନ କରିବାକୁ ଚାହୁଁଛନ୍ତି କିମ୍ବା ଆପଣଙ୍କର କିଛି ବିଶେଷ ମନସ୍କାମନା ଥିବ ତ ୯ ଟି ମାଟିର ଦୀପରେ ଅଖଣ୍ଡ ଦୀପ ଜଳାନ୍ତୁ। ଏହା ଦ୍ବାରା କୌଣସି ବି ପ୍ରକାରର ସମସ୍ୟା ଥିବ ତ ଦୂର ହୋଇଯିବ ଏବଂ ଯାହାବି ମନସ୍କାମନା ଥିବ ତାହା ପୂରଣ ହୋଇଯିବ ଏବଂ ଆପଣଙ୍କ ଜୀବନରେ ଖୁସି ଆସିବ। ଧ୍ୟାନ ଦେବେ କି ଯେମିତି ଏହି ଦୀପ ନ ଲିଭିବା ଦରକାର। ଆଉ ଯାହାବି ସଂକଳ୍ପ ନେବେ ହାତରେ ପାଣି ନେଇ ହିଁ ସଂକଳ୍ପ ନେବେ ଏବଂ ଦୀପ ପାଖରେ ଛିଞ୍ଚି ଦେବେ।

ମାଙ୍କର ଯେତେବେଳେ ୯ ଟି ସ୍ୱରୂପକୁ ପୂଜା କରିବେ ତ ୯ ଦିନରେ ଅଲଗା ଅଲଗା ବସ୍ତୁର ଭୋଗ ଲାଗିଥାଏ।

ପ୍ରଥମ ଦିନରେ ମା ଶୈଳ ପୁତ୍ରୀଙ୍କର ପୂଜାରେ ଆପଣ ମାଙ୍କୁ ଘିଅର ଭୋଗ ଲଗାଇବେ।

ଦ୍ୱିତୀୟ ନବରାତ୍ରୀ ମା ସିଦ୍ଧିଦାତ୍ରୀଙ୍କର ଦିନ ଅଟେ ତ ଏହି ଦିନ ମା ବ୍ରହ୍ମଚାରୀଣିଙ୍କୁ ଚିନିର ଭୋଗ ଲଗାଇବେ।

ତୃତୀୟ ଦିନରେ ମା ଚନ୍ଦ୍ରଘଣ୍ଟାଙ୍କୁ ସମର୍ପଣ ଅଟେ। ଏହି ଦିନ ମାନଙ୍କୁ କ୍ଷୀର କିମ୍ବା କ୍ଷୀରରେ ପ୍ରସ୍ତୁତ ଜିନିଷ ଅର୍ପଣ କରିବେ ମାନଙ୍କୁ।

ଚତୁର୍ଥ ଦିନ ମା କୁଷ୍ମାକାଣ୍ଡାଙ୍କର ଦିନ ଅଟେ। ଗମ୍ଭୀରରୁ ଗମ୍ଭୀର ରୋଗରୁ ମୁକ୍ତି ଦିଅନ୍ତି ସବୁ କଷ୍ଟ ଦୂର ହୋଇଯାଏ ଯଦି ଆପଣ ମାଙ୍କୁ ମାଲପାର ଭୋଗ ଲଗାଇବେ। ଯଦି ମାଲପା ନଥିବ ତ ଗୁଡ଼ର ଭୋଗ ମଧ୍ୟ ଲଗାଇ ପାରିବେ।

ପଞ୍ଚମ ଦିନ ମା ସ୍କଂଦ୍ଧମାଙ୍କ ପୂଜା କରାଯାଇଥାଏ ଏବଂ ତାଙ୍କର ପୂଜା କଲେ ଭକ୍ତଙ୍କର ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ଏହି ଦିନ ମାଙ୍କୁ କଦଳୀ ଭୋଗ ଲଗାନ୍ତୁ। ଏହା ଦ୍ବାରା ସ୍ୱାସ୍ଥ୍ୟ ଭଲ ରହିଥାଏ। ଯଦି ଆପଣଙ୍କ ଗୁରୁ କମଜୋର ଥିବ ତ କଦଳୀ ଦାନ ମଧ୍ୟ କରିପାରିବେ

ଷଷ୍ଠ ଦିନ ମା କାର୍ତ୍ତିକାୟିନୀ ଯିଏ କାମ ମୋକ୍ଷର ପ୍ରାପ୍ତି କରାଇବା ଦେବୀ ଅଟନ୍ତି। ତାଙ୍କୁ ମହୁ ଏବଂ ମିଠା ବସ୍ତୁର ଭୋଗ ଲଗାନ୍ତୁ।

ସପ୍ତମ ଦିନ ମା କାଳରାତ୍ରୀଙ୍କ ପୂଜା ହୋଇଥାଏ। ଭୂତ ପ୍ରେତ ତନ୍ତ୍ର ମନ୍ତ୍ର କ୍ରିୟାରୁ ମୁକ୍ତି ଦେଇଥାନ୍ତି। ସବୁ ଦୁଃଖ ଦୂର କରିଥାନ୍ତି। ତାଙ୍କୁ ଗୁଡ଼ କିମ୍ବା ଲଡୁର ଭୋଗ ଲଗାଇବା ଉଚିତ। ଯେଉଁ ଗୁଡ଼ର ଭୋଗ ଲଗାଇବେ ଅଧା ନିଜର ପରିବାର ସହିତ ମିଶି ଖାଇବେ ଆଉ ଅଧା ଦାନ କରିଦେବେ। ପୁରା ଭୋଗ ଖାଇବେ ନାହିଁ।

ଅଷ୍ଟମ ଦିନରେ ମା ମହା ଗୌରୀଙ୍କ ପୂଜା କରାଯାଏ। ଏହି ଦିନ ମାଙ୍କୁ ନଡ଼ିଆର ଭୋଗ ଲଗାଇବା ଉଚିତ। ଏହା ଦ୍ବାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ। ନଡିଆ ଭୋଗ ଲଗାଇବା ଦ୍ୱାରା ସନ୍ତାନ ସହିତ ଜଡ଼ିତ ସମସ୍ତ ସମସ୍ୟା ଦୂର ହୋଇଯାଇଥାଏ।

ନବମ ଦିନରେ ମା ସିଦ୍ଧିଦାତ୍ରୀଙ୍କର ପୂଜା କରାଯାଏ। ମା ସିଦ୍ଧିଦାତ୍ରୀ ଯିଏ ପୁରା ସଂସାରକୁ ସଂଚାଳନ କରିଥାନ୍ତି। ମାଙ୍କୁ ତିଳର ଭୋଗ ଲଗାଇବା ଉଚିତ। କୌଣସି ବି ପ୍ରକାରର ବିପଦରୁ ମା ରକ୍ଷା କରିଥାନ୍ତି। ଜୀବନରେ କୌଣସି ବି ପ୍ରକାରର ସମସ୍ୟା ଆସିନଥାଏ।

ଏବେ ଆସନ୍ତୁ ଜାଣିବା ଅଖଣ୍ଡ ଦୀପ ବିଷୟରେ।

ମନରେ ମାଙ୍କ ପ୍ରତି ସମର୍ପଣ ଏବଂ ଭକ୍ତିକୁ ଦର୍ଶାଇବାର ଦିନ ଅଟେ। ତନ ମନରେ ଯେଉଁ ଅନ୍ଧକାର ଛାୟା ଅଛି ତାକୁ ଦୂର କରିବା ପାଇଁ ଏହି ନବରାତ୍ରୀ ଅଟେ। ନବରାତ୍ରୀରେ ଅଖଣ୍ଡ ଦୀପ ଜଳାଇବାର ନିୟମ ଅଛି ପୁରା ୯ ଦିନ ପର୍ଯ୍ୟନ୍ତ। ଯଦି ବଡ଼ ମନସ୍କାମନା ଅଛି ତେବେ ୯ ଟି ଦୀପ ଜଳାଇବେ ନଚେତ ଗୋଟେ ଦୀପ ଜାଳିବେ। ଏହି ଦୀପ ୯ ଦିନ ପର୍ଯ୍ୟନ୍ତ ଲିଭିବା ଉଚିତ ନୁହେଁ। ମାନ୍ୟତା ଅଛି ଅଖଣ୍ଡ ଦୀପ ଜାଳି ପୂଜା କରିଲେ ପୁଣ୍ୟ ଫଳ ମିଳିଥାଏ ଏବଂ ମାଙ୍କ ଆଶୀର୍ବାଦ ପୁରା ଘର ଉପରେ ରହିଥାଏ ପରିବାରରେ ସ୍ନେହ ବନି ରହିଥାଏ ସ୍ୱାସ୍ଥ୍ୟ ଭଲ ରହିଥାଏ। ଧନ ବୃଦ୍ଧି ହୋଇଥାଏ।

ଅଖଣ୍ଡ ଦୀପକୁ ତଳେ ରଖିବେ ନାହିଁ କାଠ ଉପରେ କିମ୍ବା ଲାଲ ରଙ୍ଗର କପଡ଼ା ବିଛାଇ ରଖିବେ। ଏହାକୁ ରଖିବା ପୂର୍ବରୁ ଏହାର ତଳେ ଅଷ୍ଟ ଦଳ ଫୁଲ ଆଙ୍କି ଦେବେ। ଆପଣ ଏହାକୁ ଅଟାରେ ବି ବନେଇ ପାରିବେ। ଅଖଣ୍ଡ ଦୀପକୁ ଅପରିଷ୍କାର ହାତରେ କେବେବି ଛୁଇଁବେ ନାହିଁ। ଅଖଣ୍ଡ ଦୀପ ପାଖରୁ ଯିବା ସମୟରେ ପାଦକୁ ପଛକୁ କରି ଯିବେ ପିଠି ଦେଖେଇ ଯିବେ ନାହିଁ। ଅଖଣ୍ଡ ଦୀପ ଜାଳିବା ପାଇଁ ସର୍ବଦା ଶୁଦ୍ଧ ଘିଅର ବ୍ୟବହାର କରନ୍ତୁ। ଆପଣ ଚାହିଁଲେ ତିଳର ତେଲ କିମ୍ବା ସୋରିଷ ତେଲ ବି ବ୍ୟବହାର କରିପାରିବେ। ଯଦି ଘରେ ଜଳେଇବା ସମ୍ଭବ ନୁହେଁ ତେବେ ଯେଉଁ ମନ୍ଦିରରେ ଅଖଣ୍ଡ ଦୀପ ଜଳାହେଉଥିବ ସେହି ମନ୍ଦିରରେ ଘିଅର ଦାନ କରି ଦିଅନ୍ତୁ।

ତ ଏଥିରେ ବି ଆପଣଙ୍କୁ ପୁଣ୍ୟ ମିଳିଥାଏ। ଅଖଣ୍ଡ ଦୀପ ଜାଳିବା ସମୟରେ ଭଗବାନ ଶିବ ଭଗବାନ ଗଣେଶ ଏବଂ ମା ଦୁର୍ଗାଙ୍କୁ ଧ୍ୟାନରେ ରଖନ୍ତୁ ଏବଂ ଓମ ଜୟ ଜୟନ୍ତୀ ମଙ୍ଗଳାକାଳୀ ଭଦ୍ରା କାଳୀ କପାଳିନୀ ଦୁର୍ଗା କ୍ଷମା ଦାତ୍ରୀ ଶିବା ଦାତ୍ରୀ ସୁହା ନମସ୍ତୁତେ। ଏହି ମନ୍ତ୍ରର ଜପ କରନ୍ତୁ। ଦୀପକୁ ମାଙ୍କ ଡାହାଣ ପାର୍ଶ୍ଵରେ ରଖନ୍ତୁ। ସୋରିଷ ତେଲ ହୋଇଥିଲେ ମାଙ୍କ ବାମ ପାର୍ଶ୍ଵରେ ରଖନ୍ତୁ। ନବରାତ୍ରୀ ଶେଷ ହେବା ପରେ ତାକୁ ଲିଭାନ୍ତୁ ନାହିଁ ଆପେ ଆପେ ଲିଭାଇବାକୁ ଦିଅନ୍ତୁ ବହୁତ ଭଲ ହେବ। ଏହି ଅଖଣ୍ଡ ଦୀପରେ ଏକ କଉଡ଼ି ଏବଂ ଗୋମତି ଚକ୍ର ପକେଇ ଦିଅନ୍ତୁ ଧନର ସମସ୍ୟା ଦୂର ହେବ। ଲବଙ୍ଗ ବି ପକେଇପାରିବେ ଏହା ଦ୍ୱାରା ଶତ୍ରୁ ବିରୋଧୀ ଶାନ୍ତ ରହିବେ।

ଯେତେବେଳେ ଆପଣ ପ୍ରତିଦିନ ପୂଜାରେ ଦୀପ ଜାଳିବେ ସକାଳ ସନ୍ଧ୍ୟାରେ ଯେତେବେଳେ ଆପଣ ଆଳତୀ କରିବେ ତ ସେତେବେଳେ ଆପଣ କୌଣସି ଧାତୁର ଦୀପ ନେଇ ପାରିବେ ଏହି ଦୀପରେ ଲାଲ ରଙ୍ଗର ବାତୀ ନେବେ ସେଥିରେ ଦୁଇଟି ଲବଙ୍ଗ ପକେଇ ଆପଣ ମାଙ୍କ ଆଳତୀ କରନ୍ତୁ। ଯଦି ଶନିଦେବଙ୍କ ସାଢ଼େସାତି ଅଢ଼େଇ ଚାଲୁଥିବ କୁଣ୍ଡଳୀରେ ଦୋଷ ଥିବ ଅଶୁଭ ପ୍ରଭାବ ଥିବ ତ କୁପ୍ରଭାବରୁ ବଞ୍ଚିବା ପାଇଁ ତିଳର ତେଲର ଦୀପ ଜଳାନ୍ତୁ। ଏହା ଆପଣଙ୍କ ପାଇଁ ଭଲ ରହିବ।

ଯଦି ଘରେ ବାସ୍ତୁଦୋଷ ଥିବ ତେବେ ମଧ୍ୟ ଆପଣ ତିଳର ତେଲର ଦୀପ ଜାଳି ପାରିବେ କିନ୍ତୁ ଯେତେବେଳେ ମାଙ୍କ ଆଳତୀ କରିବେ ତ ଆପଣ ଚେଷ୍ଟା କରନ୍ତୁ ସନ୍ଧ୍ୟା ସମୟରେ କର୍ପୂର ଏବଂ ଦୁଇଟି ଲବଙ୍ଗ ପକେଇ ଜଳାନ୍ତୁ ଆଉ ପୁରା ଘରେ ବୁଲେଇ ଦିଅନ୍ତୁ। ଏହା ଦ୍ବାରା ଘରେ ସକରାତ୍ମକ ଉର୍ଜା ବୃଦ୍ଧି ହୋଇଥାଏ। ଘରେ ସୁଖ ଶାନ୍ତି ବନି ରହିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *