Excuse Me Odisha

ଯାହା କହିବୁ ସତ କହିବୁ

ବାସ ଅଳ୍ପ ମହୁରେ ପକେଇ ଦିଅନ୍ତୁ ଏହି ଜିନିଷ,ଶତ୍ରୁ ନାଶ ହୋଇଯିବେ,ପଇସା ପାଣି ଭଳି ଆସିବ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ବାସ ଅଳ୍ପ ମହୁରେ ପକେଇ ଦିଅନ୍ତୁ ଏହି ଜିନିଷ ଶତ୍ରୁ ନାଶ ହୋଇଯିବେ। ପଇସା ପାଣି ଭଳି ଆସିବ।

ଜୀବନରେ ସୁଖ ଦୁଃଖ ଆସିଥାଏ ଯାଇଥାଏ କିନ୍ତୁ ଯେତେବେଳେ ଶତ୍ରୁ ହଇରାଣ କରିଥାଏ ନାଁ ଲାଗିଥାଏ କି ଲାଇଫରେ କିଛି ନାହିଁ। ମନ ବଳ ହିଁ ଭାଙ୍ଗି ଯାଇଥାଏ। ଯେତେବେଳେ ବ୍ୟକ୍ତିର ମନ ବଳ ଭାଙ୍ଗି ଯାଏ ତ ସବୁକିଛି ଠିକ ହେଉ ହେଉ ବି ଭୁଲ ହୋଇଯାଇଥାଏ କିମ୍ବା ଖରାପ ଲାଗିବାକୁ ଲାଗିଥାଏ। ଅନେକ ଥର ନିଜ ଘରେ ବି ଶତ୍ରୁ ଥାନ୍ତି। ଅନେକ ଥର ଶତ୍ରୁ ଏତେ ହଇରାଣ କରିଥାନ୍ତି କି ଭାଙ୍ଗିଯାନ୍ତି ହାରି ଯାଆନ୍ତି

ଖାସ କରି ଯେଉଁ ଗୃହିଣୀ ଅଛନ୍ତି ମହିଳାମାନେ ଅଛନ୍ତି କେବେ କେବେ ସେମାନେ ଅଧିକ ଚିନ୍ତିତ ହୋଇଯାନ୍ତି। କାରଣ ଏକ ଅଲଗା ପରିବେଶରେ କେବେ କେବେ ତ ଅଳ୍ପ କିଛି ଘରୋଇ ମାମଲାରେ ବି ଏମାନଙ୍କର ଚିନ୍ତା ବଢି ଯାଇଥାଏ। ତ ଏହି ଉପାୟଟି ସେହି ମାନଙ୍କ ପାଇଁ। ମହିଳାଙ୍କ ମନରେ ଏହା ଥାଏ କୁ କେମିତି ଏହି ସମସ୍ୟାରୁ ମୁକ୍ତି ପାଇବେ ତାଙ୍କ ମନରେ ମିଠା ଭରି ଦେବେ ତାଙ୍କର ଚିନ୍ତାଧାରାରେ ମଧୁରତା ଆଣିବେ ଆପଣଙ୍କ ପ୍ରତି। ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ।

ଏହି ଉପାୟ ଆପଣ କୌଣସି ବି ଶନିବାର ଦିନ କରିପାରିବେ। ଆପଣ ଚାହିଁଲେ ଏହି ପ୍ରୟୋଗକୁ ଅମାବାସ୍ୟା ପୂର୍ଣ୍ଣିମା ଗ୍ରହଣ ଦିନ ବି କରିପାରିବେ। ଜୀବନରେ ସମସ୍ତ ସମସ୍ୟାରୁ ବାହାରକୁ ବାହାର କରିଦେବ। ଚାହିଁଲେ ଆପଣ ନିଜର ବ୍ୟବସାୟ କ୍ଷେତ୍ରରେ ଶତ୍ରୁ ଥିବେ ଆପଣ ଚାକିରୀ କରୁଛନ୍ତି ସେଠାରେ ଶତ୍ରୁ ଅଛନ୍ତି ଆପଣଙ୍କ ପଡୋଶୀ ଆପଣଙ୍କ ପଛରେ ଷଡଯନ୍ତ୍ର ରଚୁଥିବେ ଆପଣ ଘର ପରିବାରରେ ବି ସମସ୍ୟାରେ ଅଛନ୍ତି ତ କେବେ କେବେ ଏମିତି ହୋଇଯାଏ। ତ ଆପଣ ଏହି ଛୋଟ ପ୍ରୟୋଗ କରନ୍ତୁ। ଆପଣଙ୍କ ସମ୍ପର୍କ ଭାଙ୍ଗିବ ନାହିଁ। ଆପଣଙ୍କ ସାଥ ସମସ୍ତଙ୍କୁ ଭଲ ଲାଗିବ। ଆପଣ ସମସ୍ତଙ୍କ ସାଥ ଭଲରେ ରହିପାବେ।

ଏଥିପାଇଁ ଆପଣଙ୍କୁ ଦରକାର ହେବ ମହୁ। ଆପଣ ଏକ ଛୋଟ ୫୦ ବ୍ରହ୍ମର କାଚର ଶିଶୁ ଆଣନ୍ତୁ। ଏହା ସହିତ ଦରକାର ହେବ ଅଷ୍ଟଗଦ୍ଧ ଯଦି ନଥିବ ତ ଲାଲ ପେନ ବ୍ୟବହାର କରିନିଅନ୍ତୁ କିମ୍ବା ଆପଣ ଚାହିଁଲେ ସିନ୍ଦୁର ରୋଲି ବି ବ୍ୟବହାର କରିପାରିବେ ଏହାକୁ ଭିଜେଇ ଦେବେ। ଏହା ସହିତ ଦରକାର ହେବ ବେଲ ପତ୍ରର ଦାଣ୍ଠି। ଏହିସବୁକୁ ନେଇ ନିଅନ୍ତୁ ଆଉ ପୂଜା ସ୍ଥାନରେ ବସି ଯାଆନ୍ତୁ ଏବଂ ବସିବା ପରେ ଏହି ପ୍ରୟୋଗ ମହିଳା ଏବଂ ପୁରୁଷ ଦୁଇ ଜଣ ହିଁ କରିପାରିବେ। ଆପଣ ଯେଉଁ ଭଜ ପତ୍ର ନେଇଛନ୍ତି ଯଦି ଭଜ ପତ୍ର ନଥିବ ସଫା କାଗଜ ନେଇନିଅନ୍ତୁ।

ଏହା ଉପରେ ଅଷ୍ଟଗନ୍ଧ ହେଉ କିମ୍ବା ସିନ୍ଦୁର ରୋଲି ଯାହାବି ନେଇଥିବେ ତାର ସାହାର୍ଯ୍ୟରେ ବେଲ ପତ୍ରର ଦାଣ୍ଠିରେ ଆପଣ ସେହି ଭିଜା କାଳୀରେ ବୁଡ଼େଇ ବୁଡ଼େଇ ଆପଣ ଶତ୍ରୁର ନାମ ଲେଖନ୍ତୁ ଯେତେ ବି ଶତ୍ରୁ ଥିବେ ତାଙ୍କର ନାମ ଲେଖିବେ। ଲେଖିବା ପରେ ୭ ଥର ଏହି ଭଜ ପତ୍ରକୁ ମୋଡି ଦିଅନ୍ତୁ। ମୋଡିବା ପରେ ଏହାକୁ ମହୁର ଶିଶୁରେ ପକେଇ ଦିଅନ୍ତୁ। ପକେଇବା ପରେ ଆପଣ ତାହାକୁ ଘରେ କେଉଁଠି ଲୁଚାଇ ରଖିଦିଅନ୍ତୁ କିମ୍ବା ମାଟିରେ ପୋତି ଦିଅନ୍ତୁ। ଯେତେ ଦିନ ପର୍ଯ୍ୟନ୍ତ ଭିତରେ ଥିବ ଶତ୍ରୁ ଶାନ୍ତ ରହିବ। ଆପଣଙ୍କୁ ହଇରାଣ କରିବ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *