Excuse Me Odisha

ଯାହା କହିବୁ ସତ କହିବୁ

କାଲି ଠାରୁ ଶେଷ ହେବ ଶନିଙ୍କ କୋପ, ଏହି ୫ ଟି ରାଶିଙ୍କୁ ମିଳିବ ଅପାର ଧନ ଦୌଲତ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ କାଲି ଠାରୁ ଶେଷ ହେବ ଶନିଙ୍କ ଦେବା ୫ ଟି ରାଶିଙ୍କୁ ମିଳିବ ଅପାର ଧନ ଦୌଲତ

ଶନି ସବୁଠାରୁ ଧୀର ଗ୍ରହ ଅଟନ୍ତି। ତାଙ୍କ ଚଳନ ବହୁତ ଧୀର ହୋଇଥାଏ। ଗୋଟେ ରାଶିରୁ ଅନ୍ୟ ରାଶିକୁ ଚଳନ କରିବାରେ ପ୍ରାୟ ଅଢେ଼ଇ ବର୍ଷ ଲଗେଇଥାନ୍ତି। ଏହାକୁ ଥଣ୍ଡା ଏବଂ ଶାନ୍ତ ଗ୍ରହବି କୁହାଯାଏ। ଯଦି ଶନିଦେବ ଯାହା ଉପରେ ପ୍ରସନ୍ନ ହୋଇଯାନ୍ତି ସେ ବ୍ୟକ୍ତି ରୋଡ଼ପତିରୁ କୋଟିପତି ବନିଯାଆନ୍ତି।

କିନ୍ତୁ ଯେତେବେଳେ ସେ ହଇରାଣ କରିବେ କର୍ମ ଅନୁସାରେ ଦଣ୍ଡ ଦେବେ ତ ବ୍ୟକ୍ତିକୁ ଆକାଶ ଉପରୁ ଭୂମି ତଳକୁ ପକେଇ ଦେଇଥାନ୍ତି। ଖରାପ ଶ୍ରେଣୀର ଲୋକଙ୍କ ଉପରେ ନକରାତ୍ମକ ପ୍ରଭାବ ଅଧିକ ପକେଇଥାଆନ୍ତି। ଆସନ୍ତୁ ଜାଣିବା ଶନିଦେବଙ୍କ ରାଶି ପରିବର୍ତ୍ତନ ଯୋଗୁ ରାଶି ମାନଙ୍କ ଉପରେ କଣ ପ୍ରଭାବ ପଡିବ। ଶନିଦେବ ଜଣେ ଜ୍ଞାନୀ ଭାବେ ମଧ୍ୟ ବିବେଚିତ ହୋଇଥାନ୍ତି। ସେ କର୍ମର ଫଳ ଦେଇଥାନ୍ତି।

ମେଷ ରାଶି। ଜୀବନରେ ଏବେ ପର୍ଯ୍ୟନ୍ତ ଯେଉଁ କଷ୍ଟ ଭଗୁଥିଲେ ତ ତାହା ଦୂର କରି ଜୀବନରେ ସୁଖ ଦେବେ। ଆୟ ଏବଂ ଲାଭର ୧୧ ଭାଗରେ ଚଳନ କରିବେ। ଆପଣ ଯେତେ ପରିଶ୍ରମ କରିବେ ସେତିକି ଫଳ ପାଇବେ। ଯଦି ଆପଣ ନିଜର କୌଣସି ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତ ସମୟ ବହୁତ ଭଲ ଅଟେ। ଆପଣ ନିଜର କାର୍ଯ୍ୟକୁ ନେଇ ଅଧିକ ଉତ୍ସ୍ୟହିତ ପୂର୍ଣ୍ଣ ରହିବେ।

ବୃଷ ରାଶି। ଆପଣଙ୍କ ପାଇଁ ଶନିଦେବ ୨୯ ତାରିଖରେ ଦଶମ ଭାଗରେ ଆସିବେ। ଶନିଦେବ ଆପଣଙ୍କୁ ନିଜ ଜୀବନରେ ବଡ଼ ଅବସର ଦେବେ। ମନ ପସନ୍ଦର ଚାକିରୀ ମିଳିବ। ଆପଣଙ୍କ ଯୋଗ୍ୟର ହେଲେ ବହୁତ ଭଲ ହେବ। ତାଳମେଳ ଭଲ ରହିବ। ଆପଣଙ୍କ ନବମ ଭାଗରେ ଚଳନ କରିବେ ତ ଆପଣଙ୍କର ଛୋଟ ମୋଟ ସମସ୍ୟା ଥିଲା ଯେମିତି ଦଶମ ଭାଗରେ ଚଳନ କରିବେ ତ ସବୁ ଜିନିଷ ଭଲ ହୋଇଯିବ। ଆପଣଙ୍କର ଯଦି କୌଣସି କାର୍ଯ୍ୟ କୌଣସି କାରଣରୁ ଅଟକି ରହିଥିଲା ତ ତାହା ଆଗକୁ ବଢିଯିବ। ଆପଣଙ୍କୁ ସଫଳତା ମିଳିବ। ମଧ୍ୟମା ଆଙ୍ଗୁଳିରେ ଲୁହାର ମୁଦି ଧାରଣ କରିପାରିବେ ତ ଉତ୍ତମ ରହିବ।

ମିଥୁନ ରାଶି। ଏହି ରାଶିର ଜାତକଙ୍କ ଉପରେ ଏବେ ଚାଲୁଛି ସାଢେସାତି। ୨୯ ଏପ୍ରିଲ ୨୦୨୨ରେ ଆପଣଙ୍କ ନବମ ଭାଗରେ ଯେମିତି ହିଁ ଯିବ ଆପଣଙ୍କ ସାଢେସାତି ସେମିତି ହିଁ ଶେଷ ହୋଇଯିବ। ଯେମିତି ଆପଣଙ୍କ ସାଢ଼େସାତି ଶେଷ ହେବ ଆପଣଙ୍କ ବ୍ୟବହାର ବହୁତ ଧର୍ଯ୍ୟବାନ ଏବଂ ଶାନ୍ତ ରହିବ। ଲମ୍ବା ଯାତ୍ରାର ଯୋଗ ରହିଛି। କ୍ୟାରିୟରରେ ଇନକମ ବଢିବ ଆପଣ ହାର୍ଡୱାର୍କ କରିବେ ଆପଣ ପୁରା ସକରାତ୍ମକତା ସହିତ ସମସ୍ତ ଜିନିଷକୁ ଦେଖିବେ।

ଭାଇ ଭଉଣୀଙ୍କର ସହିତ ସାଙ୍ଗ ସାଥୀ ମାନଙ୍କ ସହିତ କୌଣସି କଥାକୁ ନେଇ ମତଭେଦ ହେବାର ସମ୍ଭାବନା ରହିଛି। ୧୨ ଜୁଲାଇକୁ ଶନିଦେବ ଆପଣଙ୍କ ଅଷ୍ଟମ ଭାଗରେ ପୁଣି ଥରେ ଆସିବେ ତ ସେଥିପାଇଁ ଅଳ୍ପ ବିମାରୀ ସମସ୍ୟା କରିବ ଅଳ୍ପ ଚିନ୍ତିତ ରହିବେ ଆପଣ ଏହି ସମୟରେ ଚୋର ଚିଟଫଣ୍ଡରୁ ଦୂରେଇ ରୁହନ୍ତୁ। ଆପଣଙ୍କୁ ନଖ ଏବଂ ଦାନ୍ତ ସମସ୍ୟା ହେବ। ଯଦି ପାରିବେ ତ ଶନିବାର ଦିନ ସୋରିଷ ତେଲରେ ନିଜର ମୁହଁ ଦେଖି ଦାନ କରିଦିଅନ୍ତୁ।

କର୍କଟ ରାଶି। ଆପଣଙ୍କ ଉପରେ ଏବେ ସାଢ଼େସାତି ଅଛି ନାଁ ଅଢ଼େଇ ଅଛି। ୨୯ ଏପ୍ରିଲ ଆପଣଙ୍କ ଅଢେ଼ଇ ଆରମ୍ଭ ହୋଇଯିବ। ଶନିଦେବ ଆପଣଙ୍କ ଅଢେ଼ଇର ଅଷ୍ଟମ ଭାଗରେ ଆସିବେ। ଆସିବା ଯୋଗୁ ଆପଣଙ୍କ ଜୀବନ ଯଦି ଆପଣ ବ୍ୟବସାୟ କରୁଛନ୍ତି ଚାକିରୀ କରୁଛନ୍ତି ତ ଅଳ୍ପ ସମସ୍ୟା ବଢିବ।

କର୍ମଚାରୀ ସହଯୋଗୀ ଆପଣଙ୍କ ବିରୋଧରେ କୌଣସି ଷଡଯନ୍ତ୍ର ରଚି ପାରନ୍ତି ଅଳ୍ପ ଚାପଗ୍ରସ୍ତ ଅନୁଭବ କରିପାରନ୍ତି। ଜୀବନସାଥୀଙ୍କ ସହିତ ମତଭେଦ ହୋଇପାରେ। ବନ୍ଧୁ ବାନ୍ଧବଙ୍କ ସହିତ ଅଳ୍ପ ଦୂରତା ଦେଖାଯିବ। ଜୁଲାଇ ମାସରେ ଶନି ଦେବ ଯେତେବେଳେ ସପ୍ତମ ଭାଗରେ ଆସିବେ ତ ସବୁ ଜିନିଷ ଠିକ ହୋଇଯିବ। ଆପଣଙ୍କ ଜୀବନରେ ଯେତେ ବି ମତଭେଦ ସବୁ ଦୂର ହୋଇଯିବ।

ସିଂହ ରାଶି। ଶନି ଦେବ ୨୯ ଏପ୍ରିଲରେ ଆପଣଙ୍କ ସପ୍ତମ ଭାଗରେ ଚଳନ କରିବେ ଏବଂ ଆପଣଙ୍କ ଉପରେ ସାଢ଼େସାତି ନାହିଁ କି ଅଢେ଼ଇ ନାହିଁ। ଯଦି ଆପଣ ଅବିବାହିତ ତ ବିବାହର ଯୋଗ ରହିଛି। ଭାଗ୍ୟର ସହଯୋଗ ମିଳିବ ଏବଂ ୧୨ ଜୁଲାଇକୁ ଯେମିତି ଶନିଦେବ ଷଷ୍ଠ ଭାଗରେ ଯେତେବେଳେ ଆସିବେ ତ ଧ୍ୟାନ ରଖିବେ କି ଯେଉଁମାନେ ବିଦ୍ୟାର୍ଥୀ ସେମାନଙ୍କ ପାଇଁ ଭଲ ରହିବ। ପରିଶ୍ରମର ଫଳ ମିଳିବ। ଆପଣଙ୍କୁ ଆପଣଙ୍କର ସିନିୟରଙ୍କ ଠାରୁ ସହଯୋଗ ମିଳିବ। ସବୁକିଛି ଆପଣଙ୍କ ସପକ୍ଷରେ ରହିବ।

କନ୍ୟା ରାଶି। ଆପଣଙ୍କ ଉପରେ ସାଢ଼େସାତି ନାହିଁ କି ଅଢେ଼ଇ ନାହିଁ। ଆପଣ ପୁରା ଆଜାଦ ଅଟନ୍ତି। ଶନି ଦେବ ୨୯ ଏପ୍ରିଲରେ ଆପଣଙ୍କ ଷଷ୍ଠ ଭାଗରେ ଚଳନ କରିବେ ତ ଆପଣ ପ୍ରଶାସନିକ ଚାକିରର ପ୍ରସ୍ତୁତ କରୁଛନ୍ତି ତ ଆପଣଙ୍କୁ ଭଲ ସୁଯୋଗ ମିଳିବ। ଯେଉଁ ଲୋକ କଠିନ ପରିଶ୍ରମ ଏବଂ ଚେଷ୍ଟା କରୁଛନ୍ତି ତାଙ୍କର ଦରମା ବଢିବ।

ଚାକିରୀରେ ପରିବର୍ତ୍ତନ ଚାହୁଁଛନ୍ତି ତ ସମ୍ପୂର୍ଣ୍ଣ ସକରାତ୍ମକ ପ୍ରଭାବ ରହିବ। ୧୨ ଜୁଲାଇରେ ଶନିଦେବ ଆପଣଙ୍କ ପଞ୍ଚମ ଭାଗରେ ଆସିବେ ତ ଆପଣ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବେ। ହଠାତ ଧନ ଲାଭର ଯୋଗ ରହିଛି। ବ୍ୟାଙ୍କରୁ ଋଣ ନେବାକୁ ଚାହୁଁଛନ୍ତି ତ ବିନା କୌଣସି ବାଧାରେ ନେଇ ପାରିବେ। ଅଟକି ରହିଥିବା ଧନ ବି ଫେରସ୍ତ ପାଇପାରିବେ।

ତୁଳା ରାଶି। ଆପଣଙ୍କ ଉପରେ ସାଢ଼େସାତି ନାହିଁ କିନ୍ତୁ ଅଢେ଼ଇ ଚାଲୁଛି। ୨୯ ଏପ୍ରିଲରେ ଆପଣଙ୍କ ଅଢେ଼ଇ ସମାପ୍ତ ହୋଇଯିବ। ଶନିଦେବ ଆପଣଙ୍କ ପଞ୍ଚମ ଭାଗରେ ପ୍ରବେଶ କରିବେ ତ ଯେଉଁମାନେ ବିଦ୍ୟାର୍ଥୀ ସେମାନଙ୍କ ପାଇଁ ସମୟ ବହୁତ ଭଲ ଅଟେ। ପଢ଼ା ଲେଖାରେ ମନ ଲାଗିବ। ଉଚ୍ଚ ଶିକ୍ଷାର ପ୍ରାପ୍ତି ପାଇଁ ଚେଷ୍ଟା କରିବେ। ଯିବା ସମୟରେ ଏହି ଅଢେ଼ଇ ଆପଣଙ୍କ ଜୀବନରେ ଖୁସି ଭରି ଦେବ। ୧୨ ଜୁଲାଇକୁ ଅଢ଼େଇ ପୁଣି ପଞ୍ଚମ ଭାଗରେ ଆସିବ ତ ଆପଣ ଘର ଜମି ବାଡ଼ି କିଣିବାର ଯୋଗ ରହିଛି। ଆପଣଙ୍କୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ।

ବିଛା ରାଶି। ଆପଣଙ୍କ ଉପରେ ୨୯ ଏପ୍ରିଲରେ ଅଢେ଼ଇ ଆରମ୍ଭ ହୋଇଯିବ। ଆପଣଙ୍କ ଅଢେ଼ଇ ଶନିଦେବ ରାଶି ପରିବର୍ତ୍ତନ କରିବା ସମୟରେ ହିଁ ଆରମ୍ଭ ହେବ ତ ଏହିଠାରେ ଆପଣଙ୍କ ମନରେ ଖେଳର ରୁଚି ଉତ୍ପନ କରିବ। ଅଳ୍ପ ବାଧା ଅଛି ଅଳ୍ପ କଷ୍ଟ ଅଛି ତ ଯେମିତିକି ବିଦ୍ୟାର୍ଥୀ ଅଟନ୍ତି ତ ଆପଣଙ୍କ ଚତୁର୍ଥ ଭାଗରେ ଚଳନ କରୁଛନ୍ତି ଶନିଦେବ ତ ଆପଣଙ୍କ ଶିକ୍ଷାରେ କିଛି ବାଧା ଅଛି। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଆପଣ ଭଲ ରହିବେ। ୧୨ ଜୁଲାଇରେ ତୃତୀୟ ଭାଗରେ ଯେମିତି ଆସିବେ ତ ଆପଣ ଅଳ୍ପ ଯାତ୍ରା କରିବାର ଯୋଗ ବନୁଅଛି ଅନାବଶ୍ୟକ କାମରେ ଅଳ୍ପ ଖର୍ଚ୍ଚ ବି ହେବ। ଏହା ଉପରେ ନିୟନ୍ତ୍ରଣ କରିବାକୁ ପଡିବ।

ଧନୁ ରାଶି। ଆପଣଙ୍କ ଉପରେ ସାଢ଼େସାତି ସମ୍ପୁର୍ଣ୍ଣ ଭାବେ ଶେଷ ହୋଇଯିବ ୨୯ ଏପ୍ରିଲ ୨୦୨୨ରେ। ଆପଣଙ୍କ ଜୀବନରେ ବହୁତ ବହୁତ ଭଲ ଭାବରେ ଆଗକୁ ବଢିବ। ଆପଣଙ୍କର ରୁଚି ଧର୍ମ ଶାସ୍ତ୍ର ଉପରେ ରହିବ। ଯଦି ଅବିବାହିତ ଅଛନ୍ତି ତ ବିବାହ ହେବାର ଯୋଗ ରହିଛି। ସନ୍ତାନ ପ୍ରାପ୍ତିର ପ୍ରବଳ ସମ୍ଭାବନା ରହିଛି।

ଆପଣଙ୍କ ସନ୍ତାନଙ୍କ ଉପରେ ଶନିଦେବ ଦୃଷ୍ଟ ପକେଇବେ। ବ୍ୟବସାୟ କରିବାକୁ ଚାହୁଁଛନ୍ତି ତ ଏହି ସମୟ ବହୁତ ଭଲ ଅଟେ। ଏପ୍ରିଲ ମାସରେ ଶନିଦେବ ଆପଣଙ୍କ ଦ୍ୱିତୀୟ ଭାଗରେ ଆସିବେ ଯେଉଁଥିରେ ଆପଣଙ୍କୁ ହଠାତ କୌଣସି ପ୍ରକାରର ଆର୍ଥିକ ଲାଭ ଧନ ଲାଭ ହେବାର ସମ୍ଭାବନା ରହିଛି। ସବୁକିଛି ଆପଣଙ୍କର ଅନୁକୂଳ ରହିବ

ମକର ରାଶି। ଆପଣଙ୍କ ସାଢ଼େସାତି ଚାଲୁଛି ଆପଣଙ୍କ ଛାତି ଉପରେ। ଆପଣଙ୍କ ଅନ୍ତିମ ଚରଣ ଆରମ୍ଭ ହିଇଯିବ ୨୯ ଏପ୍ରିଲ ୨୦୨୨ ରେ। ଦ୍ୱିତୀୟ ଭାଗରେ ଆସିବେ ଶନିଦେବ। ଯେଉଁମାନେ ବ୍ୟବସାୟି ସେମାନଙ୍କ ପାଇଁ ଭଲ ରହିବ। କାମରେ ଆପଣ ଭଲ ଲାଭ ମଧ୍ୟ ପାଇବେ। ୧୨ ଜୁଲାଇରେ ଆପଣଙ୍କ ପାଖକୁ ଆସିବେ ତ ଯଦି ଆପଣ ଏକା ତ ଆପଣଙ୍କର ବିବାହ ଯୋଗର ସମ୍ଭାବନା ରହିଛି। ସ୍ୱାସ୍ଥ୍ୟ ସମସ୍ୟା ଏହି ସମୟରେ ଠିକ ହୋଇଯିବ। କଥାରେ ଯଦି କଠୋରତା ଅଛି ତ କଥା ପ୍ରତି ଧ୍ୟାନ ଦିଅନ୍ତୁ। କୌଣସି ବି କଥା କହିବା ସମୟରେ ସାବଧାନ ରହି କୁହନ୍ତୁ। ଏହି ସମୟ ଆପଣଙ୍କ ପାଇଁ ଏତେ ବି ଭଲ ନାହିଁ

କୁମ୍ଭ ରାଶି। ଆପଣଙ୍କ ଉପରେ ଏବେ ଚାଲୁଛି ସାଢ଼େସାତିର ପ୍ରଥମ ଚରଣ। ୨୯ ଏପ୍ରିଲରେ ଆପଣଙ୍କ ଛାତି ଉପରକୁ ଆସିଯିବ। ଆପଣଙ୍କ ପାଖକୁ ଆସିବେ ଶନିଦେବ। ଯେତେବେଳେ ଶନିଦେବ ଆପଣଙ୍କ ଲଗ୍ନରେ ଆସିବେ ତ ଆପଣଙ୍କୁ ଖାସ ଧ୍ୟାନ ଦେବାକୁ ପଡିବ ଯେ ଆପଣଙ୍କୁ ଚୋର ଚିଟଫଣ୍ଡରୁ ଦୂରେଇ ରହିବାକୁ ପଡିବ। ବିଦେଶ ଯିବାର ଯୋଗ ରହିଛି। ଅବିବାହିତ ଲୋକଙ୍କର ବିବାହ ହେବାର ଯୋଗ ରହିଛି। ଜୀବନସାଥୀଙ୍କ ସହିତ ଭଲ ତାଳମେଳ ରହିବ। ବୈବାହିକ ଜୀବନରେ ଚାଲୁଥିବା ଦୁଃଖ ଦୂର ହୋଇଯିବ। ଆପଣଙ୍କ ଖୁସିକୁ ବଢ଼ାଇବ।

ମୀନ ରାଶି। ଆପଣଙ୍କ ଉପରେ ୨୯ ଏପ୍ରିଲରଉ ସାଢ଼େସାତି ଆରମ୍ଭ ହେବ। ଯଦି ଆପଣ ବିଦେଶ ସହିତ ଜଡିତ ତେବେ ଏହି ସାଢ଼େସାତି ଆପଣଙ୍କ ଜୀବନରେ ସମ୍ପୂର୍ଣ୍ଣ ରୂପେ ଆପଣଙ୍କ ସାଥିରେ ଅଛନ୍ତି। ଆର୍ଥିକ ସମସ୍ୟାର ନିବାରଣ କରିବେ ଶନିଦେବ। ବିଦେଶରୁ ଲାଭ ହେବ। ବିଦେଶୀ ବ୍ୟବସାୟରୁ ଲାଭ ହେବ। ସ୍ୱାସ୍ଥ୍ୟ ସମ୍ବଦ୍ଧିତ ଅଳ୍ପ ସମସ୍ୟା ଅଛି। ନିଦ ନ ଆସିବାର ସମସ୍ୟା ଅଛି। ଆପଣ ସାବଧାନ ହୋଇ ଚାଲନ୍ତୁ। ହାଡ଼ ଜନିତ ସମସ୍ୟା ରହିବ। ଆପଣ ଏଥିରୁ ବଞ୍ଚିବା ପାଇଁ ଶନିବାର ଦିନ ସୋରିଷ ତେଲରେ ନିଜର ମୁହଁ ଦେଖି ଦାନ କରିଦିଅନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *