Excuse Me Odisha

ଯାହା କହିବୁ ସତ କହିବୁ

୧୭ ମାର୍ଚ୍ଚ ଫାଲ୍ଗୁନ ପୂର୍ଣ୍ଣିମାରେ ବନୁଅଛି ଦୁର୍ଲଭ ସଂଯୋଗ,ଗୋଟିଏ ପୁରୁଣା ଝାଡୁକୁ ନେଇ କରନ୍ତୁ ଏହି ଛୋଟ କାମ,ଦେଖିବେ ବର୍ଷାସାରା ମା ଲକ୍ଷ୍ମୀ ଧନ ବର୍ଷା କରିବେ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ୧୭ ମାର୍ଚ୍ଚ ଫାଲ୍ଗୁନ ପୂର୍ଣ୍ଣିମା ଦାହନରେ ବନୁଅଛି ଦୁର୍ଲଭ ସଂଯୋଗ। ଏହି ପୂର୍ଣ୍ଣିମା ହୋଲିର ଦାହନରେ ପୁରୁଣା ଝାଡୁରେ କରନ୍ତୁ ଏହି ଉପାୟ ବଦଳି ଯିବ ଆପଣଙ୍କ ଭାଗ୍ୟ। ମା ଲକ୍ଷ୍ମୀ କରିବେ ଧନର ବର୍ଷା। ବର୍ଷା ହେବ ଭଗବାନ କୁବେରଙ୍କ କୃପା।

ପ୍ରତ୍ୟକ ବ୍ୟକ୍ତି ନିଜର ସମୟ ସ୍ଥାନ ବିଚାର ହିସାବରେ ହୋଲିର ଦାହନର ପର୍ବ ପାଳନ କରିଥାନ୍ତି। ଏମିତି କିଛି କଥା ଅଛି ଯାହା ପ୍ରତି ଧ୍ୟାନ ଦେଲେ ଜୀବନରେ ସମସ୍ୟା କମ ହୋଇଥାଏ। ହୋଲିର ଦାହନରେ ନିଶ୍ଚୟ ସମସ୍ତେ ସାମିଲ ହେବା ଉଚିତ। ଯଦି ରାତିରେ ସାମିଲ ହୋଇ ପାରୁନାହାନ୍ତି ତ ତାର ପର ଦିନ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଯେଉଁଠି ହୋଲିର ଦାହନ ହୋଇଥିବ ସେଠାକୁ ଯାଇ ପରିକ୍ରମା କରିନେବେ। ଆପଣଙ୍କ ଜୀବନରେ ଯେଉଁ ତନ୍ତ୍ର ମନ୍ତ୍ର ବାଧା ନକରାତ୍ମକ ଉର୍ଜା ଗ୍ରହ ଦୋଷ ସବୁ ଦୂର ହୋଇଯିବ।

ହୋଲିର ଦାହନ ସମୟରେ ଆପଣ ଗହମ ମଟର ଚଣା ବାଲୀ ଆଦି ନିଶ୍ଚୟ ଭୋଗ କରି ତାକୁ ପ୍ରସାଦ ଭାବେ ବାଣ୍ଟନ୍ତୁ। ଏହାକୁ ବହୁତ ଶୁଭ ମାନାଯାଏ। ଏମିତି ମାନ୍ୟତା ଅଛି ଏମିତି କଲେ ସୁଖ ବଢିଥାଏ ସ୍ୱାସ୍ଥ୍ୟ ଭଲ ରହିଥାଏ। ହୋଲିର ଯେଉଁ ବିଭୁତି ହୋଇଥାଏ ପୁରୁଷ ମାନେ ନିଜର ମଥାରେ ମହିଳା ମାନଙ୍କୁ ନିଜ ଗଳାରେ ଧାରଣ କଲେ ସମାଜରେ ମାନ ସମ୍ମାନ ଐଶ୍ୱର୍ଯ୍ୟ ବଢିଥାଏ ଏବଂ ଶତ୍ରୁ ପରାସ୍ତ ହୋଇଥାନ୍ତି। ହୋଲିକାର ସମୟରେ ମନରେ ଯେଉଁ ଶତ୍ରୁତାର ଭାବନା ଅଛି ତାହାକୁ ଦୂର କରିଦିଅନ୍ତୁ।

ହୋଲିର ପର୍ବ ଦିନ ଘରକୁ ଯେଉଁ ଅତିଥି ଆସିଥାନ୍ତି ତାଙ୍କୁ ମିଶ୍ରି ନିଶ୍ଚୟ ଖୁଆନ୍ତୁ ପ୍ରେମ ବଢିବ। ହୋଲିର ଦିନରେ ନିଜ ପାଖରୁ ବଡ଼ ମାନଙ୍କର ପାଦର ଆଙ୍ଗୁଳିରେ ରଙ୍ଗ ଲଗେଇ ଆଶୀର୍ବାଦ ନିଅନ୍ତୁ। ଆଉ ଛୋଟ ମାନଙ୍କୁ ରଙ୍ଗ ଲଗେଇ ଆଶୀର୍ବାଦ ଦିଅନ୍ତୁ।

ହୋଲିଦିନ ନିଜ ପର୍ସରେ କଳା କପଡ଼ାରେ ହଳଦିଆ ସୋରିଷ ଲବଙ୍ଗ ଯାଇଫଳ କଳା ତିଳ ବାନ୍ଧି କରି ରଖନ୍ତୁ ଆଉ ଜଳୁଥିବା ହୋଲିର ଦାହନରେ ଏହାକୁ ପକେଇ ଦିଅନ୍ତୁ। ଏମିତି କଲେ ଆପଣ ନକରାତ୍ମକ ଶକ୍ତିରୁ ବଞ୍ଚି ପାରିବେ।

ହୋଲିର ଦାହନ ଦିନ ଯେବେ ଆପଣ ସକାଳେ ସ୍ନାନ କରିବେ ତ ସ୍ନାନ କରିବା ପୂର୍ବରୁ ଅଭିର ଲଗାନ୍ତୁ ଆଉ ଅଭିରକୁ ଶରୀରକୁ ମଳି ଭଳି ବାହାର କରି ଗୋଳି ବନେଇ ହୋଲିର ଦାହନରେ ପକେଇ ଦେବେ। ସ୍ୱାସ୍ଥ୍ୟ ଭଲ ରହିବ। ରୋଗରୁ ମୁକ୍ତି ମିଳିବ।

ଫାଲ୍ଗୁନ ପୂର୍ଣ୍ଣିମାରେ ବିଶେଷ ପ୍ରୟୋଗ କରାଯାଏ।

ପୂର୍ଣ୍ଣିମା ତିଥିରେ ଚନ୍ଦ୍ରଙ୍କର ପୂଜା କରିବାର ବି ବିଶେଷ ମହତ୍ୱ ରହିଥାଏ। ଯେତେବେଳେ ଚନ୍ଦ୍ର ଉଦୟ ହୋଇଯିବ ତ ଚନ୍ଦ୍ରମାଙ୍କର ପୂଜା କରନ୍ତୁ ଅର୍ଘ୍ୟ ଦିଅନ୍ତୁ ଏହା ଦ୍ବାରା ଦୋଷରୁ ମୁକ୍ତି ମିଳିଥାଏ। ମାନସିକ ଚିନ୍ତା ଦୂର ହୋଇ ଶାନ୍ତି ମିଳିଥାଏ। ଆପଣଙ୍କର ଚନ୍ଦ୍ରମା ଭଲ ରହିଥାଏ।

ଅଭାବୀ ଲୋକଙ୍କୁ ଆପଣ କିଛି ନାଁ କିଛି ଖାଇବା ପିଇବା ପିନ୍ଧିବା କମ୍ବଲର ବି ଦାନ କରିପାରିବେ। ଆପଣ ଏହି ଦିନ ତିଳର ଦାନ କରିପାରିବେ। ତିଳର ଦାନ କଲେ ବି ଅକ୍ଷୟ ପୁଣ୍ୟର ପ୍ରାପ୍ତ ହୋଇଥାଏ। ପିତୃପୁରୁଷ ଶାନ୍ତ ହୋଇଥାନ୍ତି ଖୁସି ହୋଇଥାନ୍ତି। ଯାହାବି ସମ୍ଭବ ଆପଣ ଦାନ କରିପାରିବେ।

ଘରର ଆଖପାଖରେ ଥିବା ଗାଈକୁ ଅବଶ୍ୟ କିଛି ନାଁ କିଛି ଖାଇବାକୁ ଦିଅନ୍ତୁ। ଏହା ଦ୍ୱାରା ଆପଣଙ୍କୁ ଅନେକ ପ୍ରକାରର ଦୋଷରୁ ମୁକ୍ତି ମିଳିଥାଏ।

ଏହିଦିନ ଝାଡୁରେ ଏକ ଛୋଟ ପ୍ରୟୋଗ କରନ୍ତୁ। ଜୀବନରେ ଥିବା ଦୈତା ରୂପୀ ସମସ୍ୟା ଦୂର ହୋଇଯିବ ଆଉ ଜୀବନରେ ଖୁସି ଆସିବ ସମସ୍ତେ ଚାହାନ୍ତି ନିଜ ପାଖରେ ବହୁତ ଟଙ୍କା ରହୁ। ସୁନ୍ଦର ଘର ହେଉ ନିଜ ଲୋକଙ୍କର ସହଯୋଗ ରହୁ। ତ ଏଥିପାଇଁ ଆର୍ଥିକ ସମ୍ପୁର୍ଣ୍ଣତା ପାଇଁ ଜୀବନରେ ଖୁସି ଆସିବା ପାଇଁ ଦରିଦ୍ରତା ଭଳି ସମସ୍ୟାକୁ ଦୂର କରିବା ପାଇଁ ଏହି ଦିନ ଏହି ପ୍ରୟୋଗ କରାଯାଏ।

ଅନେକ ଥର ଆପଣଙ୍କ କାର୍ଯ୍ୟ ଖରାପ ହୋଇଥାଏ ତ ଆପଣ ଜ୍ୟୋତିଷଙ୍କ ପାଖକୁ ଯାଇଥାନ୍ତି ପଣ୍ଡିତଙ୍କ ପାଖକୁ ଯାଇଥାନ୍ତି କେତେ କଣ କରିଥାନ୍ତି ତ ଏବେ ଆଉ ଚିନ୍ତା କରନ୍ତୁ ନାହିଁ।ଏହି ପ୍ରୟୋଗ ବହୁତ ଚମତ୍କାରୀ ଅଟେ। ଧନର ଦେବୀ ମା ଲକ୍ଷ୍ମୀ ଝାଡୁରେ ହିଁ ବିରାଜମାନ କରିଥାନ୍ତି। ଝାଡୁ ସଫା ସୁତରା କରିଥାଏ। ଏହାର ଅର୍ଥ ଦୈତ ରୂପୀ ଯେଉଁ ଅପରିଷ୍କାର ତାହାକୁ ବାହାର କରିଥାଏ। ଝାଡୁର ପ୍ରୟୋଗ ଯଦି ପୂର୍ଣ୍ଣିମା ତିଥିରେ କରାଯାଏ ତ ତୁଟକା କରାଯାଏ ତ ଧନ ସୁଖ ସମ୍ପତି ବଢି ଥାଏ।

ଝାଡୁ ଲଗେଇବା ପରେ ଝାଡୁକୁ ସଫା କରି ରଖାଯାଏ। ଅପରିଷ୍କାର ଝାଡୁ ରଖାଯାଏ ନାହିଁ। ଝାଡୁକୁ ଏମିତି ଜାଗାରେ ରଖନ୍ତୁ ଯେମିତି ଶୁଖି ଯିବ ତାପରେ ଏମିତି ଜାଗାରେ ରଖନ୍ତୁ ଯେମିତି କାହାର ନଜର ପଡିବ ନାହିଁ। ବହୁତ ଦିନରୁ ପୁରୁଣା ଝାଡୁକୁ ଫୋପାଡ଼ି ଦେବା ଉଚିତ। କିନ୍ତି ଏହି ଛୋଟ ପ୍ରୟୋଗ ଝାଡୁର ଆପଣଙ୍କ ଜୀବନରେ ଖୁସି ଭରି ଦେବ। ଖାସ କରି ଯେବେ ପୂର୍ଣ୍ଣିମା ତିଥି ହେବ ତ ଏହି ଦିନ ଝାଡୁର ଛୋଟ ପ୍ରୟୋଗ କଲେ ଜୀବନରେ ଯେଉଁ ସମସ୍ୟା ତାହା ଦୂର ହୋଇଯିବ।

ଗୁରୁବାର ଦିନ ପୋଛା ଲଗାନ୍ତୁ ନାହିଁ କିନ୍ତୁ ଝାଡୁ ଲଗେଇ ପାରିବେ।

ପୂର୍ଣ୍ଣିମା ଦିନ କୌଣସି ପାଖ ମନ୍ଦିରରେ ସକାଳୁ ଯେମିତି କେହି ନଦେଖିବେ ତ ସକାଳୁ ସକାଳୁ ନୂଆ ଝାଡୁ ନେଇ ଝାଡୁ ଲଗେଇ ସେହିଠାରେ ଛାଡି ଆସନ୍ତୁ। ଏମିତି କରିଲେ ଆପଣଙ୍କ ଜୀବନରେ ଖୁସି ଆସିଥାଏ। ଜୀବନରେ ସମସ୍ୟା ଦୂର ହୋଇଥାଏ। ମନ୍ଦିରରେ ଝାଡୁ ଦାନ କଲେ ହଠାତ ଆସୁଥିବା ଚିନ୍ତା ଦୂର ହୋଇଯାଇଥାଏ।

ଝାଡୁ ପୁରୁଣା ହୋଇଗଲେ ତାହାକୁ କାହାରିକୁ ଦିଅନ୍ତୁ ନାହିଁ। କୌଣସି ଜାଗାରେ ପକେଇ ଦିଅନ୍ତୁ।

ନଜର ଉତାରିବା ପାଇଁ ଗୋଟେ ଝାଡୁକୁ ନିଅନ୍ତୁ ଯାହା ଉପରେ ନଜର ଲାଗିଥିବ ତା ଉପରେ ୩ ଥର ବୁଲାଇ ତାହାକୁ ନେଇ ବାହାରେ ପକେଇ ଦିଅନ୍ତୁ। ଏହା ଦ୍ବାରା ଜୀବନରେ କରଜ ସମସ୍ୟା ଦୂର ନଜର ଦୋଷ ଦୂର ହୋଇଯିବ।

ଝାଡୁକୁ କେବେବି ଠିଆ କରି ରଖନ୍ତୁ ନାହିଁ। ନଚେତ ଏମିତି କରିଲେ ମା ଲକ୍ଷ୍ମୀ ଘରୁ ପଳେଇ ଯିବେ।

ଏହି ପୂର୍ଣ୍ଣିମା ଦିନ ଝାଡୁରେ ଏହି ପ୍ରୟୋଗ ନିଶ୍ଚୟ କରନ୍ତୁ। ଏହା ଦ୍ବାରା ବହୁତ କଷ୍ଟ ଦୂର ହୋଇଯିବ।

ଝାଡୁରେ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ। ଯଦି ଆପଣ ନୂଆ ଝାଡୁ କିଣିକି ଆଣୁଛନ୍ତି ତ ସେଥିରେ ଲାଲ ସୁତା କିମ୍ବା ଧଳା ସୁତା ବାନ୍ଧି ବ୍ୟବହାର କରନ୍ତୁ। ଏହା ଦ୍ବାରା ଜୀବନରେ କୌଣସି ପ୍ରକାରର ସମସ୍ୟା ଆସିନଥାଏ।

ଏହିଥର ପୂର୍ଣ୍ଣିମା ତିଥିରେ ୧ ଟି ନଚେତ ୩ ଟି ଝାଡୁ କୌଣସି ମନ୍ଦିରରେ ଗୁପ୍ତ ଦାନ କରିଦିଅନ୍ତୁ ଯେମିତି କେହି ନଦେଖିବେ। ଏହା ଦ୍ବାରା ଜୀବନରେ ସମସ୍ୟା ଦୂର ହେବ। ଧନର ଆଗମନ ହେବ। ଘରେ ସୁଖ ଶାନ୍ତି ବନିରହିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *