Excuse Me Odisha

ଯାହା କହିବୁ ସତ କହିବୁ

ଯେଉଁ ମହିଳାଙ୍କ ଦ୍ଵାରକୁ ସବୁବେଳେ ଗାଈ ଆସିଥାଏ ତାକୁ ମିଳିଥାଏ ଏହି ୫ ଟି ଶୁଭ ସଂକେତ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଯେଉଁ ମହିଳାଙ୍କ ଦ୍ଵାରକୁ ସବୁବେଳେ ଗାଈ ଆସିଥାଏ ତାକୁ ମିଳିଥାଏ ଏହି ୫ ଟି ଶୁଭ ସଂକେତ।

ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣଙ୍କର ମନ ମୋହକ ଛବି ସମସ୍ତଙ୍କ ମନରେ ବସିଯାଏ ଆଉ ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ଅନେକ ଅଛି। ଆଉ ସବୁଠାରୁ ପ୍ରଚଳିତ ଅଛି ତାଙ୍କର ଗୋପୀ ମାନଙ୍କ ସହିତ ରାସ ଲୀଳା କରିବା। ଯେବେବି ଗୋପୀ ମାନଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କ ଆବଶ୍ୟକତା ପଡୁଥିଲା ତ ସେ ତାଙ୍କର ରକ୍ଷା ପାଇଁ କୌଣସି ନାଁ କୌଣସି ରୂପ ନେଇ ପହଂଚି ଯାଉଥିଲେ। ବସ୍ତ୍ର ହରଣ ସମୟରେ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ଆସି ଦ୍ରୌପତିଙ୍କୁ ରକ୍ଷା କରିଥିଲେ।

ଏଥିରୁ ଆମକୁ ଜଣା ପଡିଥାଏ ଭଗବାନ ଶ୍ରୀକୃଷ୍ଣ ନିଜର ଭକ୍ତ ପାଇଁ ସବୁ ସମସ୍ୟାରୁ ରକ୍ଷା କରିଥାଏ। ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଭଗବତ ଗୀତାରେ ଜ୍ଞାନ ଦେଇଥିଲେ। ଏହି ସଂସାରର ସବୁଠାରୁ ଧର୍ମ ଯୁଦ୍ଧରେ ଯୁଧିଷ୍ଠିରଙ୍କୁ ବିଜୟୀ କରିଥିଲେ। ଭଗବାନ କେବେବି ନିଜର ଭକ୍ତଙ୍କ ଡାକକୁ ଅଣଶୁଣା କରନ୍ତି ନାହିଁ ତାଙ୍କର ଡାକ ଶୁଣି ଦୌଡ଼ି ଚାଲି ଆସନ୍ତି। ଏହି କଳିଯୁଗରେ ଯଦି ଆପଣଙ୍କୁ ଏହି ୫ ଟି ସଂକେତ ମିଳୁଥାଏ ତ ଆପଣଙ୍କ ଆଖପାଖରେ କୌଣସି ଅଲୌକିକ ଅଦ୍ଭୁତ ଶକ୍ତି ଅଛି ଯାହା ଆପଣଙ୍କୁ ରକ୍ଷା କରିଥାଏ।

ଏହି ୫ ଟି ସଂକେତ ସମସ୍ତଙ୍କୁ ମିଳିନଥାଏ। ଯେଉଁ ଲୋକଙ୍କ ମନ ପବିତ୍ର ସ୍ୱଚ୍ଛ ଅଟେ କପଟର ଭାବନା ନଥିବ ଯିଏ ସମାଜରେ ଖରାପ କଥା ବିଷୟରେ ଜାଣି ନଥାଏ ସବୁବେଳେ ଭଗବାନଙ୍କ ଉପରେ ପବିତ୍ର ମନରେ ଶ୍ରଦ୍ଧା ରଖି ସର୍ବଦା ହିଁ କଲ୍ୟାଣକାରୀ କାର୍ଯ୍ୟ କରିଥାଏ ଅନ୍ୟକୁ ସାହାର୍ଯ୍ୟ କରିଥାଏ ଏମିତି ହିଁ ଲୋକଙ୍କୁ ମିଳିଥାଏ ଏହି ୫ ଟି ସଂକେତ।

ମନୁଷ୍ୟଙ୍କ ଦ୍ୱାରା ପଶୁପକ୍ଷୀଙ୍କ ଦ୍ଵାରା ବି ମିଳିଥାଏ ଯାହା ଆପଣ ଅନୁଭବ କରିପାରିବେ। ଯଦି ଆପଣଙ୍କୁ ଏହି ସଂକେତ ମିଳୁଅଛି ତ ଆପଣ ନିଜକୁ ଭଗବାନଙ୍କୁ ସମର୍ପଣ କରିଦିଅନ୍ତୁ। ଆଉ ଆପଣ ନିଶ୍ଚିତ ହୋଇଯାନ୍ତୁ କି ଏବେ ପର୍ଯ୍ୟନ୍ତ ଯାହାବି ଆପଣଙ୍କ ସହିତ ଖରାପ ହେଉଥିଲା ଆପଣ ଯେତେବି ଦୁଃଖ କଷ୍ଟ ସହିବାକୁ ପଡୁଥିଲା ସେସବୁ ସମାପ୍ତ ହେବାକୁ ଯାଉଛି। ଏହିସବୁ ସଂକେତ ଇଶାରା ଦେଇଥାଏ ଆପଣଙ୍କ ଖରାପ ସମୟ ଶେଷ ହୋଇସାରିଛି ଆଉ ଆପଣଙ୍କ ଭଲ ସମୟ ଆରମ୍ଭ ହେବାକୁ ଯାଉଛି।

ଭଗବାନ ଆମର କଠୋର ପରୀକ୍ଷା ନେଇ ଥାନ୍ତି ଯାହା ସେ ଆମକୁ ପରଖି ପାରିବେ କିନ୍ତୁ ଅନେକ ଥର ଆମେ ଭଗବାନଙ୍କ ପରୀକ୍ଷାରେ ସଫଳ ହୋଇନଥାଉ ଆଉ ନିରାଶା ହୋଇ ଭୁଲ ରାସ୍ତା ବାଛି ନେଇଥାଉ। ଆଉ ଭଗବାନଙ୍କ ଦ୍ଵାରା ମିଳୁଥିବା ସଂକେତକୁ ଅଣଦେଖା କରି ଦେଇଥାଉ। ଯାହା ଦ୍ୱାରା ଆମକୁ ମିଳିବାକୁ ଥିବା ଫଳରୁ ବଞ୍ଚିତ ହୋଇଯାଇଥାଉ। ଏଥିପାଇଁ ଆପଣ ମାନେ ଏହି ସଂକେତକୁ ନବୁଝିବାର ଭୁଲ କରନ୍ତୁ ନାହିଁ। ତେବେ ଆସନ୍ତୁ ଜାଣିବା ସେହି ୫ ଟି ମହତ୍ୱପୂର୍ଣ୍ଣ ସଂକେତ ବିଷୟରେ।

ଯଦି ଆପଣଙ୍କ ଆଖି ସକାଳ ବ୍ରହ୍ମ ମୁହୂର୍ତ୍ତରେ ମୁରଲୀ ସ୍ୱରରେ ଖୋଲିଯାଏ ତ କିମ୍ବା ଆପଣଙ୍କୁ ଆଭାସ ହୋଇଥାଏ କି ଆପଣଙ୍କୁ ମୁରଲୀ ସ୍ୱର ଶୁଣା ଯାଉଛି ତ ଆପଣ ବୁଝିନିଅନ୍ତୁ କି ଭଗବାନ ଶ୍ରୀକୃଷ୍ଣ ଆପଣଙ୍କ ଭକ୍ତିରେ ଆପଣଙ୍କ ସତ ହୃଦୟରେ ଅତ୍ୟନ୍ତ ପ୍ରସନ୍ନ ଅଟନ୍ତି କାରଣ ମୁରଲୀ ସ୍ୱରରେ ଏହା ପ୍ରତୀକ ହୋଇଥାଏ କି ଆମର ମନ ପବିତ୍ର ଅଟେ।

ଆମର ମନରେ କାହାରି ପ୍ରତି ଆପଣଙ୍କ ମନରେ କଟୁ ଭାବନା ନାହିଁ। ଆପଣଙ୍କ ସ୍ୱାଭବ ବହୁତ ମିଠା ଅଟେ ଆଉ ସମସ୍ତେ ଆପଣଙ୍କୁ ପ୍ରେମ କରନ୍ତି। ତ ଏହି କାରଣରୁ ଆପଣଙ୍କୁ ଏହି ସଂକେତ ମିଳିଥାଏ। ଯଦି ଆପଣଙ୍କ ଆଖି ବି ମୁରଲୀ ସ୍ୱରରେ ଖୋଲି ଥାଏ ତ ଆପଣ ଏହାକୁ ଶୁଭ ସଂକେତ ବୁଝିନିଅନ୍ତୁ।

ଯଦି ଆପଣଙ୍କୁ କୌଣସି ନାଁ କୌଣସି ମାଧ୍ୟମରେ କିମ୍ବା କୌଣସି ନାଁ କୌଣସି ପ୍ରକାରରେ ମୟୁରପୁଙ୍ଖ ପ୍ରାପ୍ତ ହୋଇଥାଏ ତ ଏହାକୁ ବହୁତ ଶୁଭ ମାନାଯାଏ। ଆଜିର ସମୟରେ ମୟୁରପୁଙ୍ଖ ମିଳିବା କିମ୍ବା ଦେଖାଦେବା ଦୁର୍ଲଭ ହୋଇଥାଏ। ଯଦି ଏମିତି ଅବସ୍ଥାରେ ଆପଣଙ୍କୁ କୌଣସି ଜାଗାରୁ ମୟୁରପୁଙ୍ଖ ମିଳୁଥାଏ କିମ୍ବା ଆପଣଙ୍କୁ କିଏ ମୟୁରପୁଙ୍ଖ ଉପହାରରେ ଦେଇଥାଏ ତ ଏହାକୁ ଶୁଭ ସଂକେତ ବୁଝିନେବା ଉଚିତ। ଆପଣଙ୍କ ଉପରେ ଭଗବାନ ଶ୍ରୀକୃଷ୍ଣଙ୍କ କୃପା ଅଛି ଆଉ ଆପଣଙ୍କ ଜୀବନରେ ଖରାପ ସମୟ ଶେଷ ହେବାକୁ ଯାଉଛି।

ଯଦି ଆପଣଙ୍କ ହାତରୁ ମାଟିର ପାତ୍ର ଭାଙ୍ଗି ଯାଉଛି କିମ୍ବା ମାଟିର କଳସ ଭାଙ୍ଗି ଯାଉଛି ତ ଏହାକୁ ବି ଆପଣଙ୍କୁ ଶୁଭ ସଂକେତ ବୁଝିନେବା ଉଚିତ। ଯଦି ଆପଣଙ୍କ ହାତରୁ ସାବଧାନ ହେବା ପରେ ବି ମାଟିର ବନା ହୋଇଥିବା ଜଳ ପାତ୍ର ପଡି ଭାଙ୍ଗି ଯାଉଛି ତ ଏହାକୁ ଭଗବାନ ଶ୍ରୀକୃଷ୍ଣଙ୍କ ଶୁଭ ସଂକେତ ହୋଇଥାଏ। ଆଉ ଆପଣଙ୍କୁ ଦୁଃଖୀ ହେବାର ଆବଶ୍ୟକତା ନାହିଁ ଡରିବାର ନାହିଁ। ଭଗବାନ ଆପଣଙ୍କ ଉପରେ ଅତ୍ୟନ୍ତ ପ୍ରସନ୍ନ ଅଛନ୍ତି ଆପଣଙ୍କ ଦୁଃଖର ଅନ୍ତ ହେବ।

ଯଦି ଆପଣଙ୍କୁ ବାରମ୍ବାର ଭଗବାନ ବାଳ ଶ୍ରୀକୃଷ୍ଣଙ୍କ ଦର୍ଶନ ହେଉଥାଏ ତ ସମସ୍ତ ଶିଶୁଙ୍କ ଠାରେ ବାଳ ଶ୍ରୀକୃଷ୍ଣଙ୍କ ବସନ୍ତି। ଛୋଟ ବାଳ ଶ୍ରୀକୃଷ୍ଣଙ୍କ ଛବି ଯେମିତି ସ୍ୱୟଂ ଭଗବାନ ଶ୍ରୀକୃଷ୍ଣଙ୍କ ଛବି ଏଥିପାଇଁ ଆମେ ଛୋଟ ବାଳକଙ୍କୁ ବାର ଉପବାସରେ ଭଗବାନ ଶ୍ରୀକୃଷ୍ଣଙ୍କ ଭଳି କପଡା ପିନ୍ଧାଇ ତାଙ୍କୁ ଶ୍ରୀକୃଷ୍ଣଙ୍କ ଭଳି ସଜ କରି ଯଦି ଆପଣଙ୍କୁ ବାରମ୍ବାର ଏମିତି ଛୋଟ ବାଳକଙ୍କ ଦର୍ଶନ ହୋଇଥାଏ ଆଉ ଆପଣଙ୍କ ମନରେ ଭଗବାନ ଶ୍ରୀକୃଷ୍ଣଙ୍କ ଛବି ନିର୍ମାଣ ହୋଇଥାଏ ତ ଆପଣଙ୍କ ମନରେ ଭଗବାନ ଶ୍ରୀକୃଷ୍ଣଙ୍କ ବାସ ହୋଇଥାଏ ତ ସେ ଆପଣଙ୍କ ଭକ୍ତିରେ ଅତ୍ୟନ୍ତ ପ୍ରସନ୍ନ ଅଟନ୍ତି।

ଗୋମାତା ଆପଣଙ୍କ ପାଖକୁ ଆସିଯିବା। ଆପଣ ବହୁତ ଥର ଦେଖିଥିବେ କିମ୍ବା ଅନୁଭବ କରିଥିବେ ଯେ ଆପଣ କେଉଁଠି କି ବାହାରକୁ ଯାଉଥିବା ସମୟରେ ଆପଣଙ୍କ ଦ୍ଵାରକୁ କିମ୍ବା ରାସ୍ତାରେ ଆପଣଙ୍କୁ ଗୋମାତାଙ୍କର ଦର୍ଶନ ହୋଇଥାଏ ଆପଣଙ୍କୁ ଗୋମାତାଙ୍କର ଆଶୀର୍ବାଦ ନେବାର ସୌଭାଗ୍ୟ ପ୍ରାପ୍ତ ହୋଇଥାଏ।

ତ ମା ଆପଣଙ୍କ ଦ୍ୱାର ଉପରେ ଛିଡା ହୋଇ ଆପଣଙ୍କ ହାତରୁ ଭଜନ ଗ୍ରହଣ କରିଥାନ୍ତି ତ ଏହା କୌଣସି ସାଧାରଣ ସଂକେତ ନୁହେଁ ଭଗବାନ ଶ୍ରୀକୃଷ୍ଣ ଆପଣଙ୍କ ଭକ୍ତିରେ ଅତ୍ୟନ୍ତ ପ୍ରସନ୍ନ ଅଟନ୍ତି। ଗୋମାତା ସେହି ଲୋକଙ୍କ ଘରକୁ ଆସିଥାନ୍ତି ଯାହାଙ୍କ ମନ ସ୍ୱଚ୍ଛ ଅଟେ। ଯାହାଙ୍କ ମନରେ କୌଣସି ପ୍ରକାରର ପାପ ନାହିଁ। ଯିଏ ସର୍ବଦା ହିଁ କଲ୍ୟାଣକାରୀ କାର୍ଯ୍ୟ କରିଥାଏ ସେହି ମାନଙ୍କ ଦ୍ଵାରକୁ ଗୋମାତା ଆସିଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *