Excuse Me Odisha

ଯାହା କହିବୁ ସତ କହିବୁ

ଚୁପଚାପ ଜଳାଇ ଦିଅନ୍ତୁ ଏହି ଜାଗାରେ ଗୁଜୁରାତି ! ଟଙ୍କାରେ ଘର ଭରିଯିବ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଚୁପଚାପ ଜଳେଇ ଦିଅନ୍ତୁ ଏହି ଜାଗାରେ ଗୁଜୁରାତି। ଟଙ୍କାରେ ଘର ଭରିଯିବ।

ବୈଦିକ ଜ୍ୟୋତିଷଙ୍କ ଅନୁସାରେ ଯେଉଁ ଆକର୍ଷଣ ଯେଉଁ ପ୍ରେମର ପ୍ରତୀକ ଅଟେ ସେ ଶୁକ୍ର ଗ୍ରହ ଅଟେ ଏବଂ ଶୁକ୍ର ଗ୍ରହ ହିଁ ବ୍ୟକ୍ତିଙ୍କୁ ଜୀବନରେ ଖୁସି ଦେଇ ଥାଆନ୍ତି ସୁଖ ଦେଇଥାନ୍ତି। ବୈବାହିକ ଜୀବନ ଭଲ ହୋଇଥାଏ। ଏମିତିକି ବ୍ୟକ୍ତି ବହୁତ ଅଧିକ ଆକର୍ଷଣ ହୋଇଥାଏ। ଅର୍ଥାତ ଶୁକ୍ର ଗ୍ରହ ଜୀବନରେ ସୁଖ ସମୃଦ୍ଧି ସହିତ ବିଳାସ ପୁଣ୍ୟ ପ୍ରବୃତିକୁ ବି ମଧ୍ୟ ବଢାଇଥାଏ କିନ୍ତୁ ଯଦି ଶୁକ୍ର ବିଗିଡିଯାଏ ତ ବ୍ୟକ୍ତି ଚତୁର୍ପାର୍ଶ୍ଵରୁ ଚିନ୍ତିତ ହୋଇଯାଏ ତା ପାଖରେ କିଛି ବି ରହେନାହିଁ କିମ୍ବା ସବୁ ଥାଇ ବି ସେ ସୁଖ ଭୋଗ କରି ପାରେ ନାହିଁ। ଆଜି ଆମେ ଆପଣଙ୍କୁ ଶୁକ୍ର ଗ୍ରହକୁ ମଜବୁତ କରିବା ପାଇଁ ଶୁକ୍ରବାର ଦିନ ଏକ ଛୋଟ ପ୍ରୟୋଗ ବିଷୟରେ ଜଣେଇବୁ। ଆସନ୍ତୁ ଜାଣିବା।

ଯଦି ଶୁକ୍ର ଅଶୁଭ ହୋଇଯାଏ ତ ଆର୍ଥିକ କଷ୍ଟ ସହିତ ସୁଖର କମି ବି କରିଥାଏ ଆଉ ମଧୁମେହ ସହିତ ଆପଣଙ୍କୁ ୟୁରିନ ସମ୍ବଦ୍ଧିୟ ସମସ୍ୟା ବି କରିଥାଏ। ଏମିତିକି ଗର୍ଭାଶୟ ସମସ୍ୟା ସହିତ ଗୁପ୍ତ ରୋଗ ହେବାର ସମ୍ଭାବନା ମଧ୍ୟ ଥାଏ କିନ୍ତୁ ଯଦି ଶୁଭ ହୋଇଯାଏ ତ ଜୀବନରେ ଖୁସି ଆସିଥାଏ ସୁଖ ସମୃଦ୍ଧି ମିଳିଥାଏ ଧନର ସମସ୍ୟା କେବେବି ହୋଇନଥାଏ। ମାଲକ୍ଷ୍ମୀଙ୍କ କୃପା ବର୍ଷା ହୋଇଥାଏ। ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କର ଦିନ ଅଟେ ତ ଏହି ଦିନ ଅଶୁଭ ଗ୍ରହଙ୍କୁ ଭଲ କରିବା ପାଇଁ ବିଶେଷ ପ୍ରୟୋଗ କରାଯାଏ। ଆଜି ଆମେ ଆଲୋଚନା କରିବୁ ଗୁଜୁରାତି ବିଷୟରେ।

ଗୁଜୁରାତି ଯାହା ଶୁକ୍ର ଗ୍ରହଙ୍କ ସହିତ ସମ୍ବଦ୍ଧ ରଖିଥାଏ। ଆଉ ଶୁକ୍ରଙ୍କର ମନ୍ତ୍ର ଜପ କରିବା ଦ୍ୱାରା ଗୁଜୁରାତିର ପ୍ରୟୋଗ କରିବା ଦ୍ୱାରା ଜୀବନରେ ସମସ୍ତ ସମସ୍ୟାରୁ ଆପଣ ବହାରକୁ ବାହାରି ପାରିବେ ଏବଂ ସମସ୍ତ ମନସ୍କାମନାକୁ ପୁରା ବି କରିପାରିବେ। ତେବେ ଆସନ୍ତୁ ଖାସ ଉପାୟ ବିଷୟରେ ଜାଣିବା।

ସନ୍ଧ୍ୟା ସମୟରେ ଯେତେବେଳେ ଆପଣ ଦୀପ ଜଳାନ୍ତି ତା ପରେ ୩ ଟି ସବୁଜ ରଙ୍ଗର ଗୁଜୁରାତି ନିଜ ହାତରେ ନିଅନ୍ତୁ ଘରର ପୂଜା ସ୍ଥାନରେ ଆପଣ ବସି ଯାଆନ୍ତୁ। ମା ଲକ୍ଷ୍ମୀଙ୍କ ସାମ୍ନାରେ ଶାନ୍ତ ଭାବରେ ବସି ଯାଆନ୍ତୁ ଏହା ପରେ ମା ଲକ୍ଷ୍ମୀଙ୍କୁ ୩ ଟି ଗୁଜୁରାତି ହାତରେ ନେଇ ତାଙ୍କୁ ଅର୍ପଣ କରନ୍ତୁ ଏହା ପରେ ମା ଲକ୍ଷ୍ମୀଙ୍କ ମନ୍ତ୍ର ଜପ କରିପାରିବେ କିମ୍ବା ଶୁକ୍ରଙ୍କର ମନ୍ତ୍ର ଜପ କରିପାରିବେ। ମନ୍ତ୍ର ହେଉଛି ଓଁ ଗ୍ରାଙ୍ଗ ଗ୍ରୀଙ୍ଗ ଗ୍ରଙ୍ଗ ସୁହା ଶୁକ୍ରାୟ ନମଃ କିମ୍ବା ଓଁ ସୁହା ଶୁକ୍ରାୟ ନମଃ। ଆପଣ ମା ଲକ୍ଷ୍ମୀଙ୍କର ମନ୍ତ୍ର ବି ଜପ କରି ପାରିବେ।

ଓଁ ଶ୍ରୀଙ୍ଗ ଶ୍ରୀୟୟେ ନମଃ। ଏହା ପରେ ସମସ୍ତ ଗୁଣୁରାତିକୁ ଡାହାଣ ହାତର ମୁଠାରେ ନେଇ ନିଅନ୍ତୁ ଏବଂ ମୁଠି ବନ୍ଦ କରି ଘରୁ ବହାରକୁ ଯାଆନ୍ତୁ ଏବଂ ଏହାପରେ ୩ ଥର ଓଲଟା ବୁଲିଯାଅନ୍ତୁ ଏହାପରେ ନିଜର ପୂଜା ଘର କିମ୍ବା ବାଲକୁନିର ଛାତରେ ଆରାମରେ ବସି ନିଜର ଯେଉଁ ମନସ୍କାମନା ଥିବ ସମସ୍ୟା ଥିବ ତାକୁ କହିଦିଅନ୍ତୁ

ଏହାପରେ ଯେଉଁ ଗୁଜୁରାତିକୁ ମୁଠିରେ ରଖିଛନ୍ତି ତାହା ସେମିତି ମୁଠିରେ ରଖିଥାନ୍ତୁ ଏହାପରେ କହିବା ପରେ ସମସ୍ୟା ମୁଠିକୁ ଖୋଲନ୍ତୁ ଏବଂ ୩ ଥର ଫୁଙ୍କି ଦିଅନ୍ତୁ ଏବଂ ଏହି ଗୁଜୁରାତିକୁ କୌଣସି ଷ୍ଟିଲ କିମ୍ବା କୌଣସି ଧାତୁର ଦୀପରେ ରଖି ଆପଣ ଘରର ମୁଖ୍ୟ ଦ୍ଵାରକୁ ଏହାକୁ ନେଇଯାଇ ଜଳେଇ କର୍ପୁର ସାହାର୍ଯ୍ୟରେ ଦିଅନ୍ତୁ। ଯେତେବେଳେ ଭଲ ଭାବରେ ଜଳି ଯିବ ତ ରହିଥିବା ପାଉଁଶକୁ କୌଣସି ଗଛ ମୂଳରେ ମାଟିରେ ପକେଇ ଦିଅନ୍ତୁ। ଆପଣ ଚାହିଁବେ ତ ତୁଳସୀ ଗଛ ମୂଳରେ ମାଟି ତଳେ ପୋତି ଦିଅନ୍ତୁ। ନଚେତ କୌଣସି ପ୍ରବାହିତ ଜଳରେ ଭସେଇ ଦିଅନ୍ତୁ। ଏମିତି କଲେ ଅଳ୍ପ ଦିନରେ ଜୀବନରେ ସମସ୍ତ ସମସ୍ୟା ସମାପ୍ତ ହୋଇଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *