Excuse Me Odisha

ଯାହା କହିବୁ ସତ କହିବୁ

ହୋଲିର ଅଗ୍ନିରେ ଭୁଲରେ ବି ପକାନ୍ତୁ ନାହିଁ ଏହି ୪ ଟି ଜିନିଷ,ଘରକୁ ଆସିଯିବ ଗରିବୀ। ମା ଲକ୍ଷ୍ମୀ ଛାଡି ଦିଅନ୍ତି ସାଥ ଏବଂ ହାତ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ହୋଲିର ଅଗ୍ନିରେ ଭୁଲରେ ବି ପକାନ୍ତୁ ନାହିଁ ଏହି ୪ ଟି ଜିନିଷ ଘରକୁ ଆସିଯିବ ଗରିବୀ। ମା ଲକ୍ଷ୍ମୀ ଛାଡି ଦିଅନ୍ତି ସାଥ ଏବଂ ହାତ।

ହୋଲିର ଦାହନ ଖରାପ ଉପରେ ଭଲର ଜିତ ହୋଇଥାଏ। କିନ୍ତୁ ହୋଲିର ଦାହନର ଯେଉଁ ଅଗ୍ନି ହୋଇଥାଏ ଏହା ଜଣେଇଥାଏ କି ପୁରା ବର୍ଷ କେମିତି କଟିବ। ଯଦି ହୋଲିର ଦାହନର ଅଗ୍ନି ପୂର୍ବ ଦିଗକୁ ରହିବ ତ ଭଲ ମାନାଯାଏ। ପୂର୍ବ ଦିଗକୁ ଅଗ୍ନି ଉଠିବା ଯେମିତି ଧର୍ମ ଏବଂ ସଂସ୍କାରର ଉଦୟ ହେବାର ସଂକେତ ଦେଇଥାଏ ପ୍ରଗତିର ସୂଚନା ଦେଇଥାଏ। ହୋଲିର ଦାହନର ଅଗ୍ନି ଯଦି ଦକ୍ଷିଣ ଦିଗକୁ ଉଠେ ତେବେ ଅଳ୍ପ ସତର୍କ ହୋଇ ରହିବେ କାରଣ କୌଣସି ଦୁର୍ଘଟଣା ପଶୁପକ୍ଷୀଙ୍କ ଦ୍ୱାରା କୌଣସି କ୍ଷତି ହୋଇପାରେ।

ଯଦି ଉତ୍ତର ଦିଗକୁ ହୋଲିର ଦାହନର ଅଗ୍ନି ଉଠେ ତ ଏହା ଦେବତା ମାନଙ୍କର ଦିଗ ହୋଇଥାଏ ତ ଆପଣଙ୍କ ମନସ୍କାମନା ଶୀଘ୍ର ପୂରଣ ହୋଇଥାଏ। ଆଉ ଧନର ଦେବତା କୁବେର ବି ଏହି ଦିଗରେ ରୁହନ୍ତି ତ ଧନର ସମସ୍ୟା ହୋଇନଥାଏ। ହୋଲିର ଦାହନର ଅଗ୍ନି ଯଦି ପଶ୍ଚିମ ଦିଗକୁ ଯିବ ତାହେଲେ ଏହାର ଅର୍ଥ ସେଠାରେ ରହୁଥିବା ଲୋକଙ୍କର ପୁରା ବର୍ଷ ସାମାନ୍ୟ ବ୍ୟତୀତ ହେବ। ଯଦି ଅଗ୍ନି ସିଧା ଆକାଶ ଆଡ଼କୁ ଯାଏ ତ ଏହା ବଡ଼ ପରିବର୍ତ୍ତନ ଦେଇଥାଏ। ସେହି ସ୍ଥାନ ଉପରେ କୌଣସି ପଜିଟିଭ ବଡ଼ ପରିବର୍ତ୍ତନ ହୋଇଥାଏ। ଜୀବନରେ ସମସ୍ୟା ଦୂର ହୋଇଥାଏ। ଯଦି ଅଗ୍ନି ଦକ୍ଷିଣ-ପଶ୍ଚିମ ଆଡ଼ଜୁ ଯିବ ତ ଏହାକୁ ବହୁତ ଭଲ ମାନାଯାଏ।

ଏହା ଦ୍ବାରା ସେଠାରେ ରହୁଥିବା ଲୋକଙ୍କୁ ପୁରା ବର୍ଷ ଅନ୍ନ ଧନ ବସ୍ତ୍ରର ଅଭାବ ହୋଇନଥାଏ। ଖୁସି ବହୁତ ରହିଥାଏ। ଫାଲ୍ଗୁନ ମାସର ଶୁକ୍ଳପକ୍ଷର ପୂର୍ଣ୍ଣିମା ତିଥିରେ ହୋଲିର ଦାହନ ପାଳନ କରାଯାଏ। ତାହାର ପର ଦିନ ଚୈତ୍ର ପ୍ରତିପଦାକୁ ରଙ୍ଗ ଵାଲା ହୋଲି ପାଳନ କରନ୍ତି। ହୋଲିକୁ ପ୍ରେମର ସହିତ ରଙ୍ଗ ଖେଳି ପାଳନ କରାଯାଏ। ହୋଲିର ୮ ଦିନ ପୂର୍ବରୁ ହୋଲାଷ୍ଟକ ପଡିଥାଏ। ଏହି ସମୟରେ କୌଣସି ଶୁଭ ଏବଂ ମଙ୍ଗଳ କାର୍ଯ୍ୟ କରିବା ବର୍ଜିତ ଅଟେ। ହୋଲିରେ କିଛି ଖାସ ଜିନିଷ ଅଛି ଯାହା ନିଶ୍ଚୟ ଖାଇବା ଉଚିତ।

ଆଉ ହୋଲିରେ ଦାହନରେ କିଛି ଏମିତି ଜିନିଷ ଅଛି ଯାହା ନିଶ୍ଚୟ ଅର୍ପଣ କରିବା ଉଚିତ କାରଣ ଜୀବନରେ ସମସ୍ୟାରୁ ବାହାରକୁ ବାହାରିବା ପାଇଁ। ତ ହୋଲାଷ୍ଟକ ସମୟରେ ଶୁଭ ମଙ୍ଗଳ କାର୍ଯ୍ୟ କରିବା ଉଚିତ ନୁହେଁ। ହୋଲାଷ୍ଟକ ଦିନ ଭଲ ଭଲ ଖାଦ୍ୟ ଖାଇବେ। ମଜା ମସ୍ତି କରିବେ। ହୋଲିର ହୋଲାଷ୍ଟକ ଦିନ ନିଶ୍ଚୟ ଏମିତି ଜିନିଷ ଅଛି ଯାହାର ସେବନ କରିବା ଉଚିତ। ପୂଜାରେ ଦରକାର ହୋଇଥାଏ ଜଳ ଗାଈର ଗୋବରରେ ମାଳା ରୋଲି ଚାଉଳ ଧୂପ ଫୁଲ କଞ୍ଚା କ୍ଷୀର ହଳଦୀର ଖଣ୍ଡ ମୁଗ ଡାଲି ଫେଣେଇ ଶୁଖିଲା ନଡ଼ିଆ ଏବଂ ଗହମର ବାଲୀ।

ଯଦି ଅନେକ ଦିନରୁ ଆପଣଙ୍କ ଇଛା ପୂରଣ ହୋଇପାରୁନାହିଁ ତ ପୂରଣ ହେବା ପାଇଁ ହୋଲିର ଦାହନର ପୂର୍ବରୁ କଞ୍ଚା ସୁତକୁ ୭ ଥର ଯେଉଁଠି ହୋଲିର ଦାହନର ଅଗ୍ନି ସଜା କରି ରଖା ଯାଇଥାଏ ଗୋଡେ଼ଇ ଦିଅନ୍ତୁ। ଅଗ୍ନି ଜଳାଇବା ସମୟରେ ହୋଲିର ଦାହନରେ ରୋଲି ଚନ୍ଦନ ଅଳ୍ପ ସାବୁ ସବୁଜ ମୁଗ ଏବଂ ହଳଦୀ ଖଣ୍ଡ ଏବଂ ଶୁଖିଲା ନଡ଼ିଆ ପକେଇ ଦିଅନ୍ତୁ ଏମିତି କଲେ ଆପଣଙ୍କର ଯେଉଁ ମନସ୍କାମନାର ବାଧା ବିଘ୍ନ ତାହା ଶେଷ ହୋଇଯିବ। ଆପଣଙ୍କର ମନସ୍କାମନା ପୂରଣ ହୋଇଯିବ।

ହୋଲିର ଦାହନ ଦିନ ଯଜ୍ଞ କରିବା ଉଚିତ। ଅର୍ଥାତ ଯଜ୍ଞର ସାମଗ୍ରୀକୁ ହୋଲିର ଦାହନର ଅଗ୍ନିରେ ପକେଇ ଦେଲେ ଅଧିକ ଲାଭ ହୋଇଥାଏ ଘର ପରିବାରରେ ସୁଖ ଶାନ୍ତି ଆସିଥାଏ। ଆପଣ ଗହମର ବାଲୀ ଚାଉଳ ଜୋ ଆପଣ ସେଥିରେ ପକେଇ ପାରିବେ। ହୋଲିକାରେ ଏହିସବୁ ଅର୍ପଣ କଲେ ଶାନ୍ତି ସମୃଦ୍ଧି ବୃଦ୍ଧି ହୋଇଥାଏ। ଏହି ଦିନ ଅଟା ଏବଂ ସୋରିଷ ତେଲ ଅର୍ପଣ କରନ୍ତି ତ ହୋଲିକାର ଦାହନ ଦିନ ଏବଂ ହିଂସାକୁ ଶରୀରରୁ ବାହାର କରି ହୋଲିକାର ଦିନ ଏହିସବୁକୁ ନଦୀରେ ପ୍ରବାହିତ କରିଦିଅନ୍ତୁ। ଏହା ଦ୍ବାରା ସବୁ ରୋଗରୁ ମୁକ୍ତି ମିଳିଥାଏ। ଏବଂ ଘରେ ସୁଖ ଶାନ୍ତି ସମୃଦ୍ଧି ଆସିଥାଏ।

ଅନେକ ଦିନରୁ ଘରେ ଯଦି କେହି ବୀମାର ଅଛନ୍ତି ତ ସେଥିରୁ ମୁକ୍ତି ପାଇବା ପାଇଁ ହୋଲିର ଦାହନ ଦିନ ଚାଉଳର ହାଲୁଆ ପ୍ରସ୍ତୁତ କରନ୍ତୁ ଆଉ ଗରିବ ଲୋକଙ୍କୁ ଦାନ କରନ୍ତୁ। ଯିଏ ବୀମାର ଥିବ ତାଙ୍କୁ ଆପଣ ଖୁଆନ୍ତୁ ଏମିତି କଲେ ଘରର ଦାରିଦ୍ର୍ୟତା ଦୂର ହେବ।

ଏହି ଦିନ ଖାସ ପ୍ରୟୋଗ କରାଯାଏ।

ଗୋଟେ ଶୁଖିଲା ନଡ଼ିଆ ନିଅନ୍ତୁ ଏବଂ ନଡ଼ିଆରେ ଆପଣ ଚିନି ଏବଂ ଘିଅ ପକେଇ ଦିଅନ୍ତୁ ଏବଂ ନିଜର ଇଷ୍ଟ ଦେବତାଙ୍କୁ ପ୍ରଣାମ କରି ନିଜର ମନସ୍କାମନା ପୂରଣ କରିବାର କୁହନ୍ତୁ ଏବଂ ଧନ ପ୍ରାପ୍ତିର ରାସ୍ତାରେ ଯେଉଁ ବାଧା ତାହାକୁ ଶେଷ କରିବାକୁ ପ୍ରାର୍ଥନା କରନ୍ତୁ। ଏହା ପରେ ଆପଣ ଏହାକୁ ହୋଲିକାର ଦାହନରେ ପକେଇ ଦିଅନ୍ତୁ। ଆପଣଙ୍କ ଜୀବନରେ ସମସ୍ତ ସମସ୍ୟା ସମସ୍ତ ବାଧା ଦୂର ହୋଇଯିବ।

ହୋଲିର ଦାହନ ଦିନ ରାତିରେ ନିଜ ଘରର ଉତ୍ତର ଦିଗରେ ଗୋଟେ ଘିଅର ଦୀପ ଜାଳିବା ଉଚିତ। ଏହି ଦୀପ ପୁରା ରାତି ନହେଲେ ମଧ୍ୟ ଅଧଘଣ୍ଟା ଜଳେଇବେ। ଏହା ଦ୍ବାରା ଘରେ ଥିବା ନକରାତ୍ମକ ଶକ୍ତି ନଷ୍ଟ ହୋଇଯିବ।

ହୋଲିର ଦିନରେ ଏମିତି୨ ଟି ଜିନିଷ ଅଛି ଯାହା ନିଶ୍ଚୟ ଖାଇବା ଉଚିତ।

ଏହି ଦିନ ନିଶ୍ଚୟ ମାଲପା ଖାଆନ୍ତୁ। ଏହା ଦ୍ବାରା ଆପଣଙ୍କ ଜୀବନରେ ବହୁତ ସୁଖ ଆସିଥାଏ। ମାଲପା ଦେବୀ ଦେବତାଙ୍କୁ ଏହି ଦିନ ଅର୍ପଣ କରି ନିଜେ ସେବନ କରନ୍ତୁ।

କାହାରି ଘରେ ଧଳା ଜିନିଷ ଏହି ଦିନ ଖାଇବେ ନାହଁ।

ଆସନ୍ତୁ ଜାଣିବା ହୋଲିର ଦାହନରେ କେଉଁ ଜିନିଷ ଅର୍ପଣ କରିବା ଉଚିତ ନୁହେଁ।

ପୁରୁଣା ଫଟା ଚପଲ କେବେବି ହୋଲିର ଦାହନରେ ପକେଇବେ ନାହିଁ। କାରଣ ସେଠାରେ ପୂଜା ହୋଇଥାଏ। ଏହା କଲେ ପାପ ଲାଗିଥାଏ।

ପୁରୁଣା ଝାଡୁ ବୁଢିଆଣି ବସା ଏହିସବୁ ମଧ୍ୟ ସେଥିରେ ପକେଇବେ ନାହିଁ। ଏହା ଦ୍ବାରା ଅଗ୍ନିଦେବଙ୍କର ଅପମାନ ହୋଇଥାଏ। କୌଣସି ପ୍ରକାରର ଅପରିଷ୍କାର ଜିନିଷ ହୋଲିର ଦାହନର ଅଗ୍ନିରେ ପକେଇବେ ନାହିଁ।

ହୋଲିର ଦାହନର ପାଉଁଶ ପବିତ୍ର ହୋଇଥାଏ ଏହାକୁ ପ୍ରେମର ସହିତ ଆଣି ଘରେ ରଖନ୍ତୁ। ଏହା ଦ୍ୱାରା ଜୀବନରେ ସମସ୍ତ ଅସୁବିଧା ଦୂର ହୋଇ ସୁଖ ଆସିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *