Excuse Me Odisha

ଯାହା କହିବୁ ସତ କହିବୁ

ଅଦ୍ଭୁତ ଓ ଚମତ୍କାରୀ ଅଟେ ଏହି ପଥର। ପାଖରେ ରଖିବା କ୍ଷଣି ଖୋଲିଯାଇଥାଏ ଭାଗ୍ୟ ଏବଂ ହୋଇଥାଏ ଧନବର୍ଷା !

ସେୟାର୍ କରନ୍ତୁ

ସମୁଦ୍ର କୂଳରେ କିଛି ପଥର ଅଦ୍ଭୁତ ଓ ଚମତ୍କାରୀ ହୋଇଥାଏ। ଏଥିରେ ଗୋଟେ ଆତ୍ମପଥର ମଧ୍ୟ ରହିଛି। ଏହା ବିଷୟରେ ଅନେକ ଧାର୍ମିକ ଗ୍ରନ୍ଥରେ ବର୍ଣ୍ଣିତ ରହିଛି। ମାନ୍ୟତା ରହିଛି କି ଏହି ପଥର ଯାହା ପାଖରେ ରହିଥାଏ, ତାର ଭାଗ୍ୟ ପରିବର୍ତ୍ତନ ହୋଇ ଯାଇଥାଏ।

– ଖୋଲାଯାଇଥାଏ ଭାଗ୍ୟ।

– ନକାରାତ୍ମକ ଶକ୍ତି ଦୂର କରିଥାଏ।

– ଆର୍ଥିକ ସଙ୍କଟ ଦୂର ହୋଇଥାଏ।

ପ୍ରାୟତଃ ସମୁଦ୍ରକୂଳରେ ଅନେକ ପଥର ପଡିଥିବାର ଦେଖିବାକୁ ମିଳିଥାଏ। ସମୁଦ୍ର ପାଣିର ପ୍ରବାହରେ ପଥର ଗୁଡ଼ିକ କୂଳକୁ ଆସି ଯାଇଥାଏ। ସମୁଦ୍ରରୁ ମିଳୁଥିବା ପଥର ଅତ୍ୟନ୍ତ ଚମତ୍କାରୀ ଅଟେ। କୁହାଯାଏ କି ଏଜି ପଥର ଯାହା ପାଖରେ ରହିଥାଏ ତାର ଭାଗ୍ୟ ବଦଳି ଯାଏ।ପୌରାଣିକ ଗ୍ରନ୍ଥ ଗୁଡ଼ିକରେ ଆତ୍ମରତ୍ନ ନାମକ ପଥର ବିଷୟରେ ବର୍ଣ୍ଣନା କରାଯାଇଛି। ଆସନ୍ତୁ ଏହି ପଥର ବିଷୟରେ ବିସ୍ତାର ରୂପରେ ଜାଣିବା।

ଆତ୍ମରତ୍ନ ପଥର ରଖିବାର ଫାଇଦା :-

ମାନ୍ୟତା ରହିଛି କି ଏହି ରତ୍ନ ଅଲଗା ଅଲଗା ପ୍ରକାରର କାର୍ଯ୍ୟରେ ଆସିଥାଏ। କିଛି ଲୋକେ ଏହି ପଥରକୁ ନେଇ ମାଳା ପ୍ରସ୍ତୁତ କରିଥାନ୍ତି। ଏହି ପଥର ଦେଖିବାକୁ ଅଣ୍ଡାକାର ଅଟେ। ଏହାର ଆଉ ଏକ ବିଶେଷତା ରହିଛି କି ଏହି ପଥରରେ ରହିଥିବା ରେଖା ଚଳପ୍ରଚଳ କରୁଥିବାର ନଜର ଆସିଥାଏ। ଆତ୍ମରତ୍ନ ପଥରକୁ ସୁନା ବା ରୁପାର ମୁଦିରେ ଧାରଣ କରିବା ଉଚିତ।

କିପରି ହୋଇଥାଏ ଆତ୍ମରତ୍ନ :-

କହିବାକୁ ଗଲେ ଆତ୍ମରତ୍ନ ପଥର ଦେଖିବାକୁ ଧୂସର ଓ କଳା ମିଶା ରଙ୍ଗର ହୋଇଥାଏ। ଏହି ପଥର ଶାଳଗ୍ରାମ ସଦୃଶ ହୋଇଥାଏ। ଶାସ୍ତ୍ରରେ କୁହାଯାଇଛି କି, ଏହି ପଥରକୁ ପାଖରେ ରଖିବା ଦ୍ଵାରା ବ୍ୟକ୍ତିର ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ଏହାସହିତ ଜୀବନରେ ଆସୁଥିବା ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିଥାଏ। ଏହାସହିତ ଶାରୀରିକ ଓ ମାନସିକ କଷ୍ଟରୁ ମଧ୍ୟ ମୁକ୍ତି ମିଳିଥାଏ। ଆମ ଦେଶ ସହିତ ଅନ୍ୟ ବିଦେଶରେ ମଧ୍ୟ ଏହି ପଥରକୁ ଚମତ୍କାରୀ ମାନା ଯାଇଛି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *