Excuse Me Odisha

ଯାହା କହିବୁ ସତ କହିବୁ

୫୦୦ ବର୍ଷ ପରେ ଏପ୍ରିଲ ମାସ ଠାରୁ ବଦଳିବାକୁ ଯାଉଛି ଏହି ସମସ୍ତ ରାଶିର ଭାଗ୍ୟ ! ଏଥିରେ ଆପଣଙ୍କ ରାଶି ନାହିଁ ତ ?

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ।ଆମ ଜୀବନରେ ଯାହା ସବୁ ପରିବର୍ତ୍ତନ ହୋଇଥାଏ, ତାହା ଆମ ରାଶିଚକ୍ରରେ ଥିବା ଗ୍ରହ ମାନଙ୍କର ଚଳନ ଉପରେ ନିର୍ଭର କରିଥାଏ।ତେବେ ଏହି ଏପ୍ରିଲ ମାସରେ କିଛି ରାଶିର ଲୋକଙ୍କ ଜୀବନରେ ଅନେକ କିଛି ପରିବର୍ତ୍ତନ ଆସିବାକୁ ଯାଉଛି। ଆଜି ଆମେ ଆପଣଙ୍କୁ ସେହି ରାଶିର ଲୋକଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନଙ୍କ ଭାଗ୍ୟରେ ଆଗାମୀ ସମୟରେ ଅନେକ କିଛି ପରିବର୍ତ୍ତନ ହେବାକୁ ଯାଉଛି। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ମେଷ ରାଶି:-

ଏହି ରାଶିର ଲୋକଙ୍କ ଜୀବନରେ ଆଗାମୀ ସମୟରେ ଅନେକ ପରିବର୍ତ୍ତନ ହେବାକୁ ଯାଉଛି।ଦେବୀ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ପଡ଼ିବାକୁ ଯାଉଛି।ଯାହା ଫଳରେ ଆଗାମୀ ସମୟରେ ଆପଣଙ୍କ ଜୀବନରେ କୌଣସି ମଧ୍ୟ ସମସ୍ୟା ସୃଷ୍ଟି ହେବ ନାହିଁ। ଆର୍ଥିକ ରୂପରେ ଆପଣ ସୁଦୃଢ ରହିବେ। ଏହା ସହିତ ଦେବୀ ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ପାଖରେ କେବେବି ଧନର ଅଭାବ ରହିବ ନାହିଁ।

ବିଛା ରାଶି:-

ଏହି ରାଶିର ଲୋକମାନଙ୍କ ପାଇଁ ଏପ୍ରିଲ ମାସ ବହୁତ ଲାଭଦାୟକ ସାବ୍ୟସ୍ତ ହେବ।ଆପଣ ମାନେ ନିଜ ଜୀବନରେ ଅନେକ ସଫଳତା ହାସଲ କରିବେ।ତେବେ ଦେବୀ ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ସର୍ବଦା ରହିବ। ଏହା ସହିତ ଆପଣଙ୍କର ଅଟକି ରହିଥିବା ସମସ୍ତ କାର୍ଯ୍ୟ ସମ୍ପନ୍ନ ହେବ। ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ।

କର୍କଟ ରାଶି:-

ଏହି ରାଶିର ଲୋକଙ୍କ ପାଇଁ ଏପ୍ରିଲ ମାସ ଅତ୍ୟନ୍ତ ସୁଖମୟ ସାବ୍ୟସ୍ତ ହେବ।ଦେବୀ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ସର୍ବଦା ଆପଣଙ୍କ ଉପରେ ରହିବ।ଆପଣଙ୍କୁ ଅଚାନକ ଧନ ପ୍ରାପ୍ତି ହେବାର ଯୋଗ ରହିଛି।ଏହା ସହିତ ଆପଣ ନୂଆ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛନ୍ତି। ଆପଣଙ୍କୁ ପରିବାର ଲୋକେ ଯଥେଷ୍ଟ ସମର୍ଥନ କରିବେ। ଚାକିରି କ୍ଷେତ୍ରରେ ଆପଣଙ୍କୁ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି।

ଧନୁ ରାଶି:-

ଏହି ରାଶିର ଲୋକଙ୍କ ପାଇଁ ଏହି ଏପ୍ରିଲ ମାସ ଅତ୍ୟନ୍ତ ଅନୁକୂଳ ସାବ୍ୟସ୍ତ ହେବ। ଏହାସହିତ ଦେବୀ ଲକ୍ଷ୍ମୀ ଆପଣଙ୍କ ପରିବାର ଉପରେ ନିଜର କୃପା ଦୃଷ୍ଟି ରଖିବେ। ଯାହାଦ୍ଵାରା ଆପଣ ସବୁ କ୍ଷେତ୍ରରେ ସଫଳତା ଅର୍ଜନ କରିବେ।ଏହାସହିତ ଆପଣଙ୍କର ବୈବାହିକ ଜୀବନ ମଧ୍ୟ ସୁଖମୟ ହେବାକୁ ଯାଉଛି। ଅବିବାହିତ ଲୋକଙ୍କ ବିବାହର ପ୍ରସ୍ତାବ ଆସିପାରେ। କାର୍ଯ୍ୟକ୍ଷେତ୍ରରେ ଆପଣ ପ୍ରଶଂସାର ପାତ୍ର ହେବେ।

ତୁଳା ରାଶି:-

ଏହି ରାଶିର ଲୋକେ ଆଗାମୀ ସମୟରେ ଅନେକ ସଫଳତା ପାଇବାକୁ ଯାଉଛନ୍ତି।ଆପଣ କୌଣସି ନୂଆ ବ୍ୟବସାୟ ଆରମ୍ଭ କରି ପାରିବେ।ଚାକିରି କରୁଥିବା ଲୋକଙ୍କ ଜୀବନରେ ସବୁ ସମସ୍ୟା ଦୂର ହୋଇଯିବ।ଅଚାନକ ଧନପ୍ରାପ୍ତି ହେବାର ଯୋଗ ରହିଛି। ପରିବାରରେ ସୁଖଶାନ୍ତି ବଜାୟ ରହିବ। ଆର୍ଥିକ ରୂପରେ ଆପଣ ସୁଦୃଢ ରହିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *