Excuse Me Odisha

ଯାହା କହିବୁ ସତ କହିବୁ

ପାଦରେ ଏମିତି ମୁଦି କେବେ ବି ପିନ୍ଧନ୍ତୁ ନାହିଁ,ସ୍ୱାମୀର ହୋଇଯାଇଥାଏ ମୃତ୍ୟୁ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଏମିତି ଝିଅ କେବେବି ପିନ୍ଧନ୍ତୁ ନାହିଁ ଗୋଡ଼ରେ ମୁଦି। ଘରେ ହୋଇଯିବ ବର୍ବାଦ।

ଆଜି ଆମେ ଜାଣିବା କୀପରି ବିବାହିତ ମହିଳାର ଗୋଡ଼ରେ ପିନ୍ଧୁ ଥିବା ଗୋଡ଼ ମୁଦି ବା ଝୁଣ୍ଟିଆ କିପରି ତାର ସ୍ୱାମୀର ବର୍ବାଦ ହେବାର କାରଣ ହୋଇଥାଏ। ଆମେ ଜାଣିଛୁ ଭାରତରେ ହିନ୍ଦୁ ଧର୍ମର ଭିନ୍ନ ଭିନ୍ନ ପ୍ରକାରର ସଂସ୍କୃତିର ପାଳନ କରିବାକୁ ପଡିଥାଏ ଯାହା ବର୍ଷ ବର୍ଷ ତଳରୁ ପରମ୍ପରା ରହି ଆସିଅଛି। ଯାହା ଭିତରେ କିଛି ଏମିତି ପରମ୍ପରା ରହି ଅଛି ଯାହା ଖାସ କରି କେବଳ ମହିଳାଙ୍କ ପାଇଁ ହିଁ ତିଆରି ହୋଇଥାଏ।

ବନ୍ଧୁଗଣ ବାହାଘର ପରେ ମହିଳାମାନେ ପାଦରେ ଝୁଣ୍ଟିଆ ପିନ୍ଧିଥାନ୍ତି। ମହିଳା ମାନଙ୍କ ସବୁ ସିଙ୍ଗାର ମଥାର ମଥା ମଣିରୁ ଗୋଡ଼ର ମୁଦି ପର୍ଯ୍ୟନ୍ତ ରହିଥାଏ। ଗୋଡ଼ର ମୁଦି ମହିଳା ମାନଙ୍କର ଶେଷ ଆଭୂଷଣ ହୋଇଥାଏ। ମହିଳାମାନେ ମଥାରେ ସୁନାର ମଥା ମଣି ଏବଂ ଗୋଡ଼ରେ ରୂପାର ମୁଦି ପିଦ୍ଧିବା ପଛରେ ଏହା କାରଣ ହୋଇଥାଏ କି ମନର କାରକ ସୂର୍ଯ୍ୟ ଏବଂ କର୍ମର କାରକ ଚନ୍ଦ୍ରମାଙ୍କ କୃପାଦୃଷ୍ଟି ଜୀବନ ସାରା ବନିରହୁ କିନ୍ତୁ ଆପଣ ଏହା ଜାଣିନଥିବେ କି ଗୋଡ଼ର ମୁଦି ସ୍ୱାମୀଙ୍କ ଗରିବୀର କାରଣ ହୋଇପାରେ। ଏହି କଥାଟି ପୁରା ସତ୍ୟ ଅଟେ କି ଗୋଡ଼ର ମୁଦି ସ୍ୱାମୀଙ୍କର ଦାରିଦ୍ର୍ୟତାର କାରଣ ହୋଇପାରେ।

ଭାରତୀୟ ପରମ୍ପରା ଅନୁସାରେ ଯେଉଁ ମହିଳାଙ୍କ ବିବାହ ହୋଇଯାଇଥାଏ ସେମାନେ ନିଜ ଗୋଡ଼ର ଝୁଣ୍ଟିଆ ପିନ୍ଧନ୍ତି। ଆଉ କୁହାଯାଏ କେଵଳ ବିବାହିତ ମହିଳା ହିଁ ନିଜ ଗୋଡ଼ରେ ଝୁଣ୍ଟିଆ ପିନ୍ଧି ପାରିବେ ସେହିଠାରେ ଅବିବାହିତା ମହିଳା ଏହାକୁ ଧାରଣ କରିବା ଉଚିତ ନୁହେଁ। ଦେଖିବାକୁ ଗଲେ ବହୁତ ଲୋକ ଏ ପର୍ମ୍ପରାକୁ ଅନୁସରଣ କରିନଥାନ୍ତି। ଆପଣ ଜାଣିଛନ୍ତି ଯଦି ଝୁଣ୍ଟିଆକୁ ସଠିକ ଉପାୟରେ ଧାରଣ ନ କରାଜିବ ତାହେଲେ ସ୍ୱାମୀଙ୍କ ଜୀବନ ବର୍ବାଦ ହୋଇଯିବ।

ମହିଳାମାନେ ନିଜର ଦ୍ୱିତୀୟ ଆଙ୍ଗୁଳିର ସିଧା ସମ୍ଵନ୍ଧ ଗର୍ଭାଶୟ ସହିତ ହୋଇଥାଏ ଓ ଯାହାକି ହୃଦୟ ହୋଇ ଗତି କରିଥାଏ।ଆପଣ ଜାଣିଛନ୍ତି ମହିଳାମାନେ ବିବାହ ପରେ ବୁଢା ଆଙ୍ଗୁଳି ପାଖର ଥିବା ଆଙ୍ଗୁଳିରେ ମୁଦି ପିନ୍ଧିଥାନ୍ତି ।କାହିଁକିନା ଏହା ଗର୍ଭାଶୟକୁ ସ୍ଵଛ ରଖିଥାଏ ନିଜ ରକ୍ତ ଶ୍ରାବ ଦ୍ୱାର ଏହା ସମ୍ଭବ ହୋଇଥାଏ।

ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ଝୁଣ୍ଟିଆ ବିନା ସବୁ ସାଜସଜା ଅଧା ରହିଥାଏ। ଏହାକୁ ପିନ୍ଧିବା ଉଭୟ ସୁର୍ଯ୍ୟ ଓ ଚନ୍ଦ୍ରମାଙ୍କର ପ୍ରତୀକ ମାନାଯାଇଥାଏ। ଚନ୍ଦ୍ରମାଙ୍କ କୃପା ସେମିତି ରହିଥାଉ ଯେଉଁ କାରଣରୁ ନାରୀ ମାନେ ଝୁଣ୍ଟିଆ ପିନ୍ଧି ଥାଆନ୍ତି। ଆଉ ଆପଣଙ୍କୁ ଏତିକି ଧ୍ୟାନ ରଖିବା ଉଚିତ କେବେବି ସୁନାର ଝୁଣ୍ଟିଆ ପିନ୍ଧିବା ଉଚିତ ନୁହେଁ। ସବୁବେଳେ ପାଦରେ ଚାନ୍ଦିର ଝୁଣ୍ଟିଆ ପିନ୍ଧିବା ଉଚିତ।

ଆପଣ ଝୁଣ୍ଟିଆ ପିନ୍ଧିବା ସମୟରେ ଧ୍ୟାନ ରଖିବେ ଏହା ଆପଣଙ୍କ ପାଦ ଆଙ୍ଗୁଳିରୁ ଯେପରି ହଜି ନଜୀବ। ଆଉ ଆପଣ ଭୁଲରେବି ପିନ୍ଧିଥିବା ଝୁଣ୍ଟିଆକୁ କେବେ କାହାରିକୁ ଦେବେ ନାହିଁ। କାହିଁକିନା ଏମିତି କରିବା ଦ୍ୱାରା ଆପଣଙ୍କ ସ୍ୱାମୀ ରୋଗରେ ପଡି ପାରନ୍ତି। ଆଉ ହୁଏତ ଆପଣଙ୍କ ଘରେ ଯେପରି ଅଧିକରୁ ଅଧିକ ଅସୁବିଧା ଘରକୁ ପ୍ରବେଶ କରିବାକୁ ଲାଗିବ।ଆଉ ଏମିତି କରିବା ଦ୍ୱାରା ସ୍ୱାମୀ ଉପରେ ବହୁତ ବଡ଼ କରଜର ମାତ୍ରା ଲାଗି ପାରେ। ଆପଣ ଧ୍ୟାନ ଦେବେ ପାଦରେ ଝୁଣ୍ଟିଆ ଘୁଙ୍ଗୁର ଵାଲା ପିନ୍ଧିବା ଆଵଶ୍ୟକ ହୋଇଥାଏ।

ଏହା ସହିତ ବିବାହିତା ମହିଳା ଭୁଲରେ ବି ନିଜ ପାଦର ପାଉଁଜି ମଧ୍ୟ ଅନ୍ୟ କାହାରିକୁ ଦେବେ ନାହିଁ। ଏହା କରିବା ଦ୍ବାରା ଆପଣଙ୍କର ଘର ଉପରକୁ ବିପଦ ମାଡ଼ିଆସିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *