Excuse Me Odisha

ଯାହା କହିବୁ ସତ କହିବୁ

୨ ଏପ୍ରିଲ ରୁ ୧୧ ଏପ୍ରିଲ ପର୍ଯ୍ୟନ୍ତ ନବରାତ୍ରିର ଏହି ୯ ଦିନରେ ଏହି ୪ଟି ରାଶିର ଲୋକ ହେବେ ମାଲାମାଲ ! ଏଥିରେ ଆପଣଙ୍କ ରାଶି ନାହିଁ ତ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ୨ ଏପ୍ରିଲ ରୁ ୧୧ ଏପ୍ରିଲ ନବରାତ୍ରିର ୯ ଦିନରେ ୪ ଟି ରାଶି ହେବେ ମାଲାମାଲ।

ଏହି ନବରାତ୍ରୀ ଏହି ୪ ଟି ରାଶିର ଜାତକଙ୍କର ଲାଗିବ ଲଟେରୀ। ଏହିଥର ଚୈତ୍ର ନବରାତ୍ରୀ ଏମିତି ସମୟରେ ଆସୁଛି କି ମା ୪ ଟି ରାଶିର ଜାତକଙ୍କର ଜୀବନ ଖୁସିରେ ଭରି ଦେବେ। ଘରେ ଧନର ଭଣ୍ଡାର ଭରିଯିବ। ଆସନ୍ତୁ ଜାଣିବା ସେହି ୪ ଟି ରାଶିଙ୍କର ବିଷୟରେ।

ଅନେକ ବର୍ଷ ପରେ ବନୁଅଛି ଚୈତ୍ର ନବରାତ୍ରୀର ଶୁଭ ସଂଯୋଗ। ବଦଳି ଯିବ ୪ ଟି ରାଶିର ଜାତକଙ୍କ ଜୀବନ। ଉନ୍ନତି ସଫଳତା ସହିତ ମିଳିବ ବହୁତ ସାରା ଧନ। ହିନ୍ଦୁ ଧର୍ମରେ ନବରାତ୍ରୀର ବିଶେଷ ମହତ୍ୱ ରହିଛି। ଚୈତ୍ର ନବରାତ୍ରୀ ଦିନ ଠାରୁ ଆରମ୍ଭ ହୋଇଥାଏ ହିନ୍ଦୁ ନୂଆବର୍ଷ। ନବରାତ୍ରୀରେ ୯ ଦିନ ପର୍ଯ୍ୟନ୍ତ ମା ଦୁର୍ଗାଙ୍କର ଅଲଗା ଅଲଗା ସ୍ୱରୂପକୁ ପୂଜା କରାଯାଏ। ଜ୍ୟୋତିଷଙ୍କର ଅନୁସାରେ ଏହି ବର୍ଷ ଚୈତ୍ର ନବରାତ୍ରୀରେ ଗ୍ରହଙ୍କ ବିଶେଷ ନିୟତି କେତେକ ରାଶି ପାଇଁ ଲାଭପୂର୍ଣ୍ଣ ସିଦ୍ଧି ବନେଇବ।

ଏହି ବର୍ଷ ଚୈତ୍ର ନବରାତ୍ରୀ ୨ ଏପ୍ରିଲ ଶନିବାର ଦିନଠାରୁ ଆରମ୍ଭ ହୋଇ ୧୧ ଏପ୍ରିଲରେ ଶେଷ ହେବ। ଏହି ଥର ନବରାତ୍ରୀରେ ମା ଦୁର୍ଗା ଘୋଡାର ସବାରିରେ ଆସିବେ। ମାଙ୍କର ଆଗମନ ଘୋଡାର ଛତ୍ର ଭଙ୍ଗ ସମୟରେ ହେବ। ଏହି ସମୟରେ ଶାସନରେ ଉଥାନ ପତନ ଏବଂ ପରିବର୍ତ୍ତନର ସ୍ଥିତି ବନିବ। ଆଗକୁ ତୁଫାନ ଏବଂ ବିପଦର ସମ୍ଭାବନା ରହିଛି। ମା ଦୁର୍ଗା ସମସ୍ତ ପ୍ରକାରର ନକରାତ୍ମକକୁ ଦୂର କରି ସକରାତ୍ମକ ଶକ୍ତି ପ୍ରଦାନ କରିବେ ଏହି କାମନା ସହିତ ମାଙ୍କ ପ୍ରାର୍ଥନା ନିଶ୍ଚୟ କରନ୍ତୁ।

ମକର ରାଶି। ନବରାତ୍ରୀରେ ଶନିଦେବ ମଙ୍ଗଳ ସହିତ ରହିବେ ଯାହା କର୍ମରେ ବୃଦ୍ଧି କରିବେ। ଶନିବାର ଠାରୁ ନବରାତ୍ରୀର ଆରମ୍ଭ ହେଉଛି ତ ଶନିଦେବଙ୍କ ସ୍ୱୟଂ ରାଶି ମକରରେ ମଙ୍ଗଳ ସହିତ ହେବା ଅତ୍ୟନ୍ତ ହିଁ ସିଦ୍ଧି କାରକ ହେବ। ଯେଉଁ କାରଣରୁ ଜାତକଙ୍କୁ ସଫଳତା ମିଳିବ। ମନସ୍କାମନା ପୂରଣ ହେବ। ସାଧନାରେ ସିଦ୍ଧି ମିଳିବ। ନବରାତ୍ରୀରେ ଦେବଗୁରୁ ବୃହସ୍ପତି ଶୁକ୍ର ସହିତ କୁମ୍ଭ ରାଶିରେ ରହିବେ। ମୀନ ରାଶିରେ ସୂର୍ଯ୍ୟ ବୁଧ ସହିତ ମେଷ ରାଶିରେ ଚନ୍ଦ୍ରମା ବୃଷ ରାଶିରେ ରାହୁ ବିଛାରେ ରାହୁର ଏହି ସ୍ଥିତି କିଛି ରାଶି ମାନଙ୍କ ପାଇଁ ଅତ୍ୟନ୍ତ ଲାଭକାରୀ ରହିବ।

ଏହା ଦ୍ବାରା ଶୁଭତ୍ୱ ବଢିବ। ଏହି ଚୈତ୍ର ନବରାତ୍ରୀରେ ରବି ପୁଷ୍ୟା ନକ୍ଷତ୍ର ସହିତ ସର୍ବ ସିଦ୍ଧି ଯୋଗ ରବି ଯୋଗ ସ୍ଵୟଂ ସିଦ୍ଧି ବନେଇବେ। ଏହି ଯୋଗ ମା ଲକ୍ଷ୍ମୀଙ୍କ ସହିତ ହୋଇଥାଏ। ଏହି ସମୟରେ କାର୍ଯ୍ୟ ଆରମ୍ଭ କଲେ ସଫଳତା ମିଳିଥାଏ ଏହା ସହିତ ରବି ରୋଗ ଶୋକ ଦୂର କରିଥାନ୍ତି। ଏହି ସମୟରେ ଯେକୌଣସି କାର୍ଯ୍ୟ କଲେ ଶୀଘ୍ର ଫଳ ଦେଇଥାଏ। ଗ୍ରହ ନକ୍ଷତ୍ର ମାନଙ୍କର ଏପରି ସ୍ଥିତି ୪ ଟି ରାଶିର ଜାତକଙ୍କ ଜୀବନରେ ଖୁସି ଭରି ଦେବେ। ଆସନ୍ତୁ ଜାଣିବା ସେହି ୪ ଟି ରାଶିଙ୍କ ବିଷୟରେ।

ମେଷ ରାଶି। ଏହି ବର୍ଷ ଚୈତ୍ର ନବରାତ୍ରୀରେ ଏହି ରାଶିର ଜାତକଙ୍କ ଉପରେ ମାଙ୍କର ବିଶେଷ କୃପା ହେବ। ଆପଣଙ୍କୁ ସମସ୍ତ କମରେ ସଫଳତା ମିଳିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ। ଆପଣ ଏହି ସମୟରେ ଟଙ୍କା ରୋଜଗାର କରିପାରିବେ। ଅପାର ଧନ ପ୍ରାପ୍ତିର ଯୋଗ ରହିଛି।ଅନେକ ଦିନରୁ ଆପଣଙ୍କର ଯେଉଁ ଅଟକି ରହିଥିବା କାର୍ଯ୍ୟ ଥିବ ଲମ୍ବା ମାମଲା ଥିବ ତାହା ଠିକ ହୋଇଯିବ।

ଏହି ରାଶିର ଜାତକ ମା ଦୁର୍ଗାଙ୍କୁ ମନ୍ଦାର ଫୁଲ ଲାଲ କନିୟର ଲାଲ ପଦ୍ମ ଆଦି ଲାଲ ଫୁଲ ଅର୍ପଣ କରନ୍ତୁ। ଏହା ଦ୍ବାରା ମା ବହୁତ ପ୍ରସନ୍ନ ହେବେ। ଏହି ନବରାତ୍ରୀ ଆପଣଙ୍କୁ ସବୁ ପ୍ରକାରର ଲାଭ ଦେବ। ଆପଣଙ୍କର ବ୍ୟକ୍ତିତ୍ୱ ଯୋଗୁ ବିଶେଷ ଲୋକଙ୍କୁ ସାକ୍ଷତ କରିବ ଆଉ ଆପଣଙ୍କ ପ୍ରଭାବ ବି ବଢିବ। ପାରିବାରିକ ଜୀବନ ବି ଭଲ ରହିବ। ଘରର ପୁରା ସପଟ ମିଳିବ। ଦାମ୍ଫତ୍ୟ ଜୀବନ ଭଲ ରହିବ। ଜୀବନସାଥୀ ଆପଣଙ୍କ ସହିତ ପ୍ରେମର ପୂର୍ବକରେ ବ୍ୟବହାର କରିବେ।

କନ୍ୟା ରାଶି। ଏହି ବର୍ଷ ନବରାତ୍ରୀରେ ମାଙ୍କ କୃପାରୁ ଜବରଦସ୍ତ ଧନର ବୃଦ୍ଧି ହେବ। ବ୍ୟପାର ବ୍ୟବସାୟରେ ମିଳିବାକୁ ଥିବା ଛୋଟ ଛୋଟ ଶୁଭ ସଂକେତ ଆପଣଙ୍କୁ ଏହି କଥାର ସଂକେତ ପୂର୍ବରୁ ହିଁ ଦେବ। ଅଟକି ରହିଥିବା କାର୍ଯ୍ୟ ଏହି ସମୟରେ ହୋଇଯିବ। ଆପଣଙ୍କ ଦାମ୍ଫତ୍ୟ ଜୀବନ ଭଲ ରହିବ। ଯଦି ଆପଣ ଷ୍ଟକ ମାର୍କେଟ ସହିତ ଜଡ଼ିତ ତେବେ ଆପଣଙ୍କ କାର୍ଯ୍ୟରେ ଲାଭ ମିଳିବ ଏବଂ ଏହା ସହିତ ଆପଣଙ୍କୁ ହଠାତ ଧନ ଲାଭ ମିଳିବାର ଯୋଗ ବି ବନୁଅଛି। ଆପଣ ମାଙ୍କୁ ମନ୍ଦାର ଫୁଲ ଅର୍ପଣ କରିବେ ତ ମାଙ୍କ ଆଶୀର୍ବାଦ ସର୍ବଦା ଆପଣଙ୍କ ଉପରେ ରହିବ।

ମୀନ ରାଶି। ଆର୍ଥିକ ଦୃଷ୍ଟିକୋଣରେ ଏହା ଭଲ ସମୟ ଅଟେ। ଆମଦାନୀରେ ଭଲ ଯୋଗ ବନିବାର ଦେଖାଯାଉଛି। ଗୁପ୍ତ ଧନର ପ୍ରାପ୍ତ ହେବ। କାରବାର ଏବଂ ବ୍ୟବସାୟରେ ପୂର୍ଣ୍ଣ ଲାଭ ମିଳିବ। ଭୂମି ଭବନ ସମ୍ବଦ୍ଧିତ ଜଡିତ ମାମଲାରେ ଭଲ ଫଳ ପ୍ରାପ୍ତି ହେବ। କାରବାରରେ ଭଲ ଲାଭ ମିଳିବ। ବ୍ୟବସାୟରେ ଭଲ ଉନ୍ନତି ହେବ। କୌଣସି ବଡ଼ ନିଷ୍ପତ୍ତି ନେବା ପୂର୍ବରୁ କୌଣସି ବଡ଼ ଅନୁଭବୁ ଲୋକଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ। ଏହି ବର୍ଷ ନବରାତ୍ରୀରେ ଏହି ରାଶିର ଲୋକେ ହଳଦିଆ ଫୁଲ ଗୁଳାପ ମନ୍ଦାର ଆଦି ଅର୍ପଣ କରନ୍ତୁ। ଏହା ଦ୍ବାରା ମାଙ୍କ କୃପା ଆପଣଙ୍କ ଉପରେ ବର୍ଷିବ। କଳହରୁ ଦୂରେଇ ରୁହନ୍ତୁ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ମକର ରାଶି। ଏହି ବର୍ଷ ନବରାତ୍ରୀ ଏହି ରାଶିର ଜାତକ ପାଇଁ ଖୁସି ନେଇ ଆସିବ। ଉନ୍ନତି ଏବଂ ସଫଳତା ନେଇ ଆସିବ। ସମସ୍ତ କ୍ଷେତ୍ରରେ ସଫଳତା ମିଳିବାର ଆଶା ଅଛି। ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ମିଳିବ। ଧନ ଜନିତ ମାମଲାରେ ବି ଆପଣ ଯେତେ ପରିଶ୍ରମ କରିବେ ତ ସେତେ ଟଙ୍କା ଆସିବ। ଆପଣଙ୍କ ଏହି ସମୟ ଭଲ ରହିବ। ଆମଦାନୀରେ ଭଲ ହେବ। ଧନ ସଞ୍ଚୟ କରିବାର ସ୍ରୋତ ମିଳିବ। ଆପଣଙ୍କ ଆତ୍ମବିଶ୍ୱାସ ବଢିବ।

ଚାପ କିଛି ସମୟ ପାଇଁ ଆସିବ ଠିକ ହୋଇ ଯିବ। ଏହି ସମୟରେ ଆପଣଙ୍କ ମଧୁର ବାଣୀ କାମରେ ଆସିବ। କ୍ୟାରୀୟରେ ଆପଣଙ୍କୁ ସଫଳତା ମିଳିବ। ପରିବାର ସହଯୋଗ ମିଳିବ। ପାରିବାରିକ ଜୀବନ ସାମାନ୍ୟ ରହିବ। ଏହି ପର୍ବରେ ବହୁତ ଶୁଭ ଫଳଦାୟୀ ରହିବ। ଯାତ୍ରା ସମୟରେ ସତର୍କ ରହିବାକୁ ପଡିବ। ଦେବୀ ମାଙ୍କ ଚରଣରେ ଅପରାଜିତା ଫୁଲ ଅର୍ପଣ କରନ୍ତୁ ମା ପ୍ରସନ୍ନ ହେବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *