Excuse Me Odisha

ଯାହା କହିବୁ ସତ କହିବୁ

ବିଶ୍ବାସଘାତକତା କରିବାରେ ମାହିର ହୋଇଥାନ୍ତି ଏହି ୫ ଗୋଟି ରାଶିର ଲୋକମାନେ। ଏମାନଙ୍କୁ ପ୍ରେମ କରି ଜୀବନ ବର୍ବାଦ କରିବା ଉଚିତ ନୁହେଁ।

ସେୟାର୍ କରନ୍ତୁ

ବନ୍ଧୁଗଣ, ଜୀବନରେ ପ୍ରେମକୁ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଇଛି। ପ୍ରେମ ବିନା ବ୍ୟକ୍ତିର ଜୀବନ ଫିକା ଭଳି ଜଣା ପଡ଼ିଥାଏ। କିନ୍ତୁ ବେଳେବେଳେ ମଣିଷ ପ୍ରେମ କରୁଥିବା ପ୍ରେମିକ ବା ପ୍ରେମିକା ପାଖରୁ ବିଶ୍ୱାସଘାତକତାର ଶିକାର ହୋଇଥାନ୍ତି। ଆଜି ଆମେ ଆପଣ ମାନଙ୍କୁ କିଛି ଏଭଳି ରାଶିର ଲୋକ ମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ନିଜ ପ୍ରେମିକ ବା ପ୍ରେମିକାଙ୍କ ସହିତ ବିଶ୍ବାସଘାତକତା କରିଥାନ୍ତି। ଆସନ୍ତୁ ସେହି ବିଷୟରେ ଆଲୋଚନା କରିବା।

ମିଥୁନ ରାଶି :-

ଏହି ରାଶିର ଲୋକେ ଦେଖିବାକୁ ଖୁବ୍ ସୁନ୍ଦର ଓ ଆକର୍ଷଣୀୟ ହୋଇଥାନ୍ତି।ଏମାନେ ଖୁବ୍ ଶୀଘ୍ର କୌଣସି ଜିନିଷରୁ ଏମାନଙ୍କର ମନ ଭରି ଯାଇଥାଏ।ପ୍ରତ୍ୟେକ ମୁହୂର୍ତ୍ତରେ ଏହି ରାଶିର ଲୋକେ କିଛି ଶିଖିବାକୁ ପ୍ରୟାସ କରିଥାନ୍ତି। ସମ୍ପର୍କରେ ଏହି ଏମାନେ ଅଭ୍ୟସ୍ତ ହୋଇ ସାରିବା ପରେ ସମ୍ପର୍କକୁ ଏତେ ଗୁରୁତ୍ବ ଦିଅନ୍ତି ନାହିଁ।

ବିଛା ରାଶି :-

ଏହି ରାଶିର ଲୋକେ ଶପଥ କରି ପଛଘୁଞ୍ଚା ଦେଇଥାନ୍ତି।କାରଣ ଏମାନେ ବିଶ୍ବାସଘାତକତା କରିବାରେ ଆଗେଇ ରହିଥାନ୍ତି। ଯେତେବେଳ ପର୍ଯ୍ୟନ୍ତ ଏମାନଙ୍କୁ ଆଶାନୁରୂପ ସାଥୀଟିଏ ମିଳି ନାହିଁ, ସେତେ ପର୍ଯ୍ୟନ୍ତ ଏହି ରାଶିର ଲୋକେ ସମ୍ପର୍କରେ ରହିବାକୁ ପସନ୍ଦ କରନ୍ତି ନାହିଁ। ଏମାନଙ୍କୁ ବାନ୍ଧି ହୋଇ ରହିବା ପସନ୍ଦ ହୋଇ ନଥାଏ।

ଧନୁ ରାଶି :-

ଏହି ରାଶିର ଲୋକେ ଖୁବ୍ ସରଳ ଓ ପ୍ରକୃତି ପ୍ରେମୀ ହୋଇଥାନ୍ତି।ଏମାନଙ୍କୁ ଯିଏ ଜବାବ ମାଗିଥାଏ ବା ସମ୍ମାନ କରି ନଥାଏ, ସେମାନେ ତାକୁ କେବେବି ପସନ୍ଦ କରନ୍ତି ନାହିଁ।ଏମାନେ ନିଜ ପ୍ରେମ ଜୀବନରେ ଅନ୍ୟ କାହାର ଦଖଲ ଦେବାକୁ ମଧ୍ୟ ପସନ୍ଦ କରନ୍ତି ନାହିଁ। ବିଶ୍ୱାସଘାତକା କରିବାରେ ଏମାନେ ବହୁତ ମାହିର ହୋଇଥାନ୍ତି।

ସିଂହ ରାଶି :-

ଏହି ରାଶିର ଲୋକେ ହୃଦୟରୁ ବହୁତ ନିର୍ମଳ ହେବା ସହିତ ବହୁତ ଲାଜୁଆ ସ୍ୱଭାବର ହୋଇଥାନ୍ତି। ଏମାନେ ନିଜ ଛଡା ଅନ୍ୟମାନଙ୍କ ଭାବନାକୁ ବୁଝି ପାରନ୍ତି ନାହିଁ। ଯେଉଁମାନେ ଏମାନଙ୍କର ଆବଶ୍ୟକତା ପୂରଣ କରିଥାନ୍ତି, ଏହି ରାଶିର ଲୋକେ ସେମାନଙ୍କ ଜୀବନ ବଦଳାଇ ଦେଇଥାନ୍ତି। ତେଣୁ ଏହି ରାଶିର ଲୋକଙ୍କୁ କେବେବି ପ୍ରେମ କରିବା ଉଚିତ ନୁହେଁ।

ମେଷ ରାଶି :-

ଏହି ରାଶିର ଲୋକେ ନିଜ କର୍ତ୍ତବ୍ୟ ପ୍ରତି ବହୁତ ଯତ୍ନବାନ ହୋଇଥାନ୍ତି।ଏମାନଙ୍କର କୌଣସି କାର୍ଯ୍ୟରେ ବାଧା ସୃଷ୍ଟି ହେଲେ ଏମାନେ ଶତ୍ରୁତା କରିବାକୁ ମଧ୍ୟ ପଛାନ୍ତି ନାହିଁ। ଏମାନେ ନିଜ କ୍ରୋଧକୁ ନିୟନ୍ତ୍ରଣ କରି ପାରନ୍ତି ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *