Excuse Me Odisha

ଯାହା କହିବୁ ସତ କହିବୁ

ମଙ୍ଗଳବାର ଦିନ ରାତିରେ ୫ଟି ଗୋଲମରିଚର ଦାନା ଏହିଠାରେ ଫୋପାଡ଼ି ଦିଅନ୍ତୁ,ଭାଗ୍ୟର ବନ୍ଦ ତାଲା ଖୋଲିଯିବ,ଆଉ ଟଙ୍କା ଆସିବାକୁ ଲାଗିବ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମଙ୍ଗଳବାର ଦିନ ୫ ଟି ଗୋଲମରିଚର ଦାନା ଫୋପାଡ଼ି ଦିଅନ୍ତୁ। ଭାଗ୍ୟର ବନ୍ଦ ତାଲା ଖୋଲିଯିବ। ଟଙ୍କା ଆସିବାକୁ ଲାଗିଥାଏ।

ଆଜିର ଦୁନିଆରେ ଅଧିକ ବ୍ୟସ୍ତଭରା ଜୀବନ ଧୋକା ଦେଇଥାଏ। କେବେ କେବେ ଅଧିକ ପରିଶ୍ରମ କରିବା ପରେ ମଧ୍ୟ ସଫଳତା ମିଳିନଥାଏ। ଆପଣ ଚାହାନ୍ତି ଯେ କମ ପରିଶ୍ରମରେ ସଫଳତା ମିଳୁ କମସେକମ ଏତିକି ତ ଫଳ ମିଳୁ ଯେତିକି ପରିଶ୍ରମ କରୁଛନ୍ତି। ଖାଇବା ପିଇବା ସହିତ ଅଳ୍ପ ବଞ୍ଚେଇକି ରଖିପାରିବେ ଭବିଷ୍ୟତ ପାଇଁ। କିନ୍ତୁ ଆଜି ଆମେ ଛୋଟ ଉପାୟ ଜଣେଇବୁ ଯାହା ଜୀବନରେ ଥିବା ସମସ୍ୟାରୁ ଆପଣଙ୍କୁ ବାହାରକୁ ବାହାର କରିବ ଏବଂ ସମସ୍ତ ପ୍ରକାରର ଭାଗ୍ୟର ଯେଉଁ ବାଧା ଏଥିରୁ ବି ଆପଣଙ୍କୁ ବାହାର କରିବ।

ଯେଉଁ ଗୋଲମରିଚ ଅଛି ତାହାର ସିଧା ସମ୍ବଦ୍ଧ ଶନି ସହିତ ଅଟେ। ଶନିଦେବଙ୍କ ଅର୍ଥ ଆକସ୍ମିକ ରୂପରେ ଜୀବନରେ ସମସ୍ୟା କିମ୍ବା ଶନିଦେବ କ୍ରୋଧିତ ହୋଇଯାନ୍ତି ତ ବ୍ୟକ୍ତିକୁ ରାଜାରୁ ଭିକାରୀ ବନେଇ ଦେଇଥାନ୍ତି ଏବଂ ଯଦି ପ୍ରସନ୍ନ ହୋଇଯାନ୍ତି ତ ଭିକାରୀରୁ ରାଜା ବନେଇ ଦେଇଥାନ୍ତି।

ଅଚାନକ ଜୀବନରେ ଢେର ସାରା ଧନ ସମ୍ପତ୍ତି ଖୁସି ଆସିଥାଏ। ଜୀବନରେ ଯଦି ଆପଣ ସମସ୍ତ ପରିଶ୍ରମ କରିବା ପରେ ବି ସଫଳତା ଆପଣଙ୍କୁ ମିଳୁନାହିଁ ସମସ୍ୟା ଅଧିକ ଅଛି ତ ଆପଣଙ୍କୁ ୫ ଟି ଗୋଲମରିଚର ଦାନା ନେବାକୁ ପଡିବ। ଏହା ସ୍ୱାସ୍ଥ୍ୟ ପାଇଁ ତ ହିତକାରୀ ହୋଇଥାଏ କିନ୍ତୁ ଏହା ଯାଦୁ ମନ୍ତ୍ରରେ ବି ବ୍ୟବହାର ହୋଇଥାଏ। ଆଉ ଏହାର ସାହାର୍ଯ୍ୟରେ ଭାଗ୍ୟର ସାଥ ମିଳିଥାଏ। ସଙ୍କଟରୁ ମୁକ୍ତି ମିଳିଥାଏ ଏବଂ ଭାଗ୍ୟକୁ ମଜବୁତ ବନେଇବା ପାଇଁ ଯେଉଁ ଗୋଲମରିଚର ତୁଟକା ଅଟେ ତାହା ମଙ୍ଗଳବାର ଦିନ ଆପଣ କରିବେ ତ ଭାଗ୍ୟର ସାଥ ଆପଣଙ୍କୁ ମିଳିବ।

ଯଦି ଜୀବନରେ ଧନର ସମସ୍ୟା ଅଛି ତ ଆପଣ ମଙ୍ଗଳବାର ଦିନ ସନ୍ଧ୍ୟାରେ ୫ ଟି ଗୋଲମରିଚର ଦାନା ନେଇ ନିଜ ମୁଣ୍ଡ ଉପରେ ୭ ଥର ବୁଲାଇ କୌଣସି କାଗଜରେ ରଖିଦିଅନ୍ତୁ ଆପଣ ଏହି ଉପାୟ ନିଜ ଘରେ କରିବେ ଏବଂ ଏହି କାଗଜକୁ ନେଇ କୌଣସି ଛକ ଉପରକୁ ଯାଆନ୍ତୁ ଆଉ ଏହି ପ୍ରକ୍ରିୟା କରିବା ସମୟରେ ଯେମିତି ଆପଣଙ୍କୁ କେହି ଦେଖିବେ ନାହିଁ। ଆପଣଙ୍କ ମୁହଁ ପୂର୍ବ ଦିଗକୁ ରହିବ ଗୋଟେ ଗୋଟେ ଦାନା ଚାରି ଦିଗକୁ ଫୋପାଡ଼ି ଦିଅନ୍ତୁ ଆଉ ଗୋଟେ ଦାନାକୁ ଆକାଶ ଆଡ଼କୁ ଫୋପାଡ଼ି ଦିଅନ୍ତୁ। ଆଉ ପଛକୁ ନବୁଲି ଘରକୁ ଫେରି ଆସନ୍ତୁ। ଏହା ଦ୍ବାରା ଭାଗ୍ୟର ଯେଉଁ ସମସ୍ୟା ଦୂର ହୋଇଯିବ।

ଯଦି ଶନିଦେବଙ୍କ ସମସ୍ୟା ଅଛି ବା ଶନିଦେବଙ୍କ ସାଢ଼େସାତି ଅଢେ଼ଇ ଅଛି ସମସ୍ୟା ଅଧିକ ଅଛି ଆପଣ ଚାହାଁନ୍ତି କି ଏଥିରୁ ମୁକ୍ତି ମିଳୁ ତ ଗୋଲମରିଚର ଏକ ଛୋଟ ପ୍ରୟୋଗ କରନ୍ତୁ। ଗୋଲମରିଚର ୧୧ ଟି ଦାନା ନିଅନ୍ତୁ ଏବଂ ଗୋଟେ କଏନ ନିଅନ୍ତୁ କଳା କପଡ଼ାରେ ବାନ୍ଧି ନିଅନ୍ତୁ ନିଜ ଉପରେ ୩ ଥର କିମ୍ବା ୫ ଥର ବୁଲାଇ କୌଣସି ଶନିଦେବଙ୍କ ମନ୍ଦିରରେ କିମ୍ବା ଅସ୍ତ ଗଛ ତଳେ ରଖିଦେବେ। ପଛକୁ ନବୁଲି ଘରକୁ ଫେରି ଆସିବେ। ଏମିତି କରନ୍ତୁ ଶନିଦେବଙ୍କ ସମସ୍ୟାରୁ ମୁକ୍ତି ମିଳିଯିବ।

ଘର ପରିବାର ଉପରେ ଯଦି ନଜର ଦୋଷ ଲାଗିଯାଏ କିମ୍ବା କେହି ତନ୍ତ୍ର ମନ୍ତ୍ର କରିଥାଏ। ଘରେ ସର୍ବଦା ଲଢେଇ ଝଗଡା ହେଉଛି ଧନ ହାନି ହେଉଛି ତ ୫ ଟି ଗୋଲମରିଚର ଦାନା ହାତରେ ନିଅନ୍ତୁ ଆଉ ଏହି ମନ୍ତ୍ରକୁ କୁହନ୍ତୁ ଓଁମ କିଲିଂ ଏହି ମନ୍ତ୍ର କହି କହି ଘରର ସମସ୍ତ ସଦସ୍ୟଙ୍କ ମଥାରେ ୩ ଥର ଓଲଟା ହାତରେ ବୁଲାଇ ଆଉ ନିଜ ଘରର ଦକ୍ଷିଣ ଦିଗକୁ ଫୋପାଡ଼ି ଦିଅନ୍ତୁ। ଆଉ ପଛକୁ ନବୁଲି ଘରକୁ ଫେରି ଆସନ୍ତୁ। ଏହା ଦ୍ବାରା ସବୁ ତନ୍ତ୍ର କ୍ରିୟା ଦୂର ହୋଇଯିବ।

ଆପଣ ଚାହାନ୍ତି ଯେଉଁ କାମ ପାଇଁ ଘରୁ ବାହାରକୁ ଯାଉଛନ୍ତି ତ ସେହି କାର୍ଯ୍ୟ ସଫଳ ହେଉ କିନ୍ତୁ ଲକ୍ଷେ ଚେଷ୍ଟା କରିବା ପରେ ବି ତାହା ସଫଳ ହୋଇପାରୁନାହିଁ ତ ୧ ଟି ଗୋଲମରିଚର ଦାନା ନିଜର ଘରର ମୁଖ୍ୟ ଦ୍ୱାର ଉପରେ ରଖିଦିଅନ୍ତୁ। ଆଉ ତାହା ଉପରେ ନିଜର ଡାହାଣ ପାଦ ରଖନ୍ତୁ ଘରୁ ବାହାରକୁ ବାହାରି ଯାଆନ୍ତୁ ପଛକୁ ନବୁଲି ଚାଲି ଯାଆନ୍ତୁ ଆପଣଙ୍କର ଯାତ୍ରା ସଫଳ ହୋଇଯିବ।

ମଙ୍ଗଳବାର ଦିନ ସନ୍ଧ୍ୟା ସମୟରେ ଗୋଟେ ସୋରିଷ ତେଲର ଦୀପ ଜଳାନ୍ତୁ ଏବଂ ସେହି ଦୀପରେ ଏକ ଚୁଟକି ହେଙ୍ଗୁ ଅଳ୍ପ କର୍ପୁର ଏବଂ ୬ ଟି ଗୋଲମରିଚର ଦାନା ପକେଇ ଦିଅନ୍ତୁ। ଏବଂ ଏହି ଦୀପକୁ କୌଣସି ଘରର ବି ଅନ୍ଧାର କୋଣରେ ରଖିଦିଅନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *