Excuse Me Odisha

ଯାହା କହିବୁ ସତ କହିବୁ

ଚାକିରୀ ଏବଂ ବ୍ୟବସାୟ ଦୁଇଟି ଯାକ ଦୌଡ଼ି କି ଆସିବ ! ନବରାତ୍ରୀରେ କୌଣସି ବି ଦିନ ଏଠାରେ ଚାଉଳ ଯୋଡିଏ ବାନ୍ଧି ଦିଅନ୍ତୁ,ଆଉ ୨୪ ଘଣ୍ଟା ମଧ୍ୟରେ ଚମତ୍କାର ଦେଖନ୍ତୁ !

ସେୟାର୍ କରନ୍ତୁ

ନବରାତ୍ରୀ ଦିନ ମା ଦୁର୍ଗାଙ୍କ ୯ ଦିନରେ ୯ ରୂପର ପୂଜା କରିବାର ବିଧି ଅଛି ଏବଂ ବ୍ରତ ରଖିବାର ବି ବିଧି ଅଛି। ମାନ୍ୟତା ଅନୁସାରେ ଏହି ୯ ଦିନ ପର୍ଯ୍ୟନ୍ତ ଘରେ ମା ଦୁର୍ଗାଙ୍କ ବାସ ହୋଇଥାଏ ଏଥିପାଇଁ କୌଣସି ନୂତନ ଏବଂ ଶୁଭ କାର୍ଯ୍ୟ କରିବା ପାଇଁ ମାଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ବାସ୍ତୁ ଅନୁସାରେ କିଛି ବିଶେଷ ଉପାୟ ଚାଉଳରେ କରି ଘରେ ସୁଖ ସମୃଦ୍ଧି ପୁରା ବର୍ଷ ଆପଣଙ୍କ ଘରେ ବର୍ଷା କରାଇପାରିବେ

ସୌଭାଗ୍ୟର ଆଗମନ ହେବ। ଦୁଃଖ ଦରିଦ୍ରତାର ନାଶ ହେବ। ତ ନବରାତ୍ରୀରେ ମା ଦୁର୍ଗାଙ୍କ ଆଗମନ ହୋଇଥାଏ ଏଥିପାଇଁ ସଫା ପ୍ରତି ବିଶେଷ ଧ୍ୟାନ ରଖନ୍ତୁ। ଘରର ମୁଖ୍ୟ ଦ୍ୱାରରେ ଆମ୍ବ ପତ୍ରର ମାଳା କରି ବାନ୍ଧି ଦିଅନ୍ତୁ। ଏହା ଦ୍ବାରା ନକରାତ୍ମକ ଶକ୍ତି ଘରକୁ ପ୍ରବେଶ କରିପାରିବ ନାହିଁ। ଚାଉଳର କିଛି ବିଶେଷ ପ୍ରୟୋଗ କରାଯାଏ।

ମାଙ୍କ ମୂର୍ତ୍ତିକୁ କାଠ ଉପରେ ହିଁ ରଖନ୍ତୁ। ଏହା ଦ୍ୱାରା ଜୀବନରେ ଆର୍ଥିକ ଉନ୍ନତିର ଦ୍ୱାର ଖୋଲିଯିବ।

ଅଖଣ୍ଡ ଦୀପ ଜାଳିବାର ବିଧି ଅଛି। ଏହାକୁ ଭୂମି ଉପରେ ନରଖି କାଠ ଉପରେ ଚାଉଳ ରଖି ହିଁ ରଖିବେ। ଏହା ଆପଣଙ୍କ ପାଇଁ ଉତମ ରହିବ।

ଜୀବନରେ ଟଙ୍କା କାହାକୁ ଦରକାର ନାହିଁ। ସମସ୍ତଙ୍କର ଇଛା ଥାଏ ତାଙ୍କ ପାଖରେ ବହୁତ ଅଧିକ ଟଙ୍କା ରହୁ। ଭଲ ଘର ରହୁ। ଜୀବନରେ ଘର ପରିବାର ପାଇଁ ସୁଖ ଐଶ୍ୱର୍ଯ୍ୟ ପାଇଁ ସମସ୍ତ ଜିନିଷ ରହୁ। କିନ୍ତୁ ଏମିତି ହୋଇନଥାଏ। ସବୁକିଛି ଥାଇ ମଧ୍ୟ ମାନସିକ ଟେନସନ ଥାଏ। ଆଜି ଆମେ ଛୋଟ ଉପାୟ ବିଷୟରେ ଜଣେଇବୁ। ଯାହା ଦ୍ୱାରା ମା ଲକ୍ଷ୍ମୀଙ୍କ କୃପା ବର୍ଷା ହେବ ଦୁଃଖ ଦୂର ହେବ ଏବଂ ପରସ୍ପର ଭିତରେ ପ୍ରେମ ବଢିବ।

କୌଣସି ଗୁରୁବାର କିମ୍ବା ଶୁକ୍ରବାର ଦିନ ଏହି ଉପାୟ ଆପଣଙ୍କୁ କରିବାକୁ ହେବ।

ଧନ ପ୍ରାପ୍ତ କରିବା ପାଇଁ ଆପଣ ବହୁତ ପରିଶ୍ରମ କରୁଛନ୍ତି ଆଉ ଆପଣ ଚାହୁଁଛନ୍ତି ଧନ ସଞ୍ଚୟ ହୋଇ ରହୁ ବୋଲି। ତ ଏମିତିରେ ଆପଣ ୨୧ ଟି ଅଖଣ୍ଡ ଚାଉଳ ନେଇ ଏହି ଉପାୟ କରିବେ। ଏହି ଉପାୟକୁ ଆପଣ କୌଣସି ଗୁରୁବାର କିମ୍ବା ଶୁକ୍ରବାର ଦିନ ସକାଳେ କରିବେ। ସକାଳୁ ସକାଳୁ ବ୍ରହ୍ମ ମୁହୂର୍ତ୍ତରେ ସ୍ନାନ ସାରି ଏହି ଉପାୟ କରିବାକୁ ହେବ।

ଆପଣ ଲାଲ ରଙ୍ଗର କପଡ଼ା ଧାରଣ କରନ୍ତୁ ଆପଣ ଚାହିଁଲେ ଲାଲ ରଙ୍ଗର ତଉଲିଆ ବି ରଖିପାରିବେ। ଏହା ପରେ ପୂଜା ସ୍ଥାନରେ ମା ଲକ୍ଷ୍ମୀଙ୍କ ସାମ୍ନାରେ ବସନ୍ତୁ। ଆଉ ଓଁ ଶ୍ରୀଙ୍ଗ ଶ୍ରୀୟାଂ ନମଃ ଜପ କରୁ କରୁ ଗୋଟେ ଗୋଟେ ଚାଉଳ ରଖନ୍ତୁ। ଏହି ମନ୍ତ୍ରକୁ ୨୧ ଥର ଜପ କରି ଚାଉଳ ରଖିବା ପରେ ଏହି ଚାଉଳକୁ ହଳଦୀରେ ଅଳ୍ପ ରଙ୍ଗ କରିଦିଅନ୍ତୁ। ମା ଲକ୍ଷ୍ମୀଙ୍କ ପାଖରେ ରଖି ବାନ୍ଧି ଦିଅନ୍ତୁ ବା ଅର୍ପଣ କରିଦିଅନ୍ତୁ। କନକଧାରା ସ୍ରୋତର ପାଠ କରନ୍ତୁ ଥରେ।

ଏହି ଚାଉଳକୁ ନିଜ ପର୍ସରେ କିମ୍ବା ଆଲମାରୀରେ ରଖିଦିଅନ୍ତୁ। ଏହା ଦ୍ବାରା ଧନ ଆଗମନର ବାଧା ଦୂର ହେବ। ମା ଲକ୍ଷ୍ମୀଙ୍କ କୃପା ବର୍ଷା ହେବ। ଆପଣଙ୍କର ପର୍ସ ସବୁବେଳେ ଭରି ରହିବ। ଏହି ଉପାୟ ମାସରେ ଥରେ କରନ୍ତୁ। ପୁରୁଣା ଚାଉଳକୁ ପୋଖରୀରେ ପକେଇଦେବେ। ଏହା ଦ୍ବାରା ଧନର ସମସ୍ୟା ଅସୁବିଧା କରିବ ନାହିଁ। ଏହା ଦ୍ବାରା କୁଣ୍ଡଳୀଦୋଷ ଦୂର ହୋଇଥାଏ।

ମାଙ୍କର ଆଉ ଗୋଟେ ଉପାୟ।

ଏହି ଉପାୟ ପାଇଁ ଅଖଣ୍ଡ ଅରୁଆ ଚାଉଳ ଲାଲ ରଙ୍ଗର ରୁମାଲ ଠାରୁ ବି ଛୋଟ କପଡ଼ା ଲାଲ ରଙ୍ଗର ସୁତା ଏବଂ ଦରକାର ହେବ ୨ ଟି କିମ୍ବା ୫ ଟି ଦୁବ ଏବଂ ଗୋଟେ କଏନ ଗୋଟେ ମାଟିର ପାତ୍ର ନେବେ ଯଦି କଳସ ନଥିବ ତାହେଲେ ଗୋଟେ ବଡ଼ ମାଟିର ଦୀପ ନେଇନିଅନ୍ତୁ ଏବଂ ଏବେ ଏହି ପାତ୍ରରେ ଚାଉଳ ଭରନ୍ତୁ ଯାହା ଅଖଣ୍ଡ ଚାଉଳ ସେଥିରେ ଗୋଟେ କଏନ ପକେଇଦିଅନ୍ତୁ ଆଉ ଯେଉଁ ଦୁବ ଅଟେ ତାହାକୁ ବି ସେଥିରେ ପକେସଇ ଦିଅନ୍ତୁ ଏବଂ ଲାଲ କପଡାକୁ କଳସ ମୁହଁରେ ରଖି ସୂତା ସାହାର୍ଯ୍ୟରେ ବାନ୍ଧି ଦିଅନ୍ତୁ।

ଏହି ଉପାୟ ଲଗାତାର ମା ଦୁର୍ଗାଙ୍କ ନାମ ନିଅନ୍ତୁ ତାଙ୍କର ମନ୍ତ୍ର ଜପ କରନ୍ତୁ ଓଁ ଦୁର୍ଗ ଦୁର୍ଗାୟ ନମଃ। ଏହିସବୁ କରିବା ପରେ ମାଙ୍କୁ ପ୍ରାର୍ଥନା କରନ୍ତୁ କି ମା ଦୁଃଖ ହରଣ କରନ୍ତୁ ଉନ୍ନତି କରନ୍ତୁ ଏବଂ ଏହାପରେ ଏହି କଳସକୁ ଉତ୍ତର-ପଶ୍ଚିମ ଦିଗରେ ସମ୍ଭାଳି କରି ରଖନ୍ତୁ। ଏହି କଳସକୁ ଆସନ୍ତା ବର୍ଷ କିମ୍ବା ଦୀପାବଳୀ ସମୟରେ ଯଦି ଏହାକୁ ନୂଆ କରିବାକୁ ଚାହୁଁଛନ୍ତି ତ କେବଳ ଚାଉଳ ଚେଞ୍ଜ କରିବେ କିନ୍ତୁ ସେହି କଳସ ସେହି କଏନ ରଖିବେ। ପୁରୁଣା ଚାଉଳ ଏବଂ ଦୁବକୁ ପୋଖରୀରେ ପକେଇ ଦେବେ।

ଶୁକ୍ରବାର ଦିନ ଆପଣ ଏହି ଉପାୟ କରିବେ। ଆପଣ ଯେଉଁ ଖାଦ୍ୟ ପାଇଁ ଚାଉଳ ରଖୁଛନ୍ତି ଘରେ ତ ସେହି ଚାଉଳ ଡବାରେ ଏକ ଚାନ୍ଦିର କଏନ ପକେଇ ଦିଅନ୍ତୁ ମାଙ୍କ ପାଖରେ ଅର୍ପଣ କରିବା ପରେ। ଏହା ଦ୍ବାରା ଆପଣଙ୍କ ଘରର ସୁଖ ଶାନ୍ତି ବଜାୟ ରହିବ। କେବେବି ଧନ ଅନ୍ନର ଅଭାବ ହେବନାହିଁ।

ଆପଣ ମଥାରେ ତିଳକ ଲଗାଇବା ପରେ ହିଁ ପୂଜାପାଠ କରିବା ଉଚିତ। ତିଳକ ଲଗାଇବା ପରେ ସେଥିରେ ୨ ରୁ ୪ ଟି ଚାଉଳର ଦାନା ନିଶ୍ଚୟ ଚାପି ଦିଅନ୍ତୁ। ଏମିତି କରିଲେ କୁଣ୍ଡଳୀରେ ଯେଉଁ ଚନ୍ଦ୍ରମାର ସ୍ଥିତି ତାହା ମଜବୁତ ହେବ ଏବଂ ଆପଣଙ୍କୁ ଶୁଭ ଫଳ ଦେବାକୁ ଲାଗିଥାଏ। ଜୀବନରେ ମାନସିକ ସମସ୍ୟା ଧୀରେ ଧୀରେ ସମାପ୍ତ ହୋଇଯାଏ। ଆନନ୍ଦ ବଢିଥାଏ। ଆପଣ ଯେଉଁ ଟେନସନରେ ଥିଲେ ସେହି ଟେନସନ ଦୂର ହେବାକୁ ଲାଗିଥାଏ। ତିଳକ ଆପଣ ଚନ୍ଦନରେ କୁମକୁମରେ ହେଉ କରିପାରିବେ କିନ୍ତୁ ଚାଉଳ ନିଶ୍ଚୟ ଚାପି ଦେବେ। ଏହା ଦ୍ବାରା ଆପଣଙ୍କ କୁଣ୍ଡଳୀରେ ଚନ୍ଦ୍ରମା ମଜବୁତ ହୋଇଯିବ। ଧନର ସମସ୍ୟା କମ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *