Excuse Me Odisha

ଯାହା କହିବୁ ସତ କହିବୁ

ସାପ କାମୁଡ଼ିଲେ କୁହନ୍ତୁ ଏହି ୨ ଟି ଅକ୍ଷର ବିଶିଷ୍ଟ ମନ୍ତ୍ର,ସଙ୍ଗେସଙ୍ଗେ ଶେଷ ହୋଇଯିବ ବିଷ |

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଅଭଗବାନ ଶିବ ଗରୁଡ଼କୁ କହିଥିଲେ ସାପ କାମୁଡ଼ିଲେ କହିବେ ଏହି ୨ ଟି ମନ୍ତ୍ରର ଜପ ସାପକୁ ଦୂର କରିବାର ମହା ଶକ୍ତିଶାଳୀ ମନ୍ତ୍ର।

ଗରୁଡ଼ ପୁରାଣ ୧୮ ଟି ମହାପୁରାଣ ମଧ୍ୟରୁ ଗୋଟେ। ଗରୁଡ଼ ପୁରାଣରେ ସୃଷ୍ଟିର ଉତ୍ପତ୍ତି ଧ୍ରୁବ ଚରିତ୍ର ଦ୍ଵାଦଶ ଆଦିତ୍ୟଙ୍କ କଥା ସୂର୍ଯ୍ୟ ଚନ୍ଦ୍ର ଆଦି ଗ୍ରହଙ୍କ ମନ୍ତ୍ର ଉପାସନା ବିଧି ଭକ୍ତି ଜ୍ଞାନ ବୈରାଗ୍ୟ ସଦାଚରର ମହିମା ଯଜ୍ଞ ଦାନ ତଥା ତୀର୍ଥ ସତକର୍ମ ଅନୁଷ୍ଠାନରେ ଅନେକ ଅଲୌକିକ ଏବଂ ପାରଲୌକି କଥାର ବର୍ଣ୍ଣନା କରାଯାଇଛି। ଏହାର ଉତ୍ତର ଖଣ୍ଡରେ ଧର୍ମକାଣ୍ଡ ପ୍ରେତ କାଳର ବିଶେଷ ମହତ୍ତ୍ୱପୂର୍ଣ୍ଣ ଅଟେ।

ଏଥିରେ ସର୍ପ ବିଷ ହରଣର ଉପାୟ ତଥା ଦୁଷ୍ଟଙ୍କ ତନ୍ତ୍ର କାଟିବାର ମନ୍ତ୍ର କୁହାଯାଇଛି। ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ ଭଗବାନ ଶିବଙ୍କ ଦ୍ୱାରା ଗରୁଡ଼ଙ୍କୁ ଶୁଣା ଯାଇଥିବା ପ୍ରାଣେଶ୍ୱର ମହାମନ୍ତ୍ର ଏବଂ ସାପକୁ ଘର ଠାରୁ ଦୂର ରଖିବାର ସର୍ପ ଦଂଶ ଠାରୁ ବଞ୍ଚିବା ପାଇଁ ମନ୍ତ୍ର ଏବଂ ଉପାୟ ଜଣେଇବାକୁ ଯାଉଛୁ।

ସ୍ଵୟଂ ଭଗବାନ ଶିବ ନିଜ ଗଳାରେ ବାସୁକି ନାଗ ଧାରଣ କରନ୍ତି। ସେ ସବୁ ନାଗଙ୍କ ଦେବତା ଅଟନ୍ତି। ପକ୍ଷୀରାଜ ଗରୁଡ଼ ପଚାରିବାରୁ ଭଗବାନ ଶିବ ଗରୁଡ଼ଙ୍କୁ ସର୍ପଦଂଶ ସହିତ ଜଡ଼ିତ ମହତ୍ବପୂର୍ଣ ରହସ୍ୟ କହିଛନ୍ତି। ଭଗବାନ ଶିବ ଗରୁଡ଼ଙ୍କୁ ଏମିତି ଅନେକ ଶକ୍ତିଶାଳୀ ମନ୍ତ୍ର ବିଷୟରେ କହିଛନ୍ତି ଯାହାର ଉଚାରଣ ମାତ୍ରେ ସର୍ପ ଉପଦ୍ରବି ଭୂତ ଡାକିନି ପିଶାଚ ଭଳି ଦୁଷ୍ଟ ଶକ୍ତି ଦୂରକୁ ଚାଲି ଯାଆନ୍ତି। ତ ଆସନ୍ତୁ ଜାଣିନେବା ଭଗବାନ ଶିବ ଗରୁଡ଼ଙ୍କୁ କଣ ମହତ୍ବପୂର୍ଣ ଜ୍ଞାନ ଦେଇଥିଲେ।

ଭଗବାନ ଶିବ ଗରୁଡ଼ଙ୍କୁ ସେହି ସ୍ଥାନ ବିଷୟରେ କହିଥିଲେ ଯେଉଁଠି ସାପ କାମୁଡ଼ିଲେ ପ୍ରାଣୀ ଜୀବିତ ରହିବ ନାହିଁ। ଭଗବାନ ଶିବ କୁହନ୍ତି ସ୍ମଶାନ ପର୍ବତ କୂପ ଏବଂ ଗଛରେ ନିବାସ କରୁଥିବା ସାପ କାମୁଡ଼ିଲେ ମନୁଷ୍ୟ ଶରୀରରେ ୩ଟି ପ୍ରଚଣ୍ଡ ରେଖା ବନିଯାଏ। ତ ସେ ପ୍ରାଣୀ ଜୀବିତ ରହେନାହିଁ। ତାର ମୃତ୍ୟୁ ନିଶ୍ଚିତ ହୋଇଥାଏ।

ଷଷ୍ଠୀ ତିଥିରେ କର୍କଟ ଏବଂ ମେଷ ରାଶିରେ ଆସିବାକୁ ଥିବା ନକ୍ଷତ୍ରରେ ସର୍ପ ବିଷ ହୋଇଯାଏ ତ ପ୍ରାଣୀର ଜୀବନ ସମାପ୍ତ ହୋଇଯାଏ। ଏମିତି ବ୍ୟକ୍ତି ମୃତ୍ୟୁକୁ ହିଁ ପ୍ରାପ୍ତ କରିନେଇଥାଏ।

ଯେଉଁ ମନୁଷ୍ୟଙ୍କ କାଖ କାନ୍ଧ ଛାତି ମସ୍ତକ କିମ୍ବା କାନପାଟିରେ ଏବଂ ଉଦରରେ ସର୍ପ କାମୁଡି ଦିଏ ତ ତାହେଲେ ବି ସେହି ମନୁଷ୍ୟ ଶୀଘ୍ର ହିଁ ମୃତ୍ୟୁକୁ ପ୍ରାପ୍ତ କରିନେଇଥାଏ।

ଯଦି ସାପ କାମୁଡିବା ପରେ ବ୍ୟକ୍ତିକୁ କୌଣସି ଲଙ୍ଗଳା ପ୍ରାଣୀଙ୍କ ଦର୍ଶନ ହୋଇଯାଏ ତ କିମ୍ବା କୌଣସି ଶସ୍ତ୍ର ଧାରୀଙ୍କ ଦର୍ଶନ ହୋଇଯାଏ ତ ତାକୁ କାଳର ଦୂତ ବୁଝିନେବା ଉଚିତ।

ମୁଖ ଗର୍ଦନ ଏବଂ ପିଠିରେ ସାପ କାମୁଡ଼ିଲେ ମନୁଷ୍ୟ ବଞ୍ଚି ପାରିନଥାଏ।

ରାତି କିମ୍ବା ଦିନରେ ବୃହସ୍ପତି ଭୋଗ ସମୟରେ ସାପ କାମୁଡ଼ିଲେ ଦେବଙ୍କର ବି ଅନ୍ତ କରିବାର କ୍ଷମତା ରଖିଥାଏ। ଅର୍ଥାତ ଏମିତି ସମୟରେ ସାପ କାମୁଡ଼ିଲେ ମନୁଷ୍ୟ ବଞ୍ଚି ପାରେ ନାହିଁ।

ସ୍ତ୍ରୀ ମାନଙ୍କର ବାମ ଅଙ୍ଗ ଏବଂ ପୁରୁଷଙ୍କ ଡାହାଣ ଅଙ୍ଗରେ ଚନ୍ଦ୍ରଙ୍କ ସ୍ଥିତି ହୋଇଥାଏ ଅର୍ଥାତ ଏହି ଅଙ୍ଗରେ ସାପ କାମୁଡ଼ିଲେ ପ୍ରାଣୀ ବଞ୍ଚିପାରିବ।

ଆସନ୍ତୁ ଜାଣିବା ସର୍ପଦଂଶରୁ ବଞ୍ଚିବା ପାଇଁ ମନୁଷ୍ୟଙ୍କୁ କେଉଁ ମନ୍ତ୍ରର ଜପ କରିବା ଉଚିତ।

ଓଁ ହଂସ। ଏହା ବୀଜ ମନ୍ତ୍ର ଅଟେ। ବିଷକୁ ସମାପ୍ତ କରିବାର କ୍ଷମତା ଏହି ବୀଜ ମନ୍ତ୍ରର ପ୍ରୟୋଗ ସର୍ପଦଂଶ କରିଥିବା ଚେତାଶୂନ୍ୟ ପ୍ରାଣୀ ଉପରେ କରିବା ଉଚିତ।

ପ୍ରାଚୀନ ସମୟରେ ଗରୁଡ଼ ତିନିଲୋକର ରକ୍ଷା କରିବା ପାଇଁ ଓଃ କୁରୁ କୂଲେ ସୁହା। ଏହି ମନ୍ତ୍ରକୁ ଆତ୍ମସାନ କରିଥିଲେ ଅର୍ଥାତ ସର୍ପ ମାନଙ୍କର ବିଷକୁ ଶାନ୍ତ କରିବା ପାଇଁ ବ୍ୟକ୍ତିକୁ ଏହି ମନ୍ତ୍ରର ଜପ କରିବା ଉଚିତ। ଯେଉଁ ମନୁଷ୍ୟ ଏହି ମନ୍ତ୍ରର ଜପ ୧୦୦୦ ଥର ଜପ କରିଥାଏ ତ ତାକୁ ସର୍ପଦଂଶ କରିବାର କୌଣସି ଡ଼ର ନଥାଏ। ଏହି ମନ୍ତ୍ରରେ ଅଭିମନ୍ତ୍ରିତ ଚକ୍ରକୁ ଘରେ ଫୋପାଡ଼ି ଦେବା ପରେ ସେହି ଘରକୁ ସାପ ଛାଡି ପଳେଇ ଯାଇଥାନ୍ତି।

ଓଃ ପକ୍ଷୀ ସୁହା। ଏହି ମନ୍ତ୍ରରେ ଅଭିମନ୍ତ୍ରିତ ଜଳ ଦ୍ୱାରା ସ୍ନାନ କରିଲେ ସମସ୍ତ ବିଷ ଧାରୀ ପ୍ରାଣୀଙ୍କ ଠାରୁ ମୁକ୍ତି ମିଳିଥାଏ ଏବଂ ସମସ୍ତ ପ୍ରକାରର ବିଷ ଦୂର ହୋଇଥାଏ। ଏହା ସହିତ ଏହି ମନ୍ତ୍ରକୁ ଜପ କରିବା ଦ୍ୱାରା ନାଗ ମନୁଷ୍ୟଙ୍କ ସ୍ୱପ୍ନରେ ବି ଆସିବାକୁ ଚେଷ୍ଟା କରନ୍ତି ନାହିଁ। ଯେଉଁ ବ୍ୟକ୍ତି ଏହି ମନ୍ତ୍ରର ଜପ ୧ ଲକ୍ଷ ଥର ଜପ କରିଥାଏ ତାର ଦୃଷ୍ଟି ମାତ୍ରାରେ ସାପର ବିଷ ନଷ୍ଟ ହୋଇଯାଏ।

ଓଃ ହିଲିଂ ହିଲିଂ ହିଲିଂ ଭୀରୁଦଣ୍ଡାୟ ସୁହା। ଏହି ମନ୍ତ୍ରର ଜପ ସେହି ଲୋକଙ୍କ କାନରେ କରନ୍ତୁ ଯାହାକୁ ସାପ କାମୁଡିଥିବ। ଏମିତି କରିଲେ ବିଷର ପ୍ରଭାବ କମ ହୋଇଯାଇଥାଏ।

ସାପ କାମୁଡିଥିବା ଅଚେତ ହୋଇଯାଇଥିବା ପ୍ରାଣୀଙ୍କ କାନରେ ଓଃ ହଂସ ଏହି ମନ୍ତ୍ର କହି ଭଗବାନ ଶିବ ଶଙ୍କରଙ୍କର ଧ୍ୟାନ କରିବା ଉଚିତ। ଏମିତି କରିଲେ ଏହି ମନ୍ତ୍ର ନିଜର ବାୟୁ ଶକ୍ତି ଦ୍ୱାରା ସେ ସବୁ ବିଷକୁ ହରଣ କରିନେଇଥାଏ।

ଓଃ ହିରିଂ ଏହି ବୀଜ ମନ୍ତ୍ର ବିଷ ହରଣ କରିବାର ସମର୍ଥ ଥାଏ। ଏହି ମନ୍ତ୍ରର ୧୫ ହଜାର ଥର ଜପ କରି ସାଧକ ଗରୁଡ଼ ସମାନ ସର୍ବଗାମୀ ତଥା ଦୀର୍ଘାୟୁକୁ ପ୍ରାପ୍ତ କରିନେଇଥାଏ।

ଓଁ ହ୍ରାରାଂ ସଦା ଶିବାୟ ନମଃ। ଏହି ମନ୍ତ୍ର ଜପ କରି ସାଧକ ତର୍ଜନୀ ଆଙ୍ଗୁଳିରେ ଅନାର ଫୁଲ ସହିତ ସମାନ ପିଣ୍ଡର ନିର୍ମାଣ କରନ୍ତୁ। ଏହି ପିଣ୍ଡର ଦର୍ଶନ ମାତ୍ରେ ଦୁଷ୍ଟ ଜନ ବିଷ ରାକ୍ଷସ ଭୁତ ଡାକିନି ଆଦି ଦଶ ଦିଗକୁ ଛାଡି ପଳାଇଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *