Excuse Me Odisha

ଯାହା କହିବୁ ସତ କହିବୁ

ନବରାତ୍ରୀରେ ଘରେ ଏହି ୭ ଜିନିଷ ପଡି ରହିଲେ ହୋଇଥାଏ ଗରିବିର କାରଣ। ନବରାତ୍ରୀ ପୂର୍ବରୁ ଘରୁ ବାହାର କରିଦିଅନ୍ତୁ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ନବରାତ୍ରୀରେ ଘରେ ଏହି ୭ ଜିନିଷ ପଡି ରହିଲେ ହୋଇଥାଏ ଗରିବିର କାରଣ। ନବରାତ୍ରୀ ପୂର୍ବରୁ ଘରୁ ବାହାର କରିଦିଅନ୍ତୁ।

ଚୈତ୍ର ମାସର ନବରାତ୍ରୀ ଚୈତ୍ର ମାସର ଶୁକ୍ଳପକ୍ଷର ମହାପଦାରୁ ଆରମ୍ଭ ହୋଇଥାଏ ଏବଂ ନବମୀ ପର୍ଯ୍ୟନ୍ତ ଚାଲିଥାଏ ଏବଂ ଦଶମୀ ତିଥିରେ ପାଳନ କରାଯାଏ ଏବଂ ବ୍ରତ ସେତେବେଳେ ଯାଇ ପୁରା ହୋଇଥାଏ। ଶାସ୍ତ୍ର ଅନୁସାରେ ନବରାତ୍ରୀରେ ମା ଦୁର୍ଗାଙ୍କ ଆରୋଧନା କରିବା ଦ୍ୱାରା ପରମ ସୁଖ ମିଳିଥାଏ ମନସ୍କାମନା ପୂରଣ କରିଥାଏ। ମା ଦୁର୍ଗା ଭକ୍ତଙ୍କର ସମସ୍ତ ଦୁଃଖ କଷ୍ଟ ଦୂର କରିଥାନ୍ତି। ମାନ୍ୟତା ଅଛି ଏହିଦିନ ମା ଦୁର୍ଗା ଧରତୀ ଉପରେ ଅବତରଣ କରିଥାନ୍ତି ଆଉ ନିଜର ଭକ୍ତଙ୍କ ମନସ୍କାମନାକୁ ପୂରଣ କରିଥାନ୍ତି। ଏମିତିରେ ଘରେ ଏମିତି କିଛି ଜିନିଷ ଅଛି ଯାହା ନବରାତ୍ରୀ ହେବା ପୂର୍ବରୁ ବାହାର କରିଦେବା ବହୁତ ଆବଶ୍ୟକ ଅଟେ।

ସଫା ସୁତରା ମାଙ୍କୁ ବହୁତ ପସନ୍ଦ ଅଟେ ଏବଂ ନବରାତ୍ରୀ ଆସିବା ପୂର୍ବରୁ ଘରର ସବୁ ପୁରୁଣା ଭଙ୍ଗାରୁଜା ଜିନିଷ ଘରୁ ବାହାର କରିଦିଅନ୍ତୁ। ଛାତ ଉପରେ ଅରିଷ୍କାର ଜିନିଷ ରଖନ୍ତୁ ନାହିଁ। ପୁରୁଣା ଫଟା କପଡା ରଖନ୍ତୁ ନାହିଁ। ପୁରୁଣା ଜୋତା ଚପଲ ଅର୍ଥାତ ଛିଣ୍ଡି ଯାଇଥିବା ଜୋତା ଚପଲ ସବୁ ବାହାର କରିଦିଅନ୍ତୁ।

ଫଟା କପଡା ପିନ୍ଧିବେ ନାହିଁ।

ରସୁଣ ପିଆଜ ମାଂସ ମଦର ସେବନ ଏହିଦିନ ଭୁଲରେ ବି କରିବେ ନାହିଁ। ନଚେତ ମାତାରାଣୀ କ୍ରୋଧିତ ହୋଇଯିବେ ଏବଂ ଘରେ ଯେତେ ସମ୍ଭବ ଶାନ୍ତିର ବାତାବରଣ ରଖନ୍ତୁ ଏବଂ ପ୍ରେମର ବାତାବରଣ ରଖନ୍ତୁ। କ୍ରୋଧକୁ ନିଜ ମନରୁ ଦୂର କରନ୍ତୁ।

ଏମିତି ୭ଟି କାରଣ ଯୋଗୁ ଗରିବୀ ଆସିଥାଏ। ତେବେ ଆସନ୍ତୁ ଜାଣିବା ସେହି ୭ ଟି କାମ ବିଷୟରେ ଯାହା ଆପଣଙ୍କୁ ଆପଣଙ୍କର ଗରିବିରୁ ବାହାର କରିବ।

କେବେ କେବେ ଏମିତି ହୋଇଥାଏ ନାଁ ଆପଣ ଯେଉଁ କାମ କରୁଥିବେ ଆପଣଙ୍କୁ ବରକ୍ତି ଲାଗିଥାଏ ଆଉ ଆରାମ କରିଥାନ୍ତି ତ ଏହି ଆରାମ ଏହି ଆଳସ୍ୟ ଆପଣଙ୍କୁ ଉନ୍ନତି କରିବାକୁ ଦେଇନଥାଏ। ଆପଣ ଗୋଟିଏ କାମରେ ରୁହନ୍ତୁ ନାହିଁ। କାମର ଗତିକୁ ବଢ଼ାନ୍ତୁ। ଆରାମ ଚକରରେ ନିଜକୁ ଧୋକା ଦିଅନ୍ତୁ ନାହିଁ। ଆପଣଙ୍କୁ କାହା ପାଖରେ ଭିକ ନମାଗିବାକୁ ପଡୁ ତ ଆପଣଙ୍କୁ ସମୟର ଠିକ ବ୍ୟବହାର କରିବା ଉଚିତ।

ଯେତେକି ଆପଣ ରୋଜଗାର କରୁଛନ୍ତି ସେହି ଅନୁସାରେ ଖର୍ଚ୍ଚ କରନ୍ତୁ। ବାରମ୍ବାର କାହା ପାଖରୁ ଉଧାର ନିଅନ୍ତୁ ନାହିଁ। ଏହି ଜିନିଷ ବି ଆପଣଙ୍କୁ ଅବନତି ଆଡ଼କୁ ନେଇଯାଇଥାଏ। ଆପଣ ବାରମ୍ବାର କରଜ ନେଲେ କରଜର ଭାର ମଥା ଉପରେ ରହିଥାଏ। ଏହାକୁ ଶୁଝି ପାରିବେ ନାହିଁ। ସେଥିପାଇଁ ଯେତିକି ଆପଣଙ୍କର କ୍ଷମତା ସେହି ଅନୁସାରେ ପାଦ ପକାନ୍ତୁ। କରଜ ନେବା ଠାରୁ ଦୂରେଇ ରୁହନ୍ତୁ।

ଖରାପ ସଙ୍ଗତ ଠାରୁ ଦୂରେଇ ରୁହନ୍ତୁ। ଏମିତିରେ ଏବେ ପିଲାମାନେ ମଦ ପିଉଛନ୍ତି ଖରାପ ସଙ୍ଗତରେ ମିଶି ଖରାପ କାମ କରୁଛନ୍ତି ତ ଏହି କାମ ଭଲ ନୁହେଁ। ଆପଣ ସମୟର ବର୍ବାଦ କରନ୍ତୁ ନାହିଁ। ସମୟର ବର୍ବାଦ କରିଲେ ହାତରୁ ସମୟ ବହାରିଯିବ। ଏହି ଖରାପ କାମ ଠାରୁ ଦୂରେଇ ରୁହନ୍ତୁ।

କୌଣସି ବଡ଼ ବିନିଯୋଗ ପାଇଁ ଆପଣ ଲୋନ ନେଇଥାଆନ୍ତି। ଏହି ଲୋନ ନେଇ ଆପଣ କୌଣସି ବଡ଼ ଘର କିମ୍ବା ଅନ୍ୟ କୌଣସି ବଡ଼ ଜିନିଷ କିଣି ନେଉଛନ୍ତି। ଯଦି ଆପଣଙ୍କୁ ଲାଗୁଛି କି ଏହି ଲୋନ ଶୁଝି ପାରିବେ ତ ନିଅନ୍ତୁ ନଚେତ କେବେବି ନିଅନ୍ତୁ ନାହିଁ। ଆପଣ ଦୁନିଆକି ଦେଖେଇବା ପାଇଁ କୌଣସି ବି କାମ କରନ୍ତୁ ନାହିଁ। ଯେତିକି ସମ୍ଭବ ସେତିକି କରନ୍ତୁ ନିଜର କ୍ଷମତା ଅନୁଯାୟୀ। ଯେଉଁଥିରେ ଆପଣ ଖୁସି ଏହିପାରିବେ।

ଘରେ ଝଗଡା ଲଢେଇ କରନ୍ତୁ ନାହିଁ।

ବଡ଼ ମାନଙ୍କର ଅପମାନ କରନ୍ତୁ ନାହିଁ।

ସମୟରେ ଉଠି ଘରେ ଝାଡୁ ପୋଛା କରି ସଫା କରନ୍ତୁ।

ପ୍ରସନ୍ନ ମନରେ ଖାଦ୍ୟ ପ୍ରସ୍ତୁତ କରନ୍ତୁ।

ବ୍ୟବସ୍ଥିତ ରୁହନ୍ତୁ। ଅତର ଲଗାନ୍ତୁ ଯାହା ଦ୍ୱାରା ଆପଣଙ୍କ ଶୁକ୍ର ମଜବୁତ ହେବ।

ଧନ କାହାରିକୁ ଉଧାର ଦିଅନ୍ତୁ ନାହିଁ କି ଉଧାର ନିଅନ୍ତୁ ନାହିଁ। ଏହି ଜିନିଷ ଆପଣଙ୍କୁ ଅବନତି ଆଡ଼କୁ ନେଇଯିବ।

ଦିନର ଆରମ୍ଭ ହସରୁ କରନ୍ତୁ। ରାଗିକି ନୁହେଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *