Excuse Me Odisha

ଯାହା କହିବୁ ସତ କହିବୁ

କେଉଁ କର୍ମ କରିବା ଦ୍ୱାରା ମିଳିଥାଏ କୁକୁର ଜନ୍ମ ! ନିଶ୍ଚିତ ଭାବରେ ଜାଣି ରଖନ୍ତୁ ……..

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ କେଉଁ କର୍ମ କରିବା ଦ୍ୱାରା ମିଳିଥାଏ କୁକୁର ଜନ୍ମ ଏହା ସହିତ ଜାଣିବା ଯଦି ଆପଣ ମା ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ଚାହୁଁଛନ୍ତି ତ ଝାଡୁକୁ ଚୁପଚାପ ଏହି ଠାରେ ରଖିଦିଅନ୍ତୁ। ଏହା ସହିତ ଜାଣିବା ମହିଳାଙ୍କ ଏହି ଭୁଲ ଯୋଗୁ ଗରିବୀ ଘରେ ବାସ କରିଥାଏ।

ଆଜିର ସମୟରେ ସମସ୍ତେ ନିଜ ଜୀବନରେ ସୁଖ ଚାହିଁଥାଏ। ଏଥିପାଇଁ ସେ ଦିନରାତି ସମସ୍ତ ପ୍ରକାରର ଚେଷ୍ଟା କରିଥାନ୍ତି। କିନ୍ତୁ ସମସ୍ତଙ୍କ ଜୀବନରେ ଭଲ ଏବଂ ଖରାପ ଦୁଇଟି ଯାକ ପରିସ୍ଥିତି ଆସିଥାଏ। ଏମିତିରେ ଲୋକେ ଭୟ କରି ନୁହେଁ ବରଂ ସାହସର ସହିତ କାମ କରିବା ଉଚିତ। ଯେଉଁ ବ୍ୟକ୍ତିଙ୍କ ଜୀବନରେ ସବୁକିଛି ଠିକ ଚାଲିଥାଏ ତ ଅନେକ ଥର ବ୍ୟକ୍ତିଙ୍କ ହାତରେ ଏମିତି କାମ ହୋଇଯାଏ

ଯାହା ଦ୍ୱାରା ମନୁଷ୍ୟ ସମସ୍ୟାରେ ଘେରି ଯାଇଥାଏ ଏବଂ ସେହି ଭୁଲ ଯୋଗୁ ବ୍ୟକ୍ତିକୁ ଗରିବୀର ସାମ୍ନା କରିବାକୁ ପଡିଥାଏ। ବ୍ୟକ୍ତିଙ୍କ ଦ୍ୱାରା ଜଣା ଅଜାଣତରେ କେବେ ନାଁ କେବେ କୌଣସି ଭୁଲ ହୋଇଯାଏ ଯାହା ତାଙ୍କୁ ଜଣାନଥାଏ। ଭଗବାନ ଶ୍ରୀକୃଷ୍ଣଙ୍କ ଅନୁସାରେ ଆଜି ଆମେ ସେହି ଭୁଲ ବିଷୟରେ ଜଣେଇବୁ ଯାହା ବ୍ୟକ୍ତିର ଦୁଃଖ କ୍ଳେଶ ଏବଂ ଗରିବିର କାରଣ ବନିଥାଏ।

ଭଗବାନ ଶ୍ରୀକୃଷ୍ଣ ମତରେ ଏମିତି ବହୁତ କିଛି ଭୁଲ ଅଛି ଯାହା ଅଧିକତର ଲୋକ ନିଜ ଜୀବନରେ ଅବଶ୍ୟ କରିଥାନ୍ତି।

ଏହା ସହିତ କୁହାଯାଇଛି ବ୍ୟକ୍ତିକୁ ନିଜ କେଶକୁ କେବେବି ପାଟିରେ ଦେବା ଉଚିତ ନୁହେଁ। ଏହା ଦ୍ବାରା ବ୍ୟକ୍ତିକୁ ଅଶୁଭ ଫଳର ପ୍ରାପ୍ତି ହୋଇଥାଏ। ଏହି କାରଣରୁ ବ୍ୟକ୍ତିକୁ ଗରିବିର ସାମ୍ନା କରିବାକୁ ପଡିଥାଏ। ଏହା ସହିତ ନିଜର ସୁଖ ବି କମି ଯାଇଥାଏ। ଆସନ୍ତୁ ଜାଣିବା ଭଗବାନ ଶ୍ରୀକୃଷ୍ଣ ଏମିତି କେଉଁ ଭୁଲ ବିଷୟରେ କହିଛନ୍ତି ଯେଉଁ କାରଣରୁ ବ୍ୟକ୍ତିକୁ ଜୀବନରେ ଦରିଦ୍ରତାର ସାମ୍ନା କରିବାକୁ ପଡିଥାଏ

ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଯେତେବେଳେ ମନୁଷ୍ୟ ନିଜ ମୁଣ୍ଡରେ ତେଲ ମାଲିସ କରିଥାନ୍ତି ତ ବଞ୍ଚିତ ତେଲକୁ ନିଜ ଶରୀରରେ ଲଗେଇ ଦେଇଥାନ୍ତି ଯାହାକି ଏମିତି କରିବା ଉଚିତ ନୁହେଁ। ଏହା ଦ୍ବାରା ଜୀବନରେ ଦୁଃଖ ଏବଂ ସମସ୍ୟା ଆସିଥାଏ। ଏହା ସହିତ ଶରୀର ଅଶୁଦ୍ଧ ହୋଇଯାଏ ଯେଉଁ କାରଣରୁ ଘରେ ଉନ୍ନତି ହୋଇନଥାଏ।

ଭଗବାନ ଶ୍ରୀକୃଷ୍ଣଙ୍କ ମତରେ ବ୍ୟକ୍ତିକୁ ଦିନ ସମୟରେ କେବେବି ଶୋଇବା ଉଚିତ ନୁହେଁ। କୁହାଯାଏ ଯେଉଁ ଲୋକ ଦିନ ସମୟରେ ଶୋଇଥାନ୍ତି ତାଙ୍କ ଘରେ ଧନର ଅଭାବ ବନି ରହିଥାଏ। ଏହା ସହିତ ସୂର୍ଯ୍ୟ ଉଦୟ ଏବଂ ସନ୍ଧ୍ୟା ସମୟରେ ଶୋଇବା ଉଚିତ ନୁହେଁ।

ବ୍ୟକ୍ତିକୁ କେବେବି ନିବସ୍ତ୍ର ହୋଇ ଶୋଇବା ଉଚିତ ନୁହେଁ। କାରଣ ଏହି ଭୁଲ ଯୋଗୁ ଦେବୀ ଦେବତା କ୍ରୋଧିତ ହୋଇଯାନ୍ତି।

ବ୍ୟକ୍ତିକୁ ସର୍ବଦା ମଦ ଜୁଆ ଲଟେରୀ ଠାରୁ ଦୂରେଇ ରହିବା ଉଚିତ। ଏହା ବ୍ୟକ୍ତି ପାଇଁ ବହୁତ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ।

ବ୍ୟକ୍ତିକୁ ନିଜ ମଖକୁ କେବେବି ଦାନ୍ତରେ ଚୋବାଇବା ଉଚିତ ନୁହେଁ। ଏହା ଯୋଗୁ ଧନର ଦେବୀ କ୍ରୋଧିତ ହୋଇଥାନ୍ତି ଏହା ସହିତ ଘରେ ଅନେକ ପ୍ରକାରର ରୋଗ ଉତ୍ପନ ହୋଇଥାଏ।

କୁହାଯାଏ ଝିଅମାନେ ଘରର ଲକ୍ଷ୍ମୀ ହୋଇଥାନ୍ତି। ଯାହା ଘରକୁ ବିବାହ କରି ଯାଇଥାନ୍ତି ସେହି ଘରର ଭାଗ୍ୟ ସହିତ ଜଡ଼ିତ ହୋଇଯାନ୍ତି। ଜ୍ୟୋତିଷ ଶାସ୍ତ୍ରରେ କିଛି ଏମିତି କାମ ଅଛି ଯାହା ମହିଳା ମାନଙ୍କୁ ରାତି ସମୟରେ କେବେବି କରିବା ଉଚିତ ନୁହେଁ। ଏହା ଦ୍ବାରା ତାଙ୍କର ଭାଗ୍ୟ ବି ବଦଳି ଯାଇପାରେ ଏବଂ ଘରର। ଆସନ୍ତୁ ଜାଣିବା ସେହି କାମ ବିଷୟରେ।

ସୂର୍ଯ୍ୟାସ୍ତ ପରେ ମହିଳାଙ୍କୁ ଅନ୍ୟ ବ୍ୟକ୍ତିଙ୍କ ଘରକୁ କ୍ଷୀର ଦହି ରସୁଣ ପିଆଜ ଆଣିବା ପାଇଁ ଯିବା ଉଚିତ ନୁହେଁ। ଏମିତି କରିଲେ ତାଙ୍କ ଜୀବନରେ ବାଧା ଉତ୍ପନ ହୋଇଥାଏ ଏବଂ କଷ୍ଟର ସାମ୍ନା କରିବାକୁ ପଡିଥାଏ। ଏହା ସହିତ ନିଜ ରୋଷେଇ ଘରୁ ଏହିସବୁ ଜିନିଷ କାହାରିକୁ ବି ସୂର୍ଯ୍ୟାସ୍ତ ପରେ ଦେବାର ଭୁଲ କରନ୍ତୁ ନାହିଁ। ନଚେତ ଧନର ଦେବୀ ମା ଲକ୍ଷ୍ମୀ ଘରୁ ଚାଲିଯାଇଥାନ୍ତି।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମହିଳାଙ୍କୁ ଶୋଇବା ପୂର୍ବରୁ ନିଜ କେଶକୁ ଧୋଇବା ଉଚିତ ନୁହେଁ। ଏମିତି କରିବା କ୍ଷତିକାରକ ହୋଇପାରେ। କେଶକୁ ସର୍ବଦା ସକାଳେ ଧୋଇବା ଉଚିତ। ସୂର୍ଯ୍ୟାସ୍ତ ପରେ କେଶ ଧୋଇବା ଉଚିତ ନୁହେଁ।

ମହିଳା ମାନଙ୍କୁ ରୋଷେଇ ଘରେ ରାତିରେ ଅଇଁଠା ବାସନ ରଖିବା ଉଚିତ ନୁହେଁ ଧୋଇ ଦେବା ଉଚିତ ଏହା ଦ୍ବାରା ଘରେ ଲକ୍ଷ୍ମୀଙ୍କର ବାସ ହୋଇଥାଏ। ଘରେ ସର୍ବଦା ଧନ ସମ୍ପତ୍ତି ବୈଭବ ଏବଂ ଶାନ୍ତି ଆସିଥାଏ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମହିଳା ମାନଙ୍କୁ ସପ୍ତାହରେ ଥରେ ଘରର ସବୁ ରୁମରେ ସିନ୍ଧା ଲୁଣ କିମ୍ବା କଳା ଲୁଣ ଏକ କାଗଜ ଉପରେ ରଖିବା ଉଚିତ। ପର ଦିନ ସକାଳେ ଉଠିବା ପରେ କାହାରି ସହିତ କଥା ହେବା ପୂର୍ବରୁ ସେହି ଲୁଣକୁ ବାହାରେ ଫୋପାଡ଼ି ଦେବା ଉଚିତ। ଏହା ଦ୍ଵାରା ଘରେ ନକରାତ୍ମକ ଉର୍ଜା ବାହାରକୁ ବାହାରି ଯାଇଥାଏ।

ରାତିରେ ଶୋଇବା ପୂର୍ବରୁ ଝାଡୁକୁ ଘରର ଦକ୍ଷିଣ-ପଶ୍ଚିମ କୋଣରେ ଲୁଚାଇ ରଖିବା ଉଚିତ। ଏହା ଦ୍ବାରା ଧନ ଲାଭ ହୋଇଥାଏ।

ରାତିରେ ଶୋଇବା ପୂର୍ବରୁ ରୋଷେଇ ଘରେ ଏକ ବାଲ୍ଟି ପାଣି ଭର୍ତ୍ତି କରି ରଖନ୍ତୁ। ଏହା ଦ୍ବାରା ଘରେ ସୁଖ ସମୃଦ୍ଧିର ବାସ ହୋଇଥାଏ। ଖାଲି ବାଲ୍ଟି ଚିନ୍ତା ଏବଂ ସମସ୍ୟା ନେଇ ଆସିଥାଏ।

ଘରର ମହିଳାଙ୍କୁ ଝାଡୁ ପୋଛା ସୂର୍ଯ୍ୟାସ୍ତ ପୂର୍ବରୁ କରିନେବା ଉଚିତ। ସୂର୍ଯ୍ୟାସ୍ତ ପରେ ଝାଡୁ କରିଲେ ବା ଘରର ସଫା କରିଲେ ଘରର ଦରିଦ୍ରତା ଆସିଥାଏ। ମା ଲକ୍ଷ୍ମୀଙ୍କ ଅପମାନ ହୋଇଥାଏ।

ମହିଳାଙ୍କୁ ସୂର୍ଯ୍ୟାସ୍ତ ପୂର୍ବରୁ କେଶ କୁଣ୍ଡାଇ ନେବା ଉଚିତ। ସୂର୍ଯ୍ୟାସ୍ତ ପରେ କେଶ କୁଣ୍ଡାଇବା ଦ୍ୱାରା ବାସ୍ତୁଦୋଷର କାରଣ ବନିଥାଏ। ଏହା ଦ୍ବାରା ମା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି।

ମହିଳାମାନଙ୍କୁ ସ୍ନାନ କରିବା ପରେ ହିଁ ରୋଷେଇ ଘରକୁ ପ୍ରବେଶ କରିବା ଉଚିତ। ସ୍ନାନ କରିବା ପୂର୍ବରୁ ରୋଷେଇ ଘରକୁ ପ୍ରବେଶ କରିବା ଉଚିତ ନୁହେଁ। ଅସ୍ବଛ ହୋଇ ଯେଉଁ ବି ଖାଦ୍ୟ ରାନ୍ଧିବେ ତାହା ବିମାରୀର କାରଣ ବନିପାରେ। ଏହା ଦ୍ବାରା ମା ଅନ୍ନପୂର୍ଣ୍ଣାଙ୍କର ଅପମାନ ହୋଇଥାଏ।

ଘରର ସଫା କରିବା ପରେ ମହିଳାଙ୍କୁ ତୁରନ୍ତ ସ୍ନାନ କରିନେବା ଉଚିତ। ଡେରିରେ ସ୍ନାନ କରିଲେ ଘରକୁ ଦରିଦ୍ରତା ଆସିଥାଏ।

ମହିଳାଙ୍କୁ ସ୍ନାନ କରିବା ପରେ ଭଗବାନଙ୍କୁ ପୂଜା କରି ପ୍ରସାଦ ଅର୍ପଣ କରିବା ଉଚିତ। ମା ଲକ୍ଷ୍ମୀଙ୍କୁ ପ୍ରସାଦ ଅର୍ପଣ କରିବା ପୂର୍ବରୁ ଯଦି କିଛି ଖାଇଥାନ୍ତି ତ ମା ଲକ୍ଷ୍ମୀ କ୍ରୋଧିତ ହୋଇଯାଇଥାନ୍ତି।

ଯେଉଁ ଘରେ ମହିଳାମାନେ ସର୍ବଦା କ୍ରୋଧ କରିଥାନ୍ତି ଖୁସିରେ ରହିନଥାନ୍ତି ସେହି ଘରେ ମା ଲକ୍ଷ୍ମୀ କେବେବି ରୁହନ୍ତି ନାହିଁ।

ଯେଉଁ ଘରର ମହିଳା ଝାଡୁକୁ ଗୋଡ଼ରେ ଲାତ ମାରିଥାନ୍ତି କିମ୍ବା ପଶୁମାନଙ୍କୁ ଝାଡୁରେ ମାରିଥାନ୍ତି ତ ସେଠାରେ କେବେବି ମା ଲକ୍ଷ୍ମୀଙ୍କର ବାସ ହୋଇନଥାଏ। ଏମିତି ଘରେ ସର୍ବଦା ରୋଗ ସମସ୍ୟା ଛାଇ ରହିଥାଏ।

ଗ୍ୟାସ ଉପରେ ଅପରିଷ୍କାର ବାସନ ରଖିବା କିମ୍ବା କଢେଇକୁ ଗ୍ୟାସ ଉପରେ ଅପରିଷ୍କାର କରି ରଖି ଯଦି କୌଣସି ମହିଳା ସୋଇଯାନ୍ତି ତ ଏମିତି ଘରକୁ ମା ଲକ୍ଷ୍ମୀ କେବେବି ଆସନ୍ତି ନାହିଁ। ଏହା ଗରିବୀ ଏବଂ ଦୁଃଖର ବଡ଼ କାରଣ ଅଟେ। ଏଥିପାଇଁ ରାତିରେ ଅଇଁଠା ବାସନ ନରଖି ତୁରନ୍ତ ଧୋଇଦେବା ଉଚିତ।

ଯେଉଁ ଘରର ମହିଳା ଗୋଡ଼ରେ ଲାତ ମାରି କବାଟ ଖୋଲି ଥାନ୍ତି କିମ୍ବା ବନ୍ଦ କରିଥାନ୍ତି ତ ସେହି ଘରୁ ବି ଧନର ଦେବୀ ମା ଲକ୍ଷ୍ମୀ କ୍ରୋଧିତ ହୋଇ ଚାଲିଯାନ୍ତି। ଏଥିପାଇଁ ଏମିତି ଭୁଲ କରନ୍ତୁ ନାହିଁ।

ଘରର ମହିଳା ଯଦି ଘରର ଦ୍ୱାର ମୁହଁରେ ବସି ଭଜନ କରନ୍ତି ତ ଏହା ଘରର ବର୍ବାଦିର କାରଣ ବନିଥାଏ। ହିନ୍ଦୁ ଶାସ୍ତ୍ରରେ ଏହାକୁ ବହୁତ ଅଶୁଭ ମାନାଯାଏ।

ଯଦି କୌଣସି ମହିଳାଙ୍କୁ ଡେରି ରାତିରେ ଶୋଇବାର ଅଭ୍ୟାସ ଅଛି ତ ଏହା ଘର ପାଇଁ ଅଶୁଭ ହୋଇଥାଏ। ବିନା କାରଣରେ ଡେରି ରାତିରେ ଶୋଉଥିବା ମହିଳା ନିଜ ସ୍ୱାମୀ ଏବଂ ପରିବାରର ଅସଫଳତାର କାରଣ ହୋଇଥାଏ।

ଘରର ମହିଳାଙ୍କୁ ଉଚ୍ଚ ସ୍ୱରରେ କଥା ହେବା କିମ୍ବା ଗାଳି ଦେବା ପରିବାର ଉପରକୁ ଅଭିଶାପ ପଡିଥାଏ। ଏମିତି ମହିଳା ଯେଉଁଠି କି ବି ଯାଆନ୍ତି ମା ଲକ୍ଷ୍ମୀ ତାଙ୍କ ଠାରୁ ଦୂରେଇ ରୁହନ୍ତି।

ଆସନ୍ତୁ ଜାଣିବା ବ୍ୟକ୍ତିର କେଉଁ କର୍ମ ପାଇଁ ପରବର୍ତୀ ଜନ୍ମରେ କୁକୁର ଜନ୍ମ ନେବାକୁ ପଡିଥାଏ।

କେବେବି କୌଣସି ସ୍ତ୍ରୀର ଅପମାନ କରିବା ଉଚିତ ନୁହେଁ ଅନ୍ୟଥା ଏମିତି କରୁଥିବା ଲୋକଙ୍କୁ ସର୍ବପ୍ରଥମେ ଭେଡ଼ିଆ ଜନ୍ମ ନେବାକୁ ପଡିଥାଏ ଏହା ପରେ କୁକୁର ଏହାପରେ ସିଆଳ ସାପ ବଗ ଜନିରେ ଜନ୍ମ ନେଇଥାଏ ଏହିସବୁ ଜନିରେ ଜନ୍ମ ନେବା ପରେ ତାକୁ ମନୁଷ୍ୟର ଜନିରେ ଜନ୍ମ ମିଳିଥାଏ। ସେମିତି ଯେଉଁ ମହିଳା ନିଜ ସ୍ୱାମୀର ସମ୍ମାନ କରିନଥାନ୍ତି ଅପଶବ୍ଦ କହିଥାନ୍ତି ଆଉ ବିନା କାରଣରେ କଥା କଥାରେ ଝଗଡା କରିଥାନ୍ତି ତ ଏମିତି ସ୍ତ୍ରୀକୁ ପରବର୍ତୀ ଜନ୍ମରେ ଘୁଷୁରୀ ଜନିରେ ଜନ୍ମ ନେବାକୁ ପଡିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *