Excuse Me Odisha

ଯାହା କହିବୁ ସତ କହିବୁ

ଏମିତି ଶୋଉଥିବା ମହିଳାମାନେ ମାଆ ହୋଇପାରନ୍ତି ନାହିଁ ! ଜାଣନ୍ତୁ ସନ୍ତାନ ପ୍ରାପ୍ତିର ବାସ୍ତୁ ନିୟମ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଏମିତି ଶୋଉଥିବା ମହିଳା କେବେବି ମା ହୋଇପାରନ୍ତି ନାହିଁ। ସନ୍ତାନ ପ୍ରାପ୍ତିର ବାସ୍ତୁ ନିୟମ

ଏମିତି ମହିଳାମାନେ କେବେବି ସନ୍ତାନର ମା ହୋଇପାରନ୍ତି ନାହିଁ। ଏହି ପାପ କରିବା ଦ୍ୱାରା ହୋଇଯାନ୍ତି ବାଂଝ। ଏହା ସହିତ ଜାଣିବା ସନ୍ତାନ ପ୍ରାପ୍ତିର ବହୁତ ସରଳ ଉପାୟ। ଯାହା ଦ୍ୱାରା ଆପଣଙ୍କୁ ସନ୍ତାନ ସୁଖର ପ୍ରାପ୍ତି ହୋଇପାରିବ। ଏହା ସହିତ ଜାଣିବା କିଛି ବାସ୍ତୁଦୋଷ କାରଣରୁ ସନ୍ତାନର ଜନ୍ମ ହୋଇପାରିନଥାଏ। ସମସ୍ତ କାର୍ଯ୍ୟରେ ବାଧା ଆସିଥାଏ।

ଆଚାର୍ଯ୍ୟ ଚାଣକ୍ୟ କହିଥିଲେ ଏମିତି ମହିଳା କେବେବି ମା ହୋଇପାରନ୍ତି ନାହିଁ। ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ଏମିତି ମହିଳା ସର୍ବଦା ବାଂଝ ରହିଥାନ୍ତି। ଆମେ ସମସ୍ତେ ଏହି କଥା ମାନିଥାଉ କି ବିବାହିତ ଜୀବନରେ ପୂର୍ଣ୍ଣ ସୁଖ ସେତେବେଳେ ମିଳିଥାଏ ଯେତେବେଳେ ସେ ଦମ୍ଫତ୍ତି ସନ୍ତାନ ପ୍ରାପ୍ତ କରିଥାନ୍ତି। ସେତେବେଳେ ଉତ୍ତମ ସନ୍ତାନ ସୁଖ ମିଳିଥାଏ।

ସନ୍ତାନ ନହେଲେ ସମାଜରେ ଅନେକ ଖରାପ ବିଚାର ଉତ୍ପନ କରିଥାଏ। ଗୋଟେ ସୁଖୀ ଜୀବନ ବଞ୍ଚିବା ପାଇଁ ସନ୍ତାନର ହେବା ସେତିକି ଜରୁରୀ ଯେତିକି ପିଇବା ପାଇଁ ପାଣି। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସନ୍ତାନ ନହେବା ସବୁଠାରୁ ଖରାପ ପରିସ୍ଥିତିରେ ଗୋଟେ ସ୍ତ୍ରୀହିଁ ଭୋଗି ଥାଏ। ଏମିତି ଯୋଡିକୁ ସମାଜ ଖରାପ ନଜରରେ ଦେଖିଥାଏ। ଆସନ୍ତୁ ଜାଣିବା କାହିଁକି ସନ୍ତାନ ସୁଖରୁ ବଞ୍ଚିତ ହୋଇଥାନ୍ତି। ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ଏମିତି ମହିଳାମାନେ କେବେବି ମା ହୋଇପାରନ୍ତି ନାହିଁ।

ପଶୁଙ୍କ ନବଜାତ ଉପରେ ଅତ୍ୟାଚାର କରିବା। ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅନୁସାରେ ଯେଉଁ ସ୍ତ୍ରୀ କୌଣସି ପଶୁର ନବଜାତ ଉପରେ ଅତ୍ୟାଚାର କରିଥାନ୍ତି ତ ତାର କୌଣସି ବି ସନ୍ତାନ ହୋଇନଥାଏ। ଗରୁଡ଼ ପୁରାଣ ଅନୁସାରେ ଏମିତି ମାନ୍ୟତା ଅଛି ଯେଉଁ ସ୍ତ୍ରୀଙ୍କ ସନ୍ତାନ ନଥାଏ ତ ସେମାନେ ପୂର୍ବ ଜନ୍ମରେ ବହୁତ ପାପ କରିଥିବେ ଅର୍ଥାତ କୌଣସି ପଶୁଙ୍କ ସନ୍ତାନ କିମ୍ବା ମନୁଷ୍ୟଙ୍କ ସନ୍ତାନ ଉପରେ ଅତ୍ୟାଚାର କରିଥିବେ। ଏହି କାରଣରୁ ମହିଳା ସନ୍ତାନ ପ୍ରାପ୍ତରୁ ବଞ୍ଚିତ ହୋଇଥାନ୍ତି। ଶାସ୍ତ୍ର ଅନୁସାରେ ଯେଉଁମାନେ ସନ୍ତାନଙ୍କୁ କଷ୍ଟ ଦେଇଥାନ୍ତି ପଶୁମାନଙ୍କର ଛୋଟ ଛୋଟ ସନ୍ତାନ ଉପରେ ଅତ୍ୟାଚାର କରିଥାନ୍ତି ତ ସେମାନେ ସର୍ବଦା ସନ୍ତାନ ସୁଖରୁ ବଞ୍ଚିତ ରହିଯାନ୍ତି।

ଯେଉଁ ସ୍ତ୍ରୀ ପୁରୁଷ କୌଣସି ପଶୁର ନବଜାତ ଶିଶୁର ମାଂସ ଖାଇଥାନ୍ତି ତ ସେମାନଙ୍କୁ ଆଗ ଜନ୍ମରେ ସନ୍ତାନ ପ୍ରାପ୍ତିରୁ ବଞ୍ଚିତ ହେବାକୁ ପଡିଥାଏ। ନବଜାତ ପଶୁଙ୍କ ଉପରେ ଅତ୍ୟାଚାର କରିବା ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅନୁସାରେ ମନୁଷ୍ୟଙ୍କୁ ସେହି ମୁହୂର୍ତ୍ତରେ ପାପ ଲାଗିଥାଏ। ଏଥିପାଇଁ ଏମିତି ଭୁଲ କରନ୍ତୁ ନାହିଁ। ନଚେତ ସ୍ୱାମୀ ସ୍ତ୍ରୀ ଦୁଇଜଣଙ୍କୁ ବାଂଝ ହେବାର ସମ୍ଭାବନା ରହିଛି।

ଶାସ୍ତ୍ର ଅନୁସାରେ ଯେବେ କୌଣସି ପୁରୁଷ ପୂର୍ବ ଜନ୍ମରେ କିମ୍ବା ଏହି ଜନ୍ମରେ କୌଣସି ନବଜାତକୁ କଷ୍ଟ ଦେଇଥାଏ ତ ସେହି ସ୍ୱାମୀ ସ୍ତ୍ରୀଙ୍କ ଯୋଡିକୁ ସନ୍ତାନ ସୁଖର ପ୍ରାପ୍ତି ତ ହୋଇଯାଏ କିନ୍ତୁ ସେହି ପୁରୁଷର ମୃତ୍ୟୁ ପିତା ହେବା ମାତ୍ରେ ଶୀଘ୍ର ହୋଇଯାଏ ତାକୁ ସନ୍ତାନର ସୁଖ ମିଳିପାରିନଥାଏ। ଠିକ ସେମିତି ମହିଳାମାନଙ୍କ ପାଇଁ ମଧ୍ୟ ଶାସ୍ତ୍ରରେ ଏହି ନିୟମ ଅଛି।

ଶାସ୍ତ୍ର ଅନୁସାରେ ସ୍ୱାମୀ ସ୍ତ୍ରୀଙ୍କ କର୍ମ ଯଦି ଭଲ ହୋଇଥାଏ ତ ସନ୍ତାନ ପ୍ରାପ୍ତ ହୋଇଥାଏ। ଶାସ୍ତ୍ର ଅନୁସାରେ ଯଦି କୌଣସି ମହିଳା ଏହି ଜନ୍ମରେ କିମ୍ବା ପୂର୍ବ ଜନ୍ମରେ ନବଜାତକୁ କଷ୍ଟ ଦେଇଥାଏ ତ ତାକୁ ବି ସନ୍ତାନ ପ୍ରାପ୍ତିରୁ ବଞ୍ଚିତ ହେବାକୁ ପଡିଥାଏ କିମ୍ବା ତାର ମୃତ୍ୟୁ ହୋଇଯାଇଥାଏ ନଚେତ ବାଂଝର ସାମ୍ନା କରିବାକୁ ପଡିଥାଏ। ଏମିତିରେ ଦୁଇ ଜଣଙ୍କ ମଧ୍ୟରୁ କୌଣସି ଜଣଙ୍କୁ ସଂସାର ଛାଡିବାକୁ ପଡିଥାଏ।

ସନ୍ତାନ ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ।

ଶାସ୍ତ୍ର ଅନୁସାରେ ଯେତେ ପୂଜାପାଠ କରି ଫଳ ମିଳିନଥାଏ ସେତିକି କର୍ମ କରି ଫଳର ପ୍ରାପ୍ତି ହୋଇଥାଏ। ସନ୍ତାନ ପ୍ରାପ୍ତି ପାଇଁ ସ୍ୱାମୀ ଏବଂ ସ୍ତ୍ରୀଙ୍କୁ କୌଣସି ପଶୁର ନବଜାତ ସନ୍ତାନକୁ କ୍ଷୀର କଦଳୀ ଖାଇବାକୁ ଦେବା ଉଚିତ ଏବଂ ଛୋଟ ଛୋଟ ପିଲାଙ୍କୁ ଭଲପାଇବା ଉଚିତ। ପିଲାମାନଙ୍କୁ ଭଲପାଇଲେ ଏବଂ ଖାଦ୍ୟ ଖାଇବାକୁ ଦେବା ଦ୍ୱାରା ସନ୍ତାନର ପ୍ରାପ୍ତି ଅବଶ୍ୟ ହୋଇଥାଏ।

ଏମିତିରେ କୌଣସି ବି ପୁଅ ଝିଅର ଅନ୍ତର ପାନ୍ତର କରିବା ଉଚିତ ନୁହେଁ। ଭଗବାନ ଆପଣଙ୍କୁ ଯେଉଁ ସନ୍ତାନ ଦେବେ ସେଥିରେ ହିଁ ଆପଣଙ୍କୁ ଖୁସି ହେବା ଉଚିତ। ତାହା ଝିଅ ହଉ କିମ୍ବା ପୁଅ। ଭଗବାନଙ୍କର ଦ୍ୱାରା ସୃଷ୍ଟି ସମସ୍ତ ଜିନିଷକୁ ଆପଣ ସମ୍ମାନ ଦିଅନ୍ତୁ।

ଘରର ବାସ୍ତୁଦୋଷକୁ ବି ଦୂର କରି ସନ୍ତାନ ପ୍ରାପ୍ତି କରିହେବ।

ଯଦି ଘରର ବାସ୍ତୁ ଠିକ ନଥିବ ତ ମନୁଷ୍ୟଙ୍କ ଜୀବନରେ ବହୁତ ସମସ୍ୟା ଆସିଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ଘରର ବାସ୍ତୁ ଠିକ ହେବା ଉଚିତ। ବାସ୍ତୁଶାସ୍ତ୍ର ଅନୁସାରେ ବାସ୍ତୁଦୋଷ କାରଣରୁ ଘରେ ଧନର ହାନି ସ୍ୱାସ୍ଥ୍ୟ ହାନି ମତଭେଦ ଆଦି ହୋଇଥାଏ ଏତିକି ନୁହେଁ ସନ୍ତାନ ପ୍ରାପ୍ତିର ଅଭାବ ମଧ୍ୟ ଦେଖା ଦେଇଥାଏ। ତେବେ ଆସନ୍ତୁ ଜାଣିବା ସେହି ବାସ୍ତୁଦୋଷ ବିଷୟରେ।

ଯଦି ଆପଣଙ୍କ ଉତ୍ତର-ପୂର୍ବ ଦିଗରେ ଭାରି ଜିନିଷ ରଖିଥିବେ କିମ୍ବା ଐଶ୍ଵଣ୍ୟ କୋଣ ତେଢା ହୋଇଥିବ ସିଡ଼ି ତଳେ ଲାଟିନ ବନେବ ଥିବେ ତ ଏହା ଗମ୍ଭୀର ବାସ୍ତୁଦୋଷ ହୋଇଥାଏ। ଏହି ବାସ୍ତୁଦୋଷ କାରଣରୁ ସନ୍ତାନ ସୁଖରୁ ବଞ୍ଚିତ ରହିପାରନ୍ତି। ଏଥିପାଇଁ ବାସ୍ତୁ ଅନୁସାରେ ଏହି ଦୋଷକୁ ଦୂର କରନ୍ତୁ ଏବଂ ସମସ୍ୟାରୁ ମୁକ୍ତି ପାଆନ୍ତୁ।

ଯଦି ଘରେ ଯୁଦ୍ଧ କରୁଥିବା ଫୋଟ ଥିବ ତ କିମ୍ବା ଏକାନ୍ତରେ ବସିଥିବା କୌଣସି ବ୍ୟକ୍ତିର ଫୋଟ ଥିବ ତ ସେହି ଫୋଟକୁ ବାହାର କରିଦିଅନ୍ତୁ ଏମିତି ଉଦାସ ଫୋଟ ଘରେ ରଖନ୍ତୁ ନାହିଁ। ବେଡ଼ରୁମରେ ହାତୀର ଫୋଟ ଲଗାନ୍ତୁ ଏହା ସହିତ ଘରେ ଫଳ ରଖନ୍ତୁ। ଏହା ଦ୍ବାରା ସନ୍ତାନ ସୁଖର ପ୍ରାପ୍ତି ଜଲଦି ହୋଇଥାଏ।

ଯଦି ସ୍ୱାମୀ ସ୍ତ୍ରୀଙ୍କ ଶୋଇବା ଦିଗ ଠିକ ନଥିବ ତ ସନ୍ତାନ ସୁଖ ମିଳିନଥାଏ ଏଥିପାଇଁ ସ୍ତ୍ରୀଙ୍କୁ ସ୍ୱାମୀର ବାମ ପଟେ ହିଁ ଶୋଇବା ଉଚିତ।

ସ୍ୱାମୀ ସ୍ତ୍ରୀ ଯେଉଁଠି ଶୋଉଥିବେ ତା ଉପରେ ଯଦି ବିମ ଥିବ ତ ତାକୁ ବାହାର କରିଦିଅନ୍ତୁ। ଏହା ଦ୍ବାରା ସନ୍ତାନ ପ୍ରାପ୍ତିରେ ବାଧା ଆସିଥାଏ।

ନବ ଦମ୍ପତିଙ୍କୁ ବାୟୁ କୋଣ ଉତ୍ତର-ପଶ୍ଚିମ କୋଣକୁ ଉତମ ବୋଲି ମାନାଯାଏ। କିନ୍ତୁ ଗର୍ଭବତୀ ମହିଳାଙ୍କୁ ଦକ୍ଷିଣ-ପଶ୍ଚିମ କୋଣରେ ରହିବା ଉଚିତ। ଏହା ଦ୍ବାରା ଗର୍ଭ ସୁରକ୍ଷିତ ରହିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *