Excuse Me Odisha

ଯାହା କହିବୁ ସତ କହିବୁ

ଏହି ୬ଟି ରାଶିର ଲୋକଙ୍କ ପାଇଁ ଶୁଭ ହେବାକୁ ଯାଉଛି ନବରାତ୍ରି ! ଦେବୀ ଦୁର୍ଗାଙ୍କ ଆଶୀର୍ବାଦ ସର୍ବଦା ଆପଣଙ୍କ ଉପରେ ରହିବ।

ସେୟାର୍ କରନ୍ତୁ

ଦେବୀ ଦୁର୍ଗାଙ୍କ କୃପାରୁ ଜୀବନରେ ସୁଖସମୃଦ୍ଧି ଭରି ଯାଇଥାଏ। ୨୦୨୨ର ଏପ୍ରିଲ ୨ ତାରିଖ ଶନିବାର ଦିନ ଠାରୁ ନବରାତ୍ରି ଆରମ୍ଭ ହେବାକୁ ଯାଉଛି। ଯାହାଦ୍ଵାରା ୬ଟି ରାଶିର ଲୋକଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ।

– ୬ଟି ରାଶିର ଲୋକଙ୍କ ଭାଗ୍ୟ ବଦଳି ଯିବ।

– ନବରାତ୍ରିରେ ହୋଇପାରେ ଜବରଦସ୍ତ ଲାଭ।

– ଏହି ରାଶିର ଲୋକଙ୍କ ପାଇଁ ନବରାତ୍ରି ବହୁତ ଶୁଭ ସାବ୍ୟସ୍ତ ହେବ।

ନବରାତ୍ରିରେ ଦେବୀ ଦୁର୍ଗାଙ୍କର ନଅଟି ସ୍ୱରୁପକୁ ପୂଜା କରାଯାଇଥାଏ।ମାନ୍ୟତା ରହିଛି କି ନବରାତ୍ରି ସମୟରେ ଦେବୀ ଦୁର୍ଗା ପୃଥିବୀରେ ବିଚରଣ କରିଥାନ୍ତି। ୨୦୨୨ର ଏପ୍ରିଲ ୨ ତାରିଖ ଶନିବାର ଦିନ ଠାରୁ ନବରାତ୍ରି ଆରମ୍ଭ ହେବାକୁ ଯାଉଛି।ଏହି ସମୟରେ ଦୁଇଟି ଗ୍ରହ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି ଏବଂ ଆଉକିଛି ଗ୍ରହ ଅନ୍ୟ ଗ୍ରହ ସହିତ ମିଶି ଖାସି ସ୍ଥିତି ସୃଷ୍ଟି କରିବେ।ଯାହାଦ୍ଵାରା ଏହି ୬ଟି ରାଶିର ଲୋକଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ।

ନବରାତ୍ରି ସମୟରେ ଏହି ରାଶିର ଲୋକଙ୍କ ଉପରେ ଦେବୀଙ୍କ କୃପା ବର୍ଷିବ :-

ମେଷ ରାଶି :-

ଏହି ରାଶିର ଲୋକଙ୍କ ପାଇଁ ଚୈତ୍ର ନବରାତ୍ରି ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ।ଦେବୀ ଦୁର୍ଗା ବିଶେଷ କରି ଆପଣଙ୍କ ଉପରେ ପ୍ରସନ୍ନ ହେବେ। ଆପଣ ସବୁ କାର୍ଯ୍ୟରେ ସଫଳତା ଅର୍ଜନ କରିବେ। କ୍ୟାରିୟରରେ ଆପଣଙ୍କୁ ସଫଳତା ମିଳିବା ସହିତ ସମ୍ମାନ ପ୍ରାପ୍ତ ହେବ।

ବୃଷ ରାଶି :-

ଏହି ରାଶିର ଲୋକଙ୍କ ପାଇଁ ନବରାତ୍ରି ବହୁତ ଲାଭଦାୟକ ସାବ୍ୟସ୍ତ ହେବ। ଭାଗ୍ୟ ସର୍ବଦା ଆପଣଙ୍କ ସପକ୍ଷରେ ରହିବ। ଆର୍ଥିକ ରୂପରେ ଆପଣ ସୁଦୃଢ ରହିବେ। କାର୍ଯ୍ୟକ୍ଷେତ୍ରରେ ଆପଣ ଅଧିକ ଦାୟିତ୍ୱ ତୁଲାଇ ପାରନ୍ତି। ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ।

କର୍କଟ ରାଶି :-

ଏହି ରାଶିର ଲୋକଙ୍କ ପାଇଁ ନବରାତ୍ରି ବହୁତ ଶୁଭ ସାବ୍ୟସ୍ତ ହେବ। ବ୍ୟାପାର କ୍ଷେତ୍ରରେ ଆପଣ ନିଶ୍ଚିତ ରୂପରେ ଲାଭବାନ ହେବେ। ପରିବାରରେ ଦେବୀଙ୍କ କୃପାରୁ ସୁଖସମୃଦ୍ଧି ବୃଦ୍ଧି ହେବ।

ସିଂହ ରାଶି :-

ଏହି ରାଶିର ଲୋକଙ୍କ ପାଇଁ ନବରାତ୍ରି ଅତ୍ୟନ୍ତ ସୁଖମୟ ସାବ୍ୟସ୍ତ ହେବ। କୌଣସି ସ୍ଥାନକୁ ଯାତ୍ରା କରି ପାରନ୍ତି।ଅଚାନକ ଧନଲାଭ ହେବାର ସମ୍ଭାବନା ରହିଛି। ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ଯେଉଁ ଲୋକମାନେ ରୋଗଶଯ୍ୟାରେ ପଡିଛନ୍ତି, ସେମାନଙ୍କୁ ରୋଗରୁ ମୁକ୍ତି ମିଳିବ।

କନ୍ୟା ରାଶି :-

ଏହି ରାଶିର ଲୋକଙ୍କ ପାଇଁ ଚୈତ୍ର ନବରାତ୍ରି ବହୁତ ଶୁଭ ସାବ୍ୟସ୍ତ ହେବ। ପ୍ରେମ କରୁଥିବା ଲୋକଙ୍କ ପାଇଁ ଏହି ସମୟ ବହୁତ ଖାସ୍ ଅଟେ। ଆର୍ଥିକ ରୂପରେ ଚୈତ୍ର ନବରାତ୍ରି ବହୁତ ଶୁଭ ସାବ୍ୟସ୍ତ ହେବ। ପରିବାରରେ ସୁଖଶାନ୍ତିର ବାତାବରଣ ରହିବ।

ତୁଳା ରାଶି :-

ଏହି ରାଶିର ଲୋକଙ୍କ ପାଇଁ ଚୈତ୍ର ନବରାତ୍ରି ବହୁତ ଶୁଭ ସାବ୍ୟସ୍ତ ହେବ। ଧନ ଉପାର୍ଜନ ପାଇଁ ନୂଆ ମାର୍ଗ ପ୍ରାପ୍ତ ହେବ। ଆପଣଙ୍କର ଅଟକି ରହିଥିବା ସବୁ କାର୍ଯ୍ୟ ସମ୍ପନ୍ନ ହେବ। ସମୟ ଆପଣଙ୍କ ପାଇଁ ବହୁତ ସୁଖମୟ ରହିବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ପ୍ରତିଭାର ପ୍ରଶଂସା ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *