Excuse Me Odisha

ଯାହା କହିବୁ ସତ କହିବୁ

ଶୁକ୍ରଙ୍କର ମହା ପରିବର୍ତ୍ତନ। ମାର୍ଚ୍ଚ ୩୧ ରୁ ଏପ୍ରିଲ ୨୭ ପର୍ଯ୍ୟନ୍ତ ଶୁକ୍ରଙ୍କର କୁମ୍ଭରେ ପ୍ରବେଶ। ୭ଟି ରାଶି ହେବେ କୋଟିପତି।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଶୁକ୍ରଙ୍କର ମହା ପରିବର୍ତ୍ତନ। ୩୧/୩ ରୁ ୨୭/୪ ପର୍ଯ୍ୟନ୍ତ ଶୁକ୍ରଙ୍କର କୁମ୍ଭରେ ପ୍ରବେଶ। ୭ ଟି ରାଶି ହେବେ କୋଟିପତି।

ଶୁକ୍ରଙ୍କର ରାଶି ପରିବର୍ତ୍ତନ ହେଉଛି। ଶୁକ୍ର ୩୧ ମାର୍ଚ୍ଚ ସକାଳ ୮:୫୪ ରେ କୁମ୍ଭ ରାଶିରେ ପ୍ରବେଶ କରିବେ ଏବଂ କୁମ୍ଭ ରାଶିରେ ନିଜର ସ୍ଥାନ ପରିବର୍ତ୍ତନ କରିବା ପରେ ୧୭ ଏପ୍ରିଲ ପର୍ଯ୍ୟନ୍ତ ଏହିଠାରେ ରହିବେ। ଶୁକ୍ର ଯିଏ ଜୀବନରେ ରୋମାନ୍ସ ଉତ୍ସ୍ୟହ ଶ୍ରଦ୍ଧାର ପ୍ରତିନିଧିତ୍ୱ କରିଥାଏ ଏବଂ ଶୁକ୍ର ହିଁ ବିବାହ ଏବଂ ପ୍ରେମ ସମ୍ପର୍କର କାରକ ବି ଅଟନ୍ତି। ପୁରୁଷ ଜାତକଙ୍କ କୁଣ୍ଡଳୀରେ ସ୍ତ୍ରୀ ଏବଂ ଜୀବନସାଥୀଙ୍କ ପ୍ରତିନିଧିତ୍ୱ ହିଁ ଶୁକ୍ର କରିଥାଏ। ତ ଶୁକ୍ରଙ୍କର ରାଶି ପରିବର୍ତ୍ତନ ଯୋଗୁ ରାଶି ମାନଙ୍କ ଉପରେ କଣ ପ୍ରଭାବ ପଡିବ ଆସନ୍ତୁ ଜାଣିବା।

ମେଷ ରାଶି। ଶୁକ୍ର ଆପଣଙ୍କ ସମ୍ପତି ଆପଣଙ୍କ ପରିବାରର ଦ୍ୱିତୀୟ ଭାଗରେ ଯାହାକୁ ସପ୍ତମ ଭାଗର ସ୍ୱାମୀ ଅଟନ୍ତି ଆପଣଙ୍କର। ଏମିତିରେ ଶୁକ୍ରଙ୍କର ଚଳନ ଦ୍ୱାରା ମେଷ ରାଶିର ଜାତକଙ୍କର ଏକାଦଶ ଭାଗରେ ଅର୍ଥାତ ରୋଜଗାର ଭାଗରେ ଚଳନ କରିବେ ତ ଧନ ସମ୍ବଦ୍ଧିତ ମାମଲାରେ ଆପଣଙ୍କ ପାଇଁ ଭଲ ସମୟ ଅଟେ କାରଣ ଏକରୁ ଅଧିକ ଧନର ସ୍ରୋତ ଆସିବାର ଯୋଗ ଅଛି। ଆପଣଙ୍କର ଧନ ଯୋଗ ବନୁଅଛି। ଯେଉଁ ଲୋକ ନୂଆ ନୂଆ ଚାକିରୀ କରିବା ଆରମ୍ଭ କରିଛନ୍ତି କିମ୍ବା ନୂଆ ନୂଆ ବ୍ୟବସାୟ ଆରମ୍ଭ କରିଛନ୍ତି ତାଙ୍କ ପାଇଁ ଭଲ ଅଟେ

ବୃଷ ରାଶି। ଆପଣଙ୍କ ରାଶିର ସ୍ୱାମୀ ଅଟନ୍ତି ଶୁକ୍ର। ଆପଣଙ୍କ ଇଛା ଶକ୍ତି ଭାଗ ଷଷ୍ଠ ଭାଗର ବି ସ୍ୱାମୀ ଅଟନ୍ତି। ଏମିତିରେ କୁମ୍ଭରେ ଆସିବେ ଆପଣଙ୍କ ଦଶମ ଭାଗରେ। ଏହି ସମୟରେ ନିଜର କାର୍ଯ୍ୟ କ୍ଷେତ୍ରରେ କାର୍ଯ୍ୟ ପ୍ରତି ଆପଣଙ୍କର ଉତ୍ସ୍ୟହ ଭଲ ରହିବ। ନିଜର କାର୍ଯ୍ୟ କ୍ଷେତ୍ରରେ ସମସ୍ତ ଜିନିଷକୁ ଭଲ କରିପାରିବେ।

ଯଦି ଆପଣ ବ୍ୟବସାୟୀ ତ ଆପଣ ବଡ଼ ବ୍ୟବସାୟୀ ସହିତ ମିଶିବେ କିନ୍ତୁ କାର୍ଯ୍ୟ କ୍ଷେତ୍ରରେ କର୍ମଚାରୀଙ୍କ ଦ୍ୱାରା କୌଣସି ବଡ଼ ଅସାବଧାନତା କାରଣରୁ ଅଳ୍ପ ଟିକେ ସମସ୍ୟା ଆସିବ ତ ସମସ୍ତ ଜାଗା ଉପରେ ନଜର ରଖନ୍ତୁ। କାହାରିକୁ ଆବଶ୍ୟକତା ଠାରୁ ଅଧିକ ବିଶ୍ୱାସ କରନ୍ତୁ ନାହିଁ। ଏହି ସମୟରେ ଖର୍ଚ୍ଚ ବଢିବ। ଅଳ୍ପ ଧନ ମାମଲାରେ ଧ୍ୟାନ ରଖନ୍ତୁ ଏବଂ ନିଜର ସ୍ବାସ୍ଥ୍ୟର ବି ଧ୍ୟାନ ରଖନ୍ତୁ ଏବଂ ମୋଟା ପଣ ଅଳ୍ପ ହଇରାଣ କରିବ।

ମିଥୁନ ରାଶି। ଶୁକ୍ର ଆପଣଙ୍କର ଦ୍ଵାଦଶ ଭାଗରେ ଏବଂ ପଞ୍ଚମ ଭାଗର ସ୍ୱାମୀ ଏବଂ ଆପଣଙ୍କ ନବମ ଭାଗରେ ଏବେ ବିରାଜମାନ। ଆପଣଙ୍କୁ ଆପଣଙ୍କ ଭାଗ୍ୟର ସହଯୋଗ ମିଳିବ। ଏକରୁ ଅଧିକ କାର୍ଯ୍ୟକ୍ଷେତ୍ର ପାଇଁ ଆପଣ ଭାଗ୍ୟଶାଳୀ ହେବେ। ନିଜର ଇଛା ଅନୁସାରେ କ୍ୟାରିୟରରେ ସଫଳତା ପାଇବେ। ଧନର ବୃଦ୍ଧି ହେବ। ଯେଉଁମାନେ ବିଦ୍ୟାର୍ଥୀ ଅଟନ୍ତି ଉଚ୍ଚଶିକ୍ଷା ପାଇଁ ସେମାନଙ୍କ ପାଇଁ ଭଲ ରହିବ। ପାରିବାରିକ ଜୀବନରେ ଆପଣଙ୍କ ସମ୍ପର୍କ ଭଲ ରହିବ।

କର୍କଟ ରାଶି। ଶୁକ୍ର ଆପଣଙ୍କ ରାଶି ପାଇଁ ଆରାମ ସୁଖ ସମ୍ପତି ନେଇ ଆସୁଛି। ଚତୁର୍ଥ ଭାଗ ଏବଂ ଏକାଦଶ ଭାଗର ସ୍ୱାମୀ ଅଟନ୍ତି। ଏବଂ ଏବେ ଅଷ୍ଟମ ଭାଗରେ ଅଛନ୍ତି। ଆପଣଙ୍କର କୌଣସି ସ୍ରୋତରୁ ଭଲ ରୋଜଗାର ହେବ। ପୈତୃକ ସମ୍ପତିରୁ ବି ଆପଣଙ୍କୁ ଅଳ୍ପ ଉପହାର ମାନ ସମ୍ମାନ ମିଳିବ। ଲଟେରୀ ଜୁଆ ସେୟାର ମାର୍କେଟରୁ ଆପଣଙ୍କୁ ସାବଧାନ ରହିବା ଉଚିତ ଏବଂ ଯେଉଁମାନେ ନୂତନ ବ୍ୟବସାୟ କାର୍ଯ୍ୟ ଆରମ୍ଭ କରୁଛନ୍ତି ତାଙ୍କ ପାଇଁ ମହିଳାଙ୍କ ସାହାର୍ଯ୍ୟରେ ଲାଭ ହେବ। ପାରିବାରିକ ଛୋଟ ମୋଟ ସମସ୍ୟା ପ୍ରତି ଧ୍ୟାନ ଦେବାକୁ ପଡିବ। ଏହି ସମୟରେ ଭାବି ଚିନ୍ତି କହିବେ କାରଣ ଆପଣଙ୍କ କଥା କାହାକୁ ଖରାପ ଲାଗିପାରେ ଏହି ସମୟରେ। ଯେଉଁମାନେ ବିଦ୍ୟାର୍ଥୀ ଅଟନ୍ତି ତାଙ୍କ ପାଇଁ ମଧ୍ୟ ଭଲ ରହିବ।

ସିଂହ ରାଶି। ଶୁକ୍ର ଆପଣ ତୃତୀୟ ଏବଂ ଦଶମ ଭାଗର ସ୍ୱାମୀ ଅଟନ୍ତି। ଏହି ସମୟରେ ଆପଣଙ୍କର ବିବାହର ଏବଂ ପାର୍ଟନରସିପରେ ଆସିବେ। ଆପଣଙ୍କ ପାଇଁ ଭଲ ସମୟ ଅଟେ। ଧନ ଆସିବ। ଆପଣଙ୍କର ଉନ୍ନତି ହେବ। ଆପଣଙ୍କ ବ୍ୟବସାୟର ବିସ୍ତାର ହେବ ବା ବିକାଶ ହେବ। ଚାକିରୀ କ୍ଷେତ୍ରରେ ଲୋକଙ୍କ ପାଇଁ ଭ୍ରମଣର ଯୋଗ ରହିଛି। ଏହି ଯାତ୍ରା ଆପଣଙ୍କ ପାଇଁ ଭଲ ରହିବ। ପ୍ରେମ ସମ୍ବଦ୍ଧ ମାମଲାରେ ଏବଂ ବୈବାହିକ ଜୀବନରେ ଆପଣଙ୍କ ସମ୍ପର୍କ ଭଲ ରହିବ। ଆପଣଙ୍କର ସମ୍ପର୍କ ବହୁତ ସୁନ୍ଦର ଅଟେ। ଏକ ତରଫା ପ୍ରେମ କରୁଛନ୍ତି ତ ଆପଣ ତାଙ୍କ ପାଖରେ ନିଜର ମନର କଥା କହିପାରିବେ।

କନ୍ୟା ରାଶି। ଶୁକ୍ର ଆପଣଙ୍କ ନବମ ଭାଗର ସ୍ୱାମୀ ଅଟନ୍ତି ଏବଂ ଧନ ଭାଗର ସ୍ୱାମୀ ଅଟନ୍ତି ତ ଏମିତିରେ ଏହି ସମୟରେ ଷଷ୍ଠ ଭାଗରେ ଚଳନ କରିବେ। ଶତ୍ରୁ ଏବଂ କରଜ ଅଳ୍ପ ରହିବ। ଶୁକ୍ରଙ୍କର ଏହି ପ୍ରଭାବ ଆପଣଙ୍କ କାର୍ୟ୍ଯକ୍ଷେତ୍ରରେ ଉନ୍ନତି ଆଣିଦେବ। ଏହି ସମୟ ଆପଣଙ୍କୁ ନିଜର ଲକ୍ଷ ଏବଂ କ୍ୟାରୀୟରର ସାହାର୍ଯ୍ୟ କରିବ। ଆର୍ଥିକ ଦୃଷ୍ଟିରୁ ଆପଣଙ୍କ ପାଇଁ ଅଳ୍ପ ଅନୁକୂଳ ରହିବ କିନ୍ତୁ ଏହି ସମୟରେ କୌଣସି ବି ପ୍ରକାରର ଟଙ୍କା ବିନିଯୋଗ କରନ୍ତୁ ନାହିଁ। କରଜର ଭାର ଅଛି ତ ଅଳ୍ପ ଖର୍ଚ୍ଚ କରନ୍ତୁ। ଘରର ସଦସ୍ୟଙ୍କ ସହିତ କୌଣସି ପ୍ରକାରର ବାଦ ବିବାଦ କରନ୍ତୁ ନାହିଁ।

ତୁଳା ରାଶି। ଆପଣଙ୍କ ରାଶିର ସ୍ୱାମୀ ବି ଅଟନ୍ତି ଅଷ୍ଟମ ଭାଗର ସ୍ୱାମୀ ବି ଅଟନ୍ତି। ଶୁକ୍ର ଆପଣଙ୍କର ପଞ୍ଚମ ଭାଗରେ ଯେଉଁ ପ୍ରେମ ରୋମାନ୍ସ ସନ୍ତାନ ଦେଇ ଚଳନ କରିବେ। ଆପଣଙ୍କ ପାଇଁ ସମୟ ଭଲ ରହିବ। ଆର୍ଥିକ ସ୍ଥିତି ଭଲ ଅଟେ। ବ୍ୟବସାୟୀଙ୍କର ଆଶା ଠାରୁ ଅଧିକ ଧନ ଆସିବ। ରୋଜଗାର ଅଧିକରୁ ଅଧିକ ସ୍ରୋତରୁ ହେବ। ଆର୍ଥିକଦୃଷ୍ଟିରୁ ଆପଣଙ୍କ ପାଇଁ ବହୁତ ଭଲ ସମୟ ରହିବ। ବିଦ୍ୟାର୍ଥୀ ମାନଙ୍କ ପାଇଁ ଭଲ ରହିବ। ପ୍ରେମ ସମ୍ବଦ୍ଧରେ ଯେଉଁ ସମ୍ପର୍କ ଥିଲା ସେଥିରେ ଟିକେ କମି ଦେଖିବାକୁ ମିଳିବ। ଜୀବନସାଥୀଙ୍କ ସହିତ ସମ୍ପର୍କ ଭଲ ରହିବ

ବିଛା ରାଶି। ଆପଣଙ୍କ ପାଇଁ ଶୁକ୍ର ସପ୍ତମ ଭାଗ ଏବଂ ଦ୍ଵାଦଶ ଭାଗର ସ୍ୱାମୀ ଅଟନ୍ତି। ଏହି ସମୟରେ ଶୁକ୍ର ଆପଣଙ୍କ ଚତୁର୍ଥ ଭାଗରେ ରହିବେ। ବ୍ୟବସାୟ କରୁଥିଲେ ଆପଣଙ୍କ ପାଇଁ ଭଲ ରହିବ। ବିଦେଶୀ ବ୍ୟବସାୟରେ ଆପଣଙ୍କୁ ଲାଭ ମିଳିବ। ସୁଖ ସୁବିଧା ଏବଂ ସନ୍ଦର୍ଯ୍ୟ ଜିନିଷର ବ୍ୟବସାୟୀ ଅଟନ୍ତି ତ ଆପଣଙ୍କୁ ଲାଭ ମିଳିବ। ଧନର ବୃଦ୍ଧି ହେବ ଏବଂ ପଢ଼ାଲେଖା ପାଇଁ ବି ଆପଣଙ୍କ ପାଇଁ ଭଲ ସମୟ ଅଟେ। ଯେଉଁ ବ୍ୟଦାର୍ଥୀ ଘରୁ ବାହାରକୁ ଯାଇ ପଢିବା ପାଇଁ ଚାହୁଁଛନ୍ତି ଅଳ୍ପ ଆଉ ଟିକେ ଚେଷ୍ଟା କରନ୍ତୁ। ଗାଡି ସମ୍ପତି କିଣିବାର ଯୋଗ ରହିଛି। ଏହି ସମୟ ଅନୁକୂଳ ଅଟେ। ଦାମ୍ଫତ୍ୟ ଜୀବନରେ ପ୍ରେମ ବଢିବ। ଟିକେ ସ୍ବାସ୍ଥ୍ୟର ଧ୍ୟାନ ଦିଅନ୍ତୁ।

ଧନୁ ରାଶି। ଏକାଦଶ ଅର୍ଥାତ ଏକାଦଶ ଭାଗର ସ୍ୱାମୀ ଅଟନ୍ତି। ଏହି ସମୟରେ ଆପଣଙ୍କ ତୃତୀୟ ଭାଗରେ ଚଳନ କରିବେ। ଆପଣଙ୍କୁ ଛୋଟ ମୋଟ ଲକ୍ଷ ହାସଲ କରିବା ପାଇଁ ପରିଶ୍ରମ କରିବାକୁ ପଡିବ। ନୂତନ ଚାକିରୀ ଖୋଜୁଛନ୍ତି ତ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତ ପ୍ରୟାସ ଜାରି ରଖନ୍ତୁ ସଫଳତା ମିଳିବ। ବିଦେଶୀ ବ୍ୟବସାୟ ବିଦେଶୀ ଜିନିଷର ଲାଭର ଯୋଗ ରହିଛି। ବ୍ୟବସାୟୀ ମାନେ ଧୀରେ ଧୀରେ ମନ୍ଥର ଗତିରେ ଆଗକୁ ବଢ଼ିବେ। ଆପଣଙ୍କ ଇଛା ପୂରଣ ହେବ। ଭାଇ ଭଉଣୀଙ୍କ ସହିତ ଆପଣଙ୍କ ସମ୍ପର୍କ ବି ଭଲ ରହିବ।

ମକର ରାଶି। ଶୁକ୍ର ଆପଣଙ୍କ ପଞ୍ଚମ ଭାଗ ଏବଂ ଦଶମ ଭାଗର ସ୍ୱାମୀ ଅଟନ୍ତି ଏବଂ ଶୁକ୍ର ଆପଣଙ୍କ ପାଇଁ ଧନ ଭାଗରେ ରହି ଆପଣଙ୍କୁ ଅନୁକୂଳ ସମୟ ଦେବେ। କାରଣ ବ୍ୟବସାୟୀ ମାନଙ୍କ ପାଇଁ ଭଲ ସମୟ ଅଟେ ଏବଂ ଆପଣଙ୍କର ଅଟକି ରହିଥିବା ଧନ ବି ପ୍ରାପ୍ତ ହେବ। ଚାକିରୀରେ ଭଲ ବୃଦ୍ଧି ହେବ ପଦନ୍ନତିର ଯୋଗ ଅଛି। ଆପଣଙ୍କ ବାଣୀ ଆପଣଙ୍କୁ ବହୁତ ସଫଳତା ଦେବ। ବୈବାହିକ ଜୀବନ ଭଲ ରହିବ। ଶଶୁର ଘର ଲୋକଙ୍କ ସହିତ ଆପଣଙ୍କ ସମ୍ପର୍କ ଭଲ ରହିବ। ଏହି ସମୟ ସନ୍ତାନ ପ୍ରାପ୍ତିର ଯୋଗ ବି ବନୁଅଛି।

କୁମ୍ଭ ରାଶି। ଶୁକ୍ର ଆପଣଙ୍କ ପାଖରେ ଅଛନ୍ତି। ଆପଣଙ୍କ କେନ୍ଦ୍ରର ସ୍ୱାମୀ ଅଟନ୍ତି। ଶୁକ୍ର ଚତୁର୍ଥ ନବମ ଭାଗରେ ସ୍ୱାମୀ ଅଟନ୍ତି ତ ଏହି ସମୟରେ ଶୁକ୍ର ଆପଣଙ୍କ ପାଖରେ ବସି ବହୁତ କିଛି ଦେବେ। ଚାକିରୀ କରୁଛନ୍ତି ତ ଭାଗ୍ୟ ଆପଣଙ୍କ ସାଥ ଦେବ। ଆପଣଙ୍କୁ ସମସ୍ତ କ୍ଷେତ୍ରରେ ସଫଳତା ମିଳିବ। ଟଙ୍କା ବିନିଯୋଗ କଲେ ସେଥିରୁ ଲାଭ ମିଳିବ। ପାରିବାରିକ ଜୀବନ ବି ଆପଣଙ୍କର ଭଲ ଅଟେ। ଦାମୀ ଜିନିଷ କିଣି ପାରନ୍ତି।

ମୀନ ରାଶି। ଶୁକ୍ର ଆପଣଙ୍କ ତୃତୀୟ ଭାଗର ସ୍ୱାମୀ ଅଟନ୍ତି ଏବଂ ଅଷ୍ଟମ ଭାଗର ସ୍ବାମି ଏବଂ ଏହି ସମୟରେ ଦ୍ଵାଦଶ ଭାଗରେ ଚଳନ କରିବେ। ଖର୍ଚ୍ଚର ଭାଗ ଏବଂ ହାନିର ଭାଗ କୁହାଯାଏ। ଅଳ୍ପ ଖର୍ଚ୍ଚ ବଢ଼ାଇବ। ଅନାବଶ୍ୟକ ଖର୍ଚ୍ଚ କାରଣରୁ ଚାପ ଏହିବ ଏବଂ ମାନସିକ ଚିନ୍ତା ରହିବ। ଚୋରି ନହେଉ ଖର୍ଚ୍ଚ ନହେଉ ଧ୍ୟାନ ରଖନ୍ତୁ। ସମସ୍ତ ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ। ଚାକିରୀରେ ସ୍ଥିରତା ବନାଇ ରଖିବାର ଆବଶ୍ୟକତା ଅଛି। ପରିଶ୍ରମ କରନ୍ତୁ। ଷ୍ଟକ ମାର୍କେଟରେ କୌଣସି ବି ପ୍ରକାରର ବିନିଯୋଗ କରିବା ଠାରୁ ଦୂରେଇ ରୁହନ୍ତୁ ନଚେତ କ୍ଷତି ହେବାର ସମ୍ଭାବନା ରହିଛି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *