Excuse Me Odisha

ଯାହା କହିବୁ ସତ କହିବୁ

ଏହି ରାଶିର ଲୋକଙ୍କ ପାଇଁ ବହୁତ ଖାସ୍ ଅଟେ ଏପ୍ରିଲ ମାସ, ଘରକୁ ଆସିବ ଅନେକ ଖୁସି।

ସେୟାର୍ କରନ୍ତୁ

ମାର୍ଚ୍ଚ ମାସ ଶେଷ ହେବା ପାଇଁ ଆଉ ଅଳ୍ପ ଦିନ ବାକି ରହିଛି। ଏହାପରେ ଏପ୍ରିଲ ମାସର ଆରମ୍ଭ ହୋଇଯିବ।କିନ୍ତୁ କଣ ଆପଣ ମାନେ ଜାଣିଛନ୍ତି କି ଜ୍ୟୋତିଷ ଶାସ୍ତ୍ରରେ ବହୁତ ଖାସ୍ ମାନା ଯାଇଛି। ଜ୍ୟୋତିଷ ମାନଙ୍କ ଅନୁସାରେ ଏହି ମାସରେ ଗ୍ରହ ମାନଙ୍କ ମଧ୍ୟ ବହୁତ ପରିବର୍ତ୍ତନ ଦେଖିବାକୁ ମିଳିବ। ଆମ ସୌର ମଣ୍ଡଳରେ ୯ଟି ଗ୍ରହ ରହିଛି।ଏପ୍ରିଲ ମାସରେ ଏହି ୯ଟି ଗ୍ରହର ରାଶି ପରିବର୍ତ୍ତନ ହେବାକୁ ଯାଉଛି।

ଗ୍ରହ ମାନଙ୍କର ବଦଳୁଥିବା ସ୍ଥିତି ଅନୁସାରେ ଏହାର ପ୍ରଭାବ ପ୍ରତ୍ୟେକ ମନୁଷ୍ୟ ଉପରେ ପଡ଼ିଥାଏ।କିଛି ଲୋକଙ୍କ ଉପରେ ଗ୍ରହ ଚଳନର ଶୁଭ ପ୍ରଭାବ ଦେଖିବାକୁ ମିଳେ ତ ଆଉକିଛି ଲୋକଙ୍କୁ ଗ୍ରହ ଚଳନର ଅଶୁଭ ପ୍ରଭାବ ଦେଖିବାକୁ ମିଳେ।ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ଏହି ଗ୍ରହ ମାନଙ୍କର ରାଶି ପରିବର୍ତ୍ତନ ଯୋଗୁଁ କେଉଁ ରାଶିର ଲୋକଙ୍କୁ ଶୁଭ ପରିଣାମ ପ୍ରାପ୍ତ ହେବ। ଜ୍ୟୋତିଷ ମାନଙ୍କ ମତରେ ଏହି ମାସରେ ଶନି, ରାହୁ ଓ କେତୁ ରାଶି ପରିବର୍ତ୍ତନ କରିବେ। ଏହି ଗ୍ରହ ଗୁଡ଼ିକ ଯେଉଁ ରାଶିରୁ ବାହାରିବେ, ସେହି ରାଶିର ଲୋକଙ୍କ ଜୀବନରୁ ଦୁଃଖକଷ୍ଟ ଦୂର ହୋଇଯିବ।

ବୃଷ ରାଶି :-

ରାହୁ ଗ୍ରହ ଏହି ରାଶିରେ ଅବସ୍ଥାନ କରିଛନ୍ତି। ଏପ୍ରିଲ ମାସରେ ରାହୁ ଗ୍ରହ ଏହି ରାଶିରୁ ବାହାରି ମେଷ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି। ଏହାଦ୍ବାରା ଏହି ରାଶିର ଲୋକଙ୍କ ଜୀବନରେ ସମସ୍ତ ଦୁଃଖକଷ୍ଟ ଦୂର ହୋଇଯିବ।ଆପଣଙ୍କର ଅଟକି ରହିଥିବା ସବୁ କାର୍ଯ୍ୟ ସମ୍ପନ୍ନ ହେବ।ଏହାସହିତ ଆପଣ ସବୁ କ୍ଷେତ୍ରରେ ସଫଳତା ହାସଲ କରିବେ।

ସିଂହ ରାଶି :-

ଏହି ରାଶିରୁ ଖୁବ୍ ଶୀଘ୍ର ପାପୀ ଗ୍ରହ ବାହାରି ଅନ୍ୟ କୌଣସି ରାଶିରେ ପ୍ରବେଶ କରିବ। ଯାହାଦ୍ଵାରା ଆପଣଙ୍କ ଜୀବନରେ ପୁଣିଥରେ ହସଖୁସି ଫେରି ଆସିବ। କାରବାର ପାଇଁ ଏହି ସମୟ ଅନୁକୂଳ ରହିଛି। ଆପଣଙ୍କୁ ଚାକିରି କ୍ଷେତ୍ରରେ ପଦୋନ୍ନତୀ ମିଳିବାର ଯୋଗ ରହିଛି।

ବିଛା ରାଶି :-

ଜ୍ୟୋତିଷ ମାନଙ୍କ ମତରେ ଏପ୍ରିଲ ମାସ ବିଛା ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଅନୁକୂଳ ରହିଛି।ଏହି ରାଶିରୁ କେତୁ ଗ୍ରହ ବାହାରି ଅନ୍ୟ ରାଶିରେ ପ୍ରବେଶ କରିବ।ଯାହାଦ୍ଵାରା ଏପ୍ରିଲ ମାସରେ ଏହି ରାଶିର ଲୋକଙ୍କୁ ସଫଳତା ମିଳିବ।

ଧନୁ ରାଶି :-

ଏହି ରାଶିରେ ଶନି ଗ୍ରହ ଅବସ୍ଥାନ କରିଛନ୍ତି। ଏପ୍ରିଲ ମାସରେ ଶନିଙ୍କ ଚଳନରେ ପରିବର୍ତ୍ତନ ହେବା ଯୋଗୁଁ ଏହି ରାଶିର ଲୋକଙ୍କୁ ଅନେକ ସୁଖ ପ୍ରଦାନ କରିବ।ଆପଣଙ୍କ ଜୀବନରେ ଥିବା ସମସ୍ତ ସମସ୍ୟା ଦୂର ହୋଇଯିବ। ଏହାସହିତ ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *