Excuse Me Odisha

ଯାହା କହିବୁ ସତ କହିବୁ

ଆଜି ରାତି ଠାରୁ ପୁରା ୧୦ ବର୍ଷ ଯାଏଁ ଏହି ୪ ଟି ରାଶି ଉପରେ ଧନ ବର୍ଷା କରିବେ ଶନିଦେବ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଆଜି ରାତି ଠାରୁ ପୁରା ୧୦ ବର୍ଷ ଯାଏଁ ଏହି ୪ ଟି ରାଶି ଉପରେ ଧନର ବର୍ଷା କରିବେ ଶନିଦେବ।

ଆଜି ରାତି ଠାରୁ ପୁରା ୧୦ ବର୍ଷ ଯାଏଁ ଏହି ୪ ଟି ରାଶି ଉପରେ ଧନର ବର୍ଷା କରାଇବେ ଭଗବାନ ଶନିଦେବ। ଭଗବାନ ଶନିଦେବଙ୍କୁ କର୍ମର ଫଳଦାତା କୁହାଯାଏ। କୁହାଯାଏ ଯଦି ଭଗବାନ ଶନିଦେବଙ୍କ କୃପା କାହା ଉପରେ ହୋଇଯାଏ ତ ସେ ବହୁତ ଖୁସିରେ ରୁହେ ଏବଂ ସେ ବ୍ୟକ୍ତି ରାଜା ବନିଯାଏ କିନ୍ତୁ ଭଗବାନ ଶନିଦେବଙ୍କ ଵକ୍ର ଦୃଷ୍ଟି କାହା ଉପରେ ପଡିଯାଏ ତ ସେ ଜଣେ ରାଜାଙ୍କୁ ମଧ୍ୟ ଭିକାରୀ ବନେଇଦେବା ପାଇଁ ଡେରି କରନ୍ତି ନାହିଁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜୀବନରେ ପ୍ରତ୍ୟକ ବ୍ୟକ୍ତିକୁ କେବେ ନାଁ କେବେ ଶନିଦେବଙ୍କର କୃପା ଅବଶ୍ୟ ମିଳେ। ସେ କାହା ଉପରେ ପ୍ରକୋପ ପକାଇଥାନ୍ତି ତ କାହାକୁ ଆଶୀର୍ବାଦ ମଧ୍ୟ ଦେଇଥାନ୍ତି।

ଜାତକରେ ଶନିଦେବ କେଉଁ ସ୍ଥିତିରେ ଅଛନ୍ତି ଶୁଭ ସ୍ଥିତିରେ ଅଛନ୍ତି ତ ଶୁଭ ଫଳ ଦେବେ ଏବଂ ଅଶୁଭ ସ୍ଥିତିରେ ଥିଲେ ଅଶୁଭ ଫଳ ଦେବେ। ମାନାଯାଏ ୧୨ ଟି ରାଶିକୁ କେବେ ନାଁ କେବେ ଶନିଙ୍କର ସାଢ଼େ ସାତିର ପ୍ରଭାବ ଦେଖିବାକୁ ପଡିଥାଏ। ଶନିଦେବ ଗୋଟିଏ ରାଶିରେ ଦେଢ଼ ବର୍ଷ ଯାଏଁ ରୁହନ୍ତି। ଏବେ ଶନିଦେବଙ୍କର କୃପା ଏହି ୪ ଟି ରାଶିକୁ ମିଳିବାକୁ ଯାଉଛି। ଯଦି ଶନିଦେବ ମଜବୁତ ସ୍ଥିତିରେ ଥାନ୍ତି ତ ତାହାର ଫଳ ବହୁତ ଶୁଭ ଦାୟକ ହୋଇଥାଏ କିନ୍ତୁ ଯଦି ଶନିଦେବଙ୍କର ସ୍ଥିତି କମଜୋର ଥାଏ ଜାତକରେ ତେବେ ବ୍ୟକ୍ତିକୁ ଖରାପ ପରିଣାମ ଭୋଗିବାକୁ ପଡିଥାଏ।

ଜ୍ୟୋତିଷଙ୍କ ଅନୁସାରେ ଶନି କୌଣସି ରାଶିରେ ଚତୁର୍ଥ କିମ୍ଵା ଅଷ୍ଟମ ଭାଗରେ ଥାଏ ତ ଆପଣଙ୍କର କାମ ଯଦି ବିଗିଡି ଯାଏ ତ ଆପଣଙ୍କୁ ଆପଣଙ୍କ ଜୀବନରେ ବହୁତ ସାରା ସମସ୍ୟା ଦୁଃଖ କଷ୍ଟକୁ ସାମ୍ନା କରିବାକୁ ପଡିଥାଏ। ଯଦି ଆପଣ ଅନେକ ସମୟ ଧରି ସେଥିରେ ଘାଣ୍ଟି ହେଉଛନ୍ତି ତ ଭଗବାନ ଶନିଦେବ ଖୁସି ନାହାନ୍ତି ଆପଣଙ୍କ ଉପରେ। ତ ଭଗବାନ ଶନିଦେବଙ୍କୁ ଖୁସି କରିବା ଏତେ କଠିନ ହୋଇନଥାଏ।

ଆପଣ ପ୍ରତ୍ୟକ ଶନିବାର ଦିନ ଶନି ଚାଳିସା ପାଠ କରନ୍ତୁ। କିମ୍ବା ଶନିଦେବଙ୍କର ଓଁ ଶନି ଶନିଶ୍ଚରାୟ ନମଃ ମନ୍ତ୍ରର ୧୦୮ ଥର ଜପ କରନ୍ତୁ। ଏହା ଦ୍ବାରା ଭଗବାନ ଶନିଦେବ ଆପଣଙ୍କ ଉପରେ ପ୍ରସନ୍ନ ହୋଇଯାନ୍ତି।

ଏହା ସହିତ ଆପଣ ଅସ୍ତ ଗଛରେ ଶନିବାର ଦିନ ସୋରିଷ ତେଲରେ ଦୀପ ଜଳାନ୍ତି ସୋରିଷ ତେଲ ଦାନ କରନ୍ତି ହନୁମାନ ଚାଳିସା ପାଠ କରନ୍ତି ତ ଭଗବାନ ଶନିଦେବ ଆପଣଙ୍କ ଉପରେ କୃପା ବର୍ଷା କରନ୍ତି।

ଯଦି ଶନିବାର ଦିନ ଆପଣ କୌଣସି ଗରିବ ଲୋକଙ୍କୁ କଳା ବସ୍ତ୍ର ଦାନ କରନ୍ତି ତ ଶନିଦେବ ବହୁତ ଶୀଘ୍ର ପ୍ରସନ୍ନ ହୋଇଯାନ୍ତି।

ଏହି ଦିନ ଆପଣ କୌଣସି ଗରିବକୁ କଳା ତେଲର ଦାନ ଅବଶ୍ୟ କରନ୍ତୁ।

ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ଶନିବାର ଦିନ ଶନିଦେବଙ୍କ ମନ୍ଦିରକୁ ଯାଇ ସୋରିଷ ତେଲର ଦୀପ ଅବଶ୍ୟ ଜଳାନ୍ତୁ।

ଏହିଥର ଶନିଦେବ ନିଜର ରାଶି ମକର ରାଶି ଶୁଭ ସ୍ଥାନରେ ଥିବାରୁ ତାହାର ଶୁଭ ଫଳ ଏହି ୪ ଟି ରାଶିକୁ ପ୍ରାପ୍ତ ହେଉଛି। ଏହି ରାଶି ମାନଙ୍କ ପାଇଁ ଏବେ ଆସିବାକୁ ଥିବା ସମୟ ବହୁତ ଶୁଭଦାୟୀ ରହିବ। ଏହି ରାଶି ମାନଙ୍କୁ କୁବେର ସମାନ ଧନ ପ୍ରାପ୍ତି ହେବ। ଆଜି ରାତି ଠାରୁ ପୁରା ୧୦ ବର୍ଷ ଯାଏଁ ଭଗବାନ ଶନିଦେବ ଏହି ରାଶି ମାନଙ୍କ ଉପରେ ଧନର ବର୍ଷା କରିବେ। ତ ଆଜିର ଏହି ପୋଷ୍ଟରେ ସେହି ରାଶି ମାନଙ୍କ ବିଷୟରେ ଜଣେଇବୁ।

ବନ୍ଧୁଗଣ ଏବେ ଶନିଦେବଙ୍କ କୃପାରୁ ଏହି ରାଶିମାନଙ୍କ ଜୀବନରେ ଧନର କମି ହେବ ନାହିଁ। ଏମାନଙ୍କୁ ଅନେକ ପ୍ରକାରର ଧନର ଲାଭ ମିଳିବ। ଭଗବାନ ଶନିଦେବଙ୍କ କୃପାରୁ ଏମାନଙ୍କୁ ଦୁଇ ଗୁଣା ଲାଭ ମିଳିବ। ଅଟକି ରହିଥିବା କାର୍ଯ୍ୟ ପୁରା ହେବ। ଚାକିରୀରେ ପ୍ରମୋସନ ହେବ। ଦରମା ବୃଦ୍ଧି ହେବ। ବୈବାହିକ ଜୀବନ ଖୁସିରେ କଟିବ।

ମକର ରାଶି। ଏହି ରାଶିର ଜାତକଙ୍କ ସ୍ୱାମୀ ହେଉଛନ୍ତି ଶନି। ଏହି ରାଶିର ଲୋକଙ୍କୁ ଆଜି ରାତି ଠାରୁ ୧୦ ବର୍ଷ ଯାଏଁ ଆପଣଙ୍କ ଉପରେ କୃପା ବର୍ଷା କରିବେ ଶନିଦେବ। ଆପଣଙ୍କୁ ନିଜ ଜୀବନରେ ପ୍ରତ୍ୟକ ପ୍ରକାରର ସୁଖ ମିଳିବ। ବୈବାହିକ ଜୀବନ ସୁଖମୟ ରହିବ। ସନ୍ତାନ ପ୍ରାପ୍ତିର ପ୍ରବଳ ଯୋଗ ବନୁଅଛି। ଅବିବାହିତ ଜାତକଙ୍କ ପାଇଁ ବିବାହର ପ୍ରସ୍ତାବ ଆସିପାରେ। ତା ସହିତ ଆପଣ କୌଣସି ନୂତନ ଯୋଜନା ମଧ୍ୟ କରିପାରନ୍ତି। ଆପଣଙ୍କ ଦ୍ୱାରା ତିଆରି ହୋଇଥିବା ଯୋଜନା କାର୍ଯ୍ୟକାରୀ ସାବ୍ୟସ୍ତ ହେବ। ସମାଜରେ ମାନ ସମ୍ମାନ ବଢିବ। କୌଣସି ଶୁଭ ଧାର୍ମିକ କାର୍ଯ୍ୟର ଆୟୋଜନ ଘରେ ହୋଇପାରେ। କରଜରୁ ମୁକ୍ତି ମିଳିପାରେ।

ମୀନ ରାଶି। ଏହି ରାଶିର ଜାତକଙ୍କ ଉପରେ ପୁରା ୧୦ ବର୍ଷ ଯାଏଁ ଭଗବାନ ଶନିଦେବଙ୍କ କୃପା ପ୍ରାପ୍ତ ହେବ। ଭଗବାନ ଶନିଦେବ ଆପଣଙ୍କ ଉପରେ ବହୁତ ଖୁସି ଅଛନ୍ତି। ଏବେ ଆପଣଙ୍କୁ କୁବେର ସମାନ ଧନ ପ୍ରାପ୍ତି ହେବ। ଘରେ ଅବିବାହିତ ଜାତକଙ୍କ ପାଇଁ ବିବାହର ପ୍ରସ୍ତାବ ଆସିପାରେ। ଆପଣଙ୍କୁ ଆପଣଙ୍କର ଭାଇ ଭଉଣୀଙ୍କର ସହଯୋଗ ପ୍ରାପ୍ତି ହେବ। ଆପଣଙ୍କୁ କୌଣସି ପ୍ରକାରର ଯୋଜନାରେ ଭାଗ ନେବାକୁ ପଡିବ। ଆପଣଙ୍କୁ ବିଦେଶ ଯାତ୍ରା ମଧ୍ୟ କରିବାକୁ ପଡିପାରେ। ବିଜନେସ ବ୍ୟବସାୟରେ ଲାଭ ଦେଖିବାକୁ ମିଳିବ। ବଡ଼ ଅଧିକାରୀଙ୍କ ସାହାର୍ଯ୍ୟ ଆପଣଙ୍କୁ ମିଳିପାରେ। ଆପଣ ଯାହାବି ନିର୍ଣ୍ଣୟ ନେବେ ଠିକ ସାବ୍ୟସ୍ତ ହେବ।

ମିଥୁନ ରାଶି। ଏହି ରାଶିର ଜାତକଙ୍କୁ ବିଶେଷ ଲାଭ ଦେଖିବାକୁ ମିଳିବ। ଜୀବନରେ ଚାଲୁଥିବା ସମସ୍ୟା ଏବେ ଶେଷ ହେବ। ଅନେକ ଯୋଜନାରୁ ଆପଣଙ୍କୁ ଲାଭ ମିଳିବ। ବିଦ୍ୟାର୍ଥୀ ମମଙ୍କ ପାଇଁ ବହୁତ ଭଲ ସମୟ ଅଟେ। ପରୀକ୍ଷାରେ ଭଲ ଫଳ ମିଳିବ। ସ୍ୱାସ୍ଥ୍ୟ ସମ୍ବଦ୍ଧିୟ ସମସ୍ୟାରୁ ଆପଣଙ୍କୁ ମୁକ୍ତି ମିଳିବ।

କନ୍ୟା ରାଶି। ଏହି ରାଶିର ଜାତକ ପାଇଁ ଆଜି ରାତି ଠାରୁ ପୁରା ୧୦ ବର୍ଷ ଯାଏଁ ଭଗବାନ ଶନିଦେବଙ୍କର ଅପାର କୃପାଦୃଷ୍ଟି ଆପଣଙ୍କ ଉପରେ ବର୍ଷିବ। ଅନେକ ପ୍ରକାରର ସୁଖ ସୁବିଧା ଆପଣଙ୍କୁ ମିଳିବ। ଆପଣଙ୍କ ଦ୍ୱାରା ବନାଯାଇଥିବା ଯୋଜନା କାର୍ଯ୍ୟକାରୀ ହେବ। ଆପଣଙ୍କ ଦ୍ୱାରା ସମସ୍ତ ଯୋଜନା ଶୁଭ ସାବ୍ୟସ୍ତ ହେବ। ଅନେକ ପ୍ରକାରର ସୁଖ ସୁବିଧା ଆପଣଙ୍କ ଘର ପରିବାରରେ ଦେଖିବାକୁ ମିଳିବ।

ଜୀବନରେ ଚାଲୁଥିବା ସମସ୍ୟା ସମାପ୍ତ ହେବ। ଭଗବାନ ଶନିଦେବଙ୍କ କୃପା ଆପଣଙ୍କୁ ପ୍ରାପ୍ତ ହେବ। ବ୍ୟଙ୍କରୁ ଆପଣଙ୍କୁ ଲୋନ ମଞ୍ଜୁର ହୋଇପାରେ। ଯାହା ଦ୍ୱାରା ଆପଣଙ୍କ ଆର୍ଥିକ ମାମଲାରେ ସୁଧାର ଦେଖିବାକୁ ମିଳିବ। ଆଜି ରାତି ଠାରୁ ପୁରା ୧୦ ବର୍ଷ ଯାଏଁ ଭଗବାନ ଶନିଦେବଙ୍କର କୃପା ଏହି ୪ ଟି ରାଶି ଉପରେ ରହିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *