Excuse Me Odisha

ଯାହା କହିବୁ ସତ କହିବୁ

ଭଗବାନ ଶ୍ରୀକୃଷ୍ଣ ନିଜେ କହିଛନ୍ତି – ଯେଉଁ ବ୍ୟକ୍ତିଙ୍କ ପୂଜା ଘରେ ଏହି ଜିନିଷ ଥାଏ,ତାଙ୍କ ଘରେ ଟଙ୍କା ଭରି ରହିଥାଏ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଯେଉଁ ବ୍ୟକ୍ତିଙ୍କ ପୂଜା ଘରେ ଏହି ଜିନିଷ ଥାଏ ତାଙ୍କ ଘରେ ଟଙ୍କା ଭରି ରହିଥାଏ।

ଭଗବାନଙ୍କର ଗୋଟେ ନିଶ୍ଚିତ ସ୍ଥାନ ଥାଏ ଉତ୍ତର-ପୂର୍ବ ଦିଗ। ପୂଜା ଜିନିଷ ବହୁତ କିଛି ଥାଏ କିନ୍ତୁ ଏମିତି କିଛି ଜିନିଷ ଥାଏ ଯଦି ପୂଜା ଘରେ ଥାଏ ତ ଆପଣ ବହୁତ ଭାଗ୍ୟଶାଳୀ ଅଟନ୍ତି ଆପଣଙ୍କ ପୂଜା ଶୀଘ୍ର ଗ୍ରହଣ ହୋଇଥାଏ। ଭଗବାନ ଭାବର ଭୁକିଲା ହୋଇଥାନ୍ତି। କିନ୍ତୁ ଏମିତି ମୂର୍ତି ଏମିତି ଵସ୍ତୁ ଆପଣ ଆପଣଙ୍କ ପୂଜା ଘରେ ରଖିଲେ ସମାସ୍ୟା ଆପଣଙ୍କ ଜୀବନରେ କମି ହୋଇଥାଏ। ସେଥିମଧ୍ୟରୁ ଭଗବାନ ଶିବଙ୍କର ମୂର୍ତି କିମ୍ବା ଶିବଲିଙ୍ଗ।

ଛୋଟ ଶିବଲିଙ୍ଗ ଆଙ୍ଗୁଳି ମାପରେ ରଖିବେ ବଡ଼ ନୁହେଁ। ପାରଦ ଶିବଲିଙ୍ଗ ରଖିଲେ ବହୁତ ଭଲ। ଘରେ ଶାଳୀଗ୍ରାମ ଏବଂ ଶିବଲିଙ୍ଗ ରଖିବାର ବହୁତ ମହତ୍ୱ ଅଛି। ଘରେ ସନ୍ତୁଳନ ବଜାୟ ରହିଥାଏ। ସକାରାତ୍ମକ ଉର୍ଜା ଆସିଥାଏ। ଯେତେବେଳେ ଆପଣ ପୂଜା କରୁଛନ୍ତି ତ ତମ୍ବା ଘଟିରେ ଜଳ ଭରି ସେଥିରେ ତୁଳସୀ ପତ୍ର ପକେଇ ସେଥିରେ ଏକ ତମ୍ବା ଚାମଚ ରଖିନ୍ତୁ। ଆଉ ଚାମଚରେ ୩ ଥର ଜଳ ନେଇ ପାନ କରନ୍ତୁ ଏହା ଦ୍ବାରା ଫଳ ଦୁଇଗୁଣା ମିଳିଥାଏ।

ପଞ୍ଚାମୃତ। ପ୍ରତିଦିନ ଆପଣ ପଞ୍ଚାମୃତ ନ କରନ୍ତୁ କିନ୍ତୁ ପ୍ରତ୍ୟକ ଏକାଦଶୀ ତିଥିରେ ପଞ୍ଚାମୃତ ନିଶ୍ଚୟ କରନ୍ତୁ। ଏହା କ୍ଷୀର ଦହି ଘିଅ ମହୁ ଏବଂ ଶୁଦ୍ଧ ଜଳର ମିଶ୍ରଣରେ।ଏଥିରେ ଗୁଡ଼ ଏବଂ ମିଶ୍ରି ବି ମିଶେଇ ପାରିବେ। ଏହା ରୋଗ ନିବାରଣ କରିଥାଏ। ଏହାକୁ ଆପଣ ପ୍ରତିଦିନ ଭଗବାନଙ୍କ ପାଖରେ ଭୋଗ ଲଗେଇ ପରିବାରର ଲୋକଙ୍କୁ ଭୋଗ ଆକାରରେ ଦିଅନ୍ତୁ। ଏହା ଦ୍ବାରା ଘରେ କେହିବି ରୋଗରେ ପଡିବେ ନାହିଁ। ବୀମାର ଥିଲେ ଠିକ ହୋଇଯିବେ।

ଚନ୍ଦନ। ଏହାର ଅର୍ଥ ଥଣ୍ଡା ଏବଂ ଶୀତଳ। ଚନ୍ଦନ ଘୋରାଇ ଆପଣ ଭଗବାନ ବିଷ୍ଣୁଙ୍କୁ ତିଳକ ଲଗେଇବା ପରେ ନିଜେ ନିଜେ ମଥାରେ ତିଳକ ଲଗେଇବା ଦ୍ୱାରା ମସ୍ତିଷ୍କ ଶାନ୍ତ ହୋଇଥାଏ କିନ୍ତୁ ମହିଳାମାନେ ଚନ୍ଦନର ତିଳକ କଣ୍ଠରେ ଲଗାଇବେ ମଥାରେ ନୁହେଁ।

ଅକ୍ଷତ। ଏହା ସମ୍ପର୍ଣ୍ଣତା ଏବଂ ବୈଭବର ପ୍ରତୀକ ଅଟେ। ଆପଣ ଭଗବାନ ଶିବଙ୍କୁ ଗୋଟିଏ ଦାନା ଅକ୍ଷତ ନିଶ୍ଚୟ ଅର୍ପଣ କରନ୍ତୁ। କେବେ ପିତୃପୁରୁଷଙ୍କ ଫୋଟ ପୂଜା ସ୍ଥାନରେ ରଖିବେ ନାହିଁ ନଚେତ ଦେବୀ ଦେବତା ହୋଇଯିବେ କ୍ରୋଧିତ।

ଯେତେବେଳେ ଆପଣ ପୂଜା କରୁଛନ୍ତି ଭଗବାନଙ୍କୁ ଯେଉଁ ଫୁଲ ଅର୍ପଣ କରୁଛନ୍ତି ତ ସେହି ଫୁଲକୁ ସନ୍ଧ୍ୟା ସମୟରେ କାଢି ଦିଅନ୍ତୁ। ପର ଦିନ ବାସୀ ଫୁଲକୁ ପୂଜା ଘରୁ ବାହାର କରି ମାଟିରେ ପକେଇ ଦିଅନ୍ତୁ।

ନୈବେଦ୍ୟ। ଏହାର ଅର୍ଥ ମିଠା। ନୈବେଦ୍ୟଟେ ଆପଣ ଫଳ ବି ଭଗବାନଙ୍କୁ ଅର୍ପଣ କରିପାରିବେ ଯଦି କିଛି ନଥିବ ତେବେ ମିଶ୍ରି କିମ୍ବା ଗୁଡ଼ବି ଅର୍ପଣ କରିପାରିବେ। କିନ୍ତୁ ଭଗବାନ ଶିବ ଭଗବାନ ଗଣେଶ ଏବଂ ମା ଦୁର୍ଗାଙ୍କ ଭୋଗରେ କେବେବି ତୁଳସୀ ପତ୍ର ପକେଇବେ ନାହିଁ।

ପୂଜା ପରେ କୁମ କୁମ ସହିତ ଚାଉଳକୁ ମଥାରେ ଲଗେଇଲେ ବହୁତ ଶୁଭ ହୋଇଥାଏ।

ଧୂପ। ଏହାର ବାସ୍ନା ମନ ମସ୍ତିଷ୍କକୁ ସୁନ୍ଦର କରିଥାଏ। ଘରୁ ନକରାତ୍ମକ ଉର୍ଜାକୁ ବାହାର କରିଥାଏ। ଯେତେବେଳେ ଆପଣ ଧୂପ ଜଳେଇବେ ତ ମାଟିର ପାତ୍ର ହେଉ କିମ୍ବା ତମ୍ବା ପାତ୍ର ହେଉ ନେଇ ପାରିବେ।

ଦୀପ। ଦୀପ ଆପଣ କୌଣସି ବି ଧାତୁର ନେଇ ପାରିବେ।

ଗରୁଡ଼ ଘଣ୍ଟି। ଯେଉଁ ସ୍ଥାନରେ ଘଣ୍ଟି ବାଜିବାର ଧ୍ଵନି ନିୟମିତ ଭାବରେ ବାଜିଥାଏ ସେଠାକାର ବାତାବରଣ ଶୁଦ୍ଧ ହୋଇଥାଏ। ନକରାତ୍ମକ ଉର୍ଜା ବାହାରକୁ ବାହାରି ଯାଇଥାଏ। ନକରାତ୍ମକ ଉର୍ଜାକୁ ଦୂର କରିବା ପାଇଁ ଆପଣ ଘଣ୍ଟି ନିଶ୍ଚୟ ବଜାନ୍ତୁ। ଏହାକୁ କେବେବି ଭୂମି ଉପରେ ରଖିବେ ନାହିଁ ଏହାକୁ କୌଣସି ଆସନ ଉପରେ ରଖିବେ।

ଶଙ୍ଖ। ଯେଉଁ ଘରେ ଶଙ୍ଖ ଥାଏ ସେଠାରେ ମା ଲକ୍ଷ୍ମୀ ନିଶ୍ଚୟ ରହିଥାନ୍ତି। ଶଙ୍ଖ ସୁର୍ଯ୍ୟ ଏବଂ ଚନ୍ଦ୍ରମାଙ୍କ ଦେବ ସ୍ୱରୂପ ଅଟେ। ତୀର୍ଥ ସ୍ଥାନରେ ଯେଉଁ ଫଳ ମିଳିଥାଏ ତାହା ଶଙ୍ଖର ଦର୍ଶନରେ ଏବଂ ପୂଜାରେ ହିଁ ମିଳିଥାଏ।

ଜଳ ଭରା କଳସ। ଦେବତା ମାନଙ୍କର ବାସ ମାନାଯାଏ। ଜଳକୁ ଶୁଦ୍ଧ ତତ୍ତ୍ୱ ମାନି ଥାଉ ତ ଭଗବାନ ଆକୃଷ୍ଟ ହୋଇଥାନ୍ତି। ଏହାକୁ ମଙ୍ଗଳ କଳସବି କୁହାଯାଏ। ତମ୍ବା କିମ୍ବା କଂସାର କଳସରେ ଜଳ ଭରି ସେଥିରେ ଆମ୍ବ ପତ୍ର ପକେଇ ତା ଉପରେ ସ୍ୱସ୍ତିକର ଚିହ୍ନ ବନେଇ ସୂତା ବାନ୍ଧି ରଖନ୍ତୁ। କଳସରେ ୫ ଟି ସୁପାରି ଗୋଟେ କଏନ ସେଥିରେ ପକେଇ ଦେବେ ତା ଉପରେ କୌଣସି ଫଳ ରଖିଦେବେ।

କଉଡ଼ି। ପୁରୁଣା ସମୟରେ ପରମ୍ପରା ଥିଲା କି ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ ହଳଦିଆ କଉଡ଼ି ରଖିବା ଦ୍ୱାରା। ଏହାକୁ ଅଲଗା ଅଲଗା ଲାଲ କପଡ଼ାରେ ବାନ୍ଧି ଘରର ଧନର ସ୍ଥାନରେ ପୋକେଟରେ ପର୍ସରେ ରଖିବେ ତ ଧନ ବୃଦ୍ଧି ହୋଇଥାଏ।

ତମ୍ବାର କଏନ। ଏହାକୁ ସ୍ୱାତିକ ଅର୍ଥାତ ପଜିଟିଭ ଏନର୍ଜୀ ଏକଦମ ଯାହାକୁ ତାମସିକ ବି କହିପାରିବେ। ଯଦି କଳସରେ ତମ୍ବାର କଏନ ପକେଇ ଦେବେ ତ ଘରେ ସୁଖ ଶାନ୍ତି ସମୃଦ୍ଧିର ରାସ୍ତା ଖୋଲିଯାଇଥାଏ।

ମା ଦୁର୍ଗାଙ୍କ ଫୋଟ ଘରେ ନିଶ୍ଚୟ ରଖନ୍ତୁ। କାରଣ ଯେଉଁ ଘରେ ମାଙ୍କ ଫୋଟ ଥାଏ ସେହି ଘରେ କେବେବି ଶତ୍ରୁ ତନ୍ତ୍ର ମନ୍ତ୍ର କ୍ରିୟାର ପ୍ରଭାବ ପଡିନଥାଏ। ନିୟମିତ ଭାବେ ୨ ଟି ଲବଙ୍ଗ ମା ଦୁର୍ଗାଙ୍କୁ ଅର୍ପଣ କରନ୍ତୁ।

ଗଙ୍ଗାଜଳ। ଆପଣ ଏକ ଛୋଟ ଘଟିରେ ଗଙ୍ଗାଜଳ ଭରି ରଖନ୍ତୁ ଏବଂ ଏହି ଜଳରେ ଆପଣ ଭଗବାନଙ୍କର ସ୍ନାନ କରନ୍ତୁ। ଗଙ୍ଗା ଜଳର କଳସବି ଆପଣ ଜଳ କଳସ ଭଳି ରଖିପାରିବେ।

ମୟୁରପୁଙ୍ଖ। ଘରର ପୂଜା ସ୍ଥାନରେ ମୟୁରପୁଙ୍ଖ ନିଶ୍ଚୟ ରଖନ୍ତୁ। ଆପଣଙ୍କ ଘରେ ଭଗବାନ ଶିବ ଭଗବାନ ଶ୍ରୀକୃଷ୍ଣ ଗଣେଶ ଯେଉଁ ଭଗବାନ ବି ଥିବେ ସମସ୍ତଙ୍କ ମଥାରେ ମୟୁରପୁଙ୍ଖ ସଜେଇ ରଖିଦିଅନ୍ତୁ। ଏହା ଦ୍ବାରା ଘରେ ସକରାତ୍ମକ ଉର୍ଜା ବୃଦ୍ଧି ହେବ ଏବଂ ନକରାତ୍ମକ ଉର୍ଜା ଘରୁ ଦୂରେଇ ଯିବ।

ଆପଣ ପ୍ରତ୍ୟକ ଗୁରୁବାର ଦିନ ହଳଦୀ ଖଣ୍ଡ ଭଗବାନ ବିଷ୍ଣୁଙ୍କୁ ଅର୍ପଣ କରିଲେ ଆପଣଙ୍କ ଗୁରୁ ମଜବୁତ ହୋଇଥାଏ।

ଭଗବାନ ଗଣେଶଙ୍କର ଫୋଟ ନିଶ୍ଚୟ ରଖିବେ।

ଗୋଟେ ଚାନ୍ଦିର କଏନ ପୂଜା ସ୍ଥାନରେ ନିଶ୍ଚୟ ରଖିବେ।

ଲାଲ ରଙ୍ଗର ସୂତା କାଞ୍ଚିଆ ମହୁ ସବୁଜ ଗୁଜୁରାତି ନିଶ୍ଚୟ ରଖିବେ। ଏହା ଦ୍ବାରା ଜୀବନରେ ସୁଖ ବଢିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *