Excuse Me Odisha

ଯାହା କହିବୁ ସତ କହିବୁ

ଆଜି ବନିବ ସବୁଠାରୁ ବଡ଼ ରାଜଯୋଗ ! ଦେବ ଗୁରୁ ହେବେ ଉଦୟ। ଏହି ୭ଟି ରାଶିଙ୍କର ଭାଗ୍ୟ ବଦଳି ଯିବ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଆଜି ବନିବ ସବୁଠାରୁ ବଡ଼ ରାଜଯୋଗ। ଦେବ ଗୁରୁ ହେବେ ଉଦୟ। ଏହି ୭ ଟି ରାଶିଙ୍କର ଭାଗ୍ୟ ବଦଳି ଯିବ।

ବୈଦିକ ଜ୍ୟୋତିଷରେ ଗ୍ରହ ନକ୍ଷତ୍ରରେ ହେଉଥିବା ପରିବର୍ତ୍ତନର ସିଧା ପ୍ରଭାବ ମାନବ ଜୀବନ ଉପରେ ପଡିଥାଏ ଏବଂ ଯେବେବି କୌଣସି ଗ୍ରହ ଚଳନ କିମ୍ବା ନିୟତି ବନେଇ ଥାଏ ତ ସେତେବେଳେ ବି ଏହାର ପ୍ରଭାବ ପକାଇଥାଏ। ଦେବଗୁରୁ ବୃହସ୍ପତି ଯିଏ ୨୩ ମାର୍ଚ୍ଚରେ ଉଦୟ ହେଉଛନ୍ତି ଏବଂ କୌଣସି ବି ଗ୍ରହ ସେତେବେଳେ ଅସ୍ତ ହୋଇଥାଏ ଯେତେବେଳେ ସୂର୍ଯ୍ୟଙ୍କର ବହୁତ ନିକଟତର ଆସିଯାଏ। ଦେବଗୁରୁ ବୃହସ୍ପତି ଉଦୟ ହେବା କାରଣରୁ ସମସ୍ତ ରାଶି ଉପରେ ତାଙ୍କର ପ୍ରଭାବ ପଡିବ। ତ ଏହି ପୋଷ୍ଟରେ ଜାଣିବା କେଉଁ ରାଶି ମାନଙ୍କ କ୍ୟାରିୟର ଉପରେ ଭଲ ପ୍ରଭାବ ପଡିବ।

ମେଷ ରାଶି। ଏହି ରାଶିର ଜାତକଙ୍କ ଉପରେ ଦେବଗୁରୁ ବୃହସ୍ପତି ଏକାଦଶ ଭାଗରେ ରହିବେ। ଏକାଦଶ ଭାଗ ଯାହାକୁ ଆମେ ଧନର ସ୍ଥାନ କହିଥାଉ। ଏହାର ଅର୍ଥ ଦେବଗୁରୁ ବୃହସ୍ପତି ଉଦୟ ହେବା କାରଣରୁ ମେଷ ରାଶିର ଜାତକଙ୍କ ଧନ ବଢିବ। ଧନରେ ମାଲାମାଲ ହେବେ। ଆପଣଙ୍କ ବ୍ୟାପାର ବ୍ୟବସାୟରେ ଉନ୍ନତି ହେବ। ରୋଜଗାରରେ ନୂତନ ରାସ୍ତା ଖୋଲା ହେବ। ଆପଣ ଏହି ସମୟରେ ସ୍ଥାନ ପରିବର୍ତ୍ତନ ବି କରିପାରନ୍ତି। ଆପଣ ଯେକୌଣସି ସ୍ଥାନରେ ଟଙ୍କା ବିନିଯୋଗ କରିବେ ତ ଉତମ ଫଳ ମିଳିବ।

ବୃଷ ରାଶି। ଏହି ରାଶିର ଜାତକଙ୍କ ଉପରେ ଦେବଗୁରୁ ବୃହସ୍ପତି ଦଶମ ଭାଗରେ ରହିବେ। ଏହି ସ୍ଥାନକୁ କାମର ସ୍ଥାନ କୁହାଯାଏ। ତ ଦେବଗୁରୁ ବୃହସ୍ପତି ଏହି ରାଶିର ଜାତକଙ୍କୁ ସମସ୍ତ କ୍ଷେତ୍ରରେ ଭଲ ପ୍ରଦର୍ଶନ ବି କରିବେ। ଆଉ ଭଲ ଫଳ ମଧ୍ୟ ଦେବେ। ବ୍ୟବସାୟୀ ଏବଂ ଚାକିରୀ କରିଥିବା ଲୋକଙ୍କୁ ନିଜର କାର୍ଯ୍ୟରେ ଅଧିକ ଲାଭ ମିଳିବ। କ୍ୟାରିୟର ମାମଲାରେ ବହୁତ ଭଲ ରହିବ ଏବଂ ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ଚାହୁଁଥିଲେ ଆପଣ କରିପାରିବେ।

ମିଥୁନ ରାଶି। ଏହି ରାଶିର ଜାତକଙ୍କ ପାଇଁ ଦେବଗୁରୁ ବୃହସ୍ପତିଙ୍କର ଏହି ପରିବର୍ତ୍ତନ ଯୋଗୁ ଯଦି ଆପଣ ଯାତ୍ରା କରୁଛନ୍ତି ତ ଆପଣଙ୍କୁ ଯାତ୍ରାରୁ ଲାଭ ହେବ। ଧର୍ମ ଆଧ୍ୟାତ୍ମିକ ପ୍ରତି ମନ ଲାଗିବ। ଯେଉଁବି କାର୍ଯ୍ୟ କରିବେ ସଫଳ ହେବେ। ଏବେ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ।

କର୍କଟ ରାଶି। ଏହି ରାଶିଙ୍କୁ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ। ଖାସ କରି ଖାଇବା ପିଇବା ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ। ଟେନସନ ଟିକେ ରହିବ କିନ୍ତୁ ଏଥିରେ ଆରାମ ମିଳିବ। ନିଜର ବ୍ୟାମ ଯୋଗ ପ୍ରତି ଧ୍ୟାନ ଦେବାକୁ ପଡିବ। ସ୍ବାସ୍ଥ୍ୟକୁ ନେଇ ଅଣଦେଖା କେବେବି କରିବେ ନାହିଁ ନଚେତ ପରେ ଆପଣ ସମସ୍ୟାରେ ପଡିପାରନ୍ତି। ଟିକେ ସମ୍ଭାଳି କରି ରହିବା ଉଚିତ ଏବଂ ତତ୍ପର ହୋଇ କୌଣସି ବି ନିଷ୍ପତ୍ତି ନିଅନ୍ତୁ ନାହିଁ ନଚେତ ଫସି ପାରନ୍ତି। ଶାନ୍ତ ହୋଇ ସବୁ କାମ କରନ୍ତୁ।

ସିଂହ ରାଶି। ଦେବଗୁରୁ ବୃହସ୍ପତିଙ୍କର ଏହି ସମୟରେ ଉଦୟ ହେବା ଆପଣଙ୍କ ପାଇଁ ବହୁତ ଭଲ ରହିବ। କାରଣ ଦେବଗୁରୁ ବୃହସ୍ପତିଙ୍କର ସପ୍ତମ ଭାଗରେ ଏହି ରାଶି ଉପରେ ଉଦୟ ହେଉଛି। ଏବଂ ଗୁରୁ ଗ୍ରହ ଉଦୟ ହେବା ଆପଣଙ୍କ ବୈବାହିକ ଜୀବନ ପାଇଁ ବହୁତ ଭଲ ରହିବ। ଯେଉଁବି କାର୍ଯ୍ୟ କରିବେ ସେଥିରେ ଆପଣଙ୍କୁ ଭାଗ୍ୟର ସହଯୋଗ ମିଳିବ। ଅବିବାହିତଙ୍କ ପାଇଁ ବିବାହ ହେବାର ଯୋଗ ଅଛି। ମନ ପସନ୍ଦର ଜୀବନସାଥୀ ମିଳିବ। ଅଟକି ରହିଥିବା ଧନ ତାହା ବି ପ୍ରାପ୍ତ ହେବ। ସମସ୍ତ କ୍ଷେତ୍ରରେ ସଫଳତା ମିଳିବ। ବ୍ୟପାର ବ୍ୟବସାୟରେ ଲାଭ ମିଳିବ।

କନ୍ୟା ରାଶି। ଦେବଗୁରୁ ବୃହସ୍ପତିଙ୍କର ଉଦୟ ହେବାରୁ ଲୋନ କରଜ ନେବା ଠାରୁ ଦୂରେଇ ରୁହନ୍ତୁ। ଆଵଶ୍ୟକତା ଠାରୁ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ ଏବଂ କୌଣସି ପ୍ରକାରର ରିକ୍ସ ନିଅନ୍ତୁ ନାହିଁ। ଟଙ୍କା କାରବାର କରନ୍ତୁ ନାହିଁ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ରୋଗକୁ ସାଧାରଣ ଭାବନ୍ତୁ ନାହିଁ। ଯଦି ଆପଣ ଟିକେ ବି ବୀମାର ହେଉଛନ୍ତି ତ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ନଚେତ ଅଣଦେଖା କଲେ ପରେ ଚିନ୍ତାର କାରଣ ବନି ପାରେ।ବ୍ୟାପାର ବ୍ୟବସାୟରେ ମଧ୍ୟମ ଧରଣର ଲାଭ ମିଳିବ। ଧନ ଆସିବାର ରାସ୍ତା ଖୋଲିବ। ସନ୍ତାନ ପକ୍ଷରୁ ଭଲ ଖବର ମିଳିବ। ଲଭମେଣ୍ଟକୁ ଭଲ ସଫଳତା ମିଳିବ।

ତୁଳା ରାଶି। ଦେବଗୁରୁ ବୃହସ୍ପତି ପଞ୍ଚମ ଭାଗରେ ଉଦୟ ହେଉଛନ୍ତି ତ ଆପଣଙ୍କର ଧନ ଆସିବାର ନୂତନ ସ୍ରୋତ ବନିବ। ଏହାର ଉଦୟ ହେବା ଆପଣଙ୍କ ପାଇଁ ଭଲ ରହିବ। ସନ୍ତାନ ପକ୍ଷରୁ ଲାଭ ମିଳିବ। ଲଭ ଲାଇଫ ଭଲରେ ବ୍ୟତୀତ ହେବ। ପାଠ ପଢ଼ାରେ ଆପଣଙ୍କ ମନ ଲାଗିବ। ସାମାଜିକ ସକ୍ରିୟ ବଢିବ।

ବିଛା ରାଶି। ଏହି ରାଶିର ବ୍ୟବସାୟରେ ଉନ୍ନତି ହେବ। ଯଦି ଆପଣ କୌଣସ କାରର ବ୍ୟବସାୟ ଆପଣଙ୍କ ସପକ୍ଷରେ ଜିକିଛି ତ ରଲ ସମରେ। ଆର୍ଥିକ ଲାଭ ବି ହେବ। ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ। ଅନାବଶ୍ୟକ ଖର୍ଚ୍ଚ କରନ୍ତୁ ନାହିଁ କି ଅନାବଶ୍ୟକ ବାଦ ବିବାଦ କରନ୍ତୁ ନାହିଁ। ଆପଣଙ୍କ ପାଇଁ ଭଲ ରହିବ।

ଧନୁ ରାଶି। ଏହି ରାଶିର ଜାତକ ଉପରେ ଦେବ ବୃହସ୍ପତି ତୃତୀୟ ଭାଗରେ ରହିବ। ଲକ୍ଷ ପ୍ରାପ୍ତ କରିବା ପାଇଁ ଆପଣଙ୍କୁ ବହୁତ ଚେଷ୍ଟା କରିବାକୁ ପଡିବ। ଭାଗ୍ୟର ସହଯୋଗ ବି ମିଳିବ। ଗୁରୁ ଉଦୟ ହେବା ଯୋଗୁ ଆପଣଙ୍କୁ ଭାଗ୍ୟର ସାଥ ମିଳିବ। ଶୁଭ ମାଙ୍ଗଳିକ କାର୍ଯ୍ୟ ହେବ। ବେରୋଜଗାରଙ୍କୁ ରୋଜଗାର ମିଳିବାର ସମ୍ଭାବନା ରହିଛି। ସନ୍ତାନ ପ୍ରାପ୍ତିର ସମ୍ଭାବନା ରହିଛି। ଯଦି ଆପଣ ଚାକିରୀ କରୁଛନ୍ତି ତ ଉନ୍ନତି ମିଳିବ।

ମକର ରାଶି। ଦେବଗୁରୁ ବୃହସ୍ପତି ଉଦୟ ହେବା ଯୋଗୁ ଏହି ରାଶିର ଲୋକଙ୍କୁ ଧନ ଆଗମନ ହୋଇପରେ। ଧନ ରୋଜଗାର କରିବାର ବହୁତ ଉପାୟ ମାନ ଅଛି। ଜମି ସମ୍ପତିରେ ଯେଉଁ କାମ ଅଛି କୋର୍ଟ କଚେରୀରେ ଯେଉଁ କାର୍ଯ୍ୟ ଅଛି ନିଷ୍ପତ୍ତି ଆପଣଙ୍କ ସପକ୍ଷରେ ରହିବ। ପରିବାରରେ ଥିବା ସମସ୍ତ ସମସ୍ୟା ଦୂର ହେବ। ସ୍ୱାସ୍ଥ୍ୟ ପ୍ରତି ବହୁତ ଭଲ ରହିବେ। ଆବଶ୍ୟକତା ଠାରୁ ଅଧିକ କାହାରିକୁ ବିଶ୍ୱାସ କରନ୍ତୁ ନାହିଁ।

କୁମ୍ଭ ରାଶି:- ଦେବଗୁରୁ ବୃହସ୍ପତି ଉଦୟ ହେବା ଯୋଗୁ ଏହି ରାଶିର ଲୋକଙ୍କୁ ଆର୍ଥିକ ଖୁସି ମିଳିବ। ନୂତନ ନୂତନ କାର୍ଯ୍ୟରେ ଭାଗ ନେବେ। ଆପଣ ସମସ୍ତ କାର୍ଯ୍ୟକୁ ପଜିଟିଭ ଭାବରେ ନେବେ। ସମସ୍ତ କାର୍ଯ୍ୟ ଆପଣଙ୍କର ଭଲ ରହିବ। ପାଠ ପଢାରେ ମନ ଲାଗିବ।

ମୀନ ରାଶି। ଏହି ରାଶିର ଲୋକେ ଧନ ବଞ୍ଚେଇ କରି ରଖନ୍ତୁ। ଆପଣଙ୍କ ଭିତରେ ଯେଉଁ ପଜିଟିଭ ଏନର୍ଜୀ ଅଛି ତାହାକୁ ବଞ୍ଚେଇ କରି ରଖନ୍ତୁ। ସହଭାଗୀ ସହିତ ସମ୍ପର୍କ ଭଲ ରଖନ୍ତୁ। ବିଦେଶ ଯାତ୍ରା କରିବାର ଯୋଗ ରହିଛି। ଧନ ସମ୍ପତ୍ତି ବଢିବ। ଧନ ସମ୍ପତି ମାମଲାରେ ଟିକେ ଧ୍ୟାନ ଦେବାକୁ ପଡିବ। ଖର୍ଚ୍ଚ କରନ୍ତୁ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *