Excuse Me Odisha

ଯାହା କହିବୁ ସତ କହିବୁ

ନବରାତ୍ରୀରେ ମିଳିଲେ ଏହି ୧୦ ଟି ସଂକେତ,ବୁଝିନିଅନ୍ତୁ ମା ଆପଣଙ୍କ ଉପରେ କ୍ରୋଧିତ ଅଛନ୍ତି !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ନବରାତ୍ରୀରେ ମିଳିଲେ ଏହି ୧୦ ଟି ସଂକେତ ବୁଝିନିଅନ୍ତୁ ମା ଆପଣଙ୍କ ଉପରେ କ୍ରୋଧିତ ଅଛନ୍ତି।

ବନ୍ଧୁଗଣ କରିବି କେହି ଚାହାଁନ୍ତି ନାହିଁ। ଏହି ଦୁନିଆରେ ସମସ୍ତେ ଚାହିଁଥାନ୍ତି ଅଳ୍ପ ପଇସା ତ ତା ପାଖରେ ରହୁ। କମସେକମ ଏତିକି ତ ରହୁ ଯେଉଁଥିରେ ସେ ଖାଇପାରିବ ପିନ୍ଧି ପାରିବ କିନ୍ତୁ ଶାସ୍ତ୍ର ଅନୁସାରେ ଗରିବୀ ଠାରୁ ବଡ଼ କୌଣସି ଦୁଃଖର କାରଣ କିଛି ନାହିଁ। ଦୁନିଆରେ ସବୁଠାରୁ ବଡ଼ ଦୁଃଖ ହେଉଛି ଗରିବୀ। କାହିଁକି ଏମିତି ହୋଇଥାଏ। ଏଥିରୁ ବାହାରିବାର ରାସ୍ତା ଏମିତି ଜିନିଷ ଘରେ ଅଛି ଯାହା ଘରେ ଜଣା ଅଜାଣତରେ ହେଉଛି। ଯାହା ଘରର ସମସ୍ୟାକୁ ବଢ଼ାଇ ଥାଏ। ତେବେ ଆସନ୍ତୁ ଜାଣିବା।

ଚୈତ୍ର ମାସର ନବରାତ୍ରୀ ଚୈତ୍ର ମାସର ଶୁକ୍ଳପକ୍ଷର ମହାପଦାରୁ ଆରମ୍ଭ ହୋଇଥାଏ ଏବଂ ନବମୀ ପର୍ଯ୍ୟନ୍ତ ଚାଲିଥାଏ ଏବଂ ଦଶମୀ ତିଥିରେ ପାଳନ କରାଯାଏ ଏବଂ ବ୍ରତ ସେତେବେଳେ ଯାଇ ପୁରା ହୋଇଥାଏ। ଶାସ୍ତ୍ର ଅନୁସାରେ ନବରାତ୍ରୀରେ ମା ଦୁର୍ଗାଙ୍କ ଆରୋଧନା କରିବା ଦ୍ୱାରା ପରମ ସୁଖ ମିଳିଥାଏ ମନସ୍କାମନା ପୂରଣ କରିଥାଏ।

ମା ଦୁର୍ଗା ଭକ୍ତଙ୍କର ସମସ୍ତ ଦୁଃଖ କଷ୍ଟ ଦୂର କରିଥାନ୍ତି। ମାନ୍ୟତା ଅଛି ଏହିଦିନ ମା ଦୁର୍ଗା ଧରତୀ ଉପରେ ଅବତରଣ କରିଥାନ୍ତି ଆଉ ନିଜର ଭକ୍ତଙ୍କ ମନସ୍କାମନାକୁ ପୂରଣ କରିଥାନ୍ତି। ଏମିତିରେ ଘରେ ଏମିତି କିଛି ଜିନିଷ ଅଛି ଯାହା ନବରାତ୍ରୀ ହେବା ପୂର୍ବରୁ ବାହାର କରିଦେବା ବହୁତ ଆବଶ୍ୟକ ଅଟେ।

ମାର୍ଗରୁ ଓହରି ଯିବା। ଯେଉଁ ବ୍ୟକ୍ତିଙ୍କ ଜୀବନରେ ପରାଜୟ ଲେଖା ହୋଇଥାଏ ଇଶ୍ଵର ତାଙ୍କର ବୃତିକୁ ପୂର୍ବରୁ ହିଁ କରି ନେଇଥାନ୍ତି। ଏଥିପାଇଁ ସେହି ବ୍ୟକ୍ତିଙ୍କୁ ଭଲ କଥା ଦେଖାଯାଇନଥାଏ।ସେ କେବଳ ଖରାପ ହିଁ ଖରାପ ଦେଖିବାକୁ ପାଇବ। ଅର୍ଥାତ ତାର ପୂର୍ବରୁ କରିଥିବା ପାପ କର୍ମର ଆଧାରରେ ମା ଦୁର୍ଗା ମନୁଷ୍ୟର ବୁଦ୍ଧିକୁ ଏମିତି ହରି ଦେଇଥାନ୍ତି ଯେମିତି ତାଙ୍କୁ ଆଗକୁ ବଢିବା ପାଇଁ କୌଣସି ବି ମାର୍ଗ ଦେଖା ଯାଇନଥାଏ। ସେ ମଝିରେ ହିଁ ଫସି ଯାଇଥାଏ। ତାକୁ ଉନ୍ନତି କରିବା ପାଇଁ କୌଣସି ମାର୍ଗ ଦେଖାଯାଇନଥାଏ। ଚାରିପଟେ ତାକୁ କେବଳ ହାର ହିଁ ନଜର ଆସିଥାଏ।

କରଜ ବୃଦ୍ଧି ପାଇବା। ମା ଦୁର୍ଗା ଯେଉଁ ବ୍ୟକ୍ତିଙ୍କ ଉପରେ ରୁଷ୍ଟ ହୋଇଥାନ୍ତି ଏହିପରି ବ୍ୟକ୍ତି କରଜର ବୋଝ ତଳେ ଦବି ହୋଇରହିଥାନ୍ତ। ଆବଶ୍ୟକତା ନହେଲେ ବି ବେକାର ଜିନିଷ କିଣିବା ପାଇଁ ଏବଂ ବେକାର କାମ ପାଇଁ ପଇସା ନେଇଥାନ୍ତି ଏବଂ ବର୍ବାଦ ହୋଇଯାଇଥାନ୍ତି। କରଜର ଭାର ବଢି ଯାଇଥାଏ। ଏବଂ ତାକୁ ସୁଝି ପାରନ୍ତି ନାହିଁ। ଜୀବନରେ କେବେ କାହାର ସାହାର୍ଯ୍ୟ ନକରିବା ଯୋଗୁ ହିଁ ବ୍ୟକ୍ତିକୁ ଏମିତି ଦଣ୍ଡ ମିଳିଥାଏ।

ନିଶାଦ୍ରବ୍ୟ ସେବନ କରିବା। ଯେଉଁ ବ୍ୟକ୍ତି ନିଶାଦ୍ରବ୍ୟ ସେବନ କରିଥାଏ ଅଚାନକ କିଛି ଖରାପ ଅଭ୍ୟାସ ବି ଆପଣେଇ ନେଇଥାଏ। ଏହା ତାର ପାପ କର୍ମର ହିଁ ଫଳ ହୋଇଥାଏ।ବ୍ୟକ୍ତି କାହାର ହୃଦୟକୁ କଷ୍ଟ ଦେଇଥାଏ ଅଥବା ମାନବିକତାକୁ ଅପଶବ୍ଦ କହିଥାଏ କୌଣସି ବି ଧର୍ମ କାର୍ଯ୍ୟ କରିନଥାଏ ତ ତାକୁ ମା ଦୁର୍ଗା ଏମିତି ଦଣ୍ଡ ଦେଇଥାନ୍ତି ଯେ ସେ ଖରାପ ଅଭ୍ୟାସର ଜାଲର ଫସି ଯାଇଥାଏ ଏବଂ ଏଥିରୁ ବାହାରକୁ ବାହାରି ପାରିନଥାଏ।

ବେଶ୍ୟା ବୃତି। ଯେଉଁ ପୁରୁଷ ପର ସ୍ତ୍ରୀ ସହିତ ସମ୍ବଦ୍ଧ ବନେଇ ଥାଏ ଅଥବା ବେଶ୍ୟା ମାନଙ୍କ ପାଖକୁ ଯାଇଥାଏ ଏମିତି ବ୍ୟକ୍ତି ପାପୀ ଅଟନ୍ତି। ମା ଦୁର୍ଗା ଏମିତି ମନୁଷ୍ୟର ଉନ୍ନତି କେବେବି ହେବାକୁ ଦିଅନ୍ତି ନାହିଁ। ଏମିତି ବ୍ୟକ୍ତି ମା ଦୁର୍ଗାଙ୍କ ନ୍ୟାୟରୁ ବଞ୍ଚି ପାରିନଥାନ୍ତି ଏବଂ ଜୀବନ ଦୁଃଖ ବୀମାରୀ ଗରିବିରେ ଚାଲିଥାଏ। ଏମିତି ପୁରୁଷକୁ ଜୀବନରେ କେବେବି ସମ୍ମାନ ମିଳିନଥାଏ ଏବଂ ଶେଷରେ ଭୟଙ୍କର ରୋଗରେ ମୃତ୍ୟ ବରଣ କରିଥାନ୍ତି।

ପଶୁ ହତ୍ୟା। ମା ଦୁର୍ଗାଙ୍କ ନଜରରେ ପଶୁ ମାନଙ୍କର ପ୍ରାଣ ନେବା ଭୟଙ୍କର ଅପରାଧ ହୋଇଥାଏ। ନ୍ୟାୟର ଦେବୀ ଏପରି ମନୁଷ୍ୟକୁ ଅତ୍ୟନ୍ତ ହିଁ ଦୁଃଖଦାୟକ କଷ୍ଟ ଦେଇଥାନ୍ତି। ଯେଉଁ ମନୁଷ୍ୟ ମାଂସ ଆହାର କରିଥାଏ ଅଥବା ପଶୁ ମାନଙ୍କୁ ଅକାରଣରେ ମାରିଥାଏ ସେ ଉନ୍ନତି କରିପାରି ନଥାଏ। ଏମିତି ପାପୀ ବ୍ୟକ୍ତିଙ୍କୁ ମା ଦୁର୍ଗା ଭୟଙ୍କର ଦଣ୍ଡ ଦେଇଥାନ୍ତି।

ଭୟଙ୍କର ବିମାରୀରେ ପଡିଯିବା। ଯେଉଁ ବ୍ୟକ୍ତି ଅନ୍ୟର ଧନ ଉପରେ ନିଜର ହକ ଦେଖାଇଥାଏ ଅନ୍ୟକୁ ମୂର୍ଖ ବନେଇ କରି ଧନ କମେଇ ଥାଏ ଏମିତି ବ୍ୟକ୍ତି ଭୟଙ୍କର ରୋଗ ବିମାରୀରେ ପଡିଯାଇଥାଏ। ମା ଦୁର୍ଗା ଏମିତି ବ୍ୟକ୍ତିକୁ କେବେବି କ୍ଷମା କରନ୍ତି ନାହିଁ। ଯିଏ ଅନ୍ୟର ଫାଇଦା ଉଠାଇ କରି ତାର ଧନ ଲୁଟି ନେଇଥାଏ।

ଅନ୍ୟର ଖରାପ କରିବା। ଯେଉଁ ବି ମନୁଷ୍ୟ ଅନ୍ୟ ସହିତ ଖରାପ କରିଥାଏ ଅଥବା ଅନ୍ୟର ଖରାପ ହୋଇଯାଉ ଏମିତି ଚିନ୍ତାଧାରା ମନରେ ରଖିଥାଏ ସେ ମା ଦୁର୍ଗାଙ୍କ ଦଣ୍ଡର ପାତ୍ର ହୋଇଥାଏ। ଏମିତି ମନୁଷ୍ୟର କେହିବି ଆପଣାର ନଥାନ୍ତି। ଏମାନଙ୍କୁ ମୃତ୍ୟ ପରେ ବି ମୋକ୍ଷ ମିଳିନଥାଏ।

ସଫା ସୁତରା ମାଙ୍କୁ ବହୁତ ପସନ୍ଦ ଅଟେ ଏବଂ ନବରାତ୍ରୀ ଆସିବା ପୂର୍ବରୁ ଘରର ସବୁ ପୁରୁଣା ଭଙ୍ଗାରୁଜା ଜିନିଷ ଘରୁ ବାହାର କରିଦିଅନ୍ତୁ। ଛାତ ଉପରେ ଅରିଷ୍କାର ଜିନିଷ ରଖନ୍ତୁ ନାହିଁ। ପୁରୁଣା ଫଟା କପଡା ରଖନ୍ତୁ ନାହିଁ। ପୁରୁଣା ଜୋତା ଚପଲ ଅର୍ଥାତ ଛିଣ୍ଡି ଯାଇଥିବା ଜୋତା ଚପଲ ସବୁ ବାହାର କରିଦିଅନ୍ତୁ।

ଦିନର ସମୟରେ କେବେବି ଶୁଅନ୍ତୁ ନାହିଁ। ଯେବେବି ଆପଣଙ୍କ ଘରକୁ କେହି ଖାଦ୍ୟ ମାଗିବା ପାଇଁ ଆସୁଛନ୍ତି ତାଙ୍କୁ ଖାଲି ହାତରେ ଫେରାନ୍ତୁ ନାହିଁ। ବିନା ଘିଅ ଲଗା ହୋଇଥିବା ରୁଟି ଖାଆନ୍ତୁ ନାହିଁ। ଦକ୍ଷିଣ ଦିଗରେ ପାଣି ଷ୍ଟୋର କରି ରଖନ୍ତୁ ନାହିଁ କି ପାଣି ଟାଙ୍କି ବନାନ୍ତୁ ନାହିଁ।

ରସୁଣ ପିଆଜ ମାଂସ ମଦର ସେବନ ଏହିଦିନ ଭୁଲରେ ବି କରିବେ ନାହିଁ। ନଚେତ ମାତାରାଣୀ କ୍ରୋଧିତ ହୋଇଯିବେ ଏବଂ ଘରେ ଯେତେ ସମ୍ଭବ ଶାନ୍ତିର ବାତାବରଣ ରଖନ୍ତୁ ଏବଂ ପ୍ରେମର ବାତାବରଣ ରଖନ୍ତୁ। କ୍ରୋଧକୁ ନିଜ ମନରୁ ଦୂର କରନ୍ତୁ।

ଏମିତି ୭ଟି କାରଣ ଯୋଗୁ ଗରିବୀ ଆସିଥାଏ। ତେବେ ଆସନ୍ତୁ ଜାଣିବା ସେହି ୭ ଟି କାମ ବିଷୟରେ ଯାହା ଆପଣଙ୍କୁ ଆପଣଙ୍କର ଗରିବିରୁ ବାହାର କରିବ।

କେବେ କେବେ ଏମିତି ହୋଇଥାଏ ନାଁ ଆପଣ ଯେଉଁ କାମ କରୁଥିବେ ଆପଣଙ୍କୁ ବରକ୍ତି ଲାଗିଥାଏ ଆଉ ଆରାମ କରିଥାନ୍ତି ତ ଏହି ଆରାମ ଏହି ଆଳସ୍ୟ ଆପଣଙ୍କୁ ଉନ୍ନତି କରିବାକୁ ଦେଇନଥାଏ। ଆପଣ ଗୋଟିଏ କାମରେ ରୁହନ୍ତୁ ନାହିଁ। କାମର ଗତିକୁ ବଢ଼ାନ୍ତୁ। ଆରାମ ଚକରରେ ନିଜକୁ ଧୋକା ଦିଅନ୍ତୁ ନାହିଁ। ଆପଣଙ୍କୁ କାହା ପାଖରେ ଭିକ ନମାଗିବାକୁ ପଡୁ ତ ଆପଣଙ୍କୁ ସମୟର ଠିକ ବ୍ୟବହାର କରିବା ଉଚିତ

ଯେତେକି ଆପଣ ରୋଜଗାର କରୁଛନ୍ତି ସେହି ଅନୁସାରେ ଖର୍ଚ୍ଚ କରନ୍ତୁ। ବାରମ୍ବାର କାହା ପାଖରୁ ଉଧାର ନିଅନ୍ତୁ ନାହିଁ। ଏହି ଜିନିଷ ବି ଆପଣଙ୍କୁ ଅବନତି ଆଡ଼କୁ ନେଇଯାଇଥାଏ। ଆପଣ ବାରମ୍ବାର କରଜ ନେଲେ କରଜର ଭାର ମଥା ଉପରେ ରହିଥାଏ। ଏହାକୁ ଶୁଝି ପାରିବେ ନାହିଁ। ସେଥିପାଇଁ ଯେତିକି ଆପଣଙ୍କର କ୍ଷମତା ସେହି ଅନୁସାରେ ପାଦ ପକାନ୍ତୁ। କରଜ ନେବା ଠାରୁ ଦୂରେଇ ରୁହନ୍ତୁ।

ଖରାପ ସଙ୍ଗତ ଠାରୁ ଦୂରେଇ ରୁହନ୍ତୁ। ଏମିତିରେ ଏବେ ପିଲାମାନେ ମଦ ପିଉଛନ୍ତି ଖରାପ ସଙ୍ଗତରେ ମିଶି ଖରାପ କାମ କରୁଛନ୍ତି ତ ଏହି କାମ ଭଲ ନୁହେଁ। ଆପଣ ସମୟର ବର୍ବାଦ କରନ୍ତୁ ନାହିଁ। ସମୟର ବର୍ବାଦ କରିଲେ ହାତରୁ ସମୟ ବହାରିଯିବ। ଏହି ଖରାପ କାମ ଠାରୁ ଦୂରେଇ ରୁହନ୍ତୁ।

କୌଣସି ବଡ଼ ବିନିଯୋଗ ପାଇଁ ଆପଣ ଲୋନ ନେଇଥାଆନ୍ତି। ଏହି ଲୋନ ନେଇ ଆପଣ କୌଣସି ବଡ଼ ଘର କିମ୍ବା ଅନ୍ୟ କୌଣସି ବଡ଼ ଜିନିଷ କିଣି ନେଉଛନ୍ତି। ଯଦି ଆପଣଙ୍କୁ ଲାଗୁଛି କି ଏହି ଲୋନ ଶୁଝି ପାରିବେ ତ ନିଅନ୍ତୁ ନଚେତ କେବେବି ନିଅନ୍ତୁ ନାହିଁ। ଆପଣ ଦୁନିଆକି ଦେଖେଇବା ପାଇଁ କୌଣସି ବି କାମ କରନ୍ତୁ ନାହିଁ। ଯେତିକି ସମ୍ଭବ ସେତିକି କରନ୍ତୁ ନିଜର କ୍ଷମତା ଅନୁଯାୟୀ। ଯେଉଁଥିରେ ଆପଣ ଖୁସି ଏହିପାରିବେ।

ଅପରିଷ୍କାର କପଡା କେବେବି ପିନ୍ଧନ୍ତୁ ନାହିଁ। ଦାନ୍ତକୁ ସର୍ବଦା ସଫା ରଖନ୍ତୁ। ସକାଳୁ ସନ୍ଧ୍ୟାରେ ସର୍ବଦା ସଫା କରନ୍ତୁ।

ଘରେ ଝଗଡା ଲଢେଇ କରନ୍ତୁ ନାହିଁ।

ବଡ଼ ମାନଙ୍କର ଅପମାନ କରନ୍ତୁ ନାହିଁ।

ସମୟରେ ଉଠି ଘରେ ଝାଡୁ ପୋଛା କରି ସଫା କରନ୍ତୁ।

ପ୍ରସନ୍ନ ମନରେ ଖାଦ୍ୟ ପ୍ରସ୍ତୁତ କରନ୍ତୁ।

ବ୍ୟବସ୍ଥିତ ରୁହନ୍ତୁ। ଅତର ଲଗାନ୍ତୁ ଯାହା ଦ୍ୱାରା ଆପଣଙ୍କ ଶୁକ୍ର ମଜବୁତ ହେବ।

ଧନ କାହାରିକୁ ଉଧାର ଦିଅନ୍ତୁ ନାହିଁ କି ଉଧାର ନିଅନ୍ତୁ ନାହିଁ। ଏହି ଜିନିଷ ଆପଣଙ୍କୁ ଅବନତି ଆଡ଼କୁ ନେଇଯିବ।

ଦିନର ଆରମ୍ଭ ହସରୁ କରନ୍ତୁ। ରାଗିକି ନୁହେଁ

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *