Excuse Me Odisha

ଯାହା କହିବୁ ସତ କହିବୁ

ଇଏ ଫୁଲ ନୁଁହ,ଇଏ ହେଉଛି ଧନ ଟାଣିବାର ଚାବି,କେବଳ ଗୋଟିଏ ଫୁଲ ଆପଣଙ୍କୁ ନବରାତ୍ରୀରେ ଧନବାନ ବନାଇଦେବ,ଜାଣନ୍ତୁ କିପରି ?

ସେୟାର୍ କରନ୍ତୁ

ନବରାତ୍ରୀ ଦିନରେ ମାଙ୍କ ଆରୋଧନା ଲାଲ ଫୁଲରେ କରିବାର ବିଧାନ ଅଛି। ଲାଲ ମନ୍ଦାର ଫୁଲ ମାଙ୍କୁ ଅତ୍ୟନ୍ତ ପ୍ରିୟ ଅଟେ। ଏହି ଲାଲ ମନ୍ଦାର ଫୁଲ ନା ଦୁର୍ଗାଙ୍କୁ ଅର୍ପଣ କଲେ ଜୀବନରେ ଧନର ବୃଦ୍ଧି ହୋଇଥାଏ। ସୁଖ ସମ୍ପତିର ଆଶୀର୍ବାଦ ମିଳିଥାଏ। ଲାଲ ରଙ୍ଗର ମନ୍ଦାର ଯାହା ମା ଦୁର୍ଗାଙ୍କର ଅତ୍ୟନ୍ତ ପ୍ରିୟ ଅଟେ। ଏହା ସମସ୍ତ ମନସ୍କାମନା ପୂରଣ କରିବାର ଫୁଲ ଅଟେ।

ଆସନ୍ତୁ ଜାଣିବା କେତୋଟି ଫୁଲ ଅର୍ପଣ କରିବା ଯାହା ଦ୍ୱାରା ଆପଣଙ୍କ କୁଣ୍ଡଳୀର ଗ୍ରହ ଦୋଷ ବାଧା ଦୂର ହୋଇଯିବ। କୁହାଯାଏ ଏହି ଯେଉଁ ଯାହା ମନ୍ଦାର ଫୁଲ ତାର ଉପର ଭାଗରେ ବ୍ରହ୍ମା ମଧ୍ୟ ଭାଗରେ ଭଗବାନ ବିଷ୍ଣୁ ଏବଂ ତଳ ଭାଗରେ ଭଗବାନ ଶିବଙ୍କ ସ୍ଥାନ ଅଟେ ଏବଂ ମନ୍ଦାର ଫୁଲର ଅଙ୍କୁର ଭାଗରେ ଦେବୀ ଦୁର୍ଗା ସ୍ୱୟଂ ବିରାଜମାନ ଅଟନ୍ତି।

ମା ଦୁର୍ଗାଙ୍କୁ ମନ୍ଦାର ଫୁଲ ଅତ୍ୟନ୍ତ ପ୍ରିୟ ଅଟେ। ଏଥିପାଇଁ ଯେଉଁ ଭକ୍ତ ମନ୍ଦାର ଫୁଲର ମାଳା ମା ଦୁର୍ଗାଙ୍କୁ ଅର୍ପଣ କରିଥାଏ ତ ସବୁ ମନସ୍କାମନା ଅବଶ୍ୟ ପୂର୍ଣ୍ଣ ହୋଇଥାଏ।

ଜ୍ୟୋତିଷଙ୍କ ଅନୁସାରେ ମାଳା ବନେଇବା ସମୟରେ କେତୋଟି ସଂଖ୍ୟାରେ ଫୁଲ ନେବା ଉଚିତ ଧ୍ୟାନ ଦେବା ଉଚିତ। ଏବଂ ତନ୍ତ୍ର ସାଧନାରେ ମନ୍ଦାର ଫୁଲର ଉଚିତ ସଂଖ୍ୟା ମନ୍ତ୍ର ଉଚାରଣ କରିବା ପରେ ଅର୍ପଣ କଲେ ତାର ଉତ୍ତମ ଫଳ ମିଳିଥାଏ କିନ୍ତୁ ସମସ୍ତ ମନସ୍କାମନା ପୂରଣ ପାଇଁ କମସେକମ ୨୧ ଟି ମନ୍ଦାର ଫୁଲ ନେଇ ଆପଣ ମାଳା ବନେଇବା ଉଚିତ କିମ୍ବା ୧୧ ଟି ଫୁଲର ବି ମାଳା ବନେଇ ପାରିବେ। ଯଦି ୨୧ ଟି କିମ୍ବା ୧୧ ଟି ଫୁଲ ନଥିବ ତ ୯ ଫୁଲର ବି ମାଳା ବନେଇ ମା ଦୁର୍ଗାଙ୍କୁ ଅର୍ପଣ କରନ୍ତୁ।

ଏହି ମନ୍ଦାର ଫୁଲରେ ନବ ଗ୍ରହଙ୍କର ବି ବାସ ହୋଇଥାଏ। ମନ୍ଦାର ଫୁଲର ସବୁଜ ଭାଗରେ ବୁଧ ଏବଂ କେତୁଙ୍କର ପ୍ରତିନିଧିତ୍ୱ ମାନାଯାଏ ଏବଂ ଫୁଲର କେଶର ଭାଗରେ ମଙ୍ଗଳଙ୍କର ପ୍ରତିନିଧିତ୍ଵ ଅଟେ। ଲାଲ ରଙ୍ଗରେ ସୂର୍ଯ୍ୟ ଅଛନ୍ତି ଏବଂ ଅଙ୍କୁରରେ ଦେବଗୁରୁ ବୃହସ୍ପତି ଅଛନ୍ତି। ଅଙ୍କୁରର ମଧ୍ୟମ ଭାଗରେ ରାହୁ ଏବଂ ତାଙ୍କର ଅନ୍ୟ ଭାଗରେ ଶନିଙ୍କ ବାସ ହୋଇଥାଏ। ତେବେ ମନ୍ଦାର ଫୁଲର ବିଜରେ ଚନ୍ଦ୍ରମାଙ୍କର ବାସ ହୋଇଥାଏ। ଏଥିପାଇଁ ମନ୍ଦାର ଫୁଲକୁ ଅର୍ପଣ କରିଲେ ସମସ୍ତ ନବ ଗ୍ରହ ଆପଣଙ୍କୁ ଅନୁକୂଳ ଫଳ ଦିଅନ୍ତି ଜୀବନରେ ଧନ ସମ୍ପତ୍ତି ବଢିବାକୁ ଲାଗେ।

ନବରାତ୍ରୀ ଦିନରେ କୌଣସି ବି ଦିନରେ ମା ଦୁର୍ଗାଙ୍କୁ ମନ୍ଦାର ଫୁଲର ମାଳା ବନେଇ ପିନ୍ଧାଇ ଦେବେ ତ ଜୀବନରେ ସମସ୍ତ କଷ୍ଟ ଦୂର ହୋଇଯିବ। ଶତ୍ରୁ ବିରୋଧୀ ମୁଣ୍ଡ ଟେକି ପାରିବେ ନାହିଁ କାରଣ ମନ୍ଦାର ଫୁଲ ଅର୍ପଣ କଲେ ଶତ୍ରୁ ଶାନ୍ତ ହୋଇଥାନ୍ତି ଏବଂ ଧନବି ବଢିଥାଏ। ଜୀବନରେ ସମସ୍ତ ସମସ୍ୟା ବି ଦୂର ହୋଇଥାଏ।

ନବରାତ୍ରୀରେ ଯଦି ଆପଣ ହନୁମାନଙ୍କୁ ମନ୍ଦାର ଫୁଲର ମାଳା ପିନ୍ଧାଇ ଦେବେ ତ ଆଇନ ସମ୍ବଦ୍ଧିତ କେଶ ମକର୍ଦମାରେ ବିଜୟୀ ପ୍ରାପ୍ତି ହୋଇଥାଏ।

ଆପଣଙ୍କ ଜୀବନରେ ଯେକୌଣସି ଦୁଃଖ କଷ୍ଟ ଥିବ ସମସ୍ୟା ଥିବ ତ ଭଗବାନ ଶିବ ଲିଙ୍ଗ ଉପରେ ଯଦି ମନ୍ଦାର ଫୁଲ ଅର୍ପଣ କରିବେ ତ ଶତ୍ରୁ କେବେବି ମୁଣ୍ଡ ଉଠାଇ ପାରିବ ନାହିଁ ଏବଂ ଭଗବାନ ଶିବ ଆପଣଙ୍କୁ ସର୍ବଦା ରକ୍ଷା କରିବେ ଏବଂ ତାଙ୍କର ତ୍ରିଶୂଳ ଆପଣଙ୍କର ରକ୍ଷା କରିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *