Excuse Me Odisha

ଯାହା କହିବୁ ସତ କହିବୁ

ଏହି ରାମନବମୀରେ (୯ ଏପ୍ରିଲ ୨୦୨୨) ୬ ରାଶି ଲୋକଙ୍କର ଭାଗ୍ୟ ବଦଳିବାକୁ ଯାଉଛି। ଏମାନଙ୍କ ଜୀବନ ହସଖୁସିରେ ଭରି ଯିବ !

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ। ଧାର୍ମିକ ମାନ୍ୟତା ଅନୁସାରେ ହିନ୍ଦୁ ନବବର୍ଷ ଚୈତ୍ର ନବରାତ୍ରିକୁ ଆରମ୍ଭ ହୋଇଥାଏ। ଏହି ନବରାତ୍ରିରେ ଦେବୀ ଦୁର୍ଗାଙ୍କୁ ଧୁମଧାମରେ ପୂଜାର୍ଚ୍ଚନା କରାଯାଏ। ଚଳିତ ବର୍ଷ ଏପ୍ରିଲ ୧୦ ତାରିଖରେ ରାମ ନବମୀ ପାଳିତ ହେବ। ତେଣୁ ଏହି ନବମୀ ଦିନ ଅନେକ ରାଶିର ଲୋକଙ୍କ ପାଇଁ ଶୁଭ ଯୋଗ ରହିଛି। ବିଶେଷ କରି ୬ ଗୋଟି ରାଶିର ଲୋକଙ୍କ ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି। ଆସନ୍ତୁ ସେହି ରାଶିର ଲୋକଙ୍କ ବିଷୟରେ ବିସ୍ତାର ରୂପରେ ଜାଣିବା।

ସିଂହ ରାଶି:-

ଏହି ରାଶିର ଲୋକଙ୍କ ଉପରେ ଦେବୀ ଦୁର୍ଗାଙ୍କର କୃପା ଦୃଷ୍ଟି ପଡ଼ିବାକୁ ଯାଉଛି। ଏହାଫଳରେ ଆପଣଙ୍କ ଜୀବନ ଅତ୍ୟନ୍ତ ସୁଖମୟ ହେବ। ଆପଣଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆସିବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ପଦୋନ୍ନତୀ ମିଳିବାର ଯୋଗ ରହିଛି। ଆପଣ ନିଜ ଜୀବନରେ ଆଗକୁ ବଢିବା ପାଇଁ ଅନେକ ପ୍ରଚେଷ୍ଟା କରିବେ।

କୁମ୍ଭ ରାଶି:-

ଏହି ରାଶିର ଲୋକଙ୍କ ଜୀବନ ଅତ୍ୟନ୍ତ ଆନନ୍ଦଦାୟକ ହେବ।ଆପଣଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ଖୁବ୍ ଅଳ୍ପ ସମୟ ମଧ୍ୟରେ ଆପଣଙ୍କ ଭାଗ୍ୟ ବଦଳିବାକୁ ଯାଉଛି।ଆପଣଙ୍କ ଉପରେ ସର୍ବଦା ପ୍ରଭୁ ଶ୍ରୀରାମ ଏବଂ ଦେବୀ ଦୁର୍ଗାଙ୍କର ଆଶୀର୍ବାଦ ରହିବ। ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ, ସେଥିରେ ସଫଳତା ହାସଲ କରିବେ।

ତୁଳା ରାଶି:-

ଏହି ରାଶିର ଲୋକଙ୍କ ପାଇଁ ନବରାତ୍ରି ବହୁତ ଶୁଭ ସାବ୍ୟସ୍ତ ହେବ।ବ୍ୟବସାୟ ଓ ବାଣିଜ୍ୟରେ ଆପଣ ଅଗ୍ରଗତି କରିବେ ଏବଂ ଲାଭବାନ ହେବେ। ଆପଣଙ୍କୁ ସମାଜ କଲ୍ୟାଣ ପାଇଁ ଅନେକ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି।ଅଚାନକ ଆପଣଙ୍କୁ ଧନପ୍ରାପ୍ତି ହୋଇପାରେ। ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ। ଆପଣଙ୍କର ସମସ୍ତ ଅଭିଳାଷା ପୂରଣ ହେବ।

କନ୍ୟା ରାଶି:-

ଏହି ରାଶିର ଲୋକଙ୍କ ପାଇଁ ନବରାତ୍ରି ବହୁତ ଲାଭଦାୟକ ସାବ୍ୟସ୍ତ ହେବ। ଏହି ସମୟରେ ସିଆନଙ୍କୁ ଧନ ପ୍ରାପ୍ତି ହୋଇପାରେ। ଆପଣ ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ସେୟାର ମାର୍କେଟରେ ଅଗ୍ରଗତି କରିବେ। ଚାକିରୀ କ୍ଷେତ୍ରରେ ପଦୋନ୍ନତୀ ହାସଲ କରିବା ସହିତ ପ୍ରଶଂସା ଲାଭ କରିବେ।ବ୍ୟବସାୟରେ ବ୍ୟୟ ଅପେକ୍ଷା ଆୟରେ ବୃଦ୍ଧି ହେବ।

ମିଥୁନ ରାଶି:-

ଆପଣଙ୍କ ଉପରେ ଭଗବାନ ଶ୍ରୀରାମ ଏବଂ ଦେବୀ ଦୁର୍ଗାଙ୍କର ଆଶୀର୍ବାଦ ରହିବ। ପାରିବାରିକ ଜୀବନ ସୁଖମୟ ହେବ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ।ପରିବାର ଲୋକଙ୍କ ମଧ୍ୟରେ ସ୍ନେହ ଶ୍ରଦ୍ଧା ବଢିବ।ଆର୍ଥିକ ରୂପରେ ଆପଣ ସୁଦୃଢ ହେବେ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ପ୍ରତିଭାର ପ୍ରଶଂସା ହେବ। ପତି ଓ ପତ୍ନୀ ପରସ୍ପରକୁ ଯଥେଷ୍ଟ ଆଦର ଓ ସମ୍ମାନ କରିବେ।

ମକର ରାଶି:-

ନବରାତ୍ରି ଆପଣଙ୍କ ପାଇଁ ବହୁତ ଶୁଭ ରହିବ। ଆପଣଙ୍କ ଉପରେ ସର୍ବଦା ପ୍ରଭୁ ଶ୍ରୀରାମ ଓ ଦେବୀ ଦୁର୍ଗାଙ୍କର ଆଶୀର୍ବାଦ ରହିବ। ଆପଣଙ୍କୁ କେବେବି ଆର୍ଥିକ ସଙ୍କଟର ସାମ୍ନା କରିବାକୁ ପଡ଼ିବ ନାହିଁ। ଭଗବାନଙ୍କ କୃପାରୁ ଆପଣଙ୍କର ଅଟକି ରହିଥିବା ସମସ୍ତ କାର୍ଯ୍ୟ ପୂରଣ ହୋଇଯିବ। ଚାକିରୀ ଖୋଜୁଥିବା ଲୋକଙ୍କୁ ଆଶାନୁରୂପ ଚାକିରି ମିଳିବ। କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ଆଶାନୁରୂପ ସଫଳତା ମିଳିବ।ସମାଜ କଲ୍ୟାଣ କାର୍ଯ୍ୟରେ ଆପଣ ଯୋଗଦାନ କରିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *