Excuse Me Odisha

ଯାହା କହିବୁ ସତ କହିବୁ

ମାର୍ଚ୍ଚ ୧୭ ହୋଲିକା ଦହନ : ଏହି ୬ ରାଶି ହେବେ ମାଲାମାଲ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମୁହଁରୁ ବାହାରିବା ମାତ୍ରେ ସବୁ ଇଛା ପୂରଣ ହେବ। ୯୦ ବର୍ଷ ପରେ। ୧୭ ମାର୍ଚ୍ଚକୁ ହୋଲିର ଦାହନ ୬ ରାଶିଙ୍କର ଭାଗ୍ୟ ଉଦୟ ହେବ।

ଏହି ବର୍ଷ ହୋଲି ବହୁତ ଖାସ ଅଟେ। ଆଜି ଆମେ ଜାଣିବା ହୋଲିର ଦାହନ ଦିନ କେଉଁ ରାଶିଙ୍କୁ କେଉଁ ଫଳ ମିଳିବାକୁ ଯାଉଛି ଏବଂ କେଉଁ ସବୁ ସାବଧାନତା ଅବଲମ୍ବନ କରିବାକୁ ପଡିବମ ତେବେ ଆସନ୍ତୁ ଜାଣିବା।

ଆସନ୍ତୁ ଜାଣିବା କଣ ସବୁ ସାବଧାନତା ରଖିବା। ଏମିତି କଣ କଲେ ସବୁକିଛି ଭଲ ହୋଇଯିବ।

ମେଷ ରାଶି। ଏହି ହୋଲିର ପର୍ବ ଆପଣଙ୍କ ପାଇଁ ଭଲ ରହିବ। ଅନେକ ଦିନରୁ ଆପଣଙ୍କର ଯେଉଁ ଅଟକି ରହିଥିବା କାର୍ଯ୍ୟ ଥିବ ଲମ୍ବା ମାମଲା ଥିବ ତାହା ଠିକ ହୋଇଯିବ। ଆପଣଙ୍କର ବ୍ୟକ୍ତିତ୍ୱ ଯୋଗୁ ବିଶେଷ ଲୋକଙ୍କୁ ସାକ୍ଷତ କରିବ ଆଉ ଆପଣଙ୍କ ପ୍ରଭାବ ବି ବଢିବ। ଛୋଟ ମୋଟ ସମସ୍ୟାକୁ ଛାଡି ଦେଲେ ଭଲ ହେବ। ପାରିବାରିକ ଜୀବନ ବି ଭଲ ରହିବ। ଘରର ପୁରା ସପଟ ମିଳିବ। ଦାମ୍ଫତ୍ୟ ଜୀବନ ଭଲ ରହିବ। ଜୀବନସାଥୀ ଆପଣଙ୍କ ସହିତ ପ୍ରେମର ପୂର୍ବକରେ ବ୍ୟବହାର କରିବେ।

ବୃଷ ରାଶି। ଆପଣଙ୍କର ଦିନଟି ସୁଖରେ ବ୍ୟତିତ ହେବ। ଏହା ସହିତ ମାନସିକ ଚିନ୍ତା ଯେଉଁ ଆସୁଥିଲା ତାହା ସବୁ ସମାପ୍ତ ହୋଇଯିବ। ଆପଣଙ୍କ ଶତ୍ରୁ ଆପଣଙ୍କୁ ହଇରାଣ କରିବାକୁ ଚେଷ୍ଟା କରିବେ କିନ୍ତୁ ସଫଳ ହୋଇପାରିବେ ନାହିଁ। ଏହି ସମୟରେ ଟଙ୍କା କାରବାର କରିବା ଠାରୁ ଦୂରେଇ ରୁହନ୍ତୁ କାରଣ ପ୍ରତାରିତ ହୋଇପାରନ୍ତି। ଆପଣଙ୍କ ବ୍ୟକ୍ତିତ୍ୱ ଭଲ ରହିବ। ହୋଲିର ଦିନରେ ସାଜେସଜାରେ ଦିନ ବ୍ୟତୀତ କରିବେ। ଆପଣ ସୁନ୍ଦର ଦେଖାଯିବେ। ପ୍ରେମ ଜୀବନ ଭଲ ରହିବ ଏବଂ ତାଙ୍କ ସହିତ କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ଏହି ବର୍ଷ ହୋଲିରେ ଆପଣଙ୍କ ଜୀବନରେ ଖୁସି ଅଧିକ ଆସିବ।

ମିଥୁନ ରାଶି। ଏହି ଦିନ ଆପଣ ନିଜ କଥା ଉପରେ ଟିକେ ନିୟନ୍ତ୍ରଣ ରଖିବେ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ। ଅଳ୍ପ ମଜାମସ୍ତି କରିବେ। ଖର୍ଚ୍ଚ ଅଧିକ ହେବ କିନ୍ତୁ ଉପହାର ମାନ ସମ୍ମାନ ମିଳିବ। ପ୍ରଭାବ ଶାଳୀ ବ୍ୟକ୍ତିଙ୍କ ସହିତ ସମ୍ପର୍କ ବଢିବ।ବ ଧନ ବି ଆସିବ। ବାହନ ସୁଖ ମିଳିବାର ଦେଖାଯାଉଛି। ଏହି ସମୟ ଆପଣଙ୍କ ପାଇଁ ଭଲ ରହିବ କାରଣ ସୁଖ ସମୃଦ୍ଧି ବଢିବ। ନୂତନ ଚାକିରୀ ମିଳିବାର ଯୋଗ ବି ମଧ୍ୟ ରହିଛି। ଯେଉଁ ଲୋକମାନେ ଜବ କରୁଛନ୍ତି ତାଙ୍କୁ ଲାଭ ମିଳିବ। ମାଙ୍କ ତରଫରୁ ସପଟ ମିଳିବ। କୌଣସି ପ୍ରକାରର ସମସ୍ୟା ନାହିଁ। ଏହି ହୋଲି ଆପଣଙ୍କ ପାଇଁ ଭଲ ରହିବ।

କର୍କଟ ରାଶି। ଆପଣଙ୍କ ପାଇଁ ଦୁର୍ଲଭ ସଂଯୋଗ ଏହା କହିଥାଏ ଆର୍ଥିକ ରୂପରେ ଲାଭ ମିଳିବାର ସମୟ ଅଟେ। ଆପଣ ଅନାବଶ୍ୟକ ଖର୍ଚ୍ଚ ଠାରୁ ଦୂରେଇ ରୁହନ୍ତୁ କାରଣ କାମର ବୋଝ ଅଧିକ ଅଛି। ଲାଭ ବି ହେବ କିନ୍ତୁ କୌଣସି ପ୍ରକାରର ଅଚାନକ ଧନ ଲାଭ ହେବାର ଯୋଗ ଅଛି। ପରିବାରରେ ଶାନ୍ତି ଅଛି। ଇନକମର ନୂତନ ରାସ୍ତା ବି ଖୋଲିବାର ଦେଖାଯାଉଛି। ଜୀବନସାଥୀଙ୍କ ସହଯୋଗ ବି ମିଳିବ। ଅନ୍ୟ ପଟେ ମାଙ୍କ ସ୍ନେହ ମିଳିବ କିନ୍ତୁ ମାଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ସିଂହ ରାଶି। ଆପଣଙ୍କ ପାଇଁ ଏହି ସଂଯୋଗ ବହୁତ ଭଲ ଅଟେ। ଯଦି ଆପଣ ଚାହାନ୍ତି ନୂତନ ବ୍ୟାପାର ଆରମ୍ଭ କରିବାକୁ ତ କରନ୍ତୁ ଲାଭ ମିଳିବ। ଧନ ସହିତ ଜଡ଼ିତ ମାମଲାରେ ବି ଆପଣଙ୍କୁ ସଫଳତା ମିଳିବ। ଆଉ ଯଦି କୌଣସି ପାର୍ଟନରସିପରେ ନୂତନ କାର୍ଯ୍ୟର ଆରମ୍ଭ କରିବାକୁ ଚାହାନ୍ତି ତ ତାହା ବି ଆପଣଙ୍କ ପାଇଁ ଭଲ ରହିବ। ସାଙ୍ଗ ମାନଙ୍କ ସହଯୋଗ ବି ମିଳିବ। ଆପଣଙ୍କ ଆତ୍ମବିଶ୍ୱାସ ବଢିବ ଯେଉଁ କାରଣରୁ ଆପଣ ସମାଜରେ ସମ୍ମାନ ବି ପାଇବେ ଆଉ କୌଣସି ଶୁଭ ସୂଚନା ଶୁଭ ସମାଚାର ଯାହା ଆପଣଙ୍କ ଜୀବନକୁ ସମ୍ପୂର୍ଣ୍ଣ ଭାବେ ବଦଳି କରି ରଖିଦେବ। ତ ଏହି ଥର ହୋଲି ଆପଣଙ୍କ ଜୀବନରେ ଖୁସି ଅଧିକ ନେଇ ଆସିବ। ହୋଲି ସମୟରେ ଆପଣ ଚାହୁଁଛନ୍ତି କି ଆପଣଙ୍କ ଧନ ମାନ ସମ୍ମାନ ବଢ଼ିଯାଉ ତ ଲାଲ ରଙ୍ଗର ବ୍ୟବହାର କରନ୍ତୁ। ଲାଲ ବସ୍ତ୍ର ଲାଲ ମିଠା ଲାଲ ଅଭିର ବ୍ୟବହାର କରନ୍ତୁ। ଆପଣଙ୍କ ପାଇଁ ଭଲ ରହିବ।

କନ୍ୟା ରାଶି। ହୋଲି ଆପଣଙ୍କ ପାଇଁ ବହୁତ ସାରା ଖୁସି ନେଇ ଆସିବ। ବହୁତ ଶୁଭତ୍ୱ ବଢ଼ାଇବ। କାରଣ ଆପଣ ଚାକିରୀ କରୁଛନ୍ତି କିମ୍ବା ଆପଣ ବ୍ୟାପାରି ଅଟନ୍ତି ତ ବଡ଼ ଉପଲବ୍ଧି ସହିତ ନୂତନ ଚାକିରୀ ମିଳିବାର ପ୍ରବଳତା ବି ବନି ରହିବ। ଆପଣଙ୍କ ଦାମ୍ଫତ୍ୟ ଜୀବନରେ ଯେଉଁ ମତଭେଦ ଥିଲା ତାହା ଶେଷ ହେବ। ଆପଣଙ୍କ ଦାମ୍ଫତ୍ୟ ଜୀବନ ଭଲ ରହିବ। ଯଦି ଆପଣ ଷ୍ଟକ ମାର୍କେଟ ସହିତ ଜଡ଼ିତ ତେବେ ଆପଣଙ୍କ କାର୍ଯ୍ୟରେ ଲାଭ ମିଳିବ ଏବଂ ଏହା ସହିତ ଆପଣଙ୍କୁ ହଠାତ ଧନ ଲାଭ ମିଳିବାର ଯୋଗ ବି ବନୁଅଛି। ଆକାଶୀ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ। ଆକାଶି ରଙ୍ଗର ଅଭିର ବ୍ୟବହାର କରନ୍ତୁ ଆପଣଙ୍କ ପାଇଁ ଭଲ ରହିବ।

ତୁଳା ରାଶି। ଏହି ବର୍ଷ ହୋଲି ଆପଣଙ୍କ ପାଇଁ ବହୁତ ସାରା ଖୁସି ବା ଆଶା ନେଇ ଆସିବ। କାରଣ ଏହି ବର୍ଷ ହୋଲି ଅନାବଶ୍ୟକ କାର୍ଯ୍ୟରେ ସମୟ ନଷ୍ଟ କରନ୍ତୁ ନାହିଁ। ସମୟର ଠିକ ଉପଯୋଗ କରିଲେ ଜୀବନରେ ସଫଳତା ମିଳିବ। ବିଦ୍ୟାର୍ଥୀ ମାନଙ୍କ ପାଇଁ ବହୁତ ଭଲ ରହିବ। ହୋଲି ଏହି ବର୍ଷ ବହୁତ ବୈବାହିକ ଜୀବନ ପାଇଁ ଭଲ ରହିବ। ଅଳ୍ପ ଟିକେ ସ୍ବାସ୍ଥ୍ୟର ବି ଧ୍ୟାନ ରଖନ୍ତୁ କିନ୍ତୁ ନିଜ ଜୀବନରେ ସୁଖ ଶାନ୍ତି ପାଇଁ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହୁ ତ ଆପଣ କ୍ରିମ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ହୋଲିରେ। ଏହା ଦ୍ବାରା ଜୀବନରେ ଶୁଭତ୍ୱ ବଢିଥାଏ ଭାଗ୍ୟ ଉଦୟ ହେବ।

ବିଛା ରାଶି। ଏହି ହୋଲି ଉନ୍ନତି ହିଁ ଉନ୍ନତି କରିବ ଆପଣଙ୍କର। କାରଣ ଏହି ହୋଲିର ପବିତ୍ର ଅଵସରରେ ଆପଣଙ୍କ ଭାଗ୍ୟର ସହଯୋଗ ଆପଣଙ୍କୁ ମିଳିବ। ଯେଉଁ ଲୋକ ବେରୋଜଗାର ଅଟନ୍ତି ଚାକିରୀର ତଲାସରେ ଅଛନ୍ତି ତ ଏଥିରେ ମଧ୍ୟ ଭାଗ୍ୟର ସହଯୋଗ ବି ମିଳିବ। ଧନର ଉନ୍ନତିର ମାର୍ଗ ଖୋଲିବ। ଆଉ ହୋଲିରେ ଆପଣ ଉନ୍ନତି ଚାହାନ୍ତି ତ କେଶର ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ତ ଆପଣଙ୍କର ପାଇଁ ଭଲ ରହିବ ଏବଂ କେଶର ରଙ୍ଗର ବ୍ୟବହାରରେ ଆପଣଙ୍କର ଭାଗ୍ୟ ଉଦୟ ବି ହେବ।

ଧନୁ ରାଶି। ଏହି ହୋଲିରେ ଆପଣଙ୍କର ଯେଉଁ ଚିନ୍ତା ଥିଲା ତାହା ଶେଷ କରିବ। ଆପଣଙ୍କ ଜୀବନରେ ସୁଖ ସୁବିଧା ବଢିବ। ଆପଣ ଯଦି ବ୍ୟାପାରି ଅଟନ୍ତି ତ ଲାଭ ମିଳିବ। ବୈବାହିକ ଜୀବନରେ ପ୍ରେମ ବଢିବ। ସନ୍ତାନ ପ୍ରାପ୍ତିର ଯୋଗ ବନୁଅଛି। ଆପଣ ନିଜର ସ୍ୱାସ୍ଥ୍ୟ ପ୍ରତି ଅଳ୍ପ ଧ୍ୟାନ ଦେବାକୁ ପଡିବ। ଅଳ୍ପ ଖର୍ଚ୍ଚ ବଢିବ କିନ୍ତୁ ଧର୍ମ ଆଡ଼କୁ ଆଗ୍ରହ ରହିବ ଏବଂ ମୁସ୍କିଲ ଜିନିଷ ଯାହାବି ଥିବ ତାହା ସହଜରେ ଶେଷ ହୋଇଯିବ। ସେଥିପାଇଁ ଆପଣ ଏହି ବର୍ଷ ହୋଲିରେ ଲାଲ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ। ଲାଲ ରଙ୍ଗର ମିଠା ଲାଲ ରଙ୍ଗର ଅଭିର ବ୍ୟବହାର କରନ୍ତୁ। ଆପଣଙ୍କ ପାଇଁ ଭଲ ରହିବ। ଆପଣଙ୍କ ଜୀବନରେ ଖୁସି ଆସିବ।

ମକର ରାଶି। ଆପଣଙ୍କ ପାଇଁ ସାମାନ୍ୟ ରହିବ। କାରଣ ଅଳ୍ପ ଆର୍ଥିକ ସମସ୍ୟା ଦେଖାଦେବ। ଅଳ୍ପ ଖର୍ଚ୍ଚ ବଢିବ। ମନରେ ଅଳ୍ପ ଚିନ୍ତା ରହିବ। ଅଳ୍ପ ସମସ୍ୟା ଅଛି କିନ୍ତୁ ଜୀବନସାଥୀଙ୍କ ଠାରୁ ଲାଭ ହେବ। ଜୀବନସାଥୀଙ୍କୁ ତାଙ୍କର କାର୍ଯ୍ୟରେ ଲାଭ ହେବ। ଏହା ଖୁସି ବଢ଼ାଇବ। ନିଜର ସ୍ବାସ୍ଥ୍ୟର ଧ୍ୟାନ ରଖନ୍ତୁ। ଖାସ କରି ହାଡ଼ର ସମସ୍ୟା ଆଣ୍ଠୁଗଣ୍ଠିର ସମସ୍ୟା ଅଛି ତ ଅବହେଳା କରନ୍ତୁ ନାହିଁ। ତ ଏମିତିରେ ନିଜର ଧ୍ୟାନ ରଖନ୍ତୁ। ଧନ ଜନିତ ମାମଲାରେ ବି ଆପଣ ଯେତେ ପରିଶ୍ରମ କରିବେ ତ ସେତେ ଟଙ୍କା ଆସିବ। ହୋଲିରେ ନୀଳ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ। ଆପଣଙ୍କ ପାଇଁ ଭଲ ରହିବ।

କୁମ୍ଭ ରାଶି। ଆପଣଙ୍କ ପାଇଁ ଅଳ୍ପ ଟିକେ କଠିନ ସମୟ ଅଟେ। କାରଣ ଆକସ୍ମିକ ରୂପରେ ଧନ ହାନିର ଯୋଗ ବନିବ। ଅଳ୍ପ ଖର୍ଚ୍ଚ କରିବ ଏହି ହୋଲି। ତ ପୂର୍ବରୁ ସତର୍କ ରୁହନ୍ତୁ ସମ୍ଭାଳି କରି ରୁହନ୍ତୁ। ସନ୍ତାନଙ୍କ ଠାରୁ ସୁଖ ମିଳିବ। କାର୍ଯ୍ୟ କ୍ଷେତ୍ରରେ ଯେଉଁ ଲୋକଙ୍କ ସହିତ କାମ କରୁଥିବେ ତାଙ୍କ ସହିତ କଟୁତା ବଢିବ। ଥଣ୍ଡା ମାନସିକ ସମସ୍ୟା ଯଦି ଆପଣଙ୍କୁ ଚିନ୍ତିତ କରିବ ତ ହୋଲିରେ ଅଶୁଭତାକୁ ଦୂର କରିବା ପାଇଁ ବାଇଗଣି ରଙ୍ଗର ବ୍ୟବହାର କରନ୍ତୁ। ବାଇଗଣୀ ରଙ୍ଗର ବସ୍ତ୍ର ମିଠା ରଙ୍ଗ ବ୍ୟବହାର କରନ୍ତୁ। ଏହା ଆପଣଙ୍କ ପାଇଁ ଭଲ ରହିବ।

ମୀନ ରାଶି। କାମ କରିବାର କ୍ଷମତା ବଢିବ। ଯାହା ମାନସିକ ଟେନସନ ଥିଲା ତାହା ସମାପ୍ତ ହେବ। ଆକସ୍ମିକ ରୂପରେ ଧନଲାଭର ଯୋଗ ରହିଛି। ହୋଲିରେ ଆପଣ ହଳିଦିଆ ରଙ୍ଗର ବ୍ୟବହାର କରିପାରିବେ। ଏମିତି କରିଲେ ଭାଗ୍ୟ ମଜବୁତ ହେବ। ଭାଗ୍ୟ ବଳବାନ ହେବ। ହୋଲିର ଭସ୍ମକୁ ଯଦି ଆପଣ ନିଜ ମଥାରେ ଲଗାନ୍ତି ପ୍ରତିଦିନ ତ ଏମିତି କରିଲେ ଆପଣଙ୍କ ଜୀବନରେ ସୁଖ ଶାନ୍ତି ବଢିବ। ଧନ ବଢିବ। ଖୁସି ଅଧିକ ବଢିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *