Excuse Me Odisha

ଯାହା କହିବୁ ସତ କହିବୁ

ଘରର ପୂଜା ଘରେ ରଖାହୋଇଥିବା ଏହି ୪ ଟି ଜିନିଷ କାଙ୍ଗାଳ ବନେଇ ଦେଇଥାଏ। ହୋଇଯିବେ ବର୍ବାଦ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଘରର ପୂଜା ଘରେ ରଖାହୋଇଥିବା ଏହି ୪ ଟି ଜିନିଷ କାଙ୍ଗାଳ ବନେଇ ଦେଇଥାଏ। ହୋଇଯିବେ ବର୍ବାଦ।

ଘରର ଗୋଟେ ସ୍ଥାନରେ ପୂଜା ଘର ନିଶ୍ଚୟ ବନାଯାଇଥାଏ ଏବଂ ଅନେକ ଥର ପୂଜାର ଫଳ ମିଳିନଥାଏ। ଯେଉଁଠାରେ ସକାରାତ୍ମକ ଉର୍ଜାର ନାଶ ହୋଇଥାଏ ଏବଂ ସେଠାରେ ଅସ୍ଥାୟୀ ଭାବରେ ନକରାତ୍ମକ ଉର୍ଜା ବାସ କରିଥାଏ। ଏପରି ଭାବେ ଗରିବତା ସେହି ଘରେ ବାସସ୍ଥାନ ବନେଇଥାଏ। ହିନ୍ଦୁ ଧର୍ମରେ ମନ୍ଦିରରେ ବିଶେଷ ମହତ୍ୱ ରହିଥାଏ। ତେବେ ଆସନ୍ତୁ କଣ ସବୁ ନିୟମ ରହିଛି ପୂଜା ଘରକୁ ନେଇ ପୂଜା ଘର କେଉଁ ସ୍ଥାନରେ ରହିବା ଉଚିତ ଏବଂ ପୂଜା ଘରେ କେଉଁ ସବୁ ଜିନିଷ ରଖିବା ଉଚିତ ନୁହେଁ।

ପୂଜା ଘର ବା ଠାକୁର ଘର ଉତ୍ତର ପୂର୍ବ ଦିଗ ବା ଐଶ୍ଵନ୍ୟ କୋଣରେ ହେବା ଦରକାର। ଯଦି ପୂଜା ଘର ବାସ୍ତୁର ବିପରୀତରେ ହୁଏ କିମ୍ବା ଯେଉଁଠି ବି ଆପଣ ପୂଜା କରନ୍ତି ସେହି ପୂଜାରେ ଆପଣଙ୍କ ମନ ଲାଗିବ ନାହିଁ କି ତାର ଫଳ ମିଳିବ ନାହିଁ।

ଆପଣଙ୍କ ପୂଜା ଘରେ କେବଳ ଗୋଟିଏ ଭଗବାନଙ୍କର ଗୋଟିଏ ହିଁ ଫୋଟ ରହିବା ଉଚିତ। ଗୋଟେ ଭଗବାନଙ୍କର ୨ ଟି ଫୋଟ ରଖିବା ଉଚିତ ନୁହେଁ। ଏହାକୁ ବହୁତ ଅଶୁଭ ମାନଯାଏ। ବାସ୍ତୁଶାସ୍ତ୍ର ଅନୁସାରେ ଭଗବାନଙ୍କ ଫୋଟ ବ୍ୟତୀତ କୌଣସି ଗୁରୁ କିମ୍ବା କୌଣସି ପୁର୍ବଜ ମାନଙ୍କର ଫୋଟ କେବେବି ଲଗେଇବେ ନାହିଁ। ଏହା ଦ୍ବାରା ଘରେ ନକରାତ୍ମକ ଉର୍ଜାର ବାସ ହୋଇଥାଏ। ଏଥିପାଇଁ ଏମିତି ଭୁଲ କରିବେ ନାହିଁ।

ଭଗବାନ ଗଣେଶଙ୍କର ୩ଟି ମୂର୍ତି ପୁରା ଘରେ ରହିବା ଉଚିତ ନୁହେଁ। ପୂଜା ଘରେ ଗୋଟିଏ ଭଗବାନ ଗଣେଶଙ୍କର ଫୋଟ ରଖି ପୂଜା କରିପାରିବେ। ନଚେତ ଶୁଭ କାର୍ଯ୍ୟରେ ବାଧା ଆସିବ। କାର୍ଯ୍ୟ ବନୁ ବନୁ ବିଗିଡି ଯିବ।

ବାସ୍ତୁଶାସ୍ତ୍ର ଅନୁସାରେ ପୂଜା ଘରେ କେବେବି ଭଙ୍ଗାରୁଜା ଭଗବାନଙ୍କ ମୂର୍ତି ବା ଫୋଟ ରଖି ପୂଜା କରିବା ଉଚିତ ନୁହେଁ। ଏହା ଦ୍ବାରା ନକରାତ୍ମକ ଉର୍ଜା ବଢିଥାଏ। ଭଗବାନ କ୍ରୋଧିତ ହୋଇଥାଆନ୍ତି। ଘରେ ମନ୍ଦିର ସର୍ବଦା ଉତ୍ତର-ପୂର୍ବ କୋଣରେ ହିଁ ନିର୍ମାଣ କରନ୍ତୁ। ଦକ୍ଷିଣ କିମ୍ବା ଦକ୍ଷିଣ-ପଶ୍ଚିମ କୋଣ ଅଶୁଭ ହୋଇଥାଏ। ଏହି ଦିଗରେ କେବେବି ପୂଜାଘର ନିର୍ମାଣ କରିବା ଉଚିତ ନୁହେଁ।

ଘରର ମନ୍ଦିରରେ କେବେବି ୨ଟି ଶଙ୍ଖ ରଖନ୍ତୁ ନାହିଁ। ଘରେ କଣ କରିଥାନ୍ତି ନାଁ ଗୋଟେ ଶଙ୍ଖ ସ୍ଥାପିତ କରିଥାନ୍ତି ଆଉ ଗୋଟେ ଶଙ୍ଖ ବଜାଇଥାଆନ୍ତି ତ ଯେଉଁ ଶଙ୍ଖ ବଜାନ୍ତି ତାକୁ ଅଲଗା ରଖନ୍ତୁ। ତ ଘରର ମନ୍ଦିରରେ କେବେବି ଏକା ସହିତ ୨ଟି ଶଙ୍ଖ ରଖନ୍ତୁ ନାହିଁ।

ବାସ୍ତୁ ଅନୁସାରେ ପୂଜା ଘରର ଆଖପାଖରେ ଶୌଚାଳୟ ବନାନ୍ତୁ ନାହିଁ।

ବହୁତ ବଡ଼ ବଡ଼ ଭଗବାନଙ୍କର ମୂର୍ତି ବି ପୂଜା ଘରେ ରଖନ୍ତୁ ନାହିଁ। ପୂଜା ସ୍ଥାନରେ ଯଦି ଆପଣ ଶିବଲିଙ୍ଗ ରଖନ୍ତି ତ ଆଙ୍ଗୁଳି ପାଖରୁ ଛୋଟ ରଖନ୍ତୁ। ପାରଦ ଶିବଲିଙ୍ଗ ରଖିଲେ ଆପଣଙ୍କ ପୂଜା ଭଗବାନ ଶୀଘ୍ର ସ୍ୟୁକାର କରନ୍ତି।

ଦେବୀ ଦେବତା ମାନଙ୍କର ସର୍ବଦା ହସ ହସ ଫୋଟ ରଖନ୍ତୁ। ଏହା ଆପଣଙ୍କ ପାଇଁ ଭଲ ହେବ। ଉଗ୍ର ବା କ୍ରୋଧିତ ଦେବୀ ଦେବତାଙ୍କ ଫୋଟ ରଖନ୍ତୁ ନାହିଁ। ନଚେତ ଜୀବନରେ ସମସ୍ୟା ବଢିଯିବ।

ଭଗବାନ ହନୁମାନଙ୍କର ବି ବେଶି ବଡ଼ ଫୋଟ ରଖନ୍ତୁ ନାହିଁ। ବସି ଥିବା ହନୁମାନଙ୍କ ଫୋଟ ରଖିବେ। ଭଗବାନ ହନୁମାନ ଠିଆ ହୋଇଥିବା ଫୋଟ ରଖିବେ ନାହିଁ।

ପୂଜାରେ ଯଦି ମନ ଏକାଗ୍ର ନହେଉଛି ତ ଧନ ସମ୍ପତ୍ତିର କ୍ଷତି ହୋଇଥାଏ। ଭୁଲରେ ଆପଣ ନିଜର ଷ୍ଟୋର ରୁମରେ ପୂଜା ସ୍ଥାନ ବନାନ୍ତୁ ନାହିଁ କିମ୍ବା ଭିଲରେ ବି ପୂଜା ଘରକୁ ନିଜ ବେଡ଼ରୁମରେ ବି ନିର୍ମାଣ କରନ୍ତୁ ନାହିଁ। ଯାହାକି ବହୁତ ଅଶୁଭ ଅଟେ। ବାସ୍ତୁଶାସ୍ତ୍ରରେ ଏପରି କରିବା ଦ୍ୱାରା ସେ ବ୍ୟକ୍ତି ଶୀଘ୍ର ଗରିବ ହୋଇଯାଏ।

ବହୁତ ଲୋକ ଏମତି ଅଛନ୍ତି ଯେଉଁମାନେ ପୂଜା ଘରର କେତେ ଦିନର ଅଳିଆ ରଖିଥାନ୍ତି। ଏପରିକି ବାସୀ ଫୁଲ ଅଗରବତୀର ପୁରୁଣା ଡବା। ଘିଅର ଖାଲି ଡ଼ବା। ମନ୍ଦିରରେ ବିଛା ହୋଇଥିବା ପୁରୁଣା କପଡା ଏହି ଜିନିଷ ଉପରେ ଧ୍ୟାନ ଦିଅନ୍ତି ନାହିଁ। ଏହି ଜିନିଷ ସବୁ ସନ୍ଧ୍ୟା ସମୟରେ ତୁରନ୍ତ ବାହାର କରିଦିଅନ୍ତୁ। କାରଣ ଏହି ବାସୀ ଫୁଲ ଗରିବୀ ଦରିଦ୍ରତା ଏବଂ ଅକାଳ ମୃତ୍ୟୁକୁ ନିମନ୍ତ୍ରଣ କରିଥାଏ। ମଙ୍ଗଳଦୋଷ ଉତ୍ପନ କରିଥାଏ।

ଘରର ମନ୍ଦିରରେ ପିତୃପୁରୁଷଙ୍କ ଫୋଟ ରଖନ୍ତୁ ନାହିଁ। ଶାସ୍ତ୍ର ଅନୁସାରେ ଏହାକୁ ଅଶୁଭ ମାନାଯାଏ। ପୁର୍ବଜଙ୍କ ଫୋଟ ସବୁବେଳେ ନିଜ ଘରର ଦକ୍ଷିଣ ଦିଗରେ ଲଗାଇବା ଉଚିତ। କାରଣ ଏହି ଦିଗ ଏମାନଙ୍କ ପାଇଁ ଭଲ ମନାଯାଏ। ଯଦି ଆପଣ ଅନ୍ୟ ଦିଗରେ ଲଗେଇଛନ୍ତି ତେବେ ଘରେ ନେଗେଟିଭିଟି ଆସିଥାଏ।

ମନ୍ଦିରରେ ରୋଷେଇ ଘର ନିର୍ମାଣ କରନ୍ତୁ ନାହିଁ। ବାସ୍ତୁ ଅନୁସାରେ ଏହା ଠିକ ନୁହେଁ। ଏବଂ ଶଙ୍ଖକୁ ଭଗବାନ ବିଷ୍ଣୁଙ୍କର ପ୍ରତୀକ ମାନାଯାଏ ଏଥିପାଇଁ ସର୍ବଦା ଏହାକୁ ବଦଳାନ୍ତୁ ନାହିଁ। ପ୍ରତିଦିନ ଶଙ୍ଖକୁ ସକାଳେ ୩ ଥର ଏବଂ ସନ୍ଧ୍ୟାରେ ୩ ଥର ବଜାନ୍ତୁ।

ପୂଜା ଘରେ ଧାରୁଆ ଜିନିଷ ଯେପରି ଚାକୁ ଛୁରୀ ଆଦି ରଖନ୍ତୁ ନାହିଁ। ଏହା ଦ୍ବାରା ପୂଜାର ଫଳ ମିଳିନଥାଏ ଏବଂ ମନ ବି ପୂଜାରେ ଲାଗିନଥାଏ।

ଯେଉଁ ଘରେ ସିଡ଼ି ତଳେ ମନ୍ଦିର ହୋଇଥାଏ ସେଠାରେ ଦୁର୍ଭାଗ୍ୟ ବାସ ବନେଇଥାଏ। ଏପରି ଘରେ ଝଗଡା ଲଢେଇ ବନ୍ଦ ହେବାର ନାମ ନିଏ ନାହିଁ। ଏପରି ଘରେ ଦେବୀ ଦେବତା ମଧ୍ୟ ରୁହନ୍ତି ନାହିଁ। ପୂଜା ଘରକୁ କେବେବି ଦକ୍ଷିଣ ଦିଗମୁହାଁ କେବେବି ବନେଇବେ ନାହିଁ। କାରଣ ଏପରି ମାନାଯାଏ କି ଦକ୍ଷିଣ ଦିଗରେ ନକରାତ୍ମକ ଉର୍ଜାର ପ୍ରଭାବ ବେସି ରହିଥାଏ। ଏଥିପାଇଁ ଘରେ ନେଗେଟିଭିଟି ଆସିଥାଏ।

ପୂଜା ସର୍ବଦା ଏକ ନିଶ୍ଚିତ ସମୟରେ କରନ୍ତୁ। ଏହା ଦ୍ବାରା ଆପଣଙ୍କ ପାର୍ଥନା ଶୀଘ୍ର ସ୍ୟୁକାର ହୋଇଥାଏ।

ମୟୁରପୁଙ୍ଖ ପୂଜା ସ୍ଥାନରେ ନିଶ୍ଚୟ ରଖନ୍ତୁ। ମାନ୍ୟତା ଅଛି ମୟୁରପୁଙ୍ଖ ପୂଜା ସ୍ଥାନରେ ରଖିବା ଦ୍ୱାରା ସକରାତ୍ମକ ଉର୍ଜାର ବାସ ହୋଇଥାଏ। ଘରେ ସୁଖ ଶାନ୍ତି ବନିରହିଥାଏ। ଭଗବାନ ଶ୍ରୀକୃଷ୍ଣଙ୍କର ମଥାରେ ଲଗେଇ ରଖନ୍ତୁ। ଏହା ଦ୍ବାରା ମା ଲକ୍ଷ୍ମୀଙ୍କର ବିଶେଷ କୃପା ହୋଇଥାଏ

ଗଙ୍ଗା ଜଳ ରଖିବା ସମୟରେ ଚାନ୍ଦି କିମ୍ବା ପିତଳ ପାତ୍ରରେ ରଖନ୍ତୁ। ଘରେ ସୁଖ ଶାନ୍ତି ବନି ରହିଥାଏ।

ଶଙ୍ଖ ନିଶ୍ଚୟ ରଖିବେ ଏବଂ ଶଙ୍ଖରେ ଆପଣ ନିଶ୍ଚୟ ଭଗବାନ ବିଷ୍ଣୁଙ୍କୁ ଜଳ ଅର୍ପଣ କରିପାରିବେ।

ସାଳିଗ୍ରାମକୁ ନିଜର ପୂଜା ସ୍ଥାନରେ ରଖନ୍ତୁ ନାହିଁ। ଶାଳିଗ୍ରାମକୁ ଆପଣ ତୁଳସୀ ପାଖରେ ରଖନ୍ତୁ। ଜୀବନରେ ଆର୍ଥିକ ସମସ୍ୟା ଆସିନଥାଏ।

ଗଙ୍ଗା ଜଳ ସହିତ ଗୋମୂତ୍ର ବି ରଖିବା ଉଚିତ । ଏହା ଦ୍ବାରା ସମସ୍ତ ଦେବୀ ଦେବତାଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *