Excuse Me Odisha

ଯାହା କହିବୁ ସତ କହିବୁ

ମାଆ ଲକ୍ଷ୍ମୀ କରିବେ ଧନବର୍ଷା,ବାସ ଗହମର ୨୧ଟି ଦାନା ଏହିଠାରେ ଫୋପାଡ଼ି ଦିଅନ୍ତୁ,ରୋଡପତି ବି ହୋଇଯିବ କୋଟିପତି !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଗହମର ୨୧ ଟି ଦାନା। ଟଙ୍କା ବର୍ଷା କରିବାର ତୁଟକା।

ଯେବେ ଧନର ସମସ୍ୟା ବହୁତ ଚିନ୍ତିତ କରିବ ଅନେକ ଚେଷ୍ଟା କଲା ପରେ ବି ଧନ ସଞ୍ଚୟ କରି ପାରୁନାହାନ୍ତି ତ ସେତେବେଳେ ଏକ ଛୋଟ ପ୍ରୟୋଗ ନିଶ୍ଚିୟ କରନ୍ତୁ। ଅନେକ ଥର ଜୀବନରେ ସମସ୍ତ ଇଛା ପୁରା ହୋଇନଥାଏ। ଅନେକ ଥର କିଛି ତ ପୁରା ହୋଇଯାଏ ଆଉ କିଛି ପୁରା ହୋଇନଥାଏ। ଅନେକ ଥର ଏମିତି ହୋଇଥାଏ ଆପଣ ଅନେକ ଚେଷ୍ଟା କରିବା ପରେ ବି ଆଗକୁ ବଢ଼ିପାରନ୍ତି ନାହିଁ। ଯେଉଁଠି ଅଛନ୍ତି ସେଇଠି ହିଁ ରହିଯାନ୍ତି। ଉନ୍ନତି ସମସ୍ତେ କରିବାକୁ ଚାହାନ୍ତି। ଯଦି ଚେଷ୍ଟା କଲା ପରେ ବି ଉନ୍ନତି ହେଉନାହିଁ ତ ଏକ ଛୋଟ ଉପାୟ କରନ୍ତୁ। ଜୀବନରେ ସମସ୍ୟ ସମସ୍ୟାରୁ ବାହାର କରିବ ଏହି ଉପାୟ।

ଆପଣଙ୍କୁ ନିଜ ଘରେ ମାଟିର ପାତ୍ରରେ ଛୋଟ ହେଉ କିମ୍ବା ବଡ଼ ମାଟିର ପାତ୍ର ନଚେତ ମାଟି ଦୀପ ଥିଲେ ଦୀପ ବି ନେଇ ପାରିବେ। ଏହି ପାତ୍ରରେ ଗହମ ଭରି ଦିଅନ୍ତୁ ଏବଂ ଘରର ପୂର୍ବ ଦିଗରେ ରଖିଦିଅନ୍ତୁ ଏହାକୁ ଏକ ସପ୍ତାହ ପର୍ଯ୍ୟନ୍ତ ରହିବାକୁ ଦିଅନ୍ତୁ। ସମ୍ଭବ ହେବ ତ ଲାଲ ଫୁଲର ପାଖୁଡା ୫ ଟି ରଖିଦିଅନ୍ତୁ ଏହି ଗହମ ସହିତ। ଏକ ସପ୍ତାହ ପରେ ଯେବେ ମଙ୍ଗଳବାର ଆସିବ ତ ସେହି ଗହମକୁ ବାହାର କରି କୌଣସି ଗଛ ମୂଳରେ ପକେଇ ଦେବେ।

ଆପଣ ଚାହଁଲେ ୨୧ ଟି ଦାନା ଗହମ ନେବେ ଏବଂ ଯେଉଁ ଫୁଲର ପାଖୁଡା ପକେଇଛନ୍ତି ତାହାକୁ ଉଠାଇ କୌଣସି ପବିତ୍ର ସ୍ଥାନରେ ରଖିଦିଅନ୍ତୁ। ଜୀବନରେ ଯେଉଁ ସମସ୍ୟା ଥିବ କିମ୍ବା ଆସିଥିବା ସମସ୍ୟା ଦୂର ହୋଇଯିବ। ଯାହାବି ସମସ୍ୟା ଚାଲିଛି ଆପଣଙ୍କ ଜୀବନରେ ତାହା ସମାପ୍ତ ହୋଇଯିବ।

କିନ୍ତୁ ଛାତ ଉପରେ କେବେବି ପକେଇବେ ନାହିଁ କାହିଁକିନା ଛାତ ଉପରେ ପକେଇଲେ ପାରା ଯଦି ଖାଇ ଦିଅନ୍ତି ତେବେ ରାହୁ ଏକ୍ଟିଭ ହୋଇଯିବ ଆଉ ଜୀବନରେ ସମସ୍ୟା ବଢିଯିବ। ସେଥିପାଇଁ ଗଛ ମୂଳରେ ପକେଇ ଦେବେ ନିଜର ଇଛା କହି ପଛକୁ ନବୁଲି ଘରକୁ ଫେରି ଆସିବେ। ଯେବେବି ଏହି ପ୍ରୟୋଗ କରିବେ ଯେମିତି କେହି ଆପଣଙ୍କୁ ଦେଖିବେ ନାହିଁ କି କଥାବାର୍ତା ହେବେ ନାହିଁ ଚୁପଚାପ କରିବେ।

ଗହମର ତୁଳନା ସୁନା ସହିତ କରାଯାଇଛି। ଏଥିପାଇଁ ଏହି କଥାର ଧ୍ୟାନ ରଖିବେ ଯେବେବି ମା ଲକ୍ଷ୍ମୀଙ୍କର ପୂଜା କରିବେ ତ ଗହମ କାହାରିକୁ ଦେବେ ନାହିଁ ଚାଉଳ ବି କାହାରିକୁ ଦେବେ ନାହିଁ।

ସନ୍ତାନ ପାଖରୁ କିଛି ବି ବଡ଼ ଧନ ନାହିଁ। ସନ୍ତାନ ପ୍ରାପ୍ତି ପାଇଁ ଏକ ଛୋଟ ପ୍ରୟୋଗ କରନ୍ତୁ ଆପଣଙ୍କ ଜୀବନରେ ସମସ୍ତ ସମସ୍ୟାକୁ ଦୂର କରିଦେବ। ଭଗବାନ ଶ୍ରୀହରି ବିଷ୍ଣୁଙ୍କୁ ୫ ଟି ଗହମର ଦାନା ପ୍ରତିଦିନ ଅର୍ପଣ କରନ୍ତୁ ଏବଂ ସବୁ ଦାନା ଗୁଡିକ ଭଲ ହେବା ଦରକାର ଅର୍ଥାତ ଭାଙ୍ଗି ନଥିବା ଦରକାର। ସେତେ ଦିନ ପର୍ଯ୍ୟନ୍ତ କରନ୍ତୁ ଯେତେ ଦିନ ପର୍ଯ୍ୟନ୍ତ ସନ୍ତାନ ପ୍ରାପ୍ତି ନହୋଇଥିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *