Excuse Me Odisha

ଯାହା କହିବୁ ସତ କହିବୁ

୨୮ ମାର୍ଚ୍ଚ ବଡ଼ ସୋମବାର : କେବଳ ୨ ଟି କଦଳୀ ସଜାଡି ଦେବା ସବୁ ଅସଜଡ଼ା କାମ,ଦୂର କରିବା ସବୁ ଟେନସନ !

ସେୟାର୍ କରନ୍ତୁ

ବଡ଼ ସୋମବାର ପାପ ମୋଚିନି ଏକାଦଶୀ ବନିଲା ଦୁର୍ଲଭ ମହା ସଂଯୋଗ। ୨୮ ମାର୍ଚ୍ଚ ମହା ଏକାଦଶୀ। କେବଳ ୨ ଟି କଦଳୀରେ ଏହି ଉପାୟ କରନ୍ତୁ ଟଙ୍କାର ବର୍ଷା ହେବ। ହେବ ସବୁ ପାପ ଏବଂ ସବୁ ସମସ୍ୟାର ଦୂର।

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ବଡ଼ ସୋମବାର ପାପ ମୋଚିନି ଏକାଦଶୀ ବନିଲା ଦୁର୍ଲଭ ମହା ସଂଯୋଗ। ୨୮ ମାର୍ଚ୍ଚ ମହା ଏକାଦଶୀ। କେବଳ ୨ ଟି କଦଳୀରେ ଏହି ଉପାୟ କରନ୍ତୁ ଟଙ୍କାର ବର୍ଷା ହେବ। ହେବ ସବୁ ପାପ ଏବଂ ସବୁ ସମସ୍ୟାର ଦୂର

ବନ୍ଧୁଗଣ ହିନ୍ଦୁ ଧର୍ମରେ ଏକାଦଶୀ ତିଥିର ବହୁତ ମହତ୍ୱ ରହିଛି। ଚୈତ୍ର ମାସର ଶୁକ୍ଳପକ୍ଷର ଏକାଦଶୀକୁ ପାପମୋଚିନି ଏକାଦଶୀ ତିଥି କୁହାଯାଏ। ଏହି ଏକାଦଶୀ ବ୍ରତ ରଖିଲେ ପାପରୁ ମୁକ୍ତି ମିଳିଥାଏ ଏବଂ ପାପ ମୋଚିନି ଏକାଦଶୀ କେବେ ଶୁଭ ମୁହୂର୍ତ୍ତ କେତେବେଳେ ବ୍ରତର ପାଳନ କେତେବେଳେ କରିବେ ଆସନ୍ତୁ ଜାଣିବା। ସକାଳୁ ଜଲଦି ଉଠି ସ୍ନାନ ସାରି ଘରର ମନ୍ଦିରକୁ ସଫା କରନ୍ତୁ।

ଭଗବାନ ଶ୍ରୀହରି ବିଷ୍ଣୁଙ୍କର ସାମ୍ନାରେ ଏକାଦଶୀ ବ୍ରତର ସଂକଳ୍ପ ନିଅନ୍ତୁ। ଏହାପରେ ଆପଣ ୭ ପ୍ରକାରର ଫଳ ରଖନ୍ତୁ। ବେଦୀ ଉପରେ କଳସ ରଖନ୍ତୁ ୫ଟି ଆମ୍ବ ପତ୍ରରେ ସଜେଇ ଦିଅନ୍ତୁ। ଏହାପରେ ଭଗବାନ ଶ୍ରୀହରି ବିଷ୍ଣୁଙ୍କର ସେଠାରେ ସ୍ଥାପନା କରନ୍ତୁ। ତାଙ୍କୁ ଫୁଲ ଫଳ ମିଠା ତୁଳସୀ ପତ୍ର ଅର୍ପଣ କରନ୍ତୁ। ଏହା ପରେ ଓଁ ନମଃ ଭଗବତେ ବାସୁଦେବାୟ ମନ୍ତ୍ରର ଜପ ଅଧିକରୁ ଅଧିକ ଜପ କରନ୍ତୁ। ଧୂପ ଦୀପ ଦେଇ ତାଙ୍କର ଆଳତି କରନ୍ତୁ। ଏହି ଦିନ ବିଶେଷ ପୂଜା କରାଯାଏ।

ଯେବେ ଆପଣ ତୁଳସୀ ମାଙ୍କୁ ପୂଜା କରିବେ ତ ତୁଳସୀଙ୍କୁ ଜଳ ଅର୍ପଣ କରିବା ସମୟରେ ଆପଣ ଗୋଟେ ଘଟି ଜଳରେ ଏକ ଚୁଟକି ହଳଦୀ କଞ୍ଚା କ୍ଷୀର ୨ ବୁନ୍ଦା ଗୋଟେ ଅଳ୍ପ ମିଠା ଜିନିଷ ଆଉ ଏଥିରେ ଏକ ଚୁଟକି ଅକ୍ଷତ ପକାଇ ତୁଳସୀଙ୍କୁ ଅର୍ପଣ କରନ୍ତୁ। ଆଉ ତୁଳସୀରେ ଅର୍ପଣ କରିବା ସମୟରେ ଆପଣ ମନେ ମନେ ଓଁ ନମଃ ଭଗବତେ ବାସୁଦେବାୟ କିମ୍ବା ଓଁ ନମଃ ବୃହସ୍ପତେୟ ନମଃ ମନ୍ତ୍ରର ଜପ କରିପାରିବେ। ଏହା ଦ୍ବାରା ଆପଣଙ୍କ ଗୁରୁଗ୍ରହ ଭଲ ହୋଇଥାଏ।

ଭାଗ୍ୟ ବି ଭଲ ହୋଇଯାଇଥାଏ। ତୁଳସୀଙ୍କୁ ପୂଜା କଲେ ଆପଣଙ୍କ କମଜୋର ବୃହସ୍ପତି ମଜବୁତ ହୋଇଥାଏ। ଯେବେ ଆପଣ ପୂଜାପାଠ କରିବେ ତ ଦୀପ ଜଳେଇବା ସମୟରେ ଦୀପରେ ୧ ଟି ଲବଙ୍ଗ ପକେଇ ଦିଅନ୍ତୁ। ଏମିତି କଲେ ଆପଣଙ୍କ ମନସ୍କାମନା ପୂରଣ କରିଥାଏ। ଲବଙ୍ଗକୁ ଦୀପର ବତୀ ପାଖରେ ରଖିବେ ଯେମିତି ଲବଙ୍ଗବି ଟିକେ ଜଳି ଯିବ। ଏହା ଦ୍ବାରା ନକରାତ୍ମକ ଉର୍ଜା କମ ହୋଇଥାଏ। ଆପଣ ପ୍ରତିଦିନ ଏମିତି କରନ୍ତୁ ଧୀରେ ଧୀରେ ସକରାତ୍ମକ ଉର୍ଜା ଘରକୁ ପ୍ରବେଶ କରିବ।

ବିଶେଷ ମନସ୍କାମନା ପୂରଣ ପାଇଁ ଏହି ଦିନ ବିଶେଷ ପ୍ରୟୋଗ କରାଯାଇଥାଏ। ଯଦି ଆପଣଙ୍କ ବ୍ୟବସାୟ ଭଲ ଚାଲୁ ନଥାଏ ଚାକିରୀରେ ବହୁତ ସମସ୍ୟା ଆସୁଛି ଘରେ ବହୁତ ସମସ୍ୟା ଚାଲୁଚି ତ ଗୋଟେ ପ୍ରୟୋଗ କରନ୍ତୁ। ଶନିବାର ଦିନ ପୂର୍ଣ୍ଣିମା ତିଥି ଅଟେ ଗୁରୁ ପୂର୍ଣ୍ଣିମା ଅଛି ଭଗବାନଙ୍କ ଶରଣରେ ଆସନ୍ତୁ କୌଣସି ବି ପାଖ ମନ୍ଦିରରେ ଯାଇ ଗୋଟେ ପାତ୍ରରେ ସିନ୍ଦୁର ତେଲ ମିଶାଇ ଦିଅନ୍ତୁ ଆଉ ତାହାକୁ ନେଇ ମନ୍ଦିରରେ ଓଲଟା ସ୍ବାସ୍ତିକ ଚିହ୍ନ ବନେଇ ଦିଅନ୍ତୁ ବନେଇବା ସମୟରେ ନିଜର ମନର କଥା ଭଗବାନଙ୍କୁ ଜଣେଇଦେବେ। ତ ଯେତେବେଳେ ମନସ୍କାମନା ପୂରଣ ହୋଇଯିବ ତ ସେତେବେଳେ ସିଧା ସ୍ୱସ୍ତିକ ବନେଇ ଦେବେ। ଆଉ ଆପଣ ଚାହିଁଲେ ଭଗବାନଙ୍କୁ ମିଠା ଜିନିଷ ଭୋଗ ଲଗେଇ ଦେବେ।

ଯେତେବେଳେ ଆପଣ ଭଗବାନ ବିଷ୍ଣୁଙ୍କର ପୂଜା କରିବେ ତ ଏକ କଏନ ଅର୍ପଣ ନିଶ୍ଚୟ ଅର୍ପଣ କରନ୍ତୁ। ବିନା ଦକ୍ଷିଣାରେ ପୂଜାର ଫଳ ମିଳିନଥାଏ। ଆଉ କଏନକୁ ସମ୍ଭାଳି କରି ରଖନ୍ତୁ। ଧନର ସ୍ଥାନରେ ରଖି ପାରିବେ ପୋର୍ସରେ ରଖି ପାରିବେ। ଏହା ଦ୍ୱାରା ଧନର ବୃଦ୍ଧି ହୋଇଥାଏ। ଏହା ସହିତ ତୁଳସୀ ପତ୍ରରେ ଶ୍ରୀଙ୍ଗ ଲେଖନ୍ତୁ। ଏହା ମା ଲକ୍ଷ୍ମୀଙ୍କ ମନ୍ତ୍ର ଅଟେ। ଏହା ଲେଖିବା ପରେ ତୁଳସୀ ପତ୍ରକୁ ଆପଣ ଚାହିଁଲେ ନିଜର ମଥାରେ କିମ୍ବା ନାଭି ଉପରେ ରଖି ଶୋଇ ପାରିବେ। କିମ୍ବା ସମ୍ଭାଳି କରି ନିଜ ତକିଆ ତଳେ ରଖିପାରିବେ। ପର ଦିନ ମାଟିରେ ପୋତି ଦେବେ। ଆପଣ ଜୀବନରେ ସମସ୍ତ ସମସ୍ୟାରୁ ମୁକ୍ତି ମିଳିଯିବ।

ତୁଳସୀ ଗଛ ମୂଳରେ ସନ୍ଧ୍ୟାରେ ଦୀପ ନିଶ୍ଚୟ ଜଳେଇବେ। କିନ୍ତୁ ତୁଳସୀ ଗଛ ମୂଳରେ ଆଜିର ଦିନରେ କଞ୍ଚା ସୂତା ନିଜର ମନସ୍କାମନା କହି ବାନ୍ଧି ଦେବେ ତ ଆପଣଙ୍କ ମନସ୍କାମନା ପୂରଣ ହୋଇଥାଏ। ଆଉ ଏହି କଞ୍ଚା ସୂତା ଆପଣଙ୍କ ସମସ୍ତ ସମସ୍ୟା ଦୂର କରିଥାଏ।

ଏକାଦଶୀ ଦିନରେ ବ୍ରତ ରଖିଲେ ଆପଣଙ୍କ ସବୁ ଦୋଷ ପାପ ଦୂର ହୋଇଥାଏ। ଆଉ ଆପଣଙ୍କ ପିତୃ ଲୋକଙ୍କୁ ବି ତାଙ୍କର ଯେଉଁ ପାପ ଥିଲା ଯେଉଁ କଷ୍ଟ ଭୋଗୁଛନ୍ତି ସେଥିରୁ ସେମାନେ ମୁକ୍ତି ପାଇ ବୈକୁଣ୍ଠ ଧାମକୁ ଯାଇଥାନ୍ତି।

ଅସ୍ତ ଗଛ ମୂଳରେ ଦୀପ ଜଳେଇବା ଉଚିତ।

ବେଲ ଗଛ ମୂଳରେ ଏହି ଦିନରେ ମନସ୍କାମନାର ଦୀପ ଜଳାଯାଏ ତ ଆପଣଙ୍କ ସବୁ ଦୋଷ ବି ଦୂର ହୋଇଥାଏ। ଜୀବନରେ କଷ୍ଟ ଦୂର ହୋଇଥାଏ। ମାଟିର ଦୀପ ନେବେ ଦୁଇ ମୁଖା ଦୁଇଟି ବତୀ ଦେବେ ଏଥିରେ ୨ ଟି ଚାଉଳର ଦାନା ରଖିଦେବେ ଆଉ ଘିଅ ଦେଇ କୌଣସି ବି ବେଲ ଗଛ ମୂଳରେ ଜଳେଇ ଦେବେ। ଆପଣ ସମସ୍ତ ସମସ୍ୟାରୁ ବାହାରକୁ ବାହାରିବାର ରାସ୍ତା ମିଳିଯିବ।

ଏହି ଦିନ ଭଗବାନ ବିଷ୍ଣୁଙ୍କୁ ତୁଳସୀ ପତ୍ର ଅର୍ପଣ ତ କରିବେ ଏହା ସହିତ ଏହି ଦିନ ଯେଉଁ ବ୍ରତ କରିବେ ସ୍ନାନ ସାରି ଘରର ମନ୍ଦିରକୁ ସଫା କରି ପୁରା ଘର ସାରା ଗଙ୍ଗା ଜଳର ଛିଞ୍ଚନ କରନ୍ତୁ। ଯଦି ଗଙ୍ଗା ଜଳ ନଥିବ ତେବେ ଜଳରେ ଏକ ଚୁଟକି ହଳଦୀ ପକେଇ ପୁରା ଘର ସାରା ଛିଞ୍ଚନ କରନ୍ତୁ ବାକି ପାଣିକୁ କୌଣସି ଗଛ ମୂଳରେ ଢାଳି ଦିଅନ୍ତୁ। ଏହା ଭଗବାନଙ୍କୁ ଗଙ୍ଗା ଜଳରେ ଅଭିଷେକ କରନ୍ତୁ।

ତାଙ୍କୁ ସ୍ୱଚ୍ଛ ବସ୍ତ୍ର ଅର୍ପଣ କରନ୍ତୁ। ଆଉ ଏହା ପରେ ପ୍ରତିମାକୁ ଚନ୍ଦନ ଏବଂ ସିନ୍ଦୁରର ଟୀକା ଲଗାନ୍ତୁ। ତୁଳସୀ ପତ୍ର ପୁଷ୍ପ ବି ଅର୍ପଣ କରନ୍ତୁ। ପୂଜାରେ ସର୍ବପ୍ରଥମେ ଭଗବାନ ଗଣେଶଙ୍କର ପୂଜା କରନ୍ତୁ। ଏହାପରେ ଭଗବାନଙ୍କୁ ପୂଜା କରନ୍ତୁ। ନିତି ନିୟମର ସହିତ ପୂଜା କରିବା ପରେ ଏକାଦଶୀର ବ୍ରତର କଥା ପଢ଼ନ୍ତୁ କିମ୍ବା ଶୁଣନ୍ତୁ। ଏକାଦଶୀର ଦୀପ ନିଶ୍ଚୟ ଅଧା ଘଣ୍ଟା ଜାଳିବେ। ମା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁ ଉଭୟଙ୍କର ଏକା ସାଙ୍ଗରେ ପୂଜା କରିବେ ଏବଂ ଆଳତୀ କରିବେ। ଏହି ଦିନ ଦୀପରେ କଳା ତିଳ ପକେଇ ଜଳେଇବେ।

ବେଲ ଗଛ ମୂଳରେ ସନ୍ଧ୍ୟା ସମୟରେ ମାଟିର ଦୁଇ ମୁଖା ଦୀପରେ ଦୁଇଟି ବତୀ ଦେଇ ଘିଅ ଦେବେ ସେଥିରେ ୧ଟି ଚାଉଳ ଦାନା ନେବେ ଆଉ ବେଲ ଗଛ ମୂଳରେ ପତ୍ରରେ ରଖି ଦୀପ ଜାଳିଦେବେ। ଆପଣଙ୍କର ଯାହାବି ମନସ୍କାମନା ତାହା ପୂରଣ ହୋଇଯିବ।

ଏହି ଦିନ ଅସ୍ତଗଛର ପୂଜା କରିବା ସମୟରେ ଏକ ଘଟି ପାଣିରେ କଳା ତିଳ ଏକ ଚୁଟକି ଅକ୍ଷତ ଅଳ୍ପ ଟିକେ ମିଠା ଵସ୍ତୁ ଅଳ୍ପ କଞ୍ଚା କ୍ଷୀର ପକେଇ ଅସ୍ତଗଛ ମୂଳରେ ଅର୍ପଣ କରିଦିଅନ୍ତୁ। ୧୧ ଥର ଓଁ ନମଃ ଭଗବତେ ବାସୁଦେବାୟ ନମଃ ମନ୍ତ୍ରର ଜପ କରନ୍ତୁ ଆଉ ପରିକ୍ରମା କରନ୍ତୁ। ଆପଣଙ୍କ ସମସ୍ୟା କମ ହେବାକୁ ଲାଗିବ। ସନ୍ଧ୍ୟା ସମୟରେ ଏକ ଦୀପ ନିଶ୍ଚୟ ଜଳେଇବେ। ଦୀପରେ ଏକ ଚୁଟକି କଳା ତିଳ ହେବ ସୋରିଷ ତେଲର ଦୀପ ହୋଇଥିବ। ଦୀପ ଜଳେଇ ଭଗବାନଙ୍କୁ ପ୍ରାର୍ଥନା କରିବେ କି ଆପଣଙ୍କର ସମସ୍ୟା କମ ହୋଇଯାଉ।

ଏହି ଦିନ କଦଳୀର ବିଶେଷ ପ୍ରୟୋଗ କରାଯାଏ।

ଆପଣ ୨ ଟି କଦଳୀ ନେବେ। ଗୋଟିଏ ଦାଣ୍ଠିରେ ଥିବ ଦୁଇଟି କଦଳୀ। ଅଲଗା କରିବେନି। ଏକା ସହିତ ଥିବ। ଗୋଟେ କଦଳିର ଚାଉଳ କୁମକୁମରେ ନିଜର ନାମ ଲେଖି ନିଅନ୍ତୁ ଅନ୍ୟ କଦଳିର ସ୍ୱସ୍ତିକ ବନେଇ ଦିଅନ୍ତୁ ଆଉ ୨ ଟି ଯାକ କଦଳୀକୁ ଭଗବାନ ବିଷ୍ଣୁଙ୍କୁ ଅର୍ପଣ କରିଦିଅନ୍ତୁ। ଏହା ଦ୍ବାରା ଆପଣଙ୍କ ମନସ୍କାମନା ପୂରଣ ହୋଇଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *