Excuse Me Odisha

ଯାହା କହିବୁ ସତ କହିବୁ

ହୋଲି ଠାରୁ ବଦଳିବାକୁ ଯାଉଛି ଏହି ରାଶିର ଭାଗ୍ୟ | ଯାହା ଚାହିଁବେ ତାହା ପାଇବେ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଏହି ହୋଲିରେ ବନୁଛି ମହାସଂଯୋଗ। ଏହି ୫ ଟି ରାଶିରେ ହେବ ଧନ ପ୍ରାପ୍ତି।

ବନ୍ଧୁଗଣ ୧୮ ମାର୍ଚ୍ଚରେ ହେବ ହୋଲି ଦହନ। ୩ ଟି ରାଶିର ସ୍ୱପ୍ନ ହେବ ପୁରା। ଫାଲ୍ଗୁନ ମାସରେ ହୋଲି ଦହନ ପାଳନ କରାଯାଏ ତା ପର ଦିନ ସମସ୍ତେ ରଙ୍ଗ ଖେଳନ୍ତି। ଶାସ୍ତ୍ରରେ ହୋଲି ଦହନରେ ବିଶେଷ ମହତ୍ୱ ରହିଛି। ଏହି ବର୍ଷ ହୋଲି ଦହନ ୪୦୯ ବର୍ଷ ପରେ ଅଦ୍ଭୁତ ସଂଯୋଗ ବନୁଅଛି। ଯାହା ଦ୍ୱାରା ଏହି ବର୍ଷ ହୋଲି ଦହନ ଖାସ ହେବ। ଏହିଥର ହୋଲି ଦହନରେ ସର୍ଵସିଦ୍ଧି ଯୋଗ ଅମୃତ ସିଦ୍ଧି ଯୋଗ ଏବଂ ଧନ ଯୋଗର ନିର୍ମାଣ ହେଉଛି।

ଏହି ମୁହୂର୍ତ୍ତକୁ ଶାସ୍ତ୍ରରେ ବିଶେଷ ମହତ୍ୱ ଦିଆଯାଇଛି ଏବଂ ବହୁତ ଶୁଭ ମଧ୍ୟ ମାନାଯାଏ। ଶାସ୍ତ୍ରରେ ହୋଲି ଦହନର ବିଶେଷ ମହତ୍ୱ କୁହାଯାଏ। ହୋଲି ଦହନରେ କେତେ ପ୍ରକାରର ଉପାୟ କରାଯାଏ ଏବଂ ଏହିଦିନ କରାଯାଇଥିବା ଉପାୟ ମଧ୍ୟ କାର୍ଯ୍ୟକାରୀ ହୁଏ ବୋଲି ମାନ୍ୟତା ଅଛି। ଶାସ୍ତ୍ର ଅନୁସାରେ ହୋଲି ଦହନ ଶୁଭ ମୁହୂର୍ତ୍ତରେ କରିବାକୁ ଭଲ ବୋଲି ମାନାଯାଏ। ଯଦି ଶୁଭ ମୁହୂର୍ତ୍ତରେ କରିବେ ତ ଘରକୁ ସୁଖ ସମୃଦ୍ଧି ଏବଂ ଶାନ୍ତି ଆସିଥାଏ ଏବଂ କଷ୍ଟରୁ ମୁକ୍ତି ମିଳିଥାଏ। ଏହିବର୍ଷ ହୋଲି ଦହନରେ ବହୁତ ସାରା ଶୁଭ ସଂଯୋଗ ବନୁଅଛି ଏବଂ ରାଜଯୋଗର ନିର୍ମାଣ ମଧ୍ୟ ହେଉଛି। ଏହିବର୍ଷ ମକର ରାଶିରେ ଶନି ମଙ୍ଗଳ ଏବଂ ଶୁକ୍ରର ଜ୍ୟୋତି ବନୁଅଛି।

କେତେ ବର୍ଷ ପରେ ଏପରି ମହାସଂଯୋଗ ବନୁଅଛି। ଯାହା ଦ୍ୱାରା କିଛି ରାଶି ଅଛନ୍ତି ଯାହାଙ୍କର ସ୍ୱପ୍ନ ପୂରଣ ହେବ। ଯାହାଙ୍କ ଉପରେ ଧନର ଦେବୀ ମା ଲକ୍ଷ୍ମୀଙ୍କର କୃପା ବନିବ। ହୋଲିର ଶୁଭ ମୁହୂର୍ତ୍ତ ୧୮ ମାର୍ଚ୍ଚ ଶୁକ୍ରବାର ରାତି ୯:୨୦ ମିନିଟ ଠାରୁ ଆରମ୍ଭ ହୋଇ ୧୦:୩୧ ମିନିଟ ପର୍ଯ୍ୟନ୍ତ ରହିବ। ପୁରା ୧ ଘଣ୍ଟା ୧୧ ମିନିଟ ପର୍ଯ୍ୟନ୍ତ ଶୁଭ ମୁହୂର୍ତ୍ତ ରହିବ। ହୋଲିର ଦହନ ଦିନ ଅଳ୍ପ ଲୁଣ ଏବଂ ଅଟାକୁ ନେଇ ଘରର ସଦସ୍ୟଙ୍କ ଚାରି ପଟେ ୩ ଥର ବୁଲାଇ ଆଣି ସେହି ଅଗ୍ନିରେ ପକେଇ ଦିଅନ୍ତୁ। ଏପରି କଲେ ପୁରା ବର୍ଷ ସୁଖ ଶାନ୍ତି ବନିରହିଥାଏ।

ଦରିଦ୍ରତା ଘରୁ ଚାଲିଯାଇଥାଏ। ଏବି ଥର ଶୁଭ ସଂଯୋଗ ବନୁଥିବାରୁ ମା ଲକ୍ଷ୍ମୀ ୩ ଟି ରାଶି ଉପରେ ଶୁଭ ଦୃଷ୍ଟି ବର୍ଷା କରାଇବେ। ଏହି ୩ ଟି ରାଶିଙ୍କ ପାଇଁ ଏହି ହୋଲି ଦହନ ବହୁତ ଅଧିକ ଶୁଭ ଫଳଦାୟୀ ରହିବ। ଏହି ୩ଟି ରାଶିର ସ୍ୱପ୍ନ ପୁରଣ ହେବ। ଆପଣଙ୍କର ସବୁ ଅଧୁରା କାମ ମଧ୍ୟ ପୁରା ହେବ। ଏମାନେ ଏହି ହୋଲି ଠାରୁ ଯେଉଁ ବି କାମ କରିବେ ତାହା ଶୁଭ ରହିବ। ଜୀବନରେ ଯାହାବି ସମସ୍ୟା ଥିଲା ତାହା ଦୂର ହେବ। ତେବେ ଆସନ୍ତୁ ଜାଣିନେବା ସେହି ୩ଟି ରାଶିଙ୍କ ବିଷୟରେ ଯେଉଁମାନଙ୍କର ସ୍ୱପ୍ନ ପୂରଣ ହେବାକୁ ଯାଉଛି ଏହିଥର ହୋଲିରେ।

କନ୍ୟା ରାଶି। ଏହିଥର ଏହି ହୋଲି ଦହନ ଆପଣଙ୍କ ପାଇଁ ବହୁତ ଶୁଭ ରହିବ। ଏବେ ଆପଣଙ୍କର ସବୁ ସ୍ୱପ୍ନ ପୂରଣ ହେବ। ବିଜନେସ ବ୍ୟବସାୟ କାରବାର ସ୍ୱପ୍ନ ଥିଲେ ତାହାବି ପୂରଣ ହେବ। ଆପଣଙ୍କୁ ଅନେକ ଗୁଡାଏ ଜାଗାରୁ ଧନପ୍ରାପ୍ତି ହେବ। ଏହିଥର ଆପଣ ଦୁଇଗୁଣା ଉନ୍ନତି କରିବେ। ଆପଣଙ୍କୁ ଅନେକ ଜାଗାରୁ ଧନର ଲାଭ ହେବ। ପୁରୁଣା କାର୍ଯ୍ୟ ଆପଣଙ୍କର ହୋଇଯିବ ଯାହା ଅନେକ ଦିନ ଧରି ପଡି ରହିଥିଲା। ମହତ୍ୱପୂର୍ଣ୍ଣ ଅବସର ପ୍ରାପ୍ତ ହେବ। ପରିବାରରେ ସୁଖ ଦେଖିବାକୁ ମିଳିବ। ଯାହା କିଛି ବି ସମସ୍ୟା ଥିଲା ତାହା ସବୁ ଦୂର ହୋଇଯିବ। ମା ଲକ୍ଷ୍ମୀଙ୍କର ଅସୀମ କୃପା ଆପଣଙ୍କ ଉପରେ ରହିବ। ଏହି ରାଶିର ଲୋକଙ୍କ ପାଇଁ ବହୁତ ଶୁଭଫଳଦାୟୀ ରହିବ।

ମକର ରାଶି। ଏହି ବର୍ଷ ହୋଲିରେ ଆପଣଙ୍କର ସବୁ ସ୍ୱପ୍ନ ପୂରଣ ହେବ। ଏହି ହୋଲି ଦହନ କାରଣରୁ ମା ଲକ୍ଷ୍ମୀଙ୍କର ଅସୀମ କୃପା ଆପଣଙ୍କ ଉପରେ ବର୍ଷିବ। ଆପଣ ଅନେକ ପ୍ରକାରର ଯୋଜନାରେ କାର୍ଯ୍ୟ କରି ଲାଭ ପାଇବେ। ସମାଜରେ ମାନ ସମ୍ମାନ ମିଳିବ। ଆପଣଙ୍କର ଲୋକପ୍ରିୟତା ବଢିବ। ଆପଣ ମଧ୍ୟ ଲୋକଙ୍କର ସହାୟତା କରିବେ। ଆର୍ଥିକ କ୍ଷେତ୍ରରେ ସୁଧାର ଦେଖିବାକୁ ମିଳିବ। ଅଧୁରା କାର୍ଯ୍ୟ ପୁରା କରିବା ପାଇଁ ଆପଣ ପ୍ରୟାସ କରିବେ। କୌଣସି ବଡ଼ କମ୍ପାନୀରୁ ଆପଣଙ୍କୁ ଜବର ଅଫର ମିଳିବ। ମା ଲକ୍ଷ୍ମୀଙ୍କକୃପା ଆପଣଙ୍କ ଉପରେ ବର୍ଷିବ। ପୂଜା ପାଠରେ ଆପଣଙ୍କର ମନ ଲାଗିବ।

ମିଥୁନ ରାଶି। ଆପଣଙ୍କୁ ହୋଲିରେ ଧନଲାଭ ହେବ। ମା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କର ଉନ୍ନତି ଦୁଇଗୁଣା ହେବ। ଆୟରେ ମଧ୍ୟ ଜବରଦସ୍ତ ଲାଭ ଦେଖିବାକୁ ମିଳିବ। ବିଜନେସ ବ୍ୟବସାୟ କରିଥିଲେ ଅନେକ ଲାଭ ମିଳିବ। ଆପଣଙ୍କୁ ମା ଲକ୍ଷ୍ମୀଙ୍କର କୃପାରୁ ଆପଣଙ୍କୁ ଅନେକ ଲାଭ ମିଳିବ। ଆପଣଙ୍କର ଅଟକି ରହିଥିବା ଧନ ଆପଣଙ୍କୁ ପ୍ରାପ୍ତ ହେବ। ସ୍ୱାସ୍ଥ୍ୟ ସମ୍ବଦ୍ଧିତ ସମସ୍ୟାରୁ ମୁକ୍ତି ମିଳିବ। ଏହି ରାଶିର ଲୋକଙ୍କର ସ୍ୱପ୍ନ ପୂରଣ ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *