Excuse Me Odisha

ଯାହା କହିବୁ ସତ କହିବୁ

ନିଜର ରୋଷେଇ ଘରେ ଏହି ୪ ଟି ଜିନିଷ କେବେବି ସମାପ୍ତ କରନ୍ତୁ ନାହିଁ,ନହେଲେ ଘରକୁ ଆସିଯିବ ଦାରିଦ୍ର୍ୟତା !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ନିଜର ରୋଷେଇରେ ଏହି ୪ ଟି ଜିନିଷ କେବେବି ସମାପ୍ତ କରନ୍ତୁ ନାହିଁ। ଘରକୁ ଆସିଥାଏ ଦାରିଦ୍ର୍ୟତା।

ସମୟ ସହିତ ସବୁକିଛି ବଦଳି ଥାଏ। ଆଉ ଏମିତି କିଛି ଜିନିଷ ଅଛି ଯାହା କେବେବି ବଦଳି ନଥାଏ। ଆମର ମାନ୍ୟତା ଆମର ଧର୍ମ ଆମର ପରମ୍ପରା ତ ସେହି ପରମ୍ପରାରେ କିଛି ରୋଷେଇରେ ଏମିତି କିଛି ଜିନିଷ ଅଛି ଯାହା କେବେବି ଶେଷ କରିବାକୁ ଦିଅନ୍ତୁ ନାହିଁ। ରୋଷେଇ ଘରେ ଅଳ୍ପ ନାଁ ଅଳ୍ପ ନିଶ୍ଚୟ ରଖନ୍ତୁ।

ମହିଳାମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି। ସେମାନେ ସମସ୍ତ ଜିନିଷକୁ ଅଳ୍ପ ଅଳ୍ପ କରି ଅଲଗା ରଖିଥାନ୍ତି। ଆଜି ଆମେ ଜାଣିବା ଏମିତି କଣ ଜିନିଷ ଅଛି ଯାହା ରୋଷେଇ ଘରେ ଶେଷ ହେବା ଉଚିତ ନୁହେଁ। ଭାରତରେ ବହୁତ ପରମ୍ପରା ଅଛି ଏବଂ ପ୍ରଚଳନ ମଧ୍ୟ ଅଛି ବହୁତ ସାରା ଲୁପ୍ତ ବି ହୋଇଯାଇଛି କିନ୍ତୁ ଏମିତି କିଛି ଜିନିଷ ଅଛି ଯାହାକୁ ନିଶ୍ଚୟ କରନ୍ତୁ ଭଲ ହେବ।

ସବୁ ଲୋକେ ନିଜ ଘରେ ମାଟି ନିଶ୍ଚୟ ରଖିଥିବେ କୌଣସି ପାତ୍ରରେ। ଆପଣ ଗଛ ବି ଲଗେଇଥିବେ ଏହି ମାଟିରେ ମଝିରେ ମଝିରେ ପାଣି ବି ଦେଇଥାନ୍ତି ତ ଏହା ଦ୍ବାରା ଆପଣଙ୍କ ନବ ଗ୍ରହ କଣ୍ଟ୍ରୋଲରେ ରଖିଥାଏ।

ରୋଷେଇ ଘର ସର୍ବଦା ଆପଣଙ୍କ ପୂର୍ବ-ଦକ୍ଷିଣ କୋଣରେ ଖାଦ୍ୟ ପ୍ରସ୍ତୁତ କରନ୍ତୁ। ଯାହାକୁ ଆମେ ଆଗ୍ନେୟ କୋଣ କହିଥାଉ। ଏହା ଏମିତି ଜାଗା ଅଗ୍ନିର କୋଣ। ଏଥିରେ ଆମେ ଖାଦ୍ୟ ପ୍ରସ୍ତୁତ କରିଥାଉ ତ ସବୁଠାରୁ ଅଧିକ ଭଲ ହୋଇଥାଏ ଏବଂ ପୂର୍ବରେ ଗୋଟେ ଝରକା ନିଶ୍ଚୟ ଖୋଲିବା ଉଚିତ ଏମିତି ବ୍ୟବସ୍ଥା ନିଶ୍ଚୟ କରନ୍ତୁ ନିଜ ରୋଷେଇ ଘରେ। ରୋଷେଇ ଘର ପାଇଁ ଏହା ସବୁଠାରୁ ଭଲ ସ୍ଥାନ ହୋଇଥାଏ। ଯଦି ପୂର୍ବ-ଦକ୍ଷିଣରେ ଜାଗା ନାହିଁ ତ ବାସ୍ତୁଶାସ୍ତ୍ରକୁ ଅନୁସରଣ କରନ୍ତୁ।

ଲୁହା ଜିନିଷରେ ଖାଦ୍ୟ ପ୍ରସ୍ତୁତ କଲେ ଶରୀରରେ ଆଇରନରେ କମି ହୋଇନଥାଏ।

ପିତଳ ବାସନରେ ଭଜନ କରିବା ତମ୍ବା ପାତ୍ରରେ ଭଜନ କରିବା କିମ୍ବା ପାଣି ପିଇବା ସବୁଠାରୁ ଅଧିକ ଲାଭଦାୟକ ହୋଇଥାଏ। ଏହିସବୁ ବାସନ ବହୁତ ଭାରି ହୋଇଥାଏ ତ ଲୋକେ ବ୍ୟବହାର କରନ୍ତି ନାହିଁ। କିନ୍ତୁ ଆପଣ ନିଜ ଘରେ ତମ୍ବାର ଯୋଗ ମାଟିର କଳସ ନିଶ୍ଚୟ ରଖନ୍ତୁ। ଏହାକୁ ହିଁ ଆପଣ ବ୍ୟବହାର କରନ୍ତୁ। ଏହା ଦ୍ବାରା ଭାଗ୍ୟ ଉଦୟ ହେବ।

ଆସନ୍ତୁ ଜାଣିବା ରୋଷେଇ ଘରେ ଏମିତି କେଉଁ ଜିନିଷ ଅଛି ଯାହା କେବେବି ସମାପ୍ତ ହେବା ଉଚିତ ନୁହେଁ।

ରୋଷେଇ ଘରର ଅଟା। ଏହା ରୋଷେଇ ଘରର ମହତ୍ବପୂର୍ଣ ଜିନିଷ ଅଟେ। ରୋଷେଇ ଘରେ ତାୱାର ଯେମିତି ମହତ୍ୱ ରହିଛି ସେମିତି ଅଟାର ମଧ୍ୟ ମହତ୍ୱ ରହିଛି। କେବେବି ଅଟାକୁ ରୋଷେଇ ଘରେ ସମାପ୍ତ ହେବାକୁ ଦିଅନ୍ତୁ ନାହିଁ। ଏମିତି ଜାଗାରେ ଅଳ୍ପ ଅଟା ଅଲଗା ରଖିଦିଅନ୍ତୁ ଯେମିତି ସମାପ୍ତ ହେବ ନାହିଁ। ଅଟା ରୋଷେଇ ଘରେ ସମ୍ପୂର୍ଣ୍ଣ ସମାପ୍ତ ହେବା ଶୁଭ ହୋଇନଥାଏ।

ହଳଦୀ।। ଏହା ଶୁଭତ୍ୱର କାରକ ଅଟେ। ନକରାତ୍ମକ ଉର୍ଜାକୁ ଶେଷ କରିଥାଏ। ଆଉ ଘରେ ହଳଦୀ ଶେଷ ହେବା ଭଲ ମାନାଯାଏ ନାହିଁ। ଅଶୁଭ ମାନାଯାଏ। ତ ସେଥିପାଇଁ ନିଜ ରୋଷେଇ ଘରେ ବି ହଳଦୀ ରଖନ୍ତୁ ଆଉ ନିଜର ପୂଜା ସ୍ଥାନରେ ମଧ୍ୟ ହଳଦୀ ରଖନ୍ତୁ କାରଣ ଅଚାନକ ଘରେ ହଳଦୀ ସମାପ୍ତ ହୋଇଯାଏ ତ ପୂଜା ଘରୁ ନେଇ ଆପଣ ବ୍ୟବହାର କରିନିଅନ୍ତୁ। ରୋଷେଇ ଘରେ ହଳଦୀ ସମାପ୍ତ ହେଲେ ଗୁରୁ ଗ୍ରହର ଦୋଷ ଲାଗିଥାଏ। ଏଥିପାଇଁ ରୋଷେଇ ଘରେ ହଳଦୀ ଶେଷ କରିବାକୁ ଦିଅନ୍ତୁ ନାହିଁ। ଏହା ଦ୍ବାରା ଶୁଭତ୍ୱ ସକରାତ୍ମକତା ନଷ୍ଟ ହେବାକୁ ଲାଗିଥାଏ।

ଚାଉଳ। ଏହା ସବୁଠାରୁ ଆବଶ୍ୟକ ଜିନିଷ ଅଟେ। ଏହାର ବ୍ୟବହାର ପୂଜାପାଠରେ ମଧ୍ୟ ହୋଇଥାଏ। ରୋଷେଇ ଘରେ ଚାଉଳ ରହିବା ନିତାନ୍ତ ଆବଶ୍ୟକ। ରୋଷେଇ ଘରେ ଚାଉଳକୁ କେବେବି ସମାପ୍ତ ହେବାକୁ ଦିଅନ୍ତୁ ନାହିଁ। ଚାଉଳ ଡ଼ବାରେ ଚାନ୍ଦିର କଏନ ମା ଲକ୍ଷ୍ମୀଙ୍କୁ ଅର୍ପଣ କରି ନିଶ୍ଚୟ ରଖିଦିଅନ୍ତୁ।

ଆପଣଙ୍କ ଘରେ ମା ଅନ୍ନପୂର୍ଣ୍ଣା ନିଶ୍ଚୟ ରହିବେ। ଆପଣଙ୍କ ମନ ଶାନ୍ତ ରହିବ। ଆପଣ ସମସ୍ତେ ଖୁସି ରହିବେ ନଜର ଦୋଷରୁ ମୁକ୍ତି ପାଇବେ। ସମସ୍ତ ନକରାତ୍ମକ ଉର୍ଜାକୁ ଦୂର କରିବ ଏହି ଚାଉଳରେ ପଡିଥିବା କଏନ। ତ ସେଥିପାଇଁ ଚାଉଳକୁ ରୋଷେଇ ଘରେ କେବେବି ସମାପ୍ତ ହେବାକୁ ଦିଅନ୍ତୁ ନାହିଁ।

ଲୁଣ। ଏହାର ବିନା ତ ପୁରା ଭଜନ ହିଁ ଅଧୁରା। ଆଉ ଲୁଣ ବିନା ଆପଣଙ୍କ ଖାଦ୍ୟ ବେକାର ଅଟେ କାହିଁକିନା ଲୁଣ ରୋଷେଇ ଘରେ ସମାପ୍ତ ହେଲେ ଆପଣଙ୍କ ଖାଦ୍ୟ ବେକାର ହୋଇଥାଏ ଆଉ ଆପଣଙ୍କ ଜୀବନକୁ ବି ଖରାପ କରିଦେଇଥାଏ। ବାସ୍ତୁ ଅନୁସାରେ ଆପଣଙ୍କ ରୋଷେଇ ଘରେ ଯେଉଁ ଲୁଣ ଅଛି ସବୁବେଳେ କାଚ ଡ଼ବାରେ ହିଁ ରଖନ୍ତୁ। କାଚ ଡ଼ବାରେ ଯେଉଁ ଲୁଣ ରଖିବେ ସେଥିରେ ୨ ରୁ ୩ ଟି ଲବଙ୍ଗ ପକେଇ ରଖନ୍ତୁ। ନକରାତ୍ମକ ଉର୍ଜା ଘରକୁ ପ୍ରବେଶ କରିପାରିନଥାଏ।

ଲୁଣ ଶେଷ ହୋଇଗଲେ ନକରାତ୍ମକ ଉର୍ଜା ପ୍ରବେଶ କରିଥାଏ। ଲୁଣରେ ଲବଙ୍ଗ ପକେଇ ରଖିଲେ ଘରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ। ଆପଣ ଖୁସିରେ ରହିଥାନ୍ତି। ଆମର ସୁଖ ସମୃଦ୍ଧିର ସିଧା ସମ୍ବଦ୍ଧ ଆମ ରୋଷେଇ ଘର ସହିତ ଅଟେ ଏବଂ ମା ଅନ୍ନପୂର୍ଣ୍ଣାଙ୍କ ବାସ ହୋଇଥାଏ। ବାସ୍ତୁଶାସ୍ତ୍ରରେ ଏହି ଜିନିଷ ଶେଷ ହେବାକୁ ଭଲ ମାନାଯାଏ ନାହିଁ।

ସୋରିଷ ତେଲ। ସୋରିଷ ତେଲକୁ ଆପଣ ନିଜ ଘରେ ଅଳ୍ପ ହେଲେ ବି ନିଶ୍ଚୟ ରଖିବେ। ଏହା ଦ୍ବାରା ଆପଣଙ୍କ ଶନି କଣ୍ଟ୍ରୋଲରେ ରହିବ। ସେ କେବେବି ବିଗିଡିବ ନାହିଁ। ଆପଣଙ୍କ ଜୀବନରେ କୌଣସି ସମସ୍ୟା ଆସିବ ନାହିଁ। ସୋରିଷ ତେଲ ଆପଣ ଖାଆନ୍ତୁ କି ନଖାଆନ୍ତୁ କିନ୍ତୁ ରୋଷେଇ ଘରେ ନିଶ୍ଚୟ ରଖନ୍ତୁ।

ଏହାକୁ କେବେବି ରୋଷେଇ ଘରେ ଶେଷ ହେବାକୁ ଦିଅନ୍ତୁ ନାହିଁ। ଏହା ଦ୍ବାରା ଆପଣଙ୍କ ଜୀବନରେ ସମସ୍ୟା ସମାପ୍ତ ହୋଇଯିବ। ସୋରିଷ ତେଲ ବ୍ୟବହାର କଲେ ଶନିଦେବ ସାନ୍ତ୍ବ ରହିଥାନ୍ତି। ଶନିବାର ଦିନ ଭୁଲରେ ବି ସୋରିଷ ତେଲ କିଣିବେ ନାହିଁ। ନଚେତ ଶନିଦେବ କ୍ରୋଧିତ ହୋଇଯିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *