Excuse Me Odisha

ଯାହା କହିବୁ ସତ କହିବୁ

ମାର୍ଚ୍ଚ ୧୮ ଶୁକ୍ରବାର ଦୋଳ ପୂର୍ଣ୍ଣିମା : ଏହି ୫ଟି ରାଶିରେ ଭୟଙ୍କର ଘଟଣା | ଏଥିରେ ଆପଣଙ୍କ ରାଶି ନାହିଁ ତ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ୧୮ ମାର୍ଚ୍ଚ ଶୁକ୍ରବାର ଦୋଳ ପୂର୍ଣ୍ଣିମା ହୋଲି ଏହି ୫ ଟି ରାଶି ଧନବାନ ହେବେ

ଏହିଦୋଳ ପୂର୍ଣ୍ଣିମା ପର ଠାରୁ ଏହି ୫ ଗୋଟି ରାଶିଙ୍କର ଭାଗ୍ୟ ବଦଳିବାକୁ ଯାଉଅଛି। ଭଗବାନ ଶ୍ରୀକୃଷ୍ଣଙ୍କର କୃପାରୁ ଏମାନଙ୍କ ଭାଗ୍ୟର କବାଟ ଖୋଲିବାକୁ ଯାଉଅଛି। ଏମାନଙ୍କ ଭାଗ୍ୟରେ ଧନଲାଭର ଯୋଗ ବନୁଅଛି। ଦୋଳ ପୂର୍ଣ୍ଣିମା ହିନ୍ଦୁ ମାନଙ୍କର ଏକ ବଡ଼ ପର୍ବ। ଦୋଳି ବା ଝୁଲଣ ଭଳି ବିମାନରେ ରାଧାକୃଷ୍ଣଙ୍କୁ ବସାଇ ପରିକ୍ରମା କରୁଥିବାରୁ ଏହାର ନାମ ଦୋଳ ଯାତ୍ରା ହୋଇଅଛି। ଫାଲ୍ଗୁନ ମାସ ଦଶମୀ ଠାରୁ ଏହା ଆରମ୍ଭ ହୋଇ ପୂର୍ଣ୍ଣମୀ ଏବଂ ହୋଲି ପର୍ବରେ ଶେଷ ହୋଇଥାଏ।

ଫଗୁ ଦଶମୀ ଦିନ ମନ୍ଦିରରେ ଥିବା ରାଧାକୃଷ୍ଣଙ୍କୁ ଫଗୁ ଲଗାଇ ବେଶ କରାଇ ବିମାନ ସଜାଇ ବସା ଯାଇଥାଏ ଏବଂ ଆମ୍ବ ପେନ୍ଥା ଅମ୍ବ ବଉଳ ଏବଂ ନାନା ଜାତିର ଫୁଲରେ ବିମାନଟିକୁ ସଜା ଯାଇଥାଏ। ଠାକୁରଙ୍କ ବିମାନକୁ ଗୋପାଳ ପିଲାମାନେ ଘଣ୍ଟ ଢୋଲ ଏବଂ କୀର୍ତ୍ତନ ତାଳରେ କାନ୍ଧରେ କାନ୍ଧଇ ଘରକୁ ଘର ବୁଲାଇ ଥାନ୍ତି। ଦୋଳ ପୂର୍ଣ୍ଣିମା ପର ଦିନ ରଙ୍ଗର ପର୍ବ ହୋଲି ପର୍ବ ପାଳନ କରାଯାଇଥାଏ। ଗାଁ ଠାରୁ ସହର ପର୍ଯ୍ୟନ୍ତ ସମସ୍ତେ ସବୁ ରାଗ ରୁଷ ଭୁଲି ହୋଲି ଖେଳର ମଜା ନେଇଥାନ୍ତି। ହୋଲିରେ ଅଭିର ଖେଳ ବସନ୍ତ ପରି କେତେକ ରୋଗ ପାଇଁ ପ୍ରତିଶତକ ହୋଇଥାଏ। ଦୋଳ ପୂର୍ଣ୍ଣିମା ଫାଲ୍ଗୁନ ମାସ ଦଶମୀ ତିଥିରେ ପଡୁଛି।

ଏହି ଦିନ ଶୁଭ ଯୋଗ ବନୁଅଛି ଯାହାର କାରଣରୁ ଦୋଳ ପୁର୍ଣିମାର କିଛି ଲାଭ ଏହି ରାଶି ମାନଙ୍କୁ ମିଳିବାକୁ ଯାଉଅଛି। ଏହିଥର ଦୋଳ ପୂର୍ଣ୍ଣିମା ଠାରୁ ଏହି ୪ ଟି ଗ୍ରହ ଏକା ସାଙ୍ଗରେ ବସିଛନ୍ତି। ମାନେ ମକର ରାଶିରେ ବୁଧ ମଙ୍ଗଳ ଶୁକ୍ର ଏବଂ ଶନିଙ୍କର ନ୍ୟୁତି ବନୁଅଛି। ଯାହା ଦ୍ୱାରା ଏହି ବର୍ଷ ଦୋଳ ପୂର୍ଣ୍ଣିମା ଆହୁରି ଖାସ ବନୁଅଛି। ଏହି ଦୋଳ ପୂର୍ଣ୍ଣିମା ସର୍ବ ସିଦ୍ଧି ଯୋଗ ଏବଂ ଅମୃତ ସିଦ୍ଧି ଯୋଗ ରେ କେତେ ସାରା ଯୋଗ ମଧ୍ୟ ବନୁଅଛି। ଏହି ଦୋଳ ପୂର୍ଣ୍ଣିମା ଶୁକ୍ରବାର ଦିନ ପଡୁଅଛି। ଆପଣ ମାନେ ଜାଣିଛନ୍ତି ଶୁକ୍ରବାର ମା ଲକ୍ଷ୍ମୀଙ୍କର ବାର ଅଟେ। ମା ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି କହିଥାନ୍ତି। ସେଥିପାଇଁ ଏହି ୫ ଗୋଟି ରାଶି ମାନଙ୍କ ଭାଗ୍ୟରେ ଧନଲାଭର ଯୋଗ ବନୁଅଛି।

କହି ଦେଉଛୁ କି ଏହି ଦୋଳ ପୂର୍ଣ୍ଣିମା ଦିନ ଭଗବାନ ଶ୍ରୀକୃଷ୍ଣଙ୍କର ଆଶୀର୍ବାଦ କିଛି ରାଶି ମାନଙ୍କ ଉପରେ ରହିଅଛି। ଏହି ଦିନ ଶନି ଶୁକ୍ର ମଙ୍ଗଳ ଏବଂ ବୁଧ ଗୋଟିଏ ରାଶି ମକର ରାଶିରେ ବିରାଜମାନ ରହିବେ। ଏହା ସହିତ କିଛି ଶୁଭ ସଂଯୋଗ ବନୁଅଛି। ଏହି ରାଶି ମାନେ ନିଜର ଜୀବନରେ ଦୁଇଗୁଣା ଉନ୍ନତି କରିବେ। ଏବେ ଆସନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷୟରେ ଏମାନଙ୍କୁ ନିଜ ଜୀବନରେ କଣ ସବୁ ପରିବର୍ତ୍ତନ ଦେଖିବାକୁ ମିଳିବ ଏବଂ ଏମାନଙ୍କୁ କେଉଁ ପ୍ରକାରର କୃପା ଏହି ଦୋଳ ପୂର୍ଣ୍ଣିମା ଦିନ ଠାରୁ ମିଳିବାକୁ ଯାଉଅଛି।

ବୃଷ ରାଶି। ଏହି ଦୋଳ ପୂର୍ଣ୍ଣିମା ଦିନ ଠାରୁ ଭଗବାନ ଶ୍ରୀକୃଷ୍ଣଙ୍କର କୃପା ଆପଣଙ୍କ ଉପରେ ପଡୁଅଛି। ଆପଣ ଧନ ପ୍ରାପ୍ତି କରିବେ ରୋଜଗାରରେ ଜବରଦସ୍ତ ବୃଦ୍ଧି ଦେଖିବାକୁ ମିଳିବ। ଧନରେ ମାଲାମାଲ ହେବାରୁ ଆପଣଙ୍କୁ କେହି ଅଟକାଇ ପାରିବେ ନାହିଁ। କୌଣସି ବିଜନେସ ବ୍ୟାପାର ଯଦି ଚାଲିଅଛି ତ ଆପଣଙ୍କୁ ଦୁଇଗୁଣା ଧନ ଲାଭ ହୋଇପାରେ। ଯଦି ଚାକିରୀ କରୁଛନ୍ତି ତ ଆପଣଙ୍କୁ ବୃଦ୍ଧି ଦେଖିବାକୁ ମିଳିବ। ଭଗବାନ ଶ୍ରୀକୃଷ୍ଣଙ୍କ କୃପାରୁ ଆପଣଙ୍କର ବୈବାହିକ ଜୀବନରେ ଖୁସି ଦେଖିବାକୁ ମିଳିବ। ଅବିବାହିତଙ୍କ ପାଇଁ ବିବାହର ଯୋଗ ମଧ୍ୟ ବନୁଅଛି।

କନ୍ୟା ରାଶି। ଏହି ରାଶିର ଜାତକଙ୍କ ଉପରେ ଏହି ବର୍ଷ ଦୋଳ ପୂର୍ଣ୍ଣିମା ଠାରୁ ଭଗବାନ ଶ୍ରୀକୃଷ୍ଣଙ୍କର ବିଶେଷ କୃପା ରହିବ। ଏଥିପାଇଁ ଦୋଳ ପୂର୍ଣ୍ଣିମା ପର ଠାରୁ ଆପଣ ଧନରେ ମାଲାମାଲ ହେବେ। ଭଗବାନ ଶ୍ରୀକୃଷ୍ଣଙ୍କର କୃପାରୁ ଏବେ ଆପଣଙ୍କର ଭାଗ୍ୟ ଚମିକିବାକୁ ଯାଉଅଛି। ଯଦି ଆପଣ ଏହି ସମୟରେ ନୂଆ ବିଜନେସ ସ୍ଥାପନ କରିବାକୁ ଚାହୁଁଛନ୍ତି କିମ୍ବା ଚାକିରୀରେ ପ୍ରମସନ ଚାହୁଁଛନ୍ତି ତ ସେଥିରେ ବୃଦ୍ଧି ଦେଖିବାକୁ ମିଳିବ।

ଭଗବାନ ଶ୍ରୀକୃଷ୍ଣଙ୍କ କୃପାରୁ ଆପଣଙ୍କୁ ଅନେକ ଜାଗାରୁ ଧନର ଲାଭ ହେବ। ପୁରୁଣା କାର୍ଯ୍ୟ ଆପଣଙ୍କର ହୋଇଯିବ ଯାହା ଅନେକ ଦିନ ଧରି ପଡି ରହିଥିଲା। ମହତ୍ୱପୂର୍ଣ୍ଣ ଅବସର ପ୍ରାପ୍ତ ହେବ। ପରିବାରରେ ସୁଖ ଦେଖିବାକୁ ମିଳିବ। ଯାହା କିଛି ବି ସମସ୍ୟା ଥିଲା ତାହା ସବୁ ଦୂର ହୋଇଯିବ। ବଡ଼ ଭାଇ ଭଉଣୀଙ୍କର ସହଯୋଗ ପ୍ରାପ୍ତ ହେବ। ବୈବାହିକ ଜୀବନ ସୁଖମୟ ହେବ।

ସିଂହ ରାଶି। ଏହି ରାଶିର ଜାତକଙ୍କର ଭାଗ୍ୟ ଏବେ ଦୁଇଗୁଣା ଚମିକିବ। ଭଗବାନ ଶ୍ରୀକୃଷ୍ଣଙ୍କର କୃପାରୁ ଆପଣଙ୍କୁ ଦୋଳ ପୂର୍ଣ୍ଣିମା ଦିନ ଠାରୁ ବଡ଼ ଖୁସି ଖବର ମିଳିବ। ଆର୍ଥିକ ସ୍ଥିତିରେ ସୁଧାର ଦେଖିବାକୁ ମିଳିବ। ଅଧୁରା କାର୍ଯ୍ୟ ପୁରା କରିବା ପାଇଁ ଆପଣ ପ୍ରୟାସ କରିବେ। ଭଗବାନ ଶ୍ରୀକୃଷ୍ଣଙ୍କ କୃପା ଆପଣଙ୍କ ଉପରେ ବର୍ଷିବ। ଭଗବାନ ଶ୍ରୀକୃଷ୍ଣଙ୍କ କୃପାରୁ ଆପଣଙ୍କୁ ଧନର ଲାଭ ହୋଇପାରେ। ଜମିବାଡ଼ି ମାମଲାରେ ଆପଣଙ୍କୁ ଲାଭ ମିଳିବ।

ତୁଳା ରାଶି। ଏହି ରାଶିର ଜାତକ ଆପଣଙ୍କ ଉପରେ ଭଗବାନ ଶ୍ରୀକୃଷ୍ଣଙ୍କରବିଶେଷ କୃପା ବର୍ଷା ହେବ। ଅନେକ ଜାଗାରୁ ଆପଣଙ୍କୁ ଧନର ଲାଭର ମିଳିବ। ବିଜନେସରେ ବୃଦ୍ଧି ଦେଖିବାକୁ ମିଳିବ। କୌଣସି ବଡ଼ କମ୍ପାନୀରୁ ଆପଣଙ୍କୁ ଜବ ଅଫର ଆସିପାରେ। ଘର ପରିବାରରେ ସକରାତ୍ମକ ମାହଲ ଦେଖିବାକୁ ମିଳିବ। ଆପଣଙ୍କୁ ନୂଆ ଘର ନୂଆ ଜମି କିମ୍ବା ନୂଆ ଗାଡି କିଣି ପାରନ୍ତି।

କୁମ୍ଭ ରାଶି। ଏହି ରାଶିର ଜାତକ ଆପଣଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କ କୃପାରୁ ଏହି ଦୋଳ ପୂର୍ଣ୍ଣିମା ଦିନ ଠାରୁ ଅନେକ ଜାଗାରୁ ଧନର ଲାଭ ଦେଖିବାକୁ ମିଳିବ। ଆୟରେ ମଧ୍ୟ ଜବରଦସ୍ତ ଲାଭ ଦେଖିବାକୁ ମିଳିବ। ଆପଣଙ୍କର ଅଟକି ରହିଥିବା ଧନ ଆପଣଙ୍କୁ ପ୍ରାପ୍ତ ହେବ। ବ୍ୟାଙ୍କରୁ ଆପଣଙ୍କର ଲୋନ ମଞ୍ଜୁର ହେବ। ଭଗବାନ ଶ୍ରୀକୃଷ୍ଣଙ୍କ କୃପାରୁ ଆପଣଙ୍କ ଘର ପରିବାରରେ ଖୁସି ଦେଖିବାକୁ ମିଳିବ। ଘରେ ଧାର୍ମିକ କାର୍ଯ୍ୟ ଏବଂ ଶୁଭ ମଙ୍ଗଳ କାର୍ଯ୍ୟ ହେବ। ଅବିବାହିତ ଜାତକଙ୍କ ପାଇଁ ବିବାହର ପ୍ରସ୍ତାବ ଆସିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *