Excuse Me Odisha

ଯାହା କହିବୁ ସତ କହିବୁ

ବୁଧବାର ଦିନ ମାତ୍ର ଗୋଟିଏ ସବୁଜ ଚୁଡ଼ି ବନାଇଦେବ ରାଜା,ଜାଣନ୍ତୁ କେମିତି ?

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ବୁଧବାର ଦିନମାତ୍ର ଗୋଟେ ସବୁଜ ଚୁଡ଼ି ରଙ୍କକୁ ରାଜା ବନେଇ ଦେବ।

ବୁଧବାର ଦିନ ଭଗବାନ ଗଣେଶଙ୍କୁ ସମର୍ପିତ ଅଟେ ଏବଂ ଗ୍ରହର ବୁଧ ଦେବଙ୍କୁ ସମର୍ପିତ ଅଟେ। ଏହି ଦୁଇ ଦେବତା ଅଳ୍ପ ପୂଜାପାଠରେ ବି ପ୍ରସନ୍ନ ହୋଇଥାନ୍ତି। ଏହି ପୋଷ୍ଟରେ ଜାଣିବା ଭଗବାନ ଗଣେଶ ଏବଂ ବୁଧଦେବଙ୍କୁ କିପରି ପ୍ରସନ୍ନ କରିହେବ କେଉଁ ଉପାୟ କରିବା

ଜ୍ୟୋତିଷଙ୍କ ଅନୁସାରେ ବୁଧବାର ଦିନ ଭୁଲରେ ବି କ୍ଷୀରକୁ ଜଳେଇବେ ନାହିଁ। ଯଦି ଭୁଲରେ ବି ଜଳିଯାଏ ତ ଦୋଷ ଲାଗିଥାଏ। ବୁଧଗ୍ରହ ରୁଷ୍ଠ ହୋଇଯାନ୍ତି।

ବୁଧବାର ଦିନ ୧୨ ଟା ପରେ କେବେବି ମୁଗଡାଲି କିଣିକି ଆଣିବେ ନାହିଁ। ଏହା ଦ୍ବାରା ଘରକୁ ଦାରିଦ୍ର୍ୟତା ଆସିଥାଏ। ଏହି ଛୋଟ ଛୋଟ କଥାକୁ ଧ୍ୟାନ ରଖିବେ।

ବୁଧବାର ଦିନ ପାନ ଖାଇବେ ନାହିଁ। ଏହା ଦ୍ୱାରା ଆର୍ଥିକ ସମସ୍ୟା ଆସିଥାଏ।

ବୁଧବାର ଦିନ କଳା କପଡା କଳା ଜୋତା କିଣିକି ଆଣିବେ ନାହିଁ।

ବୁଧବାର ଦିନ ତୁଳସୀ ଗଛ ଲଗେଇବେ ନାହିଁ।

ତେବେ ଆସନ୍ତୁ ଜାଣିବା ବୁଧବାର ଦିନ କଣ କରିବା ଭଗବାନ ଗଣେଶଙ୍କ କୃପା ପ୍ରାପ୍ତ ହେବ ଏବଂ ଘରେ ଧନ ଧାନ୍ୟରେ ବୃଦ୍ଧି ହେବ। ବୁଧବାର ଦିନ ଭଗବାନ ଗଣେଶଙ୍କୁ ୨୧ ଟି ଦୁବ ଅର୍ପଣ କରିବା ଉଚିତ। ଯଦି ଜୀବନରେ ଥରେ ୨୧ ଟି ଦୁବ ଅର୍ପଣ କରିଦିଅନ୍ତି ଭଗବାନ ଗଣେଶ ପ୍ରସନ୍ନ ହୋଇଯାନ୍ତି।

ଇଛା ପୂରଣ ଏବଂ ସଙ୍କଟରୁ ମୁକ୍ତି ପାଇଁ କୌଣସି ଭଗବାନ ଗଣେଶଙ୍କ ମନ୍ଦିରକୁ ଯାଇ କରି ଦୁବ ଘାସ ଅର୍ପଣ କରି ମଦକ ଭୋଗ କରନ୍ତୁ

କରଜରୁ ମୁକ୍ତି ପାଇଁ ବୁଧବାର ଦିନ ସୂର୍ଯ୍ୟ ଉଦୟ ପୂର୍ବରୁ ୫ ମୁଠି ସବୁଜ ମୁଗ ନେଇ ପାଞ୍ଚ ଥର ନିଜ ଉପରେ ବୁଲେଇ ପ୍ରବାହିତ ପାଣିରେ ଭସେଇ ଦେବେ। ଲଗାତାର ୩ ବୁଧବାର ଏହି ଉପାୟ କରନ୍ତୁ।

ବୁଧବାର ଦିନ ଅରଖ ଗଛରେ ସବୁଜ ଚୁଡ଼ି ବା ସବୁଜ କପଡା ପିନ୍ଧିବେ ତେବେ ମନସ୍କାମନା ପୁରଣ ହେବ। ନିଜର ଇଚ୍ଛାକୁ କହି ୨ ଟି ସବୁଜ ଚୁଡ଼ି ସବୁଜ କପଡାରେ ବାନ୍ଧି କରି ଏହି ଅରଖ ଗଛରେ ବାନ୍ଧିଦେବେ ଏହା ଦ୍ୱାରା ମନସ୍କାମନା ପୂରଣ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *