Excuse Me Odisha

ଯାହା କହିବୁ ସତ କହିବୁ

ରବିବାର ଦିନ କ୍ଷୀରରେ ଏହି ଜିନିଷ ପକାଇ ପିଇବା ଆରମ୍ଭ କରିଦିଅନ୍ତୁ,ଯଦି କାହାକୁ ୭୦ ଲକ୍ଷ ମାଗିବେ ବି ମିଳିଯିବ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ରବିବାର ଦିନ କ୍ଷୀରରେ ଏହି ଜିନିଷ ପକେଇ ପିଇବା ଆରମ୍ଭ କରିଦିଅନ୍ତୁ। ୭୦ ଲକ୍ଷ ମାଗିବେ ତ ମିଳିଯିବ।

କ୍ଷୀର ଯାହାର ସମ୍ବଦ୍ଧ ଚନ୍ଦ୍ରମା ସହିତ ଏବଂ କ୍ଷୀରରେ ସମ୍ପୂର୍ଣ୍ଣ ପୋଷକ ତତ୍ତ୍ୱ ଥାଏ। କାରଣ ଏହାକୁ ସମ୍ପୂର୍ଣ୍ଣ ଖାଦ୍ୟ ଆହାର ବି ମାନାଯାଏ। କ୍ଷୀର ପିଇବା ବ୍ୟତୀତ ଏହାର ବହୁତ ଗୁଡାଏ ପ୍ରୟୋଗ ମଧ୍ୟ କରାଯାଏ କାରଣ କ୍ଷୀର ବିନା ଯେମିତି ଖାଇବା ଅଧା କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଜ୍ୟୋତିଷ ଉପାୟ ଜଣେଇବୁ ଜ୍ୟୋତିଷ ଶାସ୍ତ୍ରରେ କ୍ଷୀର ଉପରେ ଯେଉଁ ଆଧିପତ୍ୟ ଅଛି ତାହା ଚନ୍ଦ୍ରମାଙ୍କର ଅଟେ ଏବଂ ଚନ୍ଦ୍ରମା ବ୍ୟକ୍ତିର ମନର କାରକ ଅଟେ।

ପାରିବାରିକ ସମ୍ବଦ୍ଧର କାରକ ଅଟେ। ଧନ ଏବଂ ସୁଖର କାରକ ଅଟେ। ସୁଖ ଶାନ୍ତିର ପ୍ରତୀକ ଅଟେ ଚନ୍ଦ୍ରମା। ଏଥିପାଇଁ ଶୁଭ କାର୍ଯ୍ୟରେ କ୍ଷୀରର ପ୍ରୟୋଗ କରାଯାଏ। ଜ୍ୟୋତିଷରେ କ୍ଷୀରରେ ବହୁତ ସାରା ବ୍ୟବହାର କରାଯାଏ। ଯାହାକୁ କରିଲେ ତନ ମନ ଉତ୍ତମ ରହିଥାଏ। ତ ଆଜି ଆମେ ଆପଣଙ୍କୁ କିଛି ଖାସ ଉପାୟ ଜଣେଇବୁ।

ବହୁତ ପରିଶ୍ରମ କରିବା ପରେ ବି ସଫଳତା ନ ମିଳେ ତ ଛୋଟ ପ୍ରୟୋଗ କରନ୍ତୁ। କୌଣସି ବି ଶୁଭ ତିଥିରେ ଅର୍ଥାତ ପୂର୍ଣ୍ଣିମା ଦ୍ଵାଦଶୀ ତ୍ରୟୋଦଶୀ ଦିନ ଏହି ପ୍ରୟୋଗ କରିବେ। ଗୋଟେ ଗ୍ଲାସରେ ଅଳ୍ପ କଞ୍ଚା କ୍ଷୀର ନିଅନ୍ତୁ ଏବଂ ଏହାକୁ ପ୍ରବାହିତ ଜଳରେ ପ୍ରବାହିତ କରିଦିଅନ୍ତୁ। ଯଦି ପ୍ରବାହିତ ଜଳ ନମିଳେ ତ ପାଣି ଥିବା କୁଅରେ ପକେଇ ଦିଅନ୍ତୁ। ଏହା ଦ୍ବାରା ଆପଣଙ୍କୁ ପରିଶ୍ରମର ଫଳ ମିଳିବ। ଚାକିରୀ ବ୍ୟବସାୟରେ ଉନ୍ନତି ହେବ ଧନ ଆସିବ। ପ୍ରଗତି ହେବ।

ଅନେକ ଥର ଏମିତି ହୋଇଥାଏ ହେବାକୁ ଥିବା କାମ ଖରାପ ହୋଇଯାଇଥାଏ। ବହୁତ ଚିନ୍ତାରେ ଥିବେ ତ ଅମାବାସ୍ୟା ଦିନ ଏକ ଛୋଟ କାମ କରନ୍ତୁ। ଅମାବାସ୍ୟା ପରେ ପ୍ରଥମ ଯେଉଁ ମଙ୍ଗଳବାର ଆସିବ ଆପଣ ଅଳ୍ପ ଚାଉଳ କ୍ଷୀରରେ ପକେଇ ନଦୀରେ ପ୍ରବାହିତ କରିଦିଅନ୍ତୁ। ଏମିତି କରିଲେ ଶୁଭ ମଙ୍ଗଳ କାର୍ଯ୍ୟ ହୋଇଥାଏ କିନ୍ତୁ ରବିବାର ଦିନ କ୍ଷୀରରେ ଗୁଡ଼ ମିଶାଇ ପିଅନ୍ତୁ ଭାଗ୍ୟ ଉଦୟ ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *