Excuse Me Odisha

ଯାହା କହିବୁ ସତ କହିବୁ

ଆଜି ଯିଏ ବି ଏହାକୁ ଶୁଣିବ,ତାର ସମସ୍ତ ମନସ୍କାମନା ପୁରାଣ ହେବ,ନିଶ୍ଚିତ ଭାବରେ ଶୁଣନ୍ତୁ

ସେୟାର୍ କରନ୍ତୁ

ଗୁରୁବାର ଦିନ ଭଗବାନ ଶ୍ରୀହରି ବିଷ୍ଣୁଙ୍କ ବିଶେଷ ପୂଜା ଆରୋଧନା ହୋଇଥାଏ। କାରଣ ଏହି ଦିନ ଭଗବାନ ବିଷ୍ଣୁଙ୍କୁ ସମର୍ପଣ କରାଯାଇଛି। ମାନ୍ୟତା ଅନୁସାରେ ଗୁରୁବାର ଦିନ ଭଗବାନ ଶ୍ରୀହରି ବିଷ୍ଣୁଙ୍କର ପବିତ୍ର ମନରେ ପୂଜା ଆରୋଧନା କଲେ ତ ବ୍ୟକ୍ତି ଉପରେ ଭଗବାନଙ୍କ କୃପା ବନି ରହିଥାଏ। କିନ୍ତୁ ହିନ୍ଦୁ ଧର୍ମ ଅନୁସାରେ ଭଗବାନଙ୍କର ୩ ଟି ମୁଖ୍ୟ ରୂପ ମଧ୍ୟରୁ ଜଣେ ଭଗବାନ ବିଷ୍ଣୁ ଅଟନ୍ତି ଏବଂ ଭଗବାନ ବିଷ୍ଣୁଙ୍କୁ ଜଗତର ପାଳନ ହାର କୁହାଯାଏ।

କୁହାଯାଏ ଯଦି ଭଗବାନ ବିଷ୍ଣୁଙ୍କର ପୂଜା ଆରୋଧନା କରାଯାଏ ତ ବ୍ୟକ୍ତିର ସବୁ କଷ୍ଟ ସମାପ୍ତ ହୋଇଯାଏ। ଏହା ସହିତ ଏହା ମଧ୍ୟ କୁହାଯାଏ ଯେ ଭଗବାନ ବିଷ୍ଣୁ ନିଜ ଭକ୍ତଙ୍କୁ କେବେବି ନିରାଶା କରନ୍ତି ନାହିଁ। ଆଜି ଆମେ ଆପଣଙ୍କୁ ଏମିତି ମନ୍ତ୍ର କହିବୁ ଯାହା ଜୀବନରେ ସମସ୍ତ ନିରାଶାରୁ ବାହାରକୁ ବାହାର କରିବ। ଜୀବନରେ କଷ୍ଟରୁ ମୁକ୍ତି ଦେବ।

ଏହି କଥାର ଧ୍ୟାନ ରଖନ୍ତୁ ଗୁରୁବାର ଦିନ କେଶ କାଟନ୍ତୁ ନାହିଁ। ସାବୁନ ଏବଂ ତେଲର ବ୍ୟବହାର ବି କରନ୍ତୁ ନାହିଁ। ଏମିତି କଲେ ଧନର ହାନି ହୋଇଥାଏ। ବିଦ୍ୟାର ହାନି ହୋଇଥାଏ।

ଗୁରୁବାର ଦିନ ପୋଛାବି ଲଗାନ୍ତୁ ନାହିଁ।

ଆସନ୍ତୁ ଜାଣିବା ଦେବଗୁରୁ ବୃହସ୍ପତିଙ୍କର ଯେଉଁ ମନ୍ତ୍ର ଯାହା ଆପଣଙ୍କ ଜୀବନରେ ସମସ୍ତ କଠିନ ସମସ୍ୟାରୁ ବାହାରକୁ ବାହାର କରିବ। ଏମିତି ଭଗବାନଙ୍କର ବହୁତ ମନ୍ତ୍ର ଅଛି ସେଥି ମଧ୍ୟରୁ ଗୋଟେ ମନ୍ତ୍ର ହେଉଛି ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରୀ ହେ ନାଥ ନାରାୟଣ ବାସୁଦେବ। ଏହି ମନ୍ତ୍ରକୁ ଗୁରୁବାର ଦିନ ଯେତେ ସମ୍ଭବ ଜପ କରିପାରିବେ। ଆପଣ ଏହି ମନ୍ତ୍ରକୁ ଯେକୌଣସି ସମୟରେ ସକାଳ ଦିପ୍ରହର ସନ୍ଧ୍ୟା ସମୟରେ କାମ କରୁଥିବେ ଯେତେବେଳେ ପାରିବେ ସେତେବେଳେ ଏହି ମନ୍ତ୍ରର ଜପ କରିପାରିବେ। ଏମିତି କଲେ ଆତ୍ମା ପରମାତ୍ମାରେ ଯୋଡ଼ି ଯାଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *